• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

IBPS
ଆଇବିପିଏସ୍ ନିଯୁକ୍ତି ୨୦୨୧:CRP RRBs IX ଅଫିସର ସ୍କେଲ୍ I ଫଳାଫଳ ଘୋଷଣା

ଯେଉଁମାନେ ଉକ୍ତ ଆଇବିପିଏସ୍ CRP RRBs IX ଅଧିକାରୀ ସ୍କେଲର ପରୀକ୍ଷା ଦେଇଥିଲେ, ସେମାନେ IBPS ର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ସେମାନଙ୍କର ଫଳାଫଳ ଯାଞ୍ଚ କରିପାରିବେ। ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ୍) CRP RRBs IX ଅଧିକାରୀ ସ୍କେଲ୍ ପରୀକ୍ଷାର ମୁଖ୍ୟ ଏବଂ ସାକ୍ଷାତକାର ପରୀକ୍ଷା ଫଳାଫଳ ଘୋଷଣା କରିଛିhttps://www.bhaskar.com/ । ଆଇବିପିଏସ୍ ଆରଆରବି ଅଫିସର ସ୍କେଲ୍ ପରୀକ୍ଷା ଫଳାଫଳ କିପରି ଯାଞ୍ଚ କରିବେ ତାହା ଏଠାରେ ଅଛି: Ibps.in ରେ […]

kareena kapoor
କରୀନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି, ଖୋଜା ଚାଲିଛି ନାଁ

ମୁମ୍ବାଇ: କରୀନା କପୁର ଓ ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଲେ ନୂଆ ଅତିଥି। ବଲିଉଡ୍‌ ବେବୋ କରୀନା କପୁର ପୁଣିଥରେ ମା’ ହୋଇଛନ୍ତି। ଆଜି ସକାଳେ କରୀନା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଏହି ଖୁସି ଖବର ପରେ ସେଲିବ୍ରିଟିଙ୍କଠୁ ଆରମ୍ଭ କରି ଫ୍ୟାନ୍ସମାନେ ସୋସିଆଲ୍‌ ମିଡିଆରେ ଉଭୟ କରୀନା ଓ ସୈଫଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ସୁଦ୍ଧା କରୀନାଙ୍କ ଦ୍ୱିତୀୟ ସନ୍ତାନଙ୍କ ନାଁ କିଛି ରଖାଯାଇ ନାହିଁ। ହେଲେ କରୀନାଙ୍କ ଏହି ଦ୍ୱିତୀୟ […]

AIIMS-Nagpur
AIIMS ନିଯୁକ୍ତି ୨୦୨୧ : ଗ୍ରୁପ୍ ଏ ପୋଷ୍ଟ ପାଇଁ ଆବେଦନ କରନ୍ତୁ 

ନାଗପୁର: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS), ନାଗପୁର ପ୍ରତ୍ୟକ୍ଷ ନିଯୁକ୍ତି ଆଧାରରେ ବିଭିନ୍ନ ଅଧ୍ୟାପକ (ଗ୍ରୁପ୍ ଏ) ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆମନ୍ତ୍ରଣ କରିଛି। AIIMS, ନାଗପୁର ପାଇଁ ଅଧ୍ୟାପକ ପଦଗୁଡିକର ନିମ୍ନଲିଖିତ ବ୍ୟାକ୍ଲଗ୍ ଥିବା ଖାଲି ପଦବୀ ପାଇଁ ଭାରତୀୟ ନାଗରିକ ଅବା ନାଗରିକତା ଅଧିନିୟମ, ୧୯୫୫ର ଧାରା ୭A ଅନୁଯାୟୀ ଓଭରସିଜ୍ ସିଟିଜେନ୍ସ ଅଫ୍ ଇଣ୍ଡିଆ (OCI) କାର୍ଡଧାରୀ ଭାବରେ ପଞ୍ଜୀକୃତ ହୋଇଥିବା ନାଗରିକ / ବ୍ୟକ୍ତି  ଆବେଦନ […]

up
ମ୍ୟାଡମ ’ମୋ ବିବାହ କରାଇ ଦିଅ’, ହନିମୁନ୍ ପାଇଁ ଯିବି ଗୋଆ‘

ଶାମଲି: ବିବାହ ହେଉନଥିବାରୁ ଥାନାରେ ପହଞ୍ଚି ଗୁହାରୀ ଜଣାଇଲେ ୩ ଫୁଟ ଉଚ୍ଚର ଯୁବକ। ମୋର ବିବାହ କରାଇ ଦିଅ କହି ମହିଳା ଥାନାରେ ପହଞ୍ଚି ଯାଇଛନ୍ତି ଅଜିମ । ମାତ୍ର କମ୍ ଉଚ୍ଚତା ପାଇଁ  ବରମ୍ବାର ତାଙ୍କର ବିବାହ ଭାଙ୍ଗି ଯାଉଥିବା କଥା କହି ମହିଳା ପୋଲିସ ଆଗରେ ନିଜର ଦୁଃଖ ବଖାଣିଛନ୍ତି।  ଉତ୍ତରପ୍ରଦେଶର ଶାମଲି ଜିଲ୍ଲାରୁ ଏପରି ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଶାମଲି ଜିଲ୍ଲାର ୨୬ ବର୍ଷିୟ ଯୁବକ ଅଜିମ ମନସୁରୀ। ଉଚ୍ଚତା […]

pm
‘ଅମୃତ ମହୋତ୍ସବ’ର ଉଦଘାଟନ କରିବାକୁ ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ

ଅହମଦାବାଦ: ସାବରମତି ଆଶ୍ରମରେ ପ୍ରଧାନମନ୍ତ୍ରୀ । ଆଜି ନରେନ୍ଦ୍ର ମୋଦି ଗୁଜରାଟର ଅହମ୍ମଦାବାଦ ସ୍ଥିତ ସାବରମତି ଆଶ୍ରମରୁ ଆନୁଷ୍ଠାନିକ ଭାବେ ଦାଣ୍ଡି ମାର୍ଚ୍ଚର ଶୁଭାରମ୍ଭ କରିବେ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଉ ଏଥିପାଇଁ ସାବରମତି ଆଶ୍ରମରେ ପହଞ୍ଚି ପ୍ରଥମେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ଅମୃତ ମହୋତ୍ସବ ସହ ଜଡିତ ଅନେକ ସାଂସ୍କୃତିକ ଏବଂ […]

trivendra
ଇସ୍ତଫା ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ : ରାଜ୍ୟପାଳ ବେବୀରାଣୀ ମୌର୍ଯ୍ୟଙ୍କୁ ଭେଟି ଦେଲେ ଇସ୍ତଫା ପତ୍ର

ଡେରାଡୁନ୍ : ଉତ୍ତରାଖଣ୍ଡ ବିଜେପିରେ ଫାଟ । ଗତ କିଛି ଦିନ ହେବ ଉତ୍ତରାଖଣ୍ଡ ରାଜନୀତି ଉଠୁଥିଲା ପଡ଼ୁଥିଲା । ସବୁ ଆଶା ଆଶଙ୍କାରେ ପୂର୍ଣ୍ଣଚ୍ଛେଦ ପକାଇ ଆଜି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ତ୍ରିଭେନ୍ଦ୍ର ସିଂ ରାୱତ ।  ଆଜି ଅପରାହ୍ଣ ୪ଟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳ ବେବିରାଣୀ ମୌର୍ଜ୍ୟଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଆସନ୍ତାକାଲି ସୁଦ୍ଧା ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ବୋଲି ଅନୁମାନ କରାଯାଇଛି। ତ୍ରିବେନ୍ଦ୍ର ସିଂ ରାୱତଙ୍କ କ୍ୟାବିନେଟର […]

mars
ମଙ୍ଗଳ ଗ୍ରହରୁ ‘ରୋଭର’ ଫଠାଇଲା ଫଟୋ, କୋଟି କୋଟି ବର୍ଷ ପୂର୍ବେ ଏହି ସ୍ଥାନରେ ଥିଲା...

ୱାଶିଂଟନ୍‌: ମଙ୍ଗଳ ପୃଷ୍ଠରେ ସଫଳତାର ସହ ଅବତରଣ ପରେ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration)ର ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରୁ HD କ୍ୱାଲିଟିର କଲର୍‌ ଫଟୋ ପଠାଇଛି। ଏହାସହ ଲ୍ୟାଣ୍ଡିଂ ସାଇଟ୍‌ର ଫଟୋ ମଧ୍ୟ ପଠାଇଛି ରୋଭର। ଏହି ହାଇ ରିଜୋଲ୍ୟୁସନ୍‌ ଫଟୋରେ ମଙ୍ଗଳ ପୃଷ୍ଠ ଅତି ସ୍ପଷ୍ଟ ଭାବେ ଦେଖାଯାଉଛି। ଏପରିକି ଲ୍ୟାଣ୍ଡିଂ ବେଳର ହାଇ ରିଜୋଲ୍ୟୁସନ୍ କଲର୍‌ ସେଲଫି ମଧ୍ୟ ସେୟାର କରିଛି ରୋଭର। ମଙ୍ଗଳ ପୃଷ୍ଠ […]

murder
ଏକତରଫା ପ୍ରେମ କରି ମହିଳାଙ୍କ ଦୁଇ କୁନି ପୁଅକୁ ହତ୍ୟା, ପରେ ରଶି ଲଗାଇ ଝୁଲିପଡ଼ିଲା ଅଭିଯୁକ୍ତ

ଲୁଧିଆନା : ଏକତରଫା ପ୍ରେମ ପାଇଁ ଜୀବନ ନେଲା ପାଗଳ ପ୍ରେମିକ। ପ୍ରେମରେ ଅସଫଳ ହେବାରୁ ମହିଳାଙ୍କ ଦୁଇ କୁନି ପୁଅକୁ ଗଳା କାଟି ହତ୍ୟା କଲା । ଇଏ କେଉଁ ପ୍ରକାର ପ୍ରେମ, ଯେଉଁଠି ଜଣେ ମଣିଷ ହତ୍ୟା କରିବାକୁ ବି ପଛାଏନି। ପ୍ରେମରେ ଦେବା ଥାଏ, ନଥାଏ ନେବା । ପ୍ରକୃତ ପ୍ରମର ପରିଭାଷା ବୁଝିଥିବା ମଣିଷ ଅନ୍ୟର କ୍ଷତି ପହଞ୍ଚାଇ ପାରେନା। ହେଲେ ପଞ୍ଜାବର ଲୁଧିଆନା ଜିଲ୍ଲାରେ ଶନିବାର ଦିନ ଏପରି ଏକ […]

otp
ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା

ଓଟିପି ଆସିବାରେ ବିଳମ୍ବ ଯୋଗୁଁ ଅନଲାଇନ କାରବାରରେ ସମସ୍ୟା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାହକ ବ୍ୟାଙ୍କ, ଇ-କମର୍ସ କଂପାନୀରୁ ଗ୍ରାହକମାନଙ୍କ ନିକଟକୁ ଆସୁନିି ଏସଏମଏସ ଟଙ୍କା ନେଣଦେଣ, କୋ ୱିନ ଆପ୍ ରେଜିଷ୍ଟ୍ରେସନ, ଆଧାର ପଂଜୀକରଣରେ ସମସ୍ୟା ନୂତନ ଟ୍ରାଇ ଗାଇଡଲାଇନ୍ ପରଠାରୁ ଦେଖାଦେଇଛି ସମସ୍ୟା OTP ଆସୁ ନଥିବାରୁ ଅନଲାଇନରେ କାରବାର କରୁଥିବା ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ଏହି ସମସ୍ୟା ଦେଖାଦେଇଛି। ବ୍ୟାଙ୍କ, ଇ-କମର୍ସ ଓ ଅନ୍ୟାନ୍ୟ […]

ranveer-kapoor
ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ : ସେଲଫ୍ କ୍ୱାରେଣ୍ଟାଇନରେ ରହିଲେ ବଲିଉଡ୍ ଅଭିନେତା

ରଣବୀରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ଏବେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ଅଭିନେତା କରୋନା ହେବା ନେଇ ସୂଚନା ଦେଲେ ମାଆ ନୀତୁ ସିଂହ ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ମାଆ ନୀତୁ ସିଂହ । ଗତ କିଛି ଦିନ ଧରି କରୋନା ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ରଣବୀର […]

pimpri
ହସ୍ପିଟାଲରେ ଜଗୁଆଳି କାମ କରି ପୁଅକୁ ଡାକ୍ତର କଲେ କଳ୍ପନା

ପିମ୍ପରି: ଅଭାବ ଅନଟନ ଆଗରେ ଭାଙ୍ଗି ପଡ଼ିଲାନି ମା’ର  ମମତା । ପୁଅର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କଣ୍ଟକିତ ଦୁନିଆକୁ ସୁନ୍ଦର କରି ଗଢ଼ିତୋଳିଲା ମା’। ସ୍ୱପ୍ନର ଉଡ଼ାଣକୁ ପ୍ରତିହତ କରିପାରିଲାନି ଆର୍ଥିକ ଦୁରବସ୍ଥା । କଥାରେ ଅଛି  ଦୃଢ଼ଇଚ୍ଛା ଶକ୍ତି ଆଗରେ ଅସମ୍ଭବ ବି ସମ୍ଭବ । ଆଉ ଏହି ଉକ୍ତିକୁ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ କରିଛନ୍ତି ପୁଣେରେ ରହୁଥିବା ଜଣେ ମହିଳା ସୁରକ୍ଷାକର୍ମୀ। ଦିନ ରାତି କଠିନ ପରିଶ୍ରମି କରି ପୁଅକୁ ଡାକ୍ତର […]

hpcl
HPCL Recruitment 2021: ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଟେଡରେ 200 ଚାକିରି ପାଇଁ ଆବେଦନ କରନ୍ତୁ

ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଲିମିଟେଡ୍ (ଏଚପିସିଏଲ୍), ମହାରତ୍ନା ସେଣ୍ଟ୍ରାଲ୍ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍ ଶକ୍ତି କ୍ଷେତ୍ରରେ ଉତ୍ସାହଜନକ କ୍ୟାରିୟର ସୁଯୋଗ ଖୋଜୁଥିବା ତଥା ଅଭିବୃଦ୍ଧି ଯାତ୍ରାର ଏକ ଅଂଶ ଭାବରେ ଭାରତର ଶକ୍ତି କ୍ଷେତ୍ର ରେ ସହଯୋଗ କରିବାକୁ ଇଚ୍ଛୁକ ପ୍ରତିଭାବାନ ତଥା ଭାରତୀୟ ନାଗରିକମାନଙ୍କୁ ଆମନ୍ତ୍ରଣ କରିଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅନଲାଇନରେ ନିମ୍ନଲିଖିତ ପଦବୀ ପାଇଁ ଆବେଦନ କରିପାରିବେ । ଅନଲାଇନ୍ ଆବେଦନ ଆରମ୍ଭ ତାରିଖ : ୩ ମାର୍ଚ୍ଚ ୨୦୨୧ ଅନଲାଇନ୍ […]