ନୂଆଦିଲ୍ଲୀ: ଯଦି ଆପଣ ଦୀର୍ଘ ସମୟ ଧରି ଫୋନ୍ ବ୍ୟବହାର କରୁଛନ୍ତି ଓ ଫୋନ୍ରେ ଚାର୍ଜ ସମସ୍ୟା ରହୁଛି, ଆଉ ଏଥିପାଇଁ ଆପଣ ସାର୍ବଜନୀନ ସ୍ଥାନରେ ଚାର୍ଜିଂ ପଏଣ୍ଟ ଖୋଜୁଛନ୍ତି, ତା’ହେଲେ ଏବେ ଆପଣଙ୍କୁ ଆଉ ଚିନ୍ତା କରିବାକୁ ପଡ଼ିବନି। ଦେଶର ପ୍ରଥମ ସ୍ମାର୍ଟଫୋନ୍ ପାୱାର ବ୍ୟାଙ୍କ୍ ରେଣ୍ଟଲ୍ ସର୍ଭିସ୍ ସ୍ପାଇକ୍ (Spykke) ଲଞ୍ଚ ହୋଇଛି। ସାରା ଦେଶରେ ୧୧ଟି ସହରରେ ୮ ହଜାର ସ୍ଥାନରେ ଏହାର ନେଟ୍ୱର୍କ ରହିଛି। ବର୍ତ୍ତମାନ କମ୍ପାନୀର ଆଉଟ୍ଲେଟ୍ ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀ-ଏନ୍ସିଆର୍, […]
ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଭର୍ତ୍ତି କାର୍ ମିଳିବା ଘଟଣାରେ ମୁମ୍ବାଇ ପୋଲିସ୍ ଅଧିକାରୀ ସଚିନ୍ ଭାଜେଙ୍କୁ NIA(National Investigation Agency ) ଗିରଫ କରିଛି। ୧୨ ଘଣ୍ଟାର ଜେରା ପରେ ଶନିବାର ରାତି ସାଢ଼େ ୧୧ଟାରେ ସଚିନ୍ ଭାଜେଙ୍କୁ NIA ଗିରଫ କରିଥିଲା। ଏହା ପୂର୍ବରୁ NIA ଭାଜେଙ୍କୁ ସମନ କରିଥିଲା। ସୂଚନା ଅନୁସାରେ, ଫେବୃଆରୀ ୨୫ରେ Carmichael ରୋଡ୍ ସ୍ଥିତ ମୁକେଶ ଅମ୍ବାନୀଙ୍କ ଘର ବାହାରେ ଏକ ବିସ୍ଫୋରକ ଭର୍ତ୍ତି […]
ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟରେ PRT, TGT, PGT ଓ ଅନ୍ୟାନ୍ୟ Teaching and Non-Teaching ପଦବୀରେ ନିଯୁକ୍ତି ପାଇଁ Kendriya Vidyalaya (KV) ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଏହି ନିଯୁକ୍ତି ୨୦୨୧-୨୨ ବର୍ଷ ପାଇଁ Part Time/Contractual ଆଧାରରେ ହେବ। ଯଦି ଆପଣ ଏହି ପଦବୀରେ ଆବେଦନ କରିବାକୁ ଚାହୁଁଛନ୍ତି, ଜାଣନ୍ତୁ ସବିଶେଷ ତଥ୍ୟ…. PGT-Post Graduate Teacher (ସମସ୍ତ ବିଷୟ ପାଇଁ): ଯେଉଁ ବିଷୟ ପାଇଁ ଆପଣ ଆବେଦନ କରିବାକୁ ଚାହୁଁଛନ୍ତି […]
୭ ଦିନ ପରେ ଚାଲିଲା ଏମ୍ବି ଏଭର ଗିଭେନ୍ ସୁଏଜ କେନାଲରେ ଫସିଥିବା କାର୍ଗୋ ଜାହାଜ ଉଦ୍ଧାର ଜାହାଜରେ ଥିଲା ୨ ଲକ୍ଷ ୨୦ ହଜାର ଟନ୍ର ଜିନିଷ ୧୦ଟି ଟଗ୍ ବୋଟ୍ ଜରିଆରେ ସିଧା ହେଲା ଜାହାଜ ୭ ଦିନର ପରିଶ୍ରମ ପରେ ଚାଲିଲା ସୁଏଜ କେନାଲରେ ଫସିଥିବା ବିଶାଳ କାର୍ଗୋ ଜାହାଜ । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ ମାଲବାହୀ ଜାହାଜ ରୂପେ ବିବେଚନା କରାଯାଏ | ‘EVERGREEN’ ନାମକ ଜାହାଜ […]
ପଟିଆଲା: ଦେଶରେ କରୋନା ସଂକ୍ରମଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ପଞ୍ଜାବରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ଆଜିଠୁ ପଞ୍ଜାବର ପଟିଆଲା ଓ ଲୁଧିଆନା ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବାକୁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ରାତି ୧୧ଟାରୁ ଭୋର ୫ଟା ଯାଏ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ […]
ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ, ଆଜି ପ୍ରଚାର ଶେଷ ପଶ୍ଚିମବଙ୍ଗରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ପ୍ରଚାର ସରୁଛି ପ୍ରଚାର ଶେଷ ଦିନରେ ନନ୍ଦିଗ୍ରାମରେ ହାଇ ଭୋଲଟେଜ୍ କ୍ୟାମ୍ପେନ ସେପଟେ ବିଜେପି ପାଇଁ ପ୍ରଚାର କରିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଶୋଭାଯାତ୍ରା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେଉଥିବାବେଳେ ଆଜି ଏହାର ପ୍ରଚାର […]
ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦରେ ଥିବା ମେଡିକାଲ୍ ଉପକରଣ ତିଆରି କରୁଥିବା ଏକ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତକାଲି ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି। ହଠାତ୍ ନିଆଁ ଲାଗିଯିବା ଫଳରେ ୧୪ ଜଣ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ଫସି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ସୂଚନ ଅନୁସାରେ, ଗାଜିଆବାଦର ସାହିବାବାଦ ଶିଳ୍ପାଞ୍ଚଳର ସାଇଟ୍ ୪ ଅଞ୍ଚଳରେ ଥିବା ଏହି ଫ୍ୟାକ୍ଟ୍ରିରେ ନିଆଁ ଲାଗି ଯାଇଛି। ଖବର ପାଇ ୪ଟି ଦମକଳ ବାହିନୀ ଘଟଣାସ୍ଥଳରେ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ କି ବାତ ମାଧ୍ୟମରେ ୭୫ ଥର ପାଇଁ ଦେଶକୁ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ଫେବୃଆରୀ ୨୮, ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ଦେଶବାସୀଙ୍କ ସହ କଥା ହୋଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କି ବାତ କାର୍ଯ୍ୟକ୍ରମର ୭୫ ଟି ଏପିସୋଡ୍ ଶେଷ ହୋଇଥିବାରୁ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ମନ କି ବାତ କାର୍ଯ୍ୟକ୍ରମ ୨୦୧୪ରେ ବିଜୟଦଶମୀ ଦିନ ଆରମ୍ଭ ହୋଇଥିଲା, ହେଲେ ଏପରି ଲାଗୁଛି ସତେ ଯେପରି ଗତକାଲି […]
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଉପରମୁହାଁ । ଆଜି ଚଳିତ ବର୍ଷର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ପରଠାରୁ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପ୍ରଥମ ଥର ଲାଗି ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୭୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୧୨ ଜଣଙ୍କ ମୃତ୍ୟୁ ହୋଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୯ […]
ପଶ୍ଚିମବଙ୍ଗ ରାଜନୀତିରେ ଏବେ ଅଡିଓ ଝଡ଼ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଡିଓ ଭାଇରାଲ ବିଜେପି ନେତାଙ୍କୁ ସମର୍ଥନ ମାଗୁଛନ୍ତି ଦିଦି ନନ୍ଦିଗ୍ରାମ ନିର୍ବାଚନ ପାଇଁ ସହଯୋଗ ଲୋଡ଼ିଲେ ମମତାଙ୍କୁ ନିଶାନା କଲା ବିଜେପି କୋଲକାତା: ପଶ୍ଚିମବଙ୍ଗରେ ଅଡ଼ିଓ ରାଜନୀତି। ଦିଦିଙ୍କୁ ଘାରିଛି କି ପରାଜୟ ଭୟ ? ବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ମତଦାନ ଚାଲିଛି। ଆଉ ଏହି ସମୟରେ ଭାରତୀୟ ଜନତା ପାର୍ଟି ଏକ ଅଡିଓ ଟେପ୍ ଜାରି କରିଛି । ଏଥିରେ ଦାବି […]
ମୁମ୍ବାଇ: କରୋନା ସଂକ୍ରମଣ ବଢ଼ୁଥିବାରୁ ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସପ୍ତାହକ ପାଇଁ ଲକ୍ଡାଉନ୍ ଘୋଷଣା ହୋଇଛି। ମାର୍ଚ୍ଚ ୧୫ରୁ ୨୧ ଯାଏ ପୂରା ନାଗପୁରରେ ଲକ୍ଡାଉନ୍କୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଲକ୍ଡାଉନ୍ ସମୟରେ ଜରୁରୀ ସେବା ଓ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସବୁ ବନ୍ଦ ରହିବ। ପରିବା ଦୋକାନ, ଫଳ ଓ କ୍ଷୀର ବୁଥ୍ ଲକ୍ଡାଉନ୍ ସମୟରେ ଖୋଲା ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ବିନା କାରଣରେ ଲୋକଙ୍କୁ […]
ସତର୍କତା ମୂଳକ ପଦକ୍ଷେପ ସତ୍ତ୍ୱେ ଦ୍ୱିତୀୟ ୱେଭ ଆସିବ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ନାଇଟ କର୍ଫ୍ୟୁ ଓ ଆଂଶିକ ଲକଡାଉନ୍ ଫଳପ୍ରଦ ହେବନି ଟିକାକରଣ ଦ୍ୱାରା କରୋନାର ଦ୍ୱିତୀୟ ୱେଭ ଉପରେ ରୋକ ଲଗାଯାଇ ପାରିବ ଆଗାମୀ ଦିନରେ ଅଧିକ ସଂଖ୍ୟାରେ ଲୋକଙ୍କର ଟିକାକରଣ କରାଯିବ ମହାମାରୀ ଗୁଡିକ ବିଭିନ୍ନ ପର୍ଯ୍ୟାୟରେ ସଂକ୍ରମିତ କରନ୍ତି କୋଭିଡର ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆସିବ ନୂଆଦିଲ୍ଲୀ: ଦେଶରେ କରୋନା ସଙ୍କଟ ଜାରି ରହିଥିବା ବେଳେ ବଡ଼ ବୟାନ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ। କରୋନା […]