• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

work from home
Work from Home ରେ ଖୁସି ୬୨ ପ୍ରତିଶତ କର୍ମଚାରୀ :  କାମରେ ସ୍ୱାଧିନତା ମିଳିଲେ କମ ଦରମାରେ କାମ କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ:  ଅଫିସରେ କାମ କରିବା ବଦଳରେ ଘରେ କାମ କରି ଖୁସି ଅଛନ୍ତି ୬୨ ପ୍ରତିଶତ କର୍ମଚାରୀ । କରୋନା ସଂକ୍ରମଣ ପୁଣି ବଢ଼ି ଚାଲିଥିବା ବେଳେ ପ୍ରାୟ କର୍ମଚାରୀ ଘରୁ କାମ କରୁଛନ୍ତି। ସଂକ୍ରମଣକୁ ରୋକିବା ପାଇଁ ବିଭିନ୍ନ କମ୍ପାନୀ କର୍ମଚାରୀଙ୍କୁ Work from Homeର ସୁବିଧା ଦେଉଛନ୍ତି। ତେବେ କରୋନା କାଳରେ Work from Homeରେ କେତେ କର୍ମଚାରୀ ଖୁସି, ସେ ସମ୍ପର୍କରେ ଏକ ସର୍ଭେ କରାଯାଇଥିଲା । ଆଉ ରିପୋର୍ଟ ଅନୁସାରେ ଅଫିସ […]

Bharat Bandh
ପୁଣି ଭାରତ ବନ୍ଦ ଡାକରା ଦେଲେ ଚାଷୀ, ଜାଣନ୍ତୁ କେବେ...

ନୂଆଦିଲ୍ଲୀ: ପୁଣିଥରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ। କେନ୍ଦ୍ରର କୃଷି ଆଇନ୍‌ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି। ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନକୁ ୪ ମାସ ପୂରିବାକୁ ଯାଉଛି। ଏହି ଅବସରରେ କୃଷକ ସଂଗଠନ ଗୁଡ଼ିକ ଆସନ୍ତା ୨୬ ତାରିଖରେ ଭାରତ ବନ୍ଦ ଡାକରା ଦେଇଥିବା ସୂଚନା ମିଳିଛି। ଏହାପୂର୍ବରୁ ଚାଷୀମାନେ ମାର୍ଚ୍ଚ ୧୯ରେ ‘ମଣ୍ଡି ବଚାଓ, ଖେତି ବଚାଓ’ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି। ଭାରତ ବନ୍ଦକୁ ନେଇ […]

VOTING
ସାଢ଼େ ୯ଟା ସୁଦ୍ଧା ଆସାମାରେ ୧୦.୩ ଓ ବଙ୍ଗରେ ୧୪.୨ ପ୍ରତିଶତ ମତଦାନ

ପଶ୍ଚିମବଙ୍ଗ ଓ ଆସାମ ବିଧାନସଭା ନିର୍ବାଚନରେ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଜାରି ରହିଛି । ପଶ୍ଚିମବଙ୍ଗରେ ସକାଳ ୯ଟା ୩୦ ସୁଦ୍ଧା ୧୪.୩ ପ୍ରତିଶତ ମତଦାନ ହୋଇଛି ବୋଲି ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ମତଦାନ ବେଳେ କେତେକ ସ୍ଥାନରେ ସାମାନ୍ୟ ହିଂସା ଦେଖିବାକୁ ମିଳିଛି । ଭୋଟିଂ ବେଳେ ପୂର୍ବ ମେଦିନିପୁର ଜିଲ୍ଲାର ଭଗବାନପୁର ନିର୍ବାଚନମଣ୍ଡଳୀ ସତସତମଲ ବୁଥରେ ହିଂସାକାଣ୍ଡ ହୋଇଛି । ମତଦାନ ବେଳେ ଗୁଳିକାଣ୍ଡ […]

accident
କାର୍‌-ଟ୍ରକ୍‌ ଧକ୍କା; ୮ ମୃତ, ୪ ଗୁରୁତର

ଆଗ୍ରା: ଉତ୍ତର ପ୍ରଦେଶ ଆଗ୍ରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର୍‌-ଟ୍ରକ୍‌ ମଧ୍ୟରେ ଧକ୍କା ହେବା ଯୋଗୁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସକାଳେ Etmauddaula ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ପୋଲିସ୍‌ ସୂଚନା ଅନୁସାରେ, ଟ୍ରକ୍‌ଟି ନାଗାଲ୍ୟାଣ୍ଡର ହୋଇଥିବା ବେଳେ କାର୍‌ର ରେଜିଷ୍ଟ୍ରେସନ ନମ୍ବର ଝାଡ଼ଖଣ୍ଡର ବୋଲି ଜଣାପଡ଼ିଛି। Agra: Eight people died in a […]

corona
ପୁଣି ଉପରମୁହାଁ କରୋନା ମିଟର: ୨୪ ଘଣ୍ଟାରେ ୬୨,୨୫୮ ସଂକ୍ରମିତ , ୨୯୧ ମୃତ

ନୂଆଦିଲ୍ଲୀ: ପୁଣି ଉପରମୁହାଁ କରୋନା ମିଟର। ଗତ ୨୪ ଘଣ୍ଟା ମଧ୍ୟରେ ୬୨ ହଜାର ୨୫୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୯୧ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଏଯାବତ୍ ଦେଶରେ ୧ କୋଟି ୧୯ ଲକ୍ଷ ୮ ହଜାର ୯୧୦ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ କୋଟି ୧୨ ଲକ୍ଷ ୯୫ ହଜାର ୨୩ ଜଣ ଆରୋଗ୍ୟ ହୋଇଛନ୍ତି  । ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା […]

Electric-Scooty
ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଲେ ଓଡ଼ିଆ ଝିଅ ମଧୁମିତା

ଇଲେକ୍ଟ୍ରିକ୍ ଭେହିକିଲ୍ ପ୍ରଡକ୍ସନ ଦୁନିଆରେ ପାଦ ଥାପିଛନ୍ତି ଓଡ଼ିଆ ଝିଅ। ମଧୁମିତା ଏକ ଇଲେକ୍ଟ୍ରିକ୍ ଭେହିକିଲ କଂପାନି ଆରମ୍ଭ କରିଛନ୍ତି। ତାଙ୍କ କଂପାନି ପ୍ରଥମ କଂପାନି ହେବ ଯାହା ମେଡ୍ ଇନ୍ ଇଣ୍ଡିଆ ଇଲେକ୍ଟ୍ରିକ୍ ସ୍କୁଟି ବାହାର କରିବାକୁ ଯାଉଛି ବୋଲି ସେ ଦାବି କରିଛନ୍ତି।

Jasprit Bumrah
ଅଭିନେତ୍ରୀ ଅନୁପମାଙ୍କୁ ନୁହେଁ, ଏହି ଟିଭି ଆଙ୍କର୍‌ଙ୍କୁ ବିବାହ କରିବେ କି ଜସ୍‌ପ୍ରୀତ ବୁମରାହ ?

ନୂଆଦିଲ୍ଲୀ: କିଛିଦିନ ହେବ ଭାରତୀୟ କ୍ରିକେଟ ଟିମ୍‌ର ଦ୍ରୁତ ବୋଲର ଜସ୍‌ପ୍ରୀତ ବୁମରାହଙ୍କ ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହେଉଛି। ତେଲୁଗୁ ଓ ମାଲାୟାଲମ୍‌ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁପମା ପରମେଶ୍ୱରନ୍‌ଙ୍କୁ ସେ ବିବାହ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା। ହେଲେ ଅନୁପମାଙ୍କ ମା’ ଏସବୁରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।   View this post on Instagram   A post shared by jasprit bumrah (@jaspritb1) ଏକ ସାକ୍ଷାତକାରରେ ଅନୁପମାଙ୍କ ମା’ […]

pgt
କେନ୍ଦ୍ରୀୟ ବିଦ୍ୟାଳୟ ନିଯୁକ୍ତି ୨୦୨୧: PGT, TGT ପଦବୀ ପାଇଁ ଆବେଦନ କରନ୍ତୁ  

କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ (କେଭିଏସ୍) ର ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି, ଯାହା ପ୍ରାର୍ଥୀଙ୍କ ଠାରୁ PGT, TGT, PRT ଏବଂ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନ ସୁଯୋଗ ପ୍ରଦାନ କରୁଛି । ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ ବିଦ୍ୟାଳୟ ୨୦୨୧-୨୦୨୨ ବର୍ଷ ପାଇଁ ପାର୍ଟ ଟାଇମ୍ ଚୁକ୍ତିଭିତ୍ତିକ ଶିକ୍ଷକ ଭାବରେ ନିଯୁକ୍ତି ଏବଂ ବିଭିନ୍ନ ପଦବୀ ପାଇଁ ପ୍ୟାନେଲ୍ ପ୍ରସ୍ତୁତି କରି ସାକ୍ଷାତକାର ପରିଚାଳନା କରିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ସାକ୍ଷାତକାର ଦେବା […]

students
ସିଭିଲ୍ ସର୍ଭିସ୍ ପରୀକ୍ଷା ୨୦୨୦: ସରକାର ଆଇପିଏସ୍ ଅଧିକାରୀଙ୍କ ନିଯୁକ୍ତିକୁ ୧୫୦ ରୁ ୨୦୦ କୁ ବୃଦ୍ଧି କରିଛନ୍ତି

ନୂଆଦିଲ୍ଲୀ: ସିଭିଲ ସର୍ଭିସ ପରୀକ୍ଷା (CSE) ୨୦୨୦ରୁ ଭାରତୀୟ ପୋଲିସ ସେବା ଅଧିକାରୀଙ୍କ ନିଯୁକ୍ତି ସଂଖ୍ୟା ୧୫୦ ରୁ 200 କୁ ବୃଦ୍ଧି କରାଯାଇଛି ବୋଲି ବୁଧବାର ଲୋକସଭାକୁ ସୂଚନା ଦିଆଯାଇଛି। ରାଷ୍ଟ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏକ ଲିଖିତ ଉତ୍ତରରେ କହିଛନ୍ତି ଯେ, IAS ପାଇଁ, ବସୱାନ୍ କମିଟିର ସୁପାରିଶ ଅନୁଯାୟୀ ଏବଂ ଦକ୍ଷ ଅଧିକାରୀଙ୍କ ଅନୁମୋଦନ କ୍ରମେ CSE-2012 ପରଠାରୁ ପ୍ରତିବର୍ଷ CSE ମାଧ୍ୟମରେ 180 IAS ଅଧିକାରୀ ନିଯୁକ୍ତ ହୁଅନ୍ତି।ଆଇପିଏସ୍ ପାଇଁ CSE-2009 […]

arushi
ବଲିଉଡ୍‌ରେ ଡେବ୍ୟୁ କରିବେ ଏହି କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍‌ଶୀଘ୍ର ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍‌ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ।   View this post on Instagram   A post shared by Arushi Nishank (@arushi.nishank) କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲ ଓ କୁସୁମ କାନ୍ତାଙ୍କ ବଡ଼ ଝିଅ […]

katni
ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ କଲେ ବିହାରର ୬ ଯୁବକ

କଟନୀ: ଟ୍ରେନରେ ବିବାହିତା ମହିଳାଙ୍କୁ ଅସଦାଚରଣ । ଉନ୍ମତ୍ତ ଯୁବକଙ୍କୁ ଦେଖି ଭୟରେ ଦେଖଣାହାରୀ ସାଜିଲେ ଯାତ୍ରୀ।ସଂଘମିତ୍ରା ଏକ୍ସପ୍ରେସରେ ଜଣେ ବିବାହିତା ମହିଳାଙ୍କୁ ବିହାରର କିଛି ଯୁବକ ଅସଦାଚରଣ କରିଥିବା ଜଣାପଡ଼ିଛି। ପୂରା ଯାତ୍ରା ସମୟରେ ମହିଳା ଜଣକ ଭୟରେ ଚୁପଚାପ ବସି ରହିଥିଲେ ।  ଯୁବକମାନେ ତାଙ୍କ ମୁହଁରେ ସିଗାରେଟ୍ ଧୂଆଁ ମଧ୍ୟ ଉଡ଼ାଇଛନ୍ତି। ତେବେ ଅସହ୍ୟ ହେବାରୁ ପରିବାର ଲୋକଙ୍କୁ ଏନେଇ ସୂଚନା ଦେଇଥିଲେ ସଂପୃକ୍ତ ମହିଳା ଜଣକ ।  ଫଳରେ କଟନୀ ଷ୍ଟେସନରେ […]

new car
ପୁରୁଣା କାର୍‌ ଛାଡ଼ି କିଣନ୍ତୁ ନୂଆ; ମିଳିବ ଏମିତି ରିହାତି

ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍‌କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ୨୦୨୧-୨୨ କେନ୍ଦ୍ର ବଜେଟ୍‌ରେ ଘୋଷିତ vehicle scrapping policy ଅଧୀନରେ ବ୍ୟକ୍ତିଗତ ଗାଡ଼ିକୁ ୨୦ ବର୍ଷ […]