• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

7655432
ଭାରତୀୟ ଶ୍ରଦ୍ଧାଳୁଙ୍କୁ ଦେଖି ଖୁସି ହେଲେ ସଦ୍ଦାମ୍‌ ହୁସେନ୍‌

କରତାରପୁର ସାହିବ:ଭାରତ-ପାକିସ୍ତାନ ମଧ୍ୟରେ କରତାରପୁର ସାହିବ କରିଡର ନଭେମ୍ବର ୯ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରାଯାଇଛି। ଶିଖ୍‌ ସଂପ୍ରଦାୟ ପାଇଁ ଏହି କରିଡର ବେଶ ମହତ୍ୱ ରଖେ।  ଏହି କରିଡର ଭାରତୀ ପଞ୍ଜାବ ଗୁରୁଦାସପୁରର ଡେରାବାବା ନାନକ ଏବଂ ପାକିସ୍ତାନ ପଞ୍ଚାବର ଗୁରୁଦ୍ୱାର ଦରବାର ସାହିବକୁ ସଂଯୋଗ କରୁଛି। ଗୁରୁ ନାନକ ଦେବ ତାଙ୍କର ଶେଷ ସମୟ ଏହି କରତାରପୁରରେ ହିଁ କଟାଇଥିଲେ। ଗୁରୁ ନାନକଙ୍କର ୫୫୦ ତମ  ଜନ୍ମୋତ୍ସବ ଅବସରରେ ଭାରତ ପକ୍ଷରୁ ଅନେକ ଶ୍ରଦ୍ଧାଳୁ […]

1234
ଦୁର୍ଘଟଣାଜନିତ କ୍ଷତିପୂରଣ ମାଗିଥିଲେ ୧ ଲକ୍ଷ ଟଙ୍କା, ମିଳିଲା ୧ କୋଟି ୩୫ ଲକ୍ଷ

ମୁମ୍ବଇ:ଦୁର୍ଘଟଣାରେ ଶାରୀରିକ ଅକ୍ଷମ ହେବା କିମ୍ବା କାହାର ଜୀବନ ହରାଇବା ପରିବାର ଲୋକଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ତଥାପି ଲୋକେ କ୍ଷତିପୂରଣ ଦାବି କରିଥାନ୍ତି ଆଉ ନ ମିଳିଲେ ରାସ୍ତା ଅବରୋଧ, ଆନ୍ଦୋଳନ କରିଥାନ୍ତି। କିନ୍ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ଜଣେ ବ୍ୟକ୍ତି ଦୁର୍ଘଟଣାଜନିତ କ୍ଷତିପୂରଣ ପାଇଁ  ମାଗିଥିଲେ ମାତ୍ର ଏକ ଲକ୍ଷ ଟଙ୍କା । ହେଲେ ତାଙ୍କୁ ମିଳିଥିଲା ୧ କୋଟି ୩୫ ଲକ୍ଷ। ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା ! କଥାଟା କିନ୍ତୁ […]

mmmmm
ବିଜେପି ହାତ ଛାଡ଼ିବା ଶିବସେନାର ଭୁଲ ନିଷ୍ପତ୍ତି ଥିଲା କି ?

ଗୁମ୍ବାଇ:ମହାରାଷ୍ଟ୍ରର ରାଜନୈତିକ ସଙ୍କଟ ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଆସନ ପାଇଁ ବିଜେପି ସହ ୩୦ ବର୍ଷର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କକୁ କାଟି ଦେଇଛି ଶିବସେନା। ଅନ୍ୟପକ୍ଷେ ଏନ୍‌ସିପି-କଂଗ୍ରେସ ସମର୍ଥନରେ ସରକାର ଗଢିବା ପାଇଁ ଶିବସେନା ଦେଖିଥିବା ସ୍ୱପ୍ନ ଏବେ ମଉଳିବାରେ ଲାଗିଛି। ତେବେ ବିଜେପିର ହାତ ଛାଡ଼ି ଶିବସେନା ଯେ ସଙ୍କଟରେ ଫସି ଯାଇଛି ଏକଥା ସତ। ଏନ୍‌ସିପି ମୁଖ୍ୟ ଶରତ ପାୱାରଙ୍କ ସହ ବୈଠକ ଏବଂ ସୋନିଆ ଗାନ୍ଧୀଙ୍କ ସହ ଫୋନ୍‌ […]

maxresdefault
ଆଲ୍‌ମାରୀରେ ଥିବା ପୋଷାକରୁ ଗନ୍ଧ ବାହାରୁଥିଲେ....

ଭୁବନେଶ୍ୱର: ପୋଷାକ ଅଧିକ ଦିନ ଧରି ଆଲମାରୀରେ ରହିଲେ, ସାଧାରଣତଃ ଗନ୍ଧ ବାହାରିଥାଏ । ବିଶେଷ କରି ବର୍ଷା ଦିନେ ପୋଷାକ ଭଲଭାବେ ନଶୁଖିଲେ ସେଥିରୁ ଗନ୍ଧ ଆସେ। ତେବେ ଆପଣ ଚାହିଁଲେ ଏହି ସମସ୍ୟାର ସମାଧାନ କରିପାରିବେ। ଆଲମାରୀରେ ରହୁଥିବା ପୋଷାକରୁ ଯେପରି ଦୁର୍ଗନ୍ଧ ନ ବାହାରିବ ସେଥିପାଇଁ କିଛି ସହଜ ଉପାୟ ରହିଛି। ଖୁବ୍‌ ଅଳ୍ପ ଖର୍ଚ୍ଚରେ ଏହି ସମସ୍ୟାର ସମାଧାନ ଆପଣ କରିପାରିବେ। ଜାଣନ୍ତୁ କ’ଣ ସେହି ଉପାୟ ସବୁ… ୧. ଅଧିକ […]

nitu
୭୮ ଟନ୍‌ ବର୍ଜ୍ୟ ପ୍ଲାଷ୍ଟିକକୁ ରିସାଇକ୍ଲ କରିବ ରିଲାଏନ୍ସ

ଭୁବନେଶ୍ୱର: ଏକ ଭିନ୍ନ ଧରଣର ସଂଗ୍ରହ ଅଭିଯାନରେ ବାହାରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଦାତବ୍ୟ ଅନୁଷ୍ଠାନ ରିଲାଏନ୍ସ ଫାଉଣ୍ଡେସନ । ଅନୁଷ୍ଠାନ ପକ୍ଷରୁ ଆରମ୍ଭ ହୋଇଛି  “ରିସାଇକ୍ଲ ୪ ଲାଇଫ’ ଅଭିଯାନ। ଏହି ଅଭିଯାନରେ ସ୍ୱଚ୍ଛାସେବୀମାନେ ରିସାଇକ୍ଲିଂ ପାଇଁ ୭୮ ଟନରୁ ଅଧିକ ବର୍ଜ୍ୟ ପ୍ଲାଷ୍ଟିକ ବୋତଲ ସଂଗ୍ରହ କରିଛନ୍ତି। ତିନି ଲକ୍ଷରୁ ଅଧିକ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ପାର୍ଟନର ଏବଂ ଜିଓ ଓ ରିଲାଏନ୍ସ ରିଟେଲ ଭଳି […]

latamangeshkar1
ଡାକ୍ତରଖାନାରେ କଣ୍ଠଶିଳ୍ପୀ ଲତା

ନୂଆଦିଲ୍ଲୀ: କଣ୍ଠଶିଳ୍ପୀ ଲତା ମଙ୍ଗେସକର୍‌ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ଶ୍ୱାସକ୍ରିୟା ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍‌ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ୯୦ ବଷୟ ବୟସ୍କା କୋକିଳ କଣ୍ଠୀ ଲତାଙ୍କ ଅବସ୍ଥା ଖରାପ ହେବାରୁ ତାଙ୍କୁ ସୋମବାର ରାତି  ୨ଟାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ବୋଲି ଡାକ୍ତରଖାନା ସୂତ୍ରରୁ କୁହାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା। ଏବେ ସେ ଘରକୁ ଫେରିଆସିଥିବା ତାଙ୍କର ନିକଟତମ ବ୍ୟକ୍ତି କହିଛନ୍ତି।   […]

1234
ଫି’ ବୃଦ୍ଧିକୁ ନେଇ ପ୍ରତିବାଦର ସ୍ୱର ଉଠାଇଲେ ଜେଏନୟୁ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ:  ହଷ୍ଟେଲ ଫି’ ବୃଦ୍ଧିକୁ ନେଇ ଦିଲ୍ଲୀ ସ୍ଥିତ ଜବାହରଲାଲ୍‌ ନେହରୁ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ବାହାରେ ଶତାଧିକ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଫି’ ବୃଦ୍ଧି ପ୍ରସଙ୍ଗରେ ଛାତ୍ରଛାତ୍ରୀ ଆଲୋଚନା କରିବା ପାଇଁ ଭାଇସ ଚାନସେଲର ମମିଦଲା ଜଗଦେଶ କୁମାରଙ୍କୁ ବାରମ୍ୱାର ପ୍ରସ୍ତାବ ଦେଇଥିଲେ। ହେଲେ ପ୍ରସ୍ତାବ ଖାରଜ ହେବା ପରେ ଆଜି ଜେଏନ୍‌ୟୁ ଛାତ୍ର ସଙ୍ଗଠନ ନାଟକୀୟ ଭାବରେ ବିଶ୍ୱବିଦ୍ୟାଳୟ ବାହାରେ ପ୍ରତିବାଦ କରିଛି। ବିଶ୍ୱବିଦ୍ୟାଳୟ ପାଖରେ ଏଆଇସିଟିଇର ଏକ ସମ୍ମିଳନୀ ଚାଲିଥିଲା। ଉପରାଷ୍ଟ୍ରପତି ଭେଙ୍କେୟା […]

1123456
ଫ୍ୟାନଙ୍କୁ ଏମିତି ଧନ୍ୟବାଦ ଜଣାଇଲେ ଆୟୁଷ୍ମାନ୍

ମୁମ୍ବାଇ:  ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ବାଲାକୁ ମିଳୁଛି ଜବରଦସ୍ତ ରେସ୍ପନ୍ସା ଫିଲ୍ମଟି ନାନା ବିବାଦରେ ଫସିବା ସତ୍ତ୍ୱେ ବି ଏହା ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଦର୍ଶକ ଫିଲ୍ମରେ ଆୟୁଷ୍ମାନଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। ଏଥିପାଇଁ ସେ ଫ୍ୟାନ୍ସଙ୍କୁ ଏକ ନିଆରା ଧନ୍ୟବାଦ  ଜଣାଇଛନ୍ତିା ଆୟୁଷ୍ମାନ ସୋଶାଲ୍ ମିଡି‌ଆରେ ଏକ ଫଟୋ ଶେଆର କରି ଫ୍ୟାନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତିା ସେ ଶେଆର କରିଥିବା ଏହି ଫଟୋରେ ବାଲା ଚରିତ୍ରର ଏକ ଚିତ୍ର ଅଙ୍କା ହୋଇଥିବା […]

12
କୁକୁର ପଛରେ ପଡ଼ିଛି କୁନି ଚିତା....ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ:ବନ୍ଧୁତ୍ୱର ଅନେକ ନିଦର୍ଶନ ଦେଖିଛନ୍ତି। ହେଲେ ଏମିତି ବନ୍ଧୁତ୍ୱ କେବେ ଦେଖି ନ ଥିବେ। ଏକ ନିଆରା ବନ୍ଧୁତ୍ୱର ଝଲକ ସୋଶାଲ ମିଡିଆରେ ଦେଖିବାକୁ ମିଳିଛି। ଖାଲି ଦେଖିବାକୁ ମିଳିନି, ଏହାର ଏକ ଭିଡିଓ ଖୁବ୍‌ ଭାଇରାଲ ହୋଇଛି। ଭିଡିଓରେ ଛୋଟ ଚିତାବାଘଟିଏ ଏକ କୁକୁର ପଛରେ ଦୌଡୁଛି। ଦେଖିଲେ ଲାଗିବ ଯେମିତି କୁକୁରକୁ ଖାଇବା ପାଇଁ ଗୋଡାଉଛି। ହେଲେ ପରେ ଜଣାପଡ଼ୁଛି ସେମାନେ କାହିଁକି ଦୌଡୁଥିଲେ ? ପ୍ରକୃତରେ ଏମାନେ ଦୁହେଁ ଭଲ ବନ୍ଧୁ । […]

jm
ସେନା ଗୁଳିରେ ଦୁଇ ଆତଙ୍କୀ ନିହତ

ଶ୍ରୀନଗର: କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିପାତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ପାଖରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଆତଙ୍କବାଦୀଙ୍କ ପରିଚୟ ମିଳିପାରିନଥିବା ସୂଚନା ରହିଛି। ଆଜି ସକାଳେ ଜମ୍ମୁ କଶ୍ମୀରର ବାନ୍ଦିପୋରାରେ ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଗତକାଲି ଆଉ ଜଣେ ନିହତ ହୋଇଥିଲା। ଶ୍ରୀନଗରଠୁ ୫୫ କିଲୋମିଟର ଦୂରରେ ଥିବା ଏହି ଲାବଦାର ଗାଁରେ ଏବେ ଆତଙ୍କବାଦୀ ଓ ସେନା […]

123-M
‘ଶିବସେନାକୁ ସମର୍ଥନ କଂଗ୍ରେସ ପାଇଁ ବିପର୍ଯ୍ୟୟ ଆଣିବ’

ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଢିବା ନେଇ ବିଜେପି ମନା କରିଦେବା ପରେ ଏବେ ଶିବସେନା ସରକାର ଗଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। କଂଗ୍ରେସ-ଏନ୍‌ସିପି ସହ ମେଣ୍ଟ କରି ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବାକୁ ଯୋଜନା କରୁଛି। ହେଲେ ଏହାକୁ କଂଗ୍ରେସ ନେତା ସଞ୍ଜୟ ନିରୂପମ ନାପସନ୍ଦ କରିଛନ୍ତି। ଏନସିପି-କଂଗ୍ରେସର ଶିବସେନାକୁ ସମର୍ଥନ ନେଇ କଂଗ୍ରେସ ନେତା ସଞ୍ଜୟ ନିରୂପମ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହାଦ୍ୱାରା ଶିବସେନାର ଯେତିକି ଲାଭ ନ ହେବ ତାଠୁ ଅଧିକ କ୍ଷତି […]

1
ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ରାଉରକେଲା: ଭଲ ପାଠ ପଢି ସାର୍ଟିଫିକେଟ ହାସଲ କରିବା, ବଡ ଚାକିରି କରି ବହୁତ ଟଙ୍କା ଉପାର୍ଜ୍ଜନ କରିବା  ସଫଳତାର ମାପକାଠି ନୁହେଁ। ମାନବିକ ମୂଲ୍ୟବୋଧକୁ ସମ୍ମାନ ଦେବା, ଅନ୍ୟକୁ ସହାୟତାର ହାତ ବଢାଇବା, ନିଜ ଭିତରର ମଣିଷ ପଣିଆର ଆହ୍ୱାନକୁ ଶୁଣିବାରେ ହିଁ ରହିଛି ମଣିଷ ଜୀବନର ସଫଳତା। ଜୀବନର ଏଇ ସତ୍ୟକୁ ବୁଝି ପାରିଛନ୍ତି ରାଉରକେଲା ଏନଆଇଟିର ଏଇ ଛାତ୍ରଛାତ୍ରୀମାନେ। ସେଥିପାଇଁ ତାଙ୍କ ପାଖରେ ଜ୍ଞାନର ଆଲୋକଙ୍କୁ ବାଣ୍ଟୁଛନ୍ତି ଗରିବ ବସ୍ତିରେ। ଯେଉଁମାନେ ଅର୍ଥାଭାବରୁ […]

123456789
‘’ହମାରା ୟେ ସିଦ୍ଧୁ କିଧର ଗୟା ”

କରତାରପୁର: କରତାରପୁର କରିଡର ଉଦ୍‌ଘାଟନ ସମାରୋହ ଏବଂ ସିଦ୍ଧୁ- ଉଭୟଙ୍କୁ ନେଇ ଆଜିକାଲି ସୋଶାଲ ମିଡିଆରେ ବେଶ୍‌ ଚର୍ଚ୍ଚା। କରତାରପୁର ଯିବା ଲାଗି ଅନୁମତିକୁ ନେଇ ବେଶ କିଛି ଦିନ ଚର୍ଚ୍ଚାରେ ରହିଲେ ସିଦ୍ଧୁ । ଏବେ ଇମ୍ରାନଙ୍କ ପାଟିରେ ସିଦ୍ଧୁଙ୍କ ନାଁ ଶୁଣି ପୁଣି ଚର୍ଚ୍ଚାକୁ ଆସିଛନ୍ତି ସେ। କରତାରପୁର କରିଡର ଉଦ୍‌ଘାଟନ ସମାରୋହରେ ଯୋଗ ଦେଇ କଂଗ୍ରେସ ନେତା ନଭଜୋତ ସିଂ  ସିଦ୍ଧୁ କହିଥିଲେ, ଏହି କରିଡରକୁ ଆରମ୍ଭ  କରି ପାକିସ୍ତାନ ପ୍ରଧାନମନ୍ତ୍ରୀ ୧୪ […]

ram-temple
ରାମ ମନ୍ଦିର ପାଇଁ ଅପେକ୍ଷା କରିବାକୁ ପଡ଼ିବ ଆହୁରି ୫ ବର୍ଷ !

ନୂଆଦିଲ୍ଲୀ: ଅଯୋଧ୍ୟାର ବିବାଦୀୟ ସ୍ଥାନରେ ରାମ ମନ୍ଦିର ନିର୍ମାଣ ହେବ। ଏ ନେଇ ସୁପ୍ରିମ କୋର୍ଟ ରାୟ ଦେବା ପରେ ସମସ୍ତଙ୍କ ମନରେ ଜିଜ୍ଞାସା ବୃଦ୍ଧି ପାଇବାରେ ଲାଗିଛି। କେବେ ନିର୍ମାଣ ହେବ ରାମ ମନ୍ଦିର ? କେମିତି ହେବ ତାର ପରିପାଟି ? ଯଦି ମନ୍ଦିର ନିର୍ମାଣ ପାଇଁ ବିଶ୍ୱ ହିନ୍ଦୁ ପରିଷଦର ଡିଜାଇନ୍‌କୁ ସ୍ୱୀକୃତି ମିଳେ ତେବେ କମ୍‌ ସେ କମ୍‌ ମନ୍ଦିର ନିର୍ମାଣ ପାଇଁ ୫ ବର୍ଷ ଲାଗିଯିବ। ରାମ ମନ୍ଦିର ସହ […]

12
କଂଗ୍ରେସ ସହ ମେଣ୍ଟ କରିପାରେ ଶିବସେନା !

ମୁମ୍ୱାଇ: ମହାରାଷ୍ଟ୍ରରେ ସରକାର ଗଢ଼ିବା ଅଙ୍କକଷା ଛିଣ୍ଡୁନି। ଦୁଇ ସହଯୋଗୀ ବିଜେପି-ଶିବସେନା ମଧ୍ୟରେ ବିବାଦ ବଢି ବଢି ଚାଲିଛି ସିନା ସମାଧାନର ବାଟ ଫିଟୁନି। ଆଜି ଶିବସେନାର ମୁଖପାତ୍ର ସଞ୍ଜୟ ରାଉତ ପୁଣି ଥରେ ବିଜେପି ବିରୋଧରେ ବର୍ଷିଛନ୍ତି। ଏଥିସହ ଶିବସେନା କଂଗ୍ରେସ ସହ ମେଣ୍ଟ କରି  ସରକାର ଗଢ଼ିବା ପାଇଁ ପ୍ରସ୍ତୁତ ଅଛି ବୋଲି ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି,  କଂଗ୍ରେସ ଓ ଶିବସେନାର ରାଜନୀତିକ ଚିନ୍ତାଧାରାରେ ମତ ପାର୍ଥକ୍ୟ ରହିପାରେ, ହେଲେ ରାଜ୍ୟର […]

 Afghanistan
ଆଫଗାନିସ୍ତାନରେ ଘମାଘୋଟ, କାନ୍ଦାହାର ଦୂତାବାସରୁ ୫୦ ଜଣଙ୍କୁ ଫେରାଇ ଆଣିଲା ଭାରତ

ଆଫଗାନିସ୍ତାନ କାନ୍ଦାହାର ଦୂତାବାସର ପ୍ରାୟ ୫୦ ଜଣ କର୍ମଚାରୀଙ୍କୁ ଫେରାଇ ଆଣିଛି ଭାରତ । ଏୟାରଫୋର୍ସର ଏକ ସ୍ୱତନ୍ତ୍ର ବିମାନରେ ଗତକାଲି ଏହି କର୍ମଚାରୀଙ୍କୁ ନୂଆଦିଲ୍ଲୀ ଅଣାଯାଇଛି । ତାଲିବାନ ଓ ଆଫଗାନିସ୍ତାନର ସୈନ୍ୟଙ୍କ ମଧ୍ୟରେ କାନ୍ଦାହାର ନିକଟରେ ଘମାଘୋଟ ଯୁଦ୍ଧ ଚାଲିଥିବାରୁ ଏହି ପଦକ୍ଷେପ ନିଆଯାଇଛି ।

Fill Potholes
ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ନିଜ ଟଙ୍କାରେ ଖାଲଖମା ମରାମତି କରୁଛନ୍ତି ବୃୃଦ୍ଧ ଦମ୍ପତି

ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ରୋକିବା ଲାଗି ବୃୃଦ୍ଧ ଦମ୍ପତିଙ୍କ ଅଭିନବ ପ୍ରୟାସ। ଦିନେ କି ଦୁଇ ଦିନ ନୁହେଁ ଦୀର୍ଘ ୧୧ ବର୍ଷ ହେଲା ରାସ୍ତାରେ ଥିବା ଖାଲଖମାକୁ ମରାମତି କରୁଛନ୍ତି ହାଇଦ୍ରାବାଦର ବୃଦ୍ଧ ଦମ୍ପତି।

auditorium
କାଲିଠୁ ୫୦ ପ୍ରତିଶତ କ୍ଷମତାରେ ଖୋଲିବ ଅଡିଟୋରିୟମ

ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛି। ତେଣୁ ଆଜି ଦିଲ୍ଲୀ ସରକାର ଅନଲକ୍‌-୭ର ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ତେବେ ନୂଆ ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ଅର୍ଥାତ୍‌ ସୋମବାରଠାରୁ ଦିଲ୍ଲୀରେ ଏଜୁକେଶନ ଟ୍ରେନିଂ ଓ ମିଟିଂ ପାଇଁ ସ୍କୁଲ, ଅଡିଟୋରିୟମ ଆଦି ୫୦ ପ୍ରତିଶତ କ୍ଷମତା ସହ ଖୋଲିବ। କିନ୍ତୁ ସାଧାରଣ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ମିଳିନାହିଁ।

barmer
ନବଜାତକକୁ ବଞ୍ଚାଇଦେଲା ମମତା : ମା’ର ବିକଳ କାନ୍ଦଣା ଦେଖି କୁନି ପୁଅକୁ ଫେରାଇ ଦେଲା ଚୋର

ମମତାର ଶକ୍ତି ମା’, ମମତାର ମୂର୍ତ୍ତି ମା’ । ବାଡମେର୍ ଅଲସୁବା ଜିଲ୍ଲା ଡାକ୍ତରଖାନାରୁ ଚୋରି ହୋଇ ଯାଇଥିଲା ତିନି ଦିନର କୁନି ଶିଶୁ । ପୁଅର ମୁହଁକୁ ଭଲରେ ଦେଖିବା ଆଗରୁ ମା’ର କୋଳଶୂନ୍ୟ ହୋଇସାରିଥିଲା । କେହି ଜଣେ ଡାକ୍ତରଖାନାରୁ ନବଜାତକକୁ ଚୋରାଇ ନେଇଥିଲା । ପୁଅକୁ ନପାଇ ବିକଳରେ କାନ୍ଦୁଥିଲେ ମହିଳା ଜଣକ । କେତେବେଳ କାନ୍ଦି କାନ୍ଦି ବେହୋସ ହୋଇଯାଉଥିଲେ ତ ଆଉ କେତେବେଳେ ପୁଅକୁ ଖୋଜି ଆଣିବାକୁ ସ୍ୱାମୀ ନିକଟରେ ଗୁହାରୀ କରୁଥିଲେ । ଏପରିକି କାନ୍ଦି କାନ୍ଦି ପୁଅକୁ ଫେରାଇ ଦିଅ କହି ଚୋର ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରାଯାଇଥିଲା । ଅଭିଯୋଗ ପରେ ପରିବାର ଲୋକଙ୍କ ଠାରୁ ଆରମ୍ଭ କରି ପୋଲିସ ନବଜାତକକୁ ଖୋଜାଖୋଜି କରୁଥିଲେ ।

Coronavirus
ଏକା ସମୟରେ କରୋନାର ୨ଟି ଭାରିଏଣ୍ଟସ୍‌ରେ ସଂକ୍ରମିତ ହେବା ପରେ ଚାଲିଗଲା ମହିଳାଙ୍କ ଜୀବନ

ଏବେ କରୋନା ଭାଇରସ୍‌ର ନୂଆ ନୂଆ ଭାରିଏଣ୍ଟ୍‌ ଚିହ୍ନଟ ହେଉଛି। ଯାହାକୁ ନେଇ ଚିନ୍ତା ବଢ଼ିଛି। ବେଲ୍‌ଜିୟମରେ ଜଣେ ମହିଳା ଏକା ସମୟରେ କରୋନା ଭାଇରସ୍‌ର ଅଲଗା ଅଲଗା ଭାରିଏଣ୍ଟରେ ସଂକ୍ରମିତ ହେବା ପରେ ୫ ଦିନରେ ତାଙ୍କର ମୃତ୍ୟୁ ଘଟିଛି।

health-workers
ରାସ୍ତା ରୋକି ପାରିଲାନି ପ୍ରଖର ଜଳସ୍ରୋତ : ଉଚ୍ଛୁଳା ନଈ ପାର୍ ହୋଇ ଟିକା ଦେବା ପାଇଁ କଲେ ସ୍ୱାସ୍ଥ୍ୟକର୍ମୀ

ହାତରେ ଭ୍ୟାକ୍ସିନ୍ ଡବା । ଆଉ ସାମ୍ନାରେ ନଦୀର ପ୍ରଖର ଜଳପ୍ରୋତ । ତଥାପି ମନରେ ତିଳେ ମାତ୍ର ଭୟ ନାହିଁ । ଲୋକଙ୍କ ପାଇଁ ଡାକ୍ତରୀ ଟିମ୍ ଜଣେ ଜଣଙ୍କ ହାତ ଧରି ନଦୀ ପାର ହେଉଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି । ଏହି ଭିଡିଓ ଦେଖିଲେ କାହାର ବି ଦେଶ ଶୀତେଇ ଯିବ । ଉଚ୍ଛୁଳା ନଈକୁ ଦେଖିଲେ ଆଗକୁ ବଢ଼ିବାକୁ ସାହସ ହେବନି । ସ୍ୱାସ୍ଥ୍ୟକର୍ମୀ ମାନେ ବର୍ତ୍ତମାନ ସମୟରେ ନିଜ ଜୀବନକୁ ବାଜି ଲଗାଇ ସଂକ୍ରମଣ ଭୟକୁ ଏଡାଇ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି । ବର୍ତ୍ତମାନ କରୋନା ଯୋଦ୍ଧାଙ୍କର ସେହି ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ତ୍ରାଲା ସ୍ୱାସ୍ଥ୍ୟ କେନ୍ଦ୍ରର ଦାୟିତ୍ୱରେ ଥିବା ଡକ୍ଟର ଇରାମ ୟାସିମିନ ଏହି ଭିଡିଓ ଉତ୍ତୋଳନ କରିଛନ୍ତି ।

Copa America Final
 କୋପା ଆମେରିକା ଫାଇନାଲ୍‌ ମ୍ୟାଚ୍‌ରେ ବାଜି ମାରିଲା ଆର୍ଜେଣ୍ଟିନା

କୋପା ଆମେରିକା ଫୁଟବଲ୍‌ ଫାଇନାଲ୍‌(Copa America Final)ରେ ବାଜି ମାରିଲା ଆର୍ଜେଣ୍ଟିନା। ଫାଇନାଲ୍‌ ମ୍ୟାଚ୍‌ରେ ବ୍ରାଜିଲକୁ ୧-୦ ଗୋଲ୍‌ରେ ହରାଇ ଚାମ୍ପିଅନ ହୋଇଛି ଲିଓନାଲ ମେସିଙ୍କ ଆର୍ଜେଣ୍ଟିନା ଟିମ୍‌।

hoshangabad
ବାହାବେଦୀରେ ବସିଥିଲା ପ୍ରେମିକ : ବାହାରେ ସୋନା, ବାବୁ କହି କହି ବିକଳରେ କାନ୍ଦୁଥିଲା ପ୍ରେମିକା

ଆଉ କାହା ପାଇଁ ଚନ୍ଦନ ନାଇ, ମୁକୁଟ ପିନ୍ଧି ସଜ ହୋଇଥିଲେ ଯୁବକ । ବିବାହ ଚାଲିଥିବା ମଣ୍ଡପର ଫାଟକ ବାହାରେ ସୋନା, ବାବୁ ଡାକି କାନ୍ଦି କାନ୍ଦି ଗଡ଼ିଯାଉଥିଲା ପ୍ରେମିକା । ତିନି ବର୍ଷ ଲିଭ୍ ଇନରେ ରହିବା ପରେ ଧୋକା ଦେଲା ପ୍ରେମିକ । ବିଶ୍ୱାସରେ ବିଷ ମିଶାଇ ଅନ୍ୟ ଜଣକ ସହ ସାରା ଜୀବନ ରହିବାକୁ ରାଜି ହୋଇଗଲା । ମଧ୍ୟପ୍ରଦେଶ ହୋସଙ୍ଗାବାଦରେ ଏପରି ଘଟଣା ଦେଖିବାକୁ ମିଳିଛି । ପ୍ରେମିକର ବିବାହ ରୋକିବାକୁ ଭୋପାଳରୁ ହୋସଙ୍ଗାବାଦ ଚାଲି ଆସିଥିଲେ ଯୁବତୀ । ଏକ ବିବାହ ମଣ୍ଡପରେ ପ୍ରେମିକର ବିବାହ ଚାଲିଥିବା ବେଳେ ଜୋରଦାର ହଙ୍ଗାମା କରିଛନ୍ତି ପ୍ରେମିକା । ହେଲେ ବିବାହ ଅଟକାଇବାକୁ ଶତ ଚେଷ୍ଟା କରିଥିଲେ ସୁଦ୍ଧା ଅସଫଳ ହେଲେ ଯୁବତୀ । ତାଙ୍କୁ ବାରମ୍ବାର ଫାଟକରୁ ତଡ଼ି ଦେଉଥିଲେ ପରିବାର ଲୋକ । ତଥାପି ସୋନା-ବାବୁ ଡାକି ଡାକି ଫାଟକ ନିକଟକୁ ଚାଲି ଯାଉଥିଲେ ପ୍ରେମିକା ।

rice
ଭାତ ଓ ରୁଟି ଏକାସଙ୍ଗେ ଖାଉଛନ୍ତି କି? ଜାଣନ୍ତୁ ଏହା ଭଲ ନା ଖରାପ

ଭୁବନେଶ୍ୱର: ଆମ ଦେଶରେ ବହୁ ଲୋକ ଭାତ ସହ ରୁଟି ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷକରି ଉତ୍ତର ଭାରତୀୟ  ଭାତ ଏବଂ ରୁଟି ଏକା ସହ ଖାଇଥାନ୍ତି। କେହି କେହି ଭାତ ଓ ରୁଟି ଏକ ସଙ୍ଗେ ଖାଇବାକୁ ଭଲ କହୁଥିବା ବେଳେ ଆଉ କେହି ଏହାକୁ ମିଶାଇ ଖାଇଲେ ମୋଟା ହେବାର ଆଶଙ୍କା ଥାଏ ବୋଲି କହିଥାନ୍ତି। କିନ୍ତୁ ଜାଣିଛନ୍ତି କି, ଏହାକୁ ମିଶାଇ ଖାଇଲେ ଆମ ସ୍ୱାସ୍ଥ୍ୟ ଉପରେ କିପରି ପ୍ରଭାବ ପଡ଼େ। ଜାଣନ୍ତୁ […]