• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nirvaya
ନିର୍ଭୟା ଅପରାଧୀଙ୍କୁ ହୋଇପାରେ ଫାଶୀ; ହେଲେ ଫାଶୀ ଦେବ କିଏ ?

ନୂଆଦିଲ୍ଲୀ:ନିର୍ଭୟା ଗଣଦୁଷ୍କର୍ମ ଅପରାଧୀଙ୍କ ପାଖରେ ଆଉ ଆଇନର କୌଣସି ବାଟ ନାହିଁ ଖସିବା ପାଇଁ। ସେମାନଙ୍କୁ ଫାଶୀ ଦେବାପାଇଁ ଯେ କୌଣସି ଦିନ ତାରିଖ ଘୋଷଣା କରାଯାଇ ପାରେ। ତେବେ ଏହି ଦିନ ଯେତେ ପାଖେଇ ଆସୁଛି, ତିହାଡ ପ୍ରଶାସନର ଚିନ୍ତା ସେତକି ବଢୁଛି । କାରଣ ନିର୍ଭୟା ଗଣବଳାତ୍କାର ଘଟଣାର ୪ ଅପରାଧୀଙ୍କୁ ଫାଶୀ ଦେବା ପାଇଁ ଜଲ୍ଲାଦ ତିହାଡ଼ ଜେଲ୍‌ରେ ନାହାନ୍ତି। ବିଶେଷ ସୂତ୍ରରୁ ଜଣାପଡ଼ିଛି, ପ୍ରାୟ ୧ ମାସ ମଧ୍ୟରେ ଫାଶୀର ତାରିଖ […]

suicide
ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ୮ ମହଲାରୁ ଡେଇଁ ପଡ଼ିଲେ ଦମ୍ପତି

ନଏଡା: ମଗାଜିଆବାଦ ଅଞ୍ଚଳର ଇନ୍ଦିରାପୁରମ୍‌ରେ  ମଙ୍ଗଳବାର ସକାଳୁ ଘଟିଯାଇଛି ଏକ ହୃଦୟ ଥରାଘଟଣା। ଏକ ଦମ୍ପତି ତାଙ୍କର ଦୁଇ ସନ୍ତାନଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି। ସେମାନେ ରହୁଥିବା କୋଠାର ଅଷ୍ଟମ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ସହ ଆଉ ଜଣେ ମହିଳା ମଧ୍ୟ ଡେଇଁଥିଲେ। ସେ ପୁରୁଷ ଜଣଙ୍କର ଦ୍ୱିତୀୟ ସ୍ତ୍ରୀ ବୋଲି ସନ୍ଦେହ କରାଯାଉଛି। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଜିଆବାଦର ଇନ୍ଦିରାପୁରମ୍‌ର କୃଷ୍ଣା ଅପ୍ରା ସଫାୟର ସୋସାଇଟି। […]

Capture
ଲ୍ୟାଣ୍ଡର ବିକ୍ରମ ଧ୍ୱଂସାବଶେଷ ଚିହ୍ନଟ କଲେ ଭାରତୀୟ ଇଞ୍ଜିନିୟର

ନୂଆଦିଲ୍ଲୀ:ଗ୍ରହ, ନକ୍ଷତ୍ର ..ମହାକାଶ …ଏସବୁ ଉପରେ ତାଙ୍କର ଥିଲା ଖୁବ୍‌ ଆଗ୍ରହ । ଏହି ଆଗ୍ରହ ଆଜି ତାଙ୍କୁ ଦେଇଛି ଏକ ବିରାଟ ସଫଳତା । ଯାହା ମହାକାଶ ବିଜ୍ଞାନୀମାନେ କରିପାରି ନ ଥିଲେ ସେ ତାହା କରି ଦେଖାଇ ପାରିଛନ୍ତି। ଫଟୋ ଦେଖି ଠାବ କରି କରିପାରିଛନ୍ତି ନିଖୋଜ ଥିବା ଲ୍ୟାଣ୍ଡର ବିକ୍ରମର ସ୍ଥିତି। ସେ ହେଉଛନ୍ତି ଭାରତୀୟ ବୈଜ୍ଞାନିକ ଶନମୁଗା ସୁବ୍ରମଣ୍ୟନ୍‌। ଲ୍ୟାଣ୍ଡରର ସ୍ଥିତି ନେଇ ନାସାର ଅର୍ବିଟିଂ କ୍ୟାମେରା ପଠାଇଥିବା ଫଟୋକୁ ତର୍ଜମା […]

pakistan
ଇମ୍ରାନ ସରକାର ପାଇଁ ଡିସେମ୍ବର ଶେଷ ମାସ !

କ୍ୱେଟା:ପାକିସ୍ତାନରେ ଇମ୍ରାନ ସରକାରଙ୍କୁ କ୍ଷମତାରୁ ହଟାଇବା ପାଇଁ ଲାଗି ପଡ଼ିଛି ଜମିୟତେ ଉଲେମାଏ ଇସ୍‌ଲାମ୍‌-ଫଜଲ(JUI-F)। JUI-F ନେତା ମୌଲାନା ଫଜଲୁର ରହମାନ କହିଛନ୍ତି, ଦେଶ ଏକ  ଗମ୍ଭୀର ସ୍ଥିତି ଦେଇ ଗତି କରୁଛି।  ଡିସେମ୍ବର ମାସ ଇମ୍ରାନ ସରକାର ପାଇଁ ଶେଷ ମାସ ହେବାକୁ ଯାଉଛି। ପାକିସ୍ତାନର ପ୍ରାନ୍ତ ବେଲୁଚିସ୍ତାନର ରାଜଧାନୀ କ୍ୱେଟାରେ ମିଡିଆ ସହ ଆଲୋଚନା କରି ଏକଥା କହିଛନ୍ତି ମୌଲାନା। ମୌଲାନା ଆହୁରି ଦାବି କରିଛନ୍ତି,  ଦେଶରେ ରାଜ୍‌ କରୁଥିବା ମାଫିଆଙ୍କଠାରୁ ଆମକୁ ମୁକ୍ତି […]

Capture1
ପ୍ରିୟଙ୍କା ଚୋପ୍ରାଙ୍କୁ ମିଳିଲା ଏମିତି ଆନିଭର୍ସରି ଗିଫ୍ଟ

ମୁମ୍ବାଇ: ଇଣ୍ଟରନ୍ୟାସ୍‌ନାଲ୍ ଯୋଡ଼ି ପ୍ରିୟଙ୍କା ଓ ନିକ୍‌ ଜୋନାସଙ୍କ ବାହାଘରକୁ ବର୍ଷେ ପୂରିଯାଇଛି। ଗତ ବର୍ଷ ଡିସେମ୍ବର ୧ ଓ ୨ରେ ଦୁଇ ଦିନ ଧରି ଏ ଦୁହିଁଙ୍କର ବିବାହ ହୋଇଥିଲା। ଦୁହେଁ ଉଭୟ ଖ୍ରୀଷ୍ଟିୟାନ୍‌ ଓ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ଆଜିର ଦିନରେ ସେମାନଙ୍କର ହିନ୍ଦୁ ରୀତିନୀତିରେ ବିବାହ ହୋଇଥିଲା। ଆଜି ବି ଦୁହେଁ ସେମାନଙ୍କର ପ୍ରଥମ ମ୍ୟାରେଜ୍ ଆନିଭର୍ସରି ସେଲେବ୍ରେଟ୍‌ କରୁଥିବାବେଳେ ପ୍ରିୟଙ୍କାଙ୍କୁ ମିଳିଛି ଏକ ବଡ଼ ଖୁସି ଖବର। PC’s special […]

Capture
କ୍ୟାମ୍ପସ ଡ୍ରାଇଭରେ ଚାକିରି: ମାସକୁ ଦରମା ୧,୫୩ କୋଟି

ବାରଣାସୀ: ରବିବାରଠୁ ଆଇଆଇଟି ବନାରସ ବିଶ୍ୱ ବିଦ୍ୟାଳୟରେ ୩ ଦିନିଆ କ୍ୟାମ୍ପସ ଡ୍ରାଇଭ ଆରମ୍ଭ ହୋଇଛି। ଜାତୀୟ ଓ ଅନ୍ତର୍ଜାତୀୟ କମ୍ପାନୀର ମୋଟ୍ ୩୩ଟି କମ୍ପାନୀ ୧୮୮ଟି ପଦବୀକୁ ନେଇ ଆସିଛନ୍ତି ଏହି କ୍ୟାମ୍ପସ ଡ୍ରାଇଭକୁ। ଏହି ପଦବୀ ମଧ୍ୟରୁ ୪ଟି ପଦବୀ ଅନ୍ତର୍ଜାତୀୟ କମ୍ପାନୀର ରହିଛି। ଯାହାର ବାର୍ଷିକ ଦରମା ୧.୫୩ କୋଟି ରହିଛି। ଏ ନେଇ ଆଇଆଇଟି-ବିଏଚୟୁର ପ୍ରଫେସର ଇନ୍-ଚାର୍ଜ ଅନୀଲ କୁମାର ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି। ଗୋଲ୍ଡ ମ୍ୟାନ, ମାଇକ୍ରୋସଫ୍ଟ, ସିଶକୋ, ଇନଟେଲ, […]

bjp
୮୦ ଘଣ୍ଟା ପାଇଁ କାହଁକି ମୁଖ୍ୟମନ୍ତ୍ରୀ ହୋଇଥିଲେ ଫଡ୍‌ନାଭିସ୍ ? ରହସ୍ୟ ଖୋଲିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିରୋଧୀ ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ରାଜ୍ୟରେ ୮୦ ଘଣ୍ଟାର ମୁଖ୍ୟମନ୍ତ୍ରୀ ହେବା ପଛର କାରଣ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନନ୍ତ ହେଗଡେ। ସେ କହିଛନ୍ତି, କେନ୍ଦ୍ର ମହାରାଷ୍ଟ୍ରକୁ ୪୦ ହଜାର କୋଟି ଟଙ୍କା ଦେଇଥିଲା। ହେଲେ ଶିବସେନା-ଏନସିପି-କଂଗ୍ରେସ ମେଣ୍ଟ ସରକାର ଆସିଲେ ଏହି ଟଙ୍କା ଦୂରୁପଯୋଗ ହେବାର ସମ୍ଭାବନା ଅଧିକ ଥିଲା। ତେଣୁ ଏହି ଟଙ୍କା ଠିକଣା ଜାଗାରେ ପହଞ୍ଚାଇବାକୁ ଯାଇ ଫଡନାଭିସ ଏଭଳି ନାଟକ କରିଥିଲେ ବୋଲି […]

horse
ସକାଳ ହେଲେ ଘୋଡ଼ାର ବି ଲୋଡ଼ା ପଡ଼େ ଚା’

ନୂଆଦିଲ୍ଲୀ: ସକାଳୁ କାମ କରିବ, ତା ପୁଣି ବିନା ଚା’ରେ ! ଖୁବ୍‌ କଷ୍ଟ। କାରଣ ବିନା ଚା’ ରେ କାମ କରିବାକୁ ଇଚ୍ଛା ତ ହେବନି ବରଂ ବୋଝ ପାଲଟି ଯିବ ସେଇ କାମ।  କିଛି ଲୋକଙ୍କ ପାଇଁ ଚା’ ତ ଗୋଟେ ଟନିକ୍‌। ହେଲେ କାମ ଆରମ୍ଭ କରିବା ପୂର୍ବରୁ ଘୋଡ଼ା କେବେ ଚା’ ଖୋଜେ-ଏକଥା ଜାଣନ୍ତି କି ? ଏମିତି ଏକ ଘୋଡା ଅଛି, ଯିଏ ଚା’ ନ ପିଇଲେ କାମ କରିପାରେନି। […]

rape murder
୬ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ପରେ ସ୍କୁଲ୍‌ ବେଲ୍‌ଟରେ ତଣ୍ଟି ଚିପି ହତ୍ୟା

ଜୟପୁର:ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା ଏବଂ ଜାଳିଦେବା ଘଟଣା ସାରା ଦେଶକୁ ଦୁଃଖ, କ୍ଷୋଭ ଓ ଲଜ୍ଜାରେ ଭିଜାଇ ଦେଇଛି। ଅପରାଧୀଙ୍କୁ ଦଣ୍ଡ ଦେବା ପାଇଁ ସାରା ଦେଶରେ ଶୁଣିବାକୁ ମିଳିଛି ଗୋଟିଏ ସ୍ୱର । ହେଲେ ଏହି ସ୍ୱର କିନ୍ତୁ ଅପରାଧୀର ମାନସିକତାରେ କିଛି ବି ପ୍ରଭାବ ପକାଉନି। କାରଣ ମହିଳା ଡାକ୍ତରଙ୍କ ଲୋମଟାଙ୍କୁରା ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ସେହିପରି ଏକ ଲଜ୍ଜାଜନକ ଘଟଣା ଘଟିଛି ରାଜସ୍ଥାନର ଜୟପୁରରେ। […]

bulding
ଭୁଶୁଡ଼ି ପଡ଼ିଲା ୩ କୋଠା, ଚାଲିଗଲା ୧୫ ଜୀବନ

କୋଏମ୍ବାଟୁର:ତାମିଲନାଡ଼ୁରେ ଗତ କିଛି ଧରି ଲାଗି ରହିଛି ପ୍ରବଳ ବର୍ଷା। ବର୍ଷାରେ ମେଟ୍‌ଟୁପାଲାୟମରେ ସୋମବାର ସକାଳୁ ୩ଟି ପୁରୁଣା ଘର ଭୁଶୁଡି  ପଡ଼ିଛି। ଘର ଭିତରେ ଅନେକ ଲୋକ ଫଶି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ୧୫ ଶବ ଉଦ୍ଧାର କରାଯାଇଥିବାବେଳେ ଅନେକ ଲୋକ ଫଶି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍‌କ୍ୟୁ ଅପରେଶନ ଚାଲିଛି। ମେଟ୍‌ଟୁପାଲୟମରେ ପ୍ରାୟ ୧୫ ଦିନ ହେବ ପାଗ ବହୁତ ଖରାପ ରହିଛି। ଗତ କିଛି ଦିନ ହେଲା […]

11111
ଆଉ ମାସେ କନ୍ଦାଇବ ପିଆଜ !

ନୂଆଦିଲ୍ଲୀ: ଆଉ କନ୍ଦାଇବନି ପିଆଜ। ଗ୍ରାହକଙ୍କ ଆଖିରୁ ବାହାରୁଥିବା ପିଆଜ ଲୁହକୁ ପୋଛି ଦେବ ତୁର୍କୀ। ସରକାର ତୁର୍କୀରୁ ୧୧ ହଜାର ମେଟ୍ରିକ ଟନ୍‌ ପିଆଜ ଆମଦାନୀ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ଶେଷ କିମ୍ବା ଜାନୁଆରୀ ଆରମ୍ଭରେ ଭାରତରେ ପହଞ୍ଚି ଯିବ ଏହି ପିଆଜ। ପିଆଜ ପାଇଁ ଆଜି କାନ୍ଦୁଛି ସାରା ଦେଶ। ପିଆଜ ପାଇଁ ରୋଷେଇଘରର ସ୍ୱାଦ ଫିକା ପଡ଼ିଗଲାଣି। ପରିସ୍ଥିତିକୁ ସୁଧାରିବା ପାଇଁ ଶେଷରେ ସରକାର ତୁର୍କୀରୁ ପିଆଜ ମଗାଇଛନ୍ତି। […]

atm
ଜାନୁଆରୀ ପହିଲାରୁ ଏଟିଏମରୁ ଉଠାଇ ପାରିବେନି ପଇସା, ବଦଳାଇ ନିଅନ୍ତୁ କାର୍ଡ

ନୂଆଦିଲ୍ଲୀ: ନୂଆ ବର୍ଷରୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜ ଗ୍ରାହକଙ୍କୁ ନୂଆ ଏଟିଏମ୍ ସେବା ଯୋଗାଇ ଦେବାକୁ ଯାଉଛି। ଏହା ପୂର୍ବରୁ ଆପଣଙ୍କ ପାଖରେ ଥିବା ମାଗନେଟିକ ଷ୍ଟ୍ରାଇପ ଡେବିଟ କାର୍ଡକୁ ଘରୋଇ ବ୍ୟାଙ୍କ ଶାଖାକୁ ଯାଇ ବଦଳ କରି ଦିଅନ୍ତୁ। ନଚେତ ଆପଣ ଜାନୁଆରୀ ୧ରୁ ମାଗନେଟିକ ଷ୍ଟ୍ରାଇପ ଏଟିଏମରୁ ପଇସା ଉଠାଇ ପାରିବେ ନାହିଁ। କାରଣ ନୂଆ ବର୍ଷରୁ ଏସବିଆଇ ନିଜ ଗ୍ରାହକଙ୍କୁ କେବଳ ଇଏମଭି ଚିପ୍ ଏଟିଏମରୁ ପଇସା ଉଠାଇବା ପାଇଁ ଅନୁମତି […]

2423256
‘ହିନ୍ଦୁତ୍ୱ ରାଜନୀତିରୁ ଓହରିନି ଶିବସେନା’

ମୁମ୍ୱାଇ:ମହାରାଷ୍ଟ୍ରରେ ସରକାର ଗଠନ କରାଯାଇଛି। କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ମହା ବିକାଶ ଅଘାଡି ମେଣ୍ଟ ରକାର ଗଠନ କରିଛି। ଆଗକୁ ବିନା ଏନସିପି ଓ କଂଗ୍ରେସରେ ଶିବସେନା ଏକାକୀ ସରକାର ଚଳାଇ ପାରିବ ନାହିଁ। ତେବେ ଏହି ମେଣ୍ଟ ସତରେ କ’ଣ ସ୍ଥାୟୀ ଶାସନ ଲୋକଙ୍କୁ ଦେଇପାରିବ ? ଜଣେ ନିଜକୁ ହିନ୍ଦୁତ୍ୱର ରକ୍ଷକ ବୋଲି କହୁଥିବାବେଳେ ଅନ୍ୟ ଦୁଇଜଣ ହିନ୍ଦୁତ୍ୱ ବିଚାରଧାରାକୁ ବିରୋଧ କରୁଥିବା ଦଳ। ପରିସ୍ପର ବିରୋଧୀ ବିଚାରଧାରାର ଦୁଇ […]

chandrayana
ଚନ୍ଦ୍ରଯାନ-୩ ପାଇଁ କାମ ଆରମ୍ଭ, ଖର୍ଚ୍ଚ ହେବ ୭୫ କୋଟି !

ନୂଆଦିଲ୍ଲୀ:ଚନ୍ଦ୍ରଯାନ-୩ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଏଥିପାଇଁ ସଂସଦରେ ୭୫ କୋଟି ଟଙ୍କା ମଞ୍ଜୁରୀ ଦେବା ପାଇଁ ଦାବି ହୋଇଛି। ଏହି ଧନରାଶି ୨ଟି ପର୍ଯ୍ୟାୟରେ ଯୋଗାଇ ଦେବାକୁ ଦାବି ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ଏହି ଅନୁଦାନ ଦାବିପତ୍ରରେ କୁହାଯାଇଛି ଯେ, ନୂଆ ପରିଯୋଜନା ଅର୍ଥାତ୍‌ ଚନ୍ଦ୍ରଯାନ-୩ ପାଇଁ ଆବଶ୍ୟକ ଖର୍ଚ୍ଚ ପୂରଣ କରିବାକୁ ପ୍ରାୟ ୧୫ କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଯାଉ। ଏଥିରେ ଆହୁରି କୁହାଯାଇଛି, ନୂଆ ପରିଯୋଜନା ଅର୍ଥାତ୍‌ […]

Untitled-1 copy
ଅନ୍ତର୍ଜାତୀୟ ବଜାରରେ କମୁଛି ସୁନାଦର, ହେଲେ ଭାରତରେ ...

ନୂଆଦିଲ୍ଲୀ: ନଭେମ୍ବରରେ ଆମେରିକା-ଚୀନ ମଧ୍ୟରେ କାରବାର ବାବଦ ସମ୍ଭାବ୍ୟ ବୁଝାମଣା ସୁନା କାରବାର ଉପରେ ବେଶ ପ୍ରଭାବ ପକାଇଛି। ଏଥିଯୋଗୁ ଅନ୍ତର୍ଜାତୀୟ ସ୍ତରରେ ସୁନା ଦର ୩ ପ୍ରତିଶତ ହ୍ରାସ ପାଇଛି। ଏହାର ପ୍ରଭାବରେ ଭାରତରେ ମଧ୍ୟ ସୁନା ଦରରେ ୧ ପ୍ରତିଶ୍ରତ ହ୍ରାସ ଦେଖିବାକୁ ମିଳିଛି। ମୂଲ୍ୟବୃଦ୍ଧିକୁ ଦେଖି ଏବେ ବାହାଘର ସିଜିନ୍‌ରେ ମଧ୍ୟ ଦେଶରେ ସୁନା କିଣାବିକା ଯେତିକି ହେବା କଥା ସେ ଅନୁସାରେ ଭଲ ହୋଇନାହିଁ। ଏବେ ସୁନାର ଚାହିଦା ପ୍ରାୟ୧୫-୨୦ ପ୍ରତିଶତ […]

Untitled-1
ଭରସା ଦେଲେ ଗୃହମନ୍ତ୍ରୀ-ଖୁବ୍‌ ଶୀଘ୍ର ମାନ୍ଦାବସ୍ତାରୁ ମିଳିବ ମୁକ୍ତି

ନୂଆଦିଲ୍ଲୀ:ଦେଶର ଆର୍ଥିକ ସ୍ଥିତିକୁ ନେଇ ସମସ୍ତେ ଚିନ୍ତାରେ। କେନ୍ଦ୍ରରେ ସରକାର ମଧ୍ୟ ନାଚାର ହୋଇପଡ଼ିଛନ୍ତି। ବିରୋଧୀ ଦଳ କଟୁ ସମାଲୋଚନାକୁ ହଜମ କରିବାକୁ ବାଧ୍ୟ ହେଉଛନ୍ତି। ତେବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏ ନେଇ ବ୍ୟସ୍ତ ନ ହୋଇ ସରକାରଙ୍କ ଉପରେ ଭରସା ରଖିବାକୁ ସମସ୍ତଙ୍କୁ ନିବେଦନ କରିଛନ୍ତି। ‘ଏବେ ସବୁ ବଡ କାମ ସରିଲା, ଏଣିକି ଭଲ ସମୟ ଆସିବ।’ ଶନିବାର ଅମିତ୍‌ ଶାହ କହିଛନ୍ତି, କୌଣସି ପ୍ରକାର ଭୟ କରବାର ଆବଶ୍ୟକତା ନାହିଁ। […]

6_555_113019050835
IAS ‘ଇଣ୍ଟରଭ୍ୟୁ’ରେ ‘ରୁମାଲ୍‌’ର ଅର୍ଥ ଏମିତି ବୁଝାଇଲେ ପ୍ରାର୍ଥୀ..

ନୂଆଦିଲ୍ଲୀ:ପୁଅ ବା ଝିଅ ଆଇଏଏସ୍‌ ଅଫିସରଟିଏ ହେଉ-ଏମିତି ସ୍ୱପ୍ନ କେଉଁ ବାପା-ମା’ଙ୍କ ଆଖିରେ ନ ଥାଏ ? ହେଲେ ଆଇଏଏସ ପାଇବା ଏତେ ସହଜ ନୁହେଁ। ୟୁପିଏସ୍‌ସି ପରୀକ୍ଷା ଯେତିକି କଷ୍ଟ ତା’ଠାରୁ ବେଶି କଷ୍ଟ ‘ଇଣ୍ଟରଭ୍ୟୁ’ ପର୍ଯ୍ୟାୟ। ଏହି ପରୀକ୍ଷା ପାଇଁ କିପରି ପ୍ରସ୍ତୁତି କରିବେ, ଇଣ୍ଟରଭ୍ୟୁକୁ  କିପରି ସାମ୍ନା କରିବେ ସେ ନେଇ ଆଇଏଏସ୍‌ ଦୀପକ ଗୁପ୍ତା ତାଙ୍କର ଏକ ପୁସ୍ତକ ‘The Steel Frame A History Of the IAS’ରେ ଲେଖିଛନ୍ତି। […]

121111111
ଗ୍ୟାଙ୍ଗଷ୍ଟାରକୁ ବାହା ହେବା ପାଇଁ ରାଜି ହେଲେ ମହିଳା ପୋଲିସ, ଆଉ ତା’ ପରେ...

ଭୋପାଲ: ଯେଉଁ କାମ ଖାକି ପୋଷାକ ପିନ୍ଧି ନକରିହେଲା ତାହା ପ୍ରେମର ପୋଷାକ ପିନ୍ଧି କରିବାରେ ସଫଳ ହୋଇଛି ପୁଲିସ। ଆଉ ଏହି ପ୍ରେମ କରି ଜଣେ ଗ୍ୟାଙ୍ଗଷ୍ଟରକୁ ଧରିବାରେ ସଫଳ ହୋଇଛନ୍ତି ଜଣେ ମହିଳା ପୁଲିସ କର୍ମଚାରୀ। ମଧ୍ୟପ୍ରଦେଶର ଛତ୍ରପୁୁର ଜିଲ୍ଲାର ୨୮ ବର୍ଷୀୟ ସବ ଇନ୍ସପେକ୍ଟର ମାଧବୀ ଅଗ୍ନିହୋତ୍ରୀଙ୍କ କାର୍ଯ୍ୟଶୈଳୀକୁ ନେଇ ସାରା ଦେଶରେ ଚର୍ଚ୍ଚା। ମଧ୍ୟପ୍ରଦେଶ ଓ ଉତ୍ତର ପ୍ରଦେଶର କୁଖ୍ୟାତ ଗ୍ୟାଙ୍ଗଷ୍ଟାର ବାଲକିଷନ ଚୌବେ। ହତ୍ୟା ଓ ଡକାୟତି ଭଳି ୧୫ଟି […]

modi
ବିଜେପି ସହ ମେଣ୍ଟ ପାଇଁ ରାଜି ଥିଲେ ପାଓ୍ୱାର, ହେଲେ ରଖିଥିଲେ ଏମିତି ସର୍ତ୍ତ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ ଏନ୍‌ସିପି ଚାହୁଁଥିଲା। ଏଥିପାଇଁ ବିଜେପି ସହ ମେଣ୍ଟ କରିବାକୁ ମଧ୍ୟ ଚାହୁଁଥିଲା। ଏପରିକି ଖୋଦ ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ମୋଦିଙ୍କୁ ଭେଟି ଏ ପ୍ରସଙ୍ଗ ଉଠାଇଥିଲେ। ହେଲେ ବିଜେପି ମେଣ୍ଟ କଲେ ଦୁଇଟି  ସର୍ତ୍ତ ପୂରଣ ପାଇଁ ଦାବି କରିଥିଲେ ଯାହାକୁ ମୋଦି ସ୍ୱୀକୃତି ଦେଇ ନ ଥିଲେ। ଅକ୍ଚୋବର ୨୪ରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସରକାର ଗଢ଼ିବା ନେଇ ସମସ୍ତ ଦଳ ପ୍ରୟାସ […]

12211`111
ଆସ୍ଥା ଭୋଟରେ ପାସ୍‌ ହେଲେ ଉଦ୍ଧବ

ମୁମ୍ୱାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କଲା ମହା ବିକାଶ ଅଘାଡି। ଆସ୍ଥା ଭୋଟ ବେଳେ ୨୮୮ ବିଧାୟକଙ୍କ ମଧ୍ୟରୁ ବିଜେପିର ୧୦୫ ବିଧାୟକ କକ୍ଷ ତ୍ୟାଗ କରିଥିବା ବେଳେ ୪ ବିଧାୟକ ଗୃହରେ ଉପସ୍ଥିତ ଥାଇ ଭୋଟ ଦାନରୁ ବିରତ ଥିଲେ। ଉଦ୍ଧବ ସରକାରଙ୍କ ସପକ୍ଷରେ ୧୬୯ଟି ଭୋଟ୍ ପଡ଼ିଥିଲା। ଜାତୀୟ ସଙ୍ଗୀତ ‘ବନ୍ଦେ ମାତରମ’ ପ୍ରଥମେ ଗାନ କରାନଯାଇ ବିଧାନସଭା ଆରମ୍ଭ କରିଥିବାରୁ ବିରୋଧୀ ସରକାର ବିରୋଧରେ ନାରାବାଜି କରିଥିଲେ। ଏହି ସମୟରେ ଉଦ୍ଧବ ଠାକରେ […]

qwertyu
ପୋଲ ତଳକୁ ଖସି ପଡ଼ିଲା ଭ୍ୟାନ୍‌-ଚାଲିଗଲା ୭ ଜୀବନ

ଔରଙ୍ଗାବାଦ୍:  ମହାରାଷ୍ଟ୍ରର ଧୁଲେ-ହାଇଦ୍ରାବାଦ୍‌ ହାଇୱେରେ ଶୁକ୍ରବାର ବିଳମ୍ୱିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ଘଟିଛି।  ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଭ୍ୟାନ୍‌ ହଠାତ୍‌ ଖସି ପଡ଼ିଥିଲା ପୋଲ ତଳକୁ। ହାଇୱେ କଡରେ ଥିବା ବିନ୍‌ଚୁର ଗାଁ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗାଡି ଉପରେ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଭ୍ୟାନ୍‌ରେ ପ୍ରାୟ ୧୦ରୁ ୩୦ ଜଣ ଲୋକ ବସିଥିଲେ। ପୋଲ […]

rape...
ଗଣଦୁଷ୍କର୍ମ ପାଇଁ ନରପିଶାଚମାନେ କରିଥିଲେ ଏମିତି ପ୍ଲାନ୍‌

ହାଇଦ୍ରାବାଦ୍‌: ହାଇଦ୍ରାବାଦ୍‌ରେ ମହିଳା ଡାକ୍ତରଙ୍କୁ ଗଣବଳାତ୍କାର ପରେ ହତ୍ୟା କରି ଜାଳିଦେବା ଘଟଣା ସାରା ଦେଶକୁ ଯେମିତି ସ୍ତବ୍ଧ କରିଦେଇଛି। ଏପରି ପୈଶାଚିକ କାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦେଶର କୋଣ ଅନକୋଣରୁ ଦାବି ଉଠିଛି।  ପୋଲିସ ମଧ୍ୟ ଧୀରେ ଧୀରେ ଏହି ରହସ୍ୟର ପର୍ଦ୍ଦାଫାଶ କରୁଛି । ପୋଲିସର କହିବା ଅନୁଯାୟୀ ଏହି ଜଘନ୍ୟ ଘଟଣା ଘଟାଇଥିବା ଅପରାଧୀମାନେ ଅତ୍ୟନ୍ତ ଅମାନୁଷିକ, ନିର୍ଦ୍ଦୟ ଭାବେ ମହିଳା ଡାକ୍ତରଙ୍କୁ ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରୁ […]

supreme
ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତୀ; କାଲି ପୁଣି ଶୁଣାଣି

ନୂଆଦିଲ୍ଲୀ: ମହାରାଷ୍ଟ୍ର ମହାନାଟକର କିଛି ଘଣ୍ଟା ପାଇଁ ବିରତି ଲଗାଇଛନ୍ତି ସୁପ୍ରିମକୋର୍ଟ। ଆସନ୍ତାକାଲି ୧୦ ବେଳେ  ଏହି ମାମଲାର ପୁଣିଥରେ ଶୁଣାଣି ହେବ।  ତେବେ ଆଜି ଏନେଇ ସୁପ୍ରିମକୋର୍ଟ୍‌ରେ ପକ୍ଷବିପକ୍ଷ ମଧ୍ୟରେ ଜୋର୍‌ଦାର୍‌ ତର୍କ ରଖାଯାଇଥିଲା। କଂଗ୍ରେସ ଶିବସେନା ଏନ୍‌ସିପି ବିଜେପିକୁ ବହୁମତ ସାବ୍ୟସ୍ତ କରିବାକୁ କହୁଥିବା ବେଳେ ବିଜେପି କୋର୍ଟଙ୍କୁ କିଛି ସମୟ ମାଗିଛି। କୋର୍ଟ ମଧ୍ୟ ଫଡ୍‌ନାଭିସ୍‌ ସରକାରଙ୍କୁ ମହଲତ ଦେଇଛନ୍ତି। ପାଖାପାଖି ୨ ଘଣ୍ଟା ଧରି ସମସ୍ତ ପକ୍ଷ ଖଣ୍ଡପୀଠଙ୍କ ଆଗରେ ନିଜର […]

Capture-1
ମୋଦି-ଶାହଙ୍କ ରାତି-ନୀତି: କେତେ ଥର ଦେଶକୁ କରିଛି ହଲ୍‌ଚଲ୍‌

ନୂଆଦିଲ୍ଲୀ:ମହାରାଷ୍ଟ୍ର ରାଜନୀତିକୁ ନେଇ ସାରା ଦେଶରେ ବହୁଛି ଉଷ୍ମ ବାତାବରଣ। ତେବେ ସବୁଠାରୁ ବେଶି ଚମକାଇ ଦେଇଥିଲା ଗତ ୨୩ ତାରିଖ ସକାଳ ଘଟଣା। ଅଜିତ୍‌ ପାୱାରଙ୍କ ସମର୍ଥନ ନେଇ ବିଜେପି ସରକାର ଗଠନ କରିଥିଲା। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଦେବନ୍ଦ୍ର ଫଡ୍‌ନାବିସ୍‌। ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ୍‌ ପାୱାର। ରାତାରାତି ସବୁ କିଛି ବଦଳି ଗଲା। ଅବଶ୍ୟ ଇତିହାସ ଦେଖିଲେ ଜାଣିହୁଏ, ବିଜେପି ଏବଂ ମୋଦି ସରକାର ପାଇଁ ଏସବୁ କିଛି […]