ଚଣ୍ଡିଗଡ଼: ଦୁଷ୍କର୍ମ, ହତ୍ୟା ଓ ଠକେଇ ଅଭିଯୋଗରେ ଆଜୀବନ ଜେଲଦଣ୍ଡ ପାଇଥିବା ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍ ରାମ ରହିମ ସିଂହ ଏବେ ଚାଷ କରିବାକୁ ଚାହୁଁଛନ୍ତି। ସିରସାରେ ଥିବା ତାଙ୍କ ଜମିରେ ସେ ଚାଷ କରିବାକୁ ଚାହୁଁଥିବାରୁ ପ୍ୟାରୋଲ ପାଇଁ ଆବେଦନ କରିଛନ୍ତି। ବର୍ତ୍ତମାନ ସେ ରୋହତକ ଜେଲ୍ରେ ଅଛନ୍ତି। ଗୁରମିତ୍ଙ୍କର ଏଭଳି ଆବେଦନ ପରେ ଜେଲ୍ ଅଧୀକ୍ଷକ ହିସରା ଡିଭିଜନାଲ କମିଶନର ଓ ସିରସା ଜିଲ୍ଲା ମାଜିଷ୍ଟ୍ରେଟ୍କୁ ଏ ସମ୍ପର୍କରେ ଜଣାଇଛନ୍ତି। ଜେଲ […]
ମୁମ୍ବାଇ: ବିଗ୍ ବି ଅମିତାଭ ବଚ୍ଚନ ଆଜିକାଲି ମୁମ୍ବାଇ ଛାଡ଼ି ବୋଧେ ଲକ୍ଷ୍ନୌରେ ରହିବା ଆରମ୍ଭ କଲେଣି। ନିକଟରେ ତାଙ୍କୁ ନୀଳ ପାଇଜାମା, ଧଳା ଟ୍ରାଉଜର, ଗାମୁଛା, ମୁଣ୍ଡରେ ଧଳା ଟୋପି ଏବଂ ଧଳା ଦାଢ଼ି ରଖି ଲକ୍ଷ୍ନୌରେ ବୁଲୁଥିବା ଦେଖିବାକୁ ମିଳିଥିଲା। ଆଉ ଏହାର ଫଟୋକୁ ସେ ନିଜେ ସୋଶାଲ୍ ମିଡ଼ିଆରେ ଶେଆର କରିଛନ୍ତି। ଯାହାକୁ ଦେଖିବା ପରେ ସମସ୍ତେ ଦ୍ୱନ୍ଦରେ ପଡ଼ି ଯାଇଛନ୍ତି। ଏଥିରେ କନ୍ଫ୍ୟୁଜ୍ ହେବାର କିଛି ନାହିଁ। ଏବେ ବଲିଉଡ୍ ଫିଲ୍ମ […]
ନୂଆଦିଲ୍ଲୀ: ପାକିସ୍ତାନ ବିପକ୍ଷ ବିଜୟ ଏବଂ ପାଞ୍ଚଦିନର ଲମ୍ବା ବ୍ରେକ୍ ପରେ ଟିମ୍ ଇଣ୍ଡିଆ ପୁଣିଥରେ କ୍ରିକେଟ୍ ମଇଦାନକୁ ଫେରିଛି। ଚଳିତ ବିଶ୍ୱକପ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଆଜି ତା’ର ପଞ୍ଚମ ମୁକାବିଲାରେ ଆଫଗାନିସ୍ତାନକୁ ଭେଟିବ। ଚମତ୍କାର ଫର୍ମରେ ଥିବା ଭାରତ ବିଜୟ ସହ ପୂରା ୨ ପଏଣ୍ଟ ପାଇବା ଆଶାରେ ପଡ଼ିଆକୁ ଓହ୍ଲାଇବ। ସେପଟେ ଶକ୍ତିଶାଳୀ ଭାରତ ବିପକ୍ଷରେ ପଏଣ୍ଟ ଖାତା ଖୋଲିବା, ଆଫଗାନିସ୍ତାନ ପାଇଁ କାଠିକର ପାଠ ହେବ। ଟିମ୍ ଇଣ୍ଡିଆ […]
ଇସଲାମାବାଦ: ଆତଙ୍କବାଦୀଙ୍କୁ ଆର୍ଥିକ ପ୍ରୋତ୍ସାହନ ବନ୍ଦ କରିବା ଲାଗି ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଫାଇନାନ୍ସିଆଲ୍ ଆକ୍ସନ ଟାସ୍କ ଫୋର୍ସ(ଏଫ୍ଏଟିଏଫ୍) ପାକିସ୍ତାନକୁ ଚେତାବନୀ ଦେଇଛି। ଅକ୍ଟୋବର ମାସ ଶେଷ ସୁଦ୍ଧା ଯଦି ପାକିସ୍ତାନ ଏଭଳି କାର୍ଯ୍ୟକଳାପ ବନ୍ଦ ନ କରେ ତେବେ କଳାତାଲିକା ଭୁକ୍ତ କରାଯିବ ବୋଲି FATF ଚେତାବନୀ ଦେଇଛି। ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀ ଘୋଷିତ ହୋଇଥିବା ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପାକିସ୍ତାନକୁ FATF ନିର୍ଦ୍ଦେଶ ଦେଇଛି। […]
ପାଟନା: ରାଷ୍ଟ୍ରୀୟ ଜନତା ଦଳ ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ନିଖୋଜ ଅଛନ୍ତି। ଯଦି ତାଙ୍କ ବାବଦରେ କେହି ସୂଚନା ଦିଅନ୍ତି ତାଙ୍କୁ ପୁରସ୍କାର ମିଳିବ। ଏଭଳି ଏକ ପୋଷ୍ଟର ବର୍ତ୍ତମାନ ମୁଜାଫରପୁରରେ ଦେଖିବାକୁ ମିଳୁଛି। ସ୍ଥାନୀୟ ଜଣେ ସାମାଜିକ କର୍ମୀ ତମନ୍ନା ହାଶମୀ ଏହି ପୋଷ୍ଟର ମାରିଛନ୍ତି ଏବଂ ସେ ସୂଚନାଦାତାଙ୍କୁ ୫୧୦୦ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଛନ୍ତି। ଏହିଁ ପୋଷ୍ଟରରେ ତେଜସ୍ୱୀ ୨୦୧୯ […]