• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

12345
କୁନି ପୁଅର ଚିଠି-‘ମୁଁ ବେଳେବେଳେ ଦୁଷ୍ଟ ହେଉଛି’: ଶେଆର୍ କଲେ ବିଗ୍‌ ବି

ମୁମ୍ୱାଇ :ସୋଶାଲ ମିଡିଆରେ ଅନେକ ସମୟରେ ନିଜ ପରିବାରର ଫଟୋ, ଭିଡିଓ ପୋଷ୍ଟ କରି ଅମିତାଭ ସବୁବେଳେ ଚର୍ଚ୍ଚାରେ । ନିକଟରେ ଅମିତାଭ ଏକ ଚିଠି ପୋଷ୍ଟ କରିଛନ୍ତି ଯାହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଚିଠିଟି ଛୋଟ ଅଭିଷେକ ବାପା ଅମିତାଭଙ୍କୁ ଲେଖିଛନ୍ତି। ଅଭିଷେକଙ୍କ ପିଲାଦିନ ମନେ ପକାଇବା ସହ ପ୍ରଶଂସା କରି ଅମିତାଭ ଏକଥା ମଧ୍ୟ ଲେଖିଛନ୍ତି ‘ପୁତ୍ର ସୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି, ପୁତ୍ର କୁପୁତ୍ର ହେଲେ ଧନ କାହିଁକି ସଞ୍ଚିବି।’ […]

1q234567890-
ଆସନ୍ତା ବର୍ଷ ଇସ୍ରୋ ଛାଡ଼ିବ ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ: ଭାରତୀୟ ସ୍ପେଶ୍‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌ (ଇସ୍ରୋ) ଖୁବ୍‌ ଶୀଘ୍ର ଚନ୍ଦ୍ରକୁ ଛାଡ଼ିବାକୁ ଯାଉଛି ଚନ୍ଦ୍ରଯାନ-୩। ଏଥିପାଇଁ ଜୋରସୋରରେ ଚାଲିଛି କାମ। ୨୦୨୦ ନଭେମ୍ବର ସୁଦ୍ଧା କାମ ଶେଷ ହେବ ବୋଲି ସମୟ ଧାର୍ଯ୍ୟ ହୋଇଯାଇଛି। ଏପରି ସୂଚନା ମିଳିଛି ଇସ୍ରୋ ପକ୍ଷରୁ । ସୂଚନାଥାଉ କି, ଗତ ସେପ୍ଟେମ୍ବରରେ ଇସ୍ରୋ ଚନ୍ଦ୍ରଯାନ-୨ ଲାଣ୍ଡରକୁ ଚନ୍ଦ୍ରପୃଷ୍ଠରେ ସପ୍ଟ ଲାଣ୍ଡିଂ କରିବା ପାଇଁ ଚେଷ୍ଟା କରିଥିଲା। ହେଲେ ଏଥିରେ ସଫଳତା ମିଳି ନ ଥିଲା। ଅବଶ୍ୟ ଏବେ ବି […]

12332111
ତିରୁପତିରେ ବିବାହ ବାର୍ଷିକୀ ପାଳିଲେ ଦୀପିକା-ରଣବୀର

ନୂଆଦିଲ୍ଲୀ:ବଲିଉଡ୍‌ର କ୍ୟୁଟ୍‌ ଯୋଡ଼ି ଦୀପିକା ପାଦୁକୋଣ ଏବଂ ରଣବୀର ସିଂହର ଆଜି ପ୍ରଥମ ବିବାହ ବାର୍ଷିକୀ। ଏହି ଅବସରରେ ଦୁହେଁ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି। ମନ୍ଦିରପାଖରେ ଉଭୟେ ଫଟୋ ଉଠାଇଛନ୍ତି ଯାହା ସୋଶାଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଛି। ତିରୁପତିରେ ଦୀପିକା-ରଣବୀର ପ୍ରଭୁ ଶ୍ରୀ ଭେଙ୍କଟେଶ୍ୱରଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ଦୁଇ ପରିବାରର ସଦସ୍ୟ ମଧ୍ୟ ତାଙ୍କ ସହ ଥିଲେ। କହି ରଖିବୁ, ଗତବର୍ଷ ଏହି ଦିନ ଅର୍ଥାତ୍‌ ନଭେମ୍ବର ୧୪ ତାରିଖ ଦିନ ଦୀପିକା-ରଣବୀର […]

1222
୧୪୪ କୋଟିରେ ଏମିତି ଘର କିଣିଲେ ପ୍ରିୟଙ୍କା-ନିକ୍‌

ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ୍‌ ଜୋନସ୍‌ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି। ବର୍ତ୍ତମାନ ଦୁହେଁ ଲସ୍‌ ଏଞ୍ଜେଲସ୍‌ ନିକଟସ୍ଥ ସାନ୍‌ ଫର୍ଣ୍ଣାଡୋ ଭାଲିରେ ଏକ ମହଙ୍ଗା ଘର କିଣି ଚର୍ଚ୍ଚାରେ ରହିଛନ୍ତି। ଯେଉଁ ଘରର ମୂଲ୍ୟ ୨୦ ମିଲିୟନ୍‌ ଡଲାର୍‌ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ଏହା ୧୪୪ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁସାରେ, ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘର ୨୦ ହଜାର ସ୍କୋୟାର୍‌ ଫୁଟ୍‌ରେ […]

1234567890-
ରାଫେଲ୍‌ ମାମଲାର ରିଭ୍ୟୁ ପିଟିସନ୍‌ ସୁପ୍ରିମ୍‌କୋର୍ଟରେ ଖାରଜ: କେନ୍ଦ୍ର ସରକାର ଆଶ୍ୱସ୍ତ

ନୂଆଦିଲ୍ଲୀ: ରାଫେଲ୍ ଯୁଦ୍ଧ ବିମାନ ଚୁକ୍ତି ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରି ଆଗତ ହୋଇଥିବା ପିଟିସନ୍‌କୁ  ଖାରଜ କରିଦେଇଛନ୍ତି ସୁପ୍ରିମ୍‌କୋର୍ଟ। ଏଥସହିତ ଫ୍ରାନ୍ସର ଡାସଲ୍ଟ ବିମାନ ସହ ଚୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଏକ ପ୍ରକାର ଆଶ୍ୱସ୍ତି ମିଳିଛି। ଗତ ମେ ୧୦ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ଶୁଣାଣି ସାରିବା ସହ ରାୟ ସ୍ଥଗିତ ରଖିଥିଲେ। ଏହି ଆବେଦନ ସବୁ ମଧ୍ୟରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା, ଅରୁଣ ସୌରୀ […]

12345
ନିର୍ଦ୍ଦେଶକଙ୍କ ସହ ହାତାହାତି ହେଲେ ବଲିଉଡ୍‌ ଖିଲାଡି ଅକ୍ଷୟ କୁମାର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ରୋହିତ ସେଟ୍ଟି (Rohit Shetty)ଙ୍କର ଆଗାମୀ ଫିଲ୍ମ ସୂର୍ଯ୍ୟବଂଶୀର ସୁଟିଂ ଆରମ୍ଭ ହୋଇଯାଇଛି। ଇତିମଧ୍ୟରେ ଅକ୍ଷୟ କୁମାରଙ୍କ ସହ ନିର୍ଦ୍ଦେଶକ ରୋହିତ ସେଟ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ ହୋଇଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଭିଡିଓ ଦେଖିଲା ପରେ ଲାଗୁଛି-ସତରେ କ’ଣ ହେବ ଏଇ ଫିଲ୍ମର ଭବିଷ୍ୟତ ! ସତରେ କ’ଣ ଫିଲ୍ମ ଆଗକୁ ଯିବ ନା ଏଇଠି ଅଟକି ଯିବ ! କାରଣ ଏଇ ଭିଡିଓରେ ଦୁହେଁ ହାତାହାତି ହେଉଥିବା ଦେଖିବାକୁ […]

Untitled-2
ଆତଙ୍କବାଦୀଙ୍କୁ ଦେଶର ହିରୋ କହିଲେ ମୁସାରଫ

ଇସ୍‌ଲାମାବାଦ୍: ପାକିସ୍ତାନ ଆତଙ୍କବାଦୀଙ୍କ ଭୂସ୍ୱର୍ଗ-ଏକଥା ସ୍ୱୀକାର କରିଛନ୍ତି ଏହି ଦେଶର ପୂର୍ବତନ ରାଷ୍ଟ୍ରପତି ପର୍ଭେଜ୍‌ ମୁସାରଫ। ଏକ ଗଣମାଧ୍ୟମ ସାକ୍ଷାତକାରରେ ସେ କହିଛନ୍ତି କାଶ୍ମିରୀରେ ଭାରାତୀୟ ସେନା ବିରୋଧରେ ଲଢ଼ିବା ପାଇଁ ପାକିସ୍ତାନରେ ମୁଜାହିଦ୍ଦୀନ୍‌  ତାଲିମ୍‌ ଦିଆଯାଉଥିଲା। ସେ ଜିହାଦୀ ଆତଙ୍କବାଦୀମାନଙ୍କୁ  ହିରୋ ବୋଲି କହିଛନ୍ତି। ସେତିକି ନୁହେଁ, ସେ ଓସାମା ବିନ୍‌ ଲାଡେନ୍‌, ଆୟମାନ୍‌ ଅଲ୍‌ ଜୱାହିରି, ଜଲ୍ଲାଉଦ୍ଦିନ୍‌ ହକାନି ଏବଂ ଅନ୍ୟମାନଙ୍କୁ ମଧ୍ୟ ‘ପାକିସ୍ତାନର ହିରୋ’ କହିବାକୁ ପଛାଇ ନାହାନ୍ତି। ବୁଧବାର ପାକିସ୍ତାନର ଜଣେ […]

1221
ରାୟଗଡ଼ା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ

ରାୟଗଡ଼ା: ରାୟଗଡ଼ା ଅମ୍ବାଦଳା ଥାନା କାର୍କାମାର୍କା ଜଙ୍ଗଲରେ ଚାଲିଛି ମାଓ କ୍ୟାମ୍ପ । SOG ଏବଂ DVF ଯବାନଙ୍କ ମିଳିତ ଅପରେସନ ବେଳେ ଏହି କ୍ୟାମ୍ପକୁ ଠାବ କରଯାଇଛି । ସର୍ଚ୍ଚ ଅପରେସନ ସମୟରେ ସୁରକ୍ଷା ବାହିନୀଙ୍କୁ ଦେଖି ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ସୁରକ୍ଷା କର୍ମଚାରୀମାନେ ସେଠାରୁ ଏକ ଲ୍ୟାଣ୍ଡମାଇନକୁ ଜବତ କରିବା ସହ ତାହାକୁ ନିଷ୍କ୍ରିୟ କରି ଦେଇଛନ୍ତି। ଏଥି ସହିତ  ଔଷଧ, ଖାଦ୍ୟ ସାମଗ୍ରୀ, ପୋଷାକ, ଛତା,ପାଣି ବୋତଲ ଓ ୧୦ଟି ପଲିଥିନ […]

233233
କୋର୍ଟ ଅବମାନନା ମାମଲା; ‘ଚୌକିଦାର ଚୌର ହୈ’ ପାଇଁ ରାହୁଲଙ୍କୁ ଚେତାବନୀ ଦେଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ଚାଲିଥିବା କୋର୍ଟ ଅବମାନନା ମାମଲା ବନ୍ଦ କରିବା ସହ ତାଙ୍କୁ ଚେତାବନୀ ଦେଇଛନ୍ତି। ରାଫେଲ୍‌ ଚୁକ୍ତିକୁ ନେଇ ରାହୁଲ ପୂର୍ବରୁ କହିଥିଲେ, କୋର୍ଟ କହିଛନ୍ତି ‘ଚୌକିଦାର ଚୌର ହୈ’। ନିର୍ବାଚନ ପୂର୍ବରୁ ସେ ଏଭଳି କହିଥିଲେ ଏବଂ କୋର୍ଟ ଏଭଳି କେବେ ମଧ୍ୟ କହି ନଥିବାରୁ ସେ କୋର୍ଟଙ୍କ ନିକଟରେ ନିଃସର୍ତ୍ତ କ୍ଷମା ମାଗିବାକୁ ପଡ଼ିଥିଲା। ଆଜି କୋର୍ଟ ଏହି କ୍ଷମାକୁ ଗ୍ରହଣ କରିବା ସହ ମାମଲା ବନ୍ଦ କରିଦେଇଛନ୍ତି। […]

1234567890
ସାବରୀମାଲା ମାମଲା ଶୁଣାଣି କରିବେ ୭ ଜଣିଆ ଖଣ୍ଡପୀଠ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ସାବରୀମାଲା ମାମଲାକୁ ସୁପ୍ରିମ୍‌କୋର୍ଟ ବୃହତ୍ତର କୋର୍ଟକୁ ପଠାଇଦେଇଛନ୍ତି। ୩-୨ ଭୋଟ୍‌ରେ ଏଭଳି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମ୍‌କୋର୍ଟ। ପୂର୍ବରୁ ସାବରୀମାଲା ମନ୍ଦିରରେ ସବୁ ବର୍ଗର ମହିଳାଙ୍କ ପ୍ରବେଶ ସପକ୍ଷରେ ରାୟ ଦେଇଥିଲେ କୋର୍ଟ। ଏହାପରେ ଏହି ରାୟ ବିରୋଧରେ କିଛି ରିଭ୍ୟୁ ପିଟିସନ୍‌ ଦାଖଲ ହୋଇଥିଲା। ବର୍ତ୍ତମାନର ସୁପ୍ରିମ୍‌କୋର୍ଟ ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅବସର ନେବା ପୂର୍ବରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିବା ଅବସରରେ ଏହି ପିଟିସନ୍‌ସବୁର ଶୁଣାଣି କରିବାର ଥିଲା। […]

-0987654
ସ୍ପୋର୍ଟସ ହଷ୍ଟେଲର ଋଣ ପରିଶୋଧ କରୁଛନ୍ତି ଓଡ଼ିଶାର ପ୍ରଥମ ଅନ୍ତର୍ଜାତୀୟ ବାସ୍କେଟବଲ ଖେଳାଳି

ଭୁବନେଶ୍ୱର: ଓଡ଼ିଶାରୁ ପ୍ରଥମଥର ପାଇଁ ଅନ୍ତର୍ଜାତୀୟସ୍ତରରେ  ବାସ୍କେଟବଲ ଖେଳି ରାଜ୍ୟକୁ ଗୌରବାନ୍ୱତ କରିଥିବା ସୀତାମଣି ଟୁଡୁଙ୍କ ମହାନତା ଏବେ ସାମ୍ନାକୁ ଆସିଛି। ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲ ଯୋଗୁ ସେ ଆଜି ଅନ୍ତର୍ଜାତୀୟ ଖେଳାଳୀ ହୋଇଥିବାରୁ, ସେ ଏହାର ଋଣ ପରିଶୋଧ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ତେଣୁ ହଷ୍ଟେଲରେ ରହୁଥିବା ଜୁନିୟର ବାସ୍କେଟବଲ ଖେଳାଳିଙ୍କୁ ସୀତାମଣି ଅନ୍ତର୍ଜାତୀୟ ସ୍ତରରେ ହାସଲ କରିଥିବା ଅଭିଜ୍ଞତା ବାବଦରେ ପ୍ରଶିକ୍ଷଣ ଦେଉଛନ୍ତି। ମୟୂରଭଂଜ ବାହଲଦା ବ୍ଲକ ବିଞ୍ଛୁଆ ଅଞ୍ଚଳର ସୀତାମଣି ଭୁବନେଶ୍ୱର ସ୍ପୋର୍ଟସ […]

bsf_constable_refuses_rs_11_lakh_dowry_at_wedding
୧୧ ଲକ୍ଷ ଟଙ୍କାର ଯୌତୁକ ଆଡେଇ ଦେଲେ, ନେଲେ ୧୧ ଟଙ୍କା

ଜୟପୁର: ହାତ ପାଆନ୍ତାରେ ମୋଟା ଅଙ୍କର ଟଙ୍କା ଉପହାର ମିଳିଲେ କିଏ ବା ଛାଡ଼ିବ! ହେଲେ ଏମିତି ଏକ ମୋଟା ଅଙ୍କର ଉପହାରକୁ ନେବାକୁ ମନା କରି ଦେଇଛନ୍ତି ଜଣେ ବିଏସଏଫ କନଷ୍ଟେବଳ ଜିତେନ୍ଦ୍ର ସିଂହ। ତେବେ ଘଟଣାଟି ଏମିତି। ରାଜସ୍ଥାନର ଜୟପୁର ନିକଟରେ ଥିବା ଅମ୍ୱାବରିରେ ଗୋବିନ୍ଦ ସିଂହ ଶେଖାଓ୍ୱତଙ୍କ ଝିଅ ଚଞ୍ଚଳ ଶେଖାଓ୍ୱତଙ୍କୁ ବିବାହ କରିବାକୁ ଗତ ଶନିବାର ଯାଇଥିଲେ ଜିତେନ୍ଦ୍ର। ବେଦିରେ ତାଙ୍କ ଶ୍ୱଶୁର ଉପହାର ସ୍ୱରୂପ ୧୧ ଲକ୍ଷ ଟଙ୍କା ନଗଦ […]

457890
ଆଇସିଜେ ଛାଟ; କୁଳଭୂଷଣଙ୍କ ପାଇଁ ଆର୍ମି ଆଇନ୍‌ ପରିବର୍ତ୍ତନ କଲା ପାକିସ୍ତାନ

ଇସଲାମାବାଦ: ଇଣ୍ଟରନ୍ୟାଶନାଲ କୋର୍ଟ ଅଫ ଜଷ୍ଟିସ୍‌(ଆଇସିଜେ)ର ଛାଟ ପରେ ଏବେ ପାକିସ୍ତାନ ଅକଳରେ ପଡ଼ିଯାଇଛି। ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣ ଯାଦବଙ୍କ ମାମଲାକୁ ଏକପାଖିଆ ଭାବେ ସାମାରିକ କୋର୍ଟରେ ବିଚାରକରି ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିବା ପାକିସ୍ତାନ ଏବେ ନିଜର ନିଷ୍ପତ୍ତି ବଦଳାଇଛି। କୁଳଭୂଷଣ ଏବେ ସିଭିଲିଆନ୍‌ କୋର୍ଟରେ ନିଜ ନିର୍ଦ୍ଦୋଷର ପ୍ରମାଣ ଦେବାକୁ ଆବେଦନ କରିପାରିବେ ବୋଲି ପାକିସ୍ତାନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏଥପାଇଁ ପାକିସ୍ତାନ ସରକାର ନିଜ ଦେଶର ଆର୍ମି ଆଇନ୍‌ରେ […]

12222
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ହେବ RTI ପରିସରଭୁକ୍ତ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ପରିସରଭୁକ୍ତ ହେବ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ । ଏ ସମ୍ପର୍କିତ ଏକ ମାମଲାର ବିଚାର କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠ ଆଜି ଏକ ମାମଲାର ଶୁଣାଣି କରି କହିଛନ୍ତି। ସୂଚନାକୁ ଅଟକାଇ ବିଚାର ବିଭାଗୀୟ ସ୍ୱାଧୀନତାକୁ ରକ୍ଷା କରାଯାଇପାରିବ ନାହିଁ।  ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ଜନସମ୍ପର୍କ ଅଧିକାରୀଙ୍କ ପକ୍ଷରୁ ଦାଏର […]