• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

indian navy
ଭାରତର ବାଲାକୋଟ ଏୟାର ଷ୍ଟ୍ରାଇକ୍ ପରେ ହଠାତ୍‌ ଗାଏବ ହୋଇଯାଇଥିଲା ପାକିସ୍ତାନୀ ବୁଡ଼ାଜାହାଜ

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ଏୟାର ଷ୍ଟ୍ରାଇକ୍‌ କରିବା ପରେ ସମୁଦ୍ର ପଥରେ ମଧ୍ୟ ଭାରତୀୟ ନୌସେନା ସଜାଗ ରହିଥିଲା। ପାକିସ୍ତାନ ଜଳପଥରେ ଆକ୍ରମଣ କରିପାରେ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳସୀମାରେ ଜଗି ରହିଥିଲେ। ସେପଟେ ଯୁଦ୍ଧ ଆଶଙ୍କା କରି ଭାରତୀୟ ନୌସେନା ପାକିସ୍ତାନ ଜଳ ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଅନେକ ବୁଡ଼ାଜାହାଜକୁ ନିୟୋଜିତ କରିଥିଲା। ଭାରତୀୟ ନୌସେନାର ଏଭଳି ପ୍ରସ୍ତୁତି ଦେଖି ପାକିସ୍ତାନ ମଧ୍ୟ ଯୁଦ୍ଧ ଆଶଙ୍କା କରିଥିଲା। ହେଲେ ଏହି […]

match
ଧୂଳିସାତ୍ ହେଲା ଦକ୍ଷିଣ ଆଫ୍ରିକାର ଆଶା

ଲର୍ଡ୍ସ: ଭାରତଠାରୁ ହାରିବା ପରେ ସମାଲୋଚନାର ଶିକାର ହୋଇଥିବା ପାକିସ୍ତାନ ଚଳିତ ବିଶ୍ୱକପରେ ବିଜୟଧାରାକୁ ଫେରିଛି । ରବିବାର ଐତିହାସିକ ଲର୍ଡ୍ସରେ ଖେଳାଯାଇଥିବା ଏକ ମ୍ୟାଚରେ ପାକିସ୍ତାନ ୪୯ ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି । ବିଜୟ ସହ ପାକିସ୍ତାନ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିଛି । ଅନ୍ୟପକ୍ଷରେ ପରାଜୟ ସହ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ୍ ଆଶା ଶେଷ ହୋଇଛି । ଚଳିତ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଏକମାତ୍ର ବିଜୟ ଆଫଗାନିସ୍ତାନ ବିପକ୍ଷରେ ହାସଲ କରିଥିବା […]

aircraft
ଇରାନ୍‌ ଆକାଶ ଦେଇ ଉଡ଼ିବନି ଭାରତୀୟ ବିମାନ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ କୌଣସି ମୁହୂର୍ତ୍ତରେ ଯୁଦ୍ଧ ହେବାର ସମ୍ଭାବନା ରହିଥିବାରୁ ଭାରତର ବେସାମରିକ ବିମାନ ନିୟାମକ ଡିଜିସିଏ ପକ୍ଷରୁ ଭାରତୀୟ ବିମାନ ଉଡ଼ାଣ ନେଇ କଟକଣା ଜାରି କରାଯାଇଛି। ଶୁକ୍ରବାର ଆମେରିକାର ଉଡ଼ାଣ ନିୟନ୍ତ୍ରକ ଫେଡେରାଲ ଆଭିଏସନ୍‌ ଆଡମିନ୍‌ଷ୍ଟ୍ରେସନ୍‌ ମଧ୍ୟ ଏଭଳି ଏକ ନୋଟିସ୍‌ ଜାରି କରିଥିଲା। ଡିଜିସିଏ ଗତକାଲି ଟ୍ୱିଟରରେ କହିଛି, ଯାତ୍ରୀଙ୍କ ସୁରକ୍ଷା ପାଇଁ ସମସ୍ତ ବିମାନ ସେବା ପ୍ରଦାନକାରୀଙ୍କୁ ଇରାନର ଆକାଶ ଦେଇ ଉଡ଼ାଣ ନ କରିବାକୁ କୁହାଯାଇଛି। […]

shami
ଚେତନ ଶର୍ମାଙ୍କ ରେକର୍ଡର ସମକକ୍ଷ ହେଲେ ଶାମି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଗତକାଲି ଭାରତୀୟ ପେସ୍ ବୋଲର ମହମ୍ମଦ ଶାମି ତାଙ୍କର ପ୍ରଥମ ମ୍ୟାଚ୍ ଖେଳିଥିଲେ। ଆଉ ପ୍ରଥମ ମ୍ୟାଚ୍‌ରେ ହିଁ ସେ ଏକ ରେକର୍ଡ ହାସଲ କରିଛନ୍ତି। ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଯିଏ ବିଶ୍ୱକପ୍‌ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଛନ୍ତି। ପ୍ରଥମ ଭାରତୀୟ ଭାବେ ଚେତନ ଶର୍ମା ବିଶ୍ୱକପ୍‌ରେ ହ୍ୟାଟ୍-ଟ୍ରିକ୍ ଅର୍ଜନ କରିଥିଲେ। ୧୯୮୭ ବିଶ୍ୱକପ୍‌ର ଶେଷ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ଏହି ରେକର୍ଡ କରିଥିଲେ। ବିଶ୍ୱକପ୍ ଇତିହାସରେ ମଧ୍ୟ ଏହା […]

ram rahim
ରାମ ରହିମଙ୍କ ଅନୁଗାମୀଙ୍କୁ ଜେଲ୍‌ରେ ହତ୍ୟା

ପଟିଆଲା: ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମଙ୍କ ଅନୁଗାମୀ ତଥା ବରଗରି ଧର୍ମଦ୍ରୋହ ମାମଲାର ମୁଖ୍ୟ ଅଭିଯୁକ୍ତ ମହିନ୍ଦର ପାଲ ସିଂହ ବିଟ୍ଟୁଙ୍କୁ ପଟିଆଲା ଜେଲ୍‌ ଭିତରେ ହତ୍ୟା କରାଯାଇଛି। ଜେଲ୍‌ର ୨ ଜଣ ଅନ୍ତେବାସୀ ତାଙ୍କୁ ଜେଲ୍‌ ଭିତରେ ଶନିବାର ଅପରାହ୍ଣ ୫ଟାରେ ହତ୍ୟା କରିଥିବା ଜଣାପଡ଼ିଛି। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫରିଦ୍‌କୋଟ୍‌ ବାସିନ୍ଦା ମହିନ୍ଦରଙ୍କୁ ଜେଲ୍‌ ଭିତରେ ଗୁରୁସେବକ ସିଂହ ଏବଂ ମନିନ୍ଦର […]