• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

ritika phogat
ଫାଇନାଲ୍‌ ମ୍ୟାଚ୍‌ ହାରିବା ଦୁଃଖ ସହିପାରିଲେନି ରେସ୍‌ଲର୍‌ ବବିତା ଫୋଗଟଙ୍କ ଭଉଣୀ, ନେଲେ ଏମିତି ଚରମ ପଦକ୍ଷେପ

ନୂଆଦିଲ୍ଲୀ: ଏକ ରେସ୍‌ଲିଂ ମ୍ୟାଚ୍‌ ହାରିବା ପରେ ରେସ୍‌ଲର୍‌ ଗୀତା ଫୋଗଟ ଓ ବବିତା ଫୋଗଟଙ୍କ ସମ୍ପର୍କୀୟ ଭଉଣୀ ରିତିକା ଫୋଗଟ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଫାଇନାଲ୍‌ ମ୍ୟାଚ୍‌ ହାରିବା ପରେ ରିତିକା ଜୀବନ ହାରି ଦେଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ରୁ ୧୪ ମଧ୍ୟରେ ହରିଆଣାର ଭରତପୁର ସ୍ଥିତ ଲୋହାଗଡ଼ ଷ୍ଟାଡିୟମ୍‌ରେ‌ ରାଜ୍ୟ ସ୍ତରୀୟ ରେସ୍‌ଲିଂ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥିରେ ରିତିକା ଭାଗ ନେଇଥିଲେ। ମାର୍ଚ୍ଚ ୧୪ରେ ଖେଳା ଯାଇଥିବା […]

train
ରାତିରେ ଟ୍ରେନରେ ମୋବାଇଲ ଓ ଲାପଟପ୍ ଚାର୍ଜ କରିବା ମନା

ନୂଆଦିଲ୍ଲୀ : ଯାତ୍ରୀଙ୍କ ହିତ ଦୃଷ୍ଟିରୁ ଭାରତୀୟ ରେଳବାଇର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ।  ୱେଷ୍ଟର୍ଣ୍ଣ ଜୋନର ଟ୍ରନରେ ଯାତ୍ରା କରୁଥିବା ଯାତ୍ରୀମାନେ ରାତିରେ ଚାର୍ଜିଂ ପଏଣ୍ଟର ସୁବିଧା ପାଇବେ ନାହିଁ । ଦିନକୁ ଲକ୍ଷ ଲକ୍ଷ ଲୋକ ଟ୍ରେନରେ ଯାତ୍ରା କରୁଥିବା ବେଳେ ଭାରତୀୟ ରେଳବାଇର ଏହି ନିଷ୍ପତ୍ତି ଜୋରଦାର ଝଟକା ଦେଇପାରେ ।  ରାତି ୧୧ ଟାରୁ ସକାଳ  ୫ଟା ପର୍ଯ୍ୟନ୍ତ ଚାର୍ଜିଂ ପଏଣ୍ଟକୁ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏଭଳି ପରିସ୍ଥିତିରେ ଯାତ୍ରୀମାନେ ରାତିରେ […]

Covid-19
ଚିନ୍ତା ବଢ଼ାଇଲା ମହାରାଷ୍ଟ୍ର, ଗୋଟିଏ ଦିନରେ ୨୩,୧୭୯ କରୋନା ଆକ୍ରାନ୍ତ ଚିହ୍ନଟ

ମୁମ୍ବାଇ: ଦିନକୁ ଦିନ ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଗତକାଲିର ରିପୋର୍ଟ ଅନୁସାରେ, ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨୩,୧୭୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୪ ଜଣଙ୍କ ମୃତ୍ୟୁ ଘଟିଛି। ମୁମ୍ବାଇରୁ କେବଳ ୨,୩୭୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାପରେ ଚିନ୍ତା ଆହୁରି ବଢ଼ି ଯାଇଛି। ସେହିପରି ମଙ୍ଗଳବାର, ମହାରାଷ୍ଟ୍ରରେ ୧୭,୮୬୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୁମ୍ବାଇରୁ […]

mars
ଏଇଠି ଅଛି ମଙ୍ଗଳ ଗ୍ରହର ନିଖୋଜ ପାଣି !

କୋଟି କୋଟି ବର୍ଷ ପୂର୍ବେ ମଙ୍ଗଳ ଗ୍ରହରେ ହ୍ରଦ ଓ ସମୁଦ୍ର ଥିଲା। ହେଲେ ଏବେ ସେହି ସ୍ଥାନରେ ଆଉ ପାଣି ନାହିଁ। ସତେ ଯେମିତି ଏହା କେଉଁ ଆଡ଼େ ଉଭାନ ହୋଇଯାଇଛି । ଏବେ ଏହା ବିରାଟ ଚଟାଣରେ ପରିଣତ ହୋଇଛି। କେଉଁଆଡ଼େ ଗଲା ପାଣି ? ଏବେବି ଏହା ରହସ୍ୟ ଘେରରେ। ଏହି ରହସ୍ୟ ଜାଣିବା ପାଇଁ ବୈଜ୍ଞାନିକମାନେ ଲଗାତାର ଭାବେ ଉଦ୍ୟମ ଜାରି ରଖିଛନ୍ତି। ବିଶ୍ୱାସ କରାଯାଉଛି, ମହାକାଶରେ ହିଁ ଅଧିକାଂଶ ପାଣି […]