• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

amit agrawal
ଜେଟ୍‌ ଏୟାରୱେଜ୍‌ ଛାଡ଼ିଲେ ଡେପୁଟି ସିଇଓ ଅମିତ୍‌ ଅଗ୍ରୱାଲ

ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ଯୋଗୁ ବିମାନ ଚଳାଚଳ ବନ୍ଦ ରଖିଥିବା ଜେଟ୍‌ ଏୟାରୱେଜ୍‌ କମ୍ପାନୀକୁ ପୁଣିଥରେ ଝଟ୍‌କା ଲାଗିଛି। କମ୍ପାନୀର ଡେପୁଟି ସିଇଓ ତଥା ମୁଖ୍ୟ ଆର୍ଥିକ ଅଧିକାରୀ ଅମିତ୍‌ ଅଗ୍ରୱାଲ ମଙ୍ଗଳବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫାପତ୍ର ପଠାଇଥିଲେ ହେଁ ପଦ ଛାଡ଼ିବାର କାରଣ ସମ୍ପର୍କରେ କୌଣସି ସୂଚନା ଦେଇନାହାନ୍ତି। ୧.୨ ବିଲିୟନ୍ ଡଲାର ଋଣରେ ବୁଡ଼ି ରହିଥିବା ଜେଟ୍ ଏୟାରୱେଜ୍ ପାଇଲଟଙ୍କ ଠାରୁ ଆରମ୍ଭ କରି […]

324614179
ପାକିସ୍ତାନ ଅପପ୍ରଚାରର ପର୍ଦ୍ଦାଫାସ ହେବ, କଶ୍ମୀର ସ୍ଥିତି ପରଖିବ ୟୁରୋପିଆନ ପ୍ୟାନେଲ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଭାରତ ବିରୋଧରେ ପାକିସ୍ତାନ ଚଳାଇଥିବା ମିଛ ଅପପ୍ରଚାରର ପର୍ଦ୍ଦାଫାସ ହେବାକୁ ଯାଉଛି। ବାରମ୍ବାର ପାକିସ୍ତାନ ଜମ୍ମୁ-କଶ୍ମୀରରେ ମାନବାଧିକାର ଉଲ୍ଲଙ୍ଘନ ହେଉଥିବା ଅଭିଯୋଗ କରୁଛି। ତେବେ ଆସନ୍ତାକାଲି ୟୁରୋପିଆନ ପାର୍ଲାମେଣ୍ଟାରୀ ପ୍ୟାନେଲର ୨୮ ଜଣିଆ ପ୍ରତିନିଧି ଦଳ କଶ୍ମୀର ଗସ୍ତ କରିବେ। ସେଠାରେ ଏହି ପ୍ରତିନିଧି ଦଳ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପରିସ୍ଥିତି କେମିତି ରହିଛି, ସେକଥା ତର୍ଜମା କରିବ। ସେହିଭଳି କଶ୍ମୀରବାସୀଙ୍କ ସହ ସେମାନେ ଆଲୋଚନା […]

767676789
ମହାରାଷ୍ଟ୍ର ରାଜନୀତି: ରାଜ୍ୟପାଳଙ୍କୁ ଅଲଗା ଭେଟିଲେ ବିଜେପି ଓ ଶିବସେନା

ମୁମ୍ୱାଇ: ଦୀପାବଳି ପରେ ମହାରାଷ୍ଟ୍ରରେ ସରକାର ଗଢ଼ିବା ନେଇ ଦୁଇ ସହଯୋଗୀ ଦଳ ବିଜେପି ଓ ଶିବସେନା ମଧ୍ୟରେ ଆରମ୍ଭ ହୋଇଛି ଛକାପଞ୍ଝା। ମୁଖ୍ୟତଃ ମୁଖ୍ୟମନ୍ତ୍ରୀ ପଦବୀକୁ ନେଇ ଦୁଇ ସହଯୋଗୀ ଦଳ ମଧ୍ୟରେ ବିବାଦ ବଢ଼ିଛି। ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ବିଜେପି ନେତା ଦେବେନ୍ଦ୍ର ଫଡ଼ନାଭିସ ଭେଟିଥିବାବେଳେ ଶିବସେନା ନେତା ଦିବାକର ରାଓତ ଭେଟିଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳ ପରେ ଶିବସେନା ୫୦-୫୦ ଫର୍ମୁଲାରେ ସରକାର ଗଢ଼ିବା ପାଇଁ ଦାବି କରିଛି। ଯେଉଁଥିରେ […]

323232331
ବାଗ୍‌ଦାଦି ଅପରେଶନ୍‌ରେ ବ୍ୟବହୃତ ହେଲିକପ୍ଟର ଏବେ ଭାରତ ପାଖରେ

ନୂଆଦିଲ୍ଲୀ: ୨୬ ତାରିଖ ରାତିରେ ନିପାତ ହୋଇଛି ବିଶ୍ୱର ସବୁଠାରୁ ବଡ଼ ଆତଙ୍କବାଦ ସଂଗଠନର ମୁଖ୍ୟ ଅବୁ ବକର ଅଲ ବାଗଦାଦି। ଆମେରିକାର ଡେଲ୍ଟା କମାଣ୍ଡର ସିରିଆରେ ବାରିଶାରେ ପହଞ୍ଚିବାକୁ ତୁର୍କୀ, ସିରିଆ ଏବଂ ଋଷିଆର ଆକାଶ ପଥ ବ୍ୟବହାର କରିଥିଲେ। ଏ ବିଷୟରେ ଏହି ଦେଶଗୁଡ଼ିକ ଜାଣିଥିଲେ ମଧ୍ୟ ଗୁପ୍ତ ରଖିଥିଲେ। ହେଲେ ବାଗଦାଦି ଜାଣିପାରିନଥିଲା ତାକୁ ଆକ୍ରମଣ କରିବାକୁ ଆମେରିକାର ସେନା ଆସୁଛନ୍ତି। ଆଉ ଆମେରିକା ସେନାର ଏହି ମିଶନରୁ ସଫଳ କରାଇଥିଲା ‘ଚିନୁକ୍’ […]

danteshwari-ladake
ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’

ରାୟପୁର: ଲାଲ୍ ବାହୀନିକୁ ରୋକିବ ‘ଦନ୍ତେଶ୍ୱରୀ ଲଡ଼ାକେ’। ଏଥିପାଇଁ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହେଉଛି। ୩୦ରୁ ଅଧିକ ମହିଳା ଏହି ଟିମ୍‌ରେ ଅଛନ୍ତି।  ଛତିଶଗଡ଼ର ବସ୍ତର ଏବଂ ଦାନ୍ତେଓ୍ୱାଡ଼ାର ଘଞ୍ଚ ଜଙ୍ଗଲେ ମାଓ ଅପରେସନରେ ଏହି ଟିମ୍ ସାମିଲ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଟିମ୍‌ରେ ୧୦ଜଣ ମହିଳା ମାଓ କ୍ୟାଡର ଅଛନ୍ତି। ଯେଉଁମାନେ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରି ଏହି ‘ଦନ୍ତେଶ୍ୱରୀ ଲଡ଼ାକେ’ ଟିମ୍‌ରେ ସାମିଲ ହୋଇଛନ୍ତି। ସମସ୍ତ ମହିଳା କମାଣ୍ଡୋଙ୍କୁ ମାଓ […]

3232323
ଜିଓର ସବୁଠାରୁ ଶସ୍ତା ପ୍ଲାନ, ରହିଛି ଏହିସବୁ ସୁବିଧା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ଗ୍ରାହକମାନଙ୍କ ପାଇଁ ଆଜି ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରିଛି। ଯଦିଓ ପୂବରୁ ଜିଓ ପକ୍ଷରୁ ଏହାର ସ୍ମାର୍ଟଫୋନ‌୍‍ ଉପଭୋକ୍ତାଙ୍କ ପାଇଁ  ଅଲ‌୍‍-ଇନ‌୍‍-ୱାନ ପ୍ଲାନ ଘୋଷଣା କରାଯାଇଥିଲା, ତେବେ ଏହି ପ୍ଲାନରେ ରିଲାଏନ୍ସ ଜିଓ ଡାଟା ସହିତ ଜିଓରୁ ଜିଓ ଏବଂ ଅନ୍ୟ ନେଟର୍ୱକୁ କଲିଂ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି। ଜିଓ ଫୋନ‌୍‍ର ଏହି ନୂତନ ପ୍ଲାନ ଉପଭୋକ୍ତାମାନଙ୍କ ପାଇଁ ସରଳ ହେବା ସହିତ ଏହାକୁ ବୁଝିବା ପାଇଁ ମଧ୍ୟ ସହଜ […]