ହରିଦ୍ୱାର: ହରିଦ୍ୱାର କୁମ୍ଭ ମେଳାରୁ ପୁଣି ବାହାରିଛନ୍ତି କରୋନା ଆକ୍ରାନ୍ତ। ଗତ ୨୪ ଘଣ୍ଟାରେ ୫୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ଦୁଇ ଦିନରେ ହଜାରେରୁ ଅଧିକ ପଜିଟିଭ୍ ବାହାରିଛନ୍ତି। ଗତ ୧୦ ତାରିଖରୁ ଏଯାଏ କରୋନାରେ ଦୁଇ ହଜାରରୁ ଅଧିକ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ କ୍ୟାମ୍ପ କରାଯାଇ ଟେଷ୍ଟ କରାଯାଉଛି। କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱତନ୍ତ୍ର ସ୍ଥାନରେ ରଖାଯିବା ସହ […]
ଜୋଧପୁର: କୁହାଯାଏ ବାପା ଥିବା ସନ୍ତାନ କେଉଁଠି ହାରେନି। ମା’ ସ୍ନେହ, ଆଦର ଦେଇ ପାଳିଥାଏ, ଆଉ ବାପା ଢାଲ ପରି ବିପଦ ଆପଦରେ ପିଲାଙ୍କ ସାମ୍ନାରେ ଛିଡ଼ା ହୋଇଥାଏ। ହେଲେ ଆମେ ଏମିତି ଜଣେ ବାପାଙ୍କ କଥା ଜଣାଇବାକୁ ଯାଉଛୁ, ଯିଏ ବାପା ନାମରେ ଥିଲେ ଜଣେ ରାକ୍ଷସ। ଯିଏ ନିଜ ପିଲାକୁ କଳଙ୍କର କାଦୁଅ ଭିତରକୁ ଠେଲି ଦେଇଥିଲେ। ଯନ୍ତ୍ରଣାର ବେଡ଼ିରେ ବାନ୍ଧି ଦେଇଥିଲେ। ଏଇ ରାକ୍ଷସ ବାପା ହେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲ୍ଲାର। […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଡାକ୍ତରମାନେ କରୋନାର ଦ୍ୱିତୀୟ ଲହରକୁ ନେଇ ଯେଉଁ ପୂର୍ବନୁମାନ କରିଥିଲେ ତା‘ଠାରୁ କାହିଁ କେତେ ଅଧିକ ଭୟଙ୍କର ରୂପ ନେଇ ଆସିଛି ମହାମାରୀ। ଦେଶର ସବୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ହୋଇ ବଢୁଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାଖାପାଖି ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା […]
ଓଟାବା: କରୋନା ଭାଇରସ ବିରୋଧରେ ଲଢିବା ପାଇଁ ସାରା ବିଶ୍ୱ ଅଣ୍ଟା ଭିଡିଛି। ତଥାପି ଭାଇରସର ସମ୍ପୂର୍ଣ୍ଣ ମୁକାବିଲା କରିବାରେ ଅସମର୍ଥ । କୋଭିଡ ମୁକାବିଲା ପାଇଁ ଏକମାତ୍ର ବିକଳ୍ପ ଭ୍ୟାକ୍ସିନ। ତେବେ ଟିକାକରଣ ପରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଏସବୁ ଦ୍ୱନ୍ଦ୍ୱ ଏବଂ ଭୟ ଭିତରେ ଗୋଟିଏ ଆଶ୍ୱାସନା ସାମ୍ନାକୁ ଆସିଛି। ଗବେଷକମାନେ ଏପରି ଏକ ନାଜାଲ ସ୍ପ୍ରେ ବାହାର କରିଛନ୍ତି, ଯାହା କରୋନା ଭାଇରକୁ ମାରିବାରେ ପ୍ରାୟ ଶତ ପ୍ରତିଶତ ସଫଳ ହୋଇଛି। […]
ଶ୍ରୀନଗର: ଜାମ୍ମୁ କଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପର ମୂଳୋତ୍ପାଟନ ପାଇଁ ଏବେ ଚାଲିଛି ‘ଅପରେସନ ଅଲ ଆଉଟ୍’ । ଆତଙ୍କୀଙ୍କ ସହ ଆର ପାର ଲଢେଇରେ ବ୍ୟସ୍ତ ସୁରକ୍ଷାକର୍ମୀ । ତଥାପି ଗୋଳାବାରୁଦ, ଲହୁ, ଲୁହ ଭିତରେ ବି ସୁରକ୍ଷାକର୍ମୀ ସେମାନଙ୍କ ସାମାଜିକ କର୍ତ୍ତବ୍ୟବୋଧ ଭୁଲିନାହାନ୍ତି । ଇତି ମଧ୍ୟରେ ସ୍ଥାନୀୟ ଦିବ୍ୟାଙ୍ଗ ପିଲାଙ୍କୁ ନେଇ ସୁରକ୍ଷାକର୍ମୀମାନେ ପ୍ରସିଦ୍ଧ ତୁଲିପ ଗାର୍ଡେନରେ କରିଛନ୍ତି ପିକନିକ ଟ୍ରିପ୍ । ପ୍ରଥମ ଥର ପାଇଁ ପ୍ରକୃତିର ଏପରି ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ […]
ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚୈତ୍ର ନବରାତ୍ର ପୂଜା। ଆଜିଠାରୁ ୯ ଦିନ ଧରି ଦେବୀଙ୍କୁ ୯ଟି ବେଶରେ ପୂଜା କରାଯାଏ। ଆରାଧନା କରାଯାଇଥାଏ। ଏହି ସମୟରେ ସାଧାରଣତଃ ଦେବୀ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥାଏ। ଏଥର କରୋନା କଟକଣା ଯୋଗୁ ଯଦିଓ ଭକ୍ତଙ୍କ ସମାଗମ ନାହିଁ ତଥାପି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଛି। ନବରାତ୍ର ପୂଜା ଅବସରରେ ଆମେ ଏମିତି ଏକ ଶକ୍ତିପୀଠ କଥା କହିବୁ ଯେଉଁଠି ସାରା ବିଶ୍ୱର ଶ୍ରଦ୍ଧାଳୁଙ୍କ ଭିଡ ଜମେ। ତେବେ […]
ମୁମ୍ବାଇ: ମହାରାଷ୍ଟ୍ରରେ ଭୟାବହ ହେଉଛି କରୋନା। ରୋଗୀଙ୍କ ସଂଖ୍ୟା ଏତେମାତ୍ରାରେ ବଢୁଛି ଯେ, ଡାକ୍ତରଖାନାରେ ଚିକିତ୍ସା ସେବା ଯୋଗାଇବା ମୁସ୍କିଲ ହୋଇ ଯାଉଛି। ରାଜ୍ୟରେ ଗତକାଲି ପ୍ରାୟ ୬୩ ହଜାର ନୂଆ ସଂକ୍ରମଣ ମାମଲା ରିପୋର୍ଟ ହୋଇଥିବା ବେଳେ ୩୪୯ ଜଣଙ୍କ ମୃତ୍ୟୁ ହୋଇଛି । କେବଳ ମୁମ୍ବାଇରେ ଦିନକରେ ୯ ହଜାର ୨୦୦ ଲୋକ ସଂକ୍ରମିତ ହୋଇଛନ୍ତି । ମୁମ୍ବାଇରେ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ଚିକିତ୍ସାରେ ଅବ୍ୟବସ୍ଥା ଦେଖାଦେଇଛି। ଜୋଗେଶ୍ୱରୀ ଡାକ୍ତରଖାନାରେ ୨ ସପ୍ତାହରେ ୧୨ […]
ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢୁଛି କରୋନା ସଂକ୍ରମଣ। ପ୍ରଥମ ଲହରଠୁ ଆହୁରି ଭୟାନକ ରୂପ ଧାରଣ କରି ବ୍ୟାପିବାରେ ଲାଗିଛି ସଂକ୍ରମଣ । ଦେଶରେ ୨୪ ଘଣ୍ଟାରେ ଏକ ଲକ୍ଷ ୬୦ ହଜାର ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୮୮୦ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧,୭୫୧ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଉତ୍ତରପ୍ରଦେଶରେ ୧୩, ୬୦୪ ଜଣ, ଛତିଶଗଡରେ ୧୩,୫୭୬ ଏବଂ ଦିଲ୍ଲୀରେ […]
ନୂଆଦିଲ୍ଲୀ:ଝିଅଟିଏ ଜନ୍ମହେଲେ ଉଦାସ ହୋଇଯାଏ ମା’ର ମନ । ସମସ୍ତଙ୍କ ଅଗୋଚରରେ ଆଖିରୁ ଝରିପଡେ ଲୁହ । ହେଲେ କାହିଁକି ? ସତରେ କ’ଣ ମା’ କୋଳ ପୁଅଟିଏ ଖୋଜୁଥାଏ ବୋଲି ? ପୁଅଟଏ ନ ହେଲେ କିଏ ତାକୁ ବାର୍ଦ୍ଧକ୍ୟରେ ଆଶ୍ରୟ ଦେବ ଏମିତି କିଛି ଭାବି ? ନା, ନାରୀ ଜୀବନର ଅକୁହା ଯନ୍ତ୍ରଣାକୁ ଅଙ୍ଗେ ନିଭାଉଥିବା ମା’ ନିଜ ଝିଅର ଭବିଷ୍ୟତ ଆକଳନ କରି ଦୁଃଖରେ, ଭୟରେ, ଆଶଙ୍କାରେ ଏମିତି ଅଧିର ହୋଇପଡେ […]
ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ ସ୍ଥିତି ଦିନକୁ ଦିନ ଭୟଙ୍କର ରୂପ ନେଉଛି। ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ଭାଙ୍ଗୁଛି। ଇତିମଧ୍ୟରେ ସୁପ୍ରିମ୍ କୋଟରୁ ଏକ ବଡ ଖବର ସାମ୍ନାକୁ ଆସିଛି। ମିଳିଥିବା ଖବର ଅନୁଯାୟୀ, ସୁପ୍ରିମକୋର୍ଟର ୫୦ ପ୍ରତିଶତ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ସମସ୍ତ ଶୁଣାଣି ଭିଡିଓ କନ୍ଫରେନ୍ସି ଜରିଆରେ କରାଯିବ ବୋଲି କୁହାଯାଇଛି। ଏବେ ସମସ୍ତ ବିଚାରପତି ଘରେ କାମ କରୁଛନ୍ତି। ଏତେ ସଂଖ୍ୟକ କରୋନା ପଜିଟିଭ ଚିହ୍ନଟ […]
ନୂଆଦିଲ୍ଲୀ: ଡରେଇଲାଣି କରୋନା । ପ୍ରତିଦିନ ରେକର୍ଡ ଭାଙ୍ଗୁଛି ସଂକ୍ରମଣ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୬୮ ହଜାର ୯୧୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଦେଶରେ ଗୋଟିଏ ଦିନରେ ଏତେ ସଂଖ୍ୟକ ରୋଗୀ ଚିହ୍ନଟ ହେବା ପ୍ରଥମ। ଏହା ପୂର୍ବରୁ ଏପ୍ରିଲ ୧ ତାରିଖ ୧ ଲକ୍ଷ ୫୨ ହଜାର ୫୬୫ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୪ ଘଣ୍ଟା ମଧ୍ୟରେ ୯୦୪ ଜଣ ରୋଗୀ ଆଖି ବୁଜିଛନ୍ତି। ଗତ […]
କୋଲକାତା:ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଆଜି ଚାଲିଛି ୪ର୍ଥ ପର୍ଯ୍ୟାୟ ମତଦାନ। ଆଜି । ହୁଗୁଳି, ହାଓଡା, ଦକ୍ଷିଣ ୨୪ ପ୍ରଗଣା, ଅଲିପୁରଦ୍ୱାର, କୁଚ ବିହାର ଆଦି ଆସନ ସମେତ ୪୪ଟି ବିଧାନସଭା ଆସନରେ ଭୋଟ ଗ୍ରହଣ ହେଉଛି। ମତଦାନ ସମୟରେ କୁଚ ବିହାର ଜିଲ୍ଲା ସ୍ଥିତ ସିତାକୁଲ୍ଚି ବିଧାନସଭା ଅନ୍ତର୍ଗତ ଜୋରପଟ୍ଟିର ଏକ ମତଦାନ କେନ୍ଦ୍ରରେ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି। ପିଟିଆ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, CISF ପକ୍ଷରୁ ଏହି କେନ୍ଦ୍ରରେ ଫୁଟିଛି […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକର୍ଡ କରୁଛି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଗତ କିଛି ଦିନ ଧରି ୧ ଲକ୍ଷ ଉପରେ ରହିଛି। ଶନିବାର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ୭୦୦ରୁ ଅଧିକ ରହିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧, ୪୫, ୩୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ […]
ନୂଆଦିଲ୍ଲୀ: ଭାରତ ସ୍ୱାଧୀନତା଼ ଇତିହାସର ଏକ ସ୍ୱର୍ଣ୍ଣିମ ନାମ ସହିତ ମଙ୍ଗଳ ପାଣ୍ଡେ। ଏପ୍ରିଲ ୮ ତାରିଖ ଥିଲା ମଙ୍ଗଳ ପାଣ୍ଡେଙ୍କ ଜୀବନର ଶେଷ ଦିନ। ଏହି ଦିନ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇଥିଲା। ହେଲେ ମଙ୍ଗଳ ପାଣ୍ଡେଙ୍କୁ ଏପ୍ରିଲ ୭ ତାରିଖ ଅର୍ଥାତ୍ ଗୋଟିଏ ଦିନ ପୂର୍ବରୁ ଫାଶି ଦଣ୍ଡ ଦିଆଯିବାର ଥିଲା। ଅତର୍କିତ ଭାବେ ଗୋଟିଏ ଦିନ ଗଡ଼ାଇ ଦିଆଯାଇଥିଲା। ଭାରତ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶଙ୍ଖନାଦ କରିଥିବା ମଙ୍ଗଳ ପାଣ୍ଡେ ବ୍ରିଟିଶ ଶାସନ […]
ଟ୍ରି ମ୍ୟାନ ନରୋତ୍ତମ ଦାସ। ଘର ମୟୂରଭଞ୍ଜି ଜିଲ୍ଲା ନାବରା ଗ୍ରାମରେ । ଗଛ ଲଗାଇବା ସହ ଜଙ୍ଗଲର ସୁରକ୍ଷା ପାଇଁ ବ୍ରତୀ ନରୋତ୍ତମ ସାର। ତାଙ୍କ ପ୍ରଚେଷ୍ଟାରେ ଖାଲି ପଡିଥିବା ଟାଙ୍ଗରା ପଡିଆ ଆଜି ସବୁଜିମାରେ ହସୁଛି।
ନୂଆଦିଲ୍ଲୀ: କରୋନା ମୁକାବିଲା କ୍ଷେତ୍ରରେ ନିଜର ଅପାରଗତାରୁ ଧ୍ୟାନ ହଟାଇବାକୁ ନିନ୍ଦନୀୟ ପ୍ରୟାସ କରୁଛନ୍ତି କିଛି ରାଜ୍ୟ ।କୋଭିଡ୍ ଭ୍ୟାକ୍ସିନ ସଙ୍କଟ ପ୍ରସଙ୍ଗକୁ ନେଇ ବିଭିନ୍ନ ରାଜ୍ୟ ପ୍ରଶ୍ନ ଉଠାଇବା ପରେ ଏଭଳି କଡ଼ା ଜବାବ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ । ଟୁଇଟ୍ କରି ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ଦର୍ଶାଇଛନ୍ତି, କୋଭିଡ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ପ୍ରସଙ୍ଗର ରାଜନୀତିକରଣ ଓ ଟିକା ଯୋଗାଣକୁ ନେଇ ଆତଙ୍କ ସୃଷ୍ଟି କରିବା ପାଇଁ କିଛି ନେତାଙ୍କ ଏଭଳି […]