• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

new car
ପୁରୁଣା କାର୍‌ ଛାଡ଼ି କିଣନ୍ତୁ ନୂଆ; ମିଳିବ ଏମିତି ରିହାତି

ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍‌କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍‌ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ସୂଚନା ଦେଇଛନ୍ତି। ୨୦୨୧-୨୨ କେନ୍ଦ୍ର ବଜେଟ୍‌ରେ ଘୋଷିତ vehicle scrapping policy ଅଧୀନରେ ବ୍ୟକ୍ତିଗତ ଗାଡ଼ିକୁ ୨୦ ବର୍ଷ […]

Rajesh Bhushan
ମହାରାଷ୍ଟ୍ର, ପଞ୍ଜାବର ସ୍ଥିତି ଉଦବେଗଜନକ

ନୂଆଦିଲ୍ଲୀ : କରୋନା ସଂକ୍ରମଣର ନୂଆ ହଟସ୍ପଟ ପାଲଟିଛି ମହାରାଷ୍ଟ୍ର ଓ ପଞ୍ଜାବ । ଏହି ଦୁଇ ରାଜ୍ୟରେ ବର୍ତ୍ତମାନ ସ୍ଥିତି ଉଦବେଗଜନକ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ବର୍ତ୍ତମାନ ମହାରାଷ୍ଟ୍ର ଏବଂ ପଞ୍ଜାବ ସ୍ଥିତି ଚିନ୍ତାଜନକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ହିଁ ନୂଆ ୨୪ ହଜାର କେସ୍ ମିଳିଥିବା ସୂଚନା ମିଳିଛି । ସଂକ୍ରମଣ ମାମଲା ହଠାତ ବୃଦ୍ଧି ପାଇବାରୁ ସର୍ବସାଧାରଣ ସ୍ଥାନ […]

cylinders-truck
ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ, ନିଆଁ ଲାଗି ଅଢ଼େଇ ଘଣ୍ଟା ପର୍ଯ୍ୟନ୍ତ ଢ଼ୋଢ଼ା ଫାଟିଲା ସିଲିଣ୍ଡର

ଭୀଲବାଡ଼ା: ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଉପରେ ବଜ୍ରପାତ । ନିଆଁଲାଗି ଏକ କିଲୋମିଟର ପର୍ଯ୍ୟନ୍ତ ଉଡ଼ିଲା ସିଲିଣ୍ଡର। ଭୀଲବାଡ଼ାର ଜୟପୁର-କୋଟା ଜାତୀୟ ରାଜପଥ ନିକଟସ୍ଥ ହନୁମାନ ନଗର ଅଞ୍ଚଳରେ ଘଟିଲା ବଡ଼ ଦୁର୍ଘଟଣା। ଟିକଡ଼ ଗାଁରେ ବଜ୍ରାଘାତ ଯୋଗୁଁ ହାଇୱେରେ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା। ଟ୍ରକରେ ୪୫୦ ଘରୋଇ ଗ୍ୟାସ ସିଲିଣ୍ଡର ମହଜୁଦ୍ ଥିଲା । ଆଉ ଟ୍ରକ ଓଲଟିବା କ୍ଷଣି ସିଲିଣ୍ଡରରେ ନିଆଁ ଲାଗି ଆକାଶରେ ଉଡ଼ିବା […]

Justice-Ramana
ଜଷ୍ଟିସ ଏନ.ଭି ରମଣା ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ଜଷ୍ଟିସ ଏନ.ଭି ରମଣାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ପାଇଁ ସୁପାରିସ୍ କେନ୍ଦ୍ରକୁ ଚିଠି ଲେଖିଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ୍.ଏ. ବୋବଡେ ବରିଷ୍ଠତା ଭିତ୍ତିରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କଲେ ଏପ୍ରିଲ ୨୩ରେ ଜଷ୍ଟିସ୍ ବୋବଡେଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି ନୂଆଦିଲ୍ଲୀ :  ଜଷ୍ଟିସ୍ ଏନ.ଭି ରମଣା ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇପାରନ୍ତି । ଜଷ୍ଟିସ ଏନ.ଭି ରମନ୍ନାଙ୍କୁ ପରବର୍ତ୍ତୀ ପ୍ରଧାନ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. […]

kim jon un
କ୍ରୁର ଶାସକର କଡ଼ା ଆଇନ୍ : ପର୍ଣ୍ଣ ଭିଡ଼ିଓ ଦେଖିବାରୁ ନାବାଳକକୁ ତଡ଼ିପାର ନିର୍ଦ୍ଦେଶ ଦେଲେ କିମ୍ ଜୋଙ୍ଗ ଉନ୍

କ୍ରୁର ଶାସକର କଡ଼ା ଆଇନ୍ । ପୁଣି ଚର୍ଚ୍ଚାରେ ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ । ଅଶ୍ଳୀଳ ସିନେମାକୁ  ଦେଶରେ ବ୍ୟାନ କରିଥିବା ବେଳେ ପର୍ଣ୍ଣ ଭିଡ଼ିଓ ଦେଖୁଥିବା ଲୋକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଏହି କ୍ରମରେ ଜଣେ ନାବାଳକ ପର୍ଣ୍ଣ ଦେଖିବାରୁ ତାଙ୍କୁ ଓ ତାଙ୍କ ପୂରା ପରିବାରକୁ କଠୋର  ଦଣ୍ଡବିଧାନ କରାଯାଇଛି। ବିଭିନ୍ନ ଦେଶରେ ପର୍ଣ୍ଣ ଦେଖିବା ଉପରେ କଡ଼ା କଟକଣା ରହିଛି। ପର୍ଣ୍ଣ ଦେଖୁଥିବା ଲୋକଙ୍କ ବିରୋଧରେ […]

covid19
ଚିନ୍ତା ବଢ଼ାଇଲା କରୋନା; ୨୪ ଘଣ୍ଟାରେ ଦେଶରେ ୧୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ ବଢ଼ିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ଦୁଇ ମାସରେ ଆଜି ସବୁଠୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ୧୮,୭୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଗତ ୨୪ ଘଣ୍ଟାରେ ୧୦୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୃତ୍ୟୁ ସଂଖ୍ୟା ୧,୫୭,୭୫୬ରେ ପହଞ୍ଚିଛି।  ନୂଆ କରୋନା ଆକ୍ରାନ୍ତଙ୍କୁ […]

ayesha
ସାମ୍ନାକୁ ଆସିଲା ଆୟଶାଙ୍କ ସୁଇସାଇଡ୍‌ ନୋଟ୍‌-‘ମୁଁ ତୁମକୁ ଧୋକା ଦେଇ ନାହିଁ, ଆର ଜନ୍ମରେ ସବୁ କହିବି...’

ଅହମଦାବାଦ: ୨୩ ବର୍ଷୀୟ ଆୟଶା ନାମକ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା  ଘଟଣାରେ ଗୋଟିଏ ପରେ ଗୋଟିଏ ଖୁଲାସା ହେବାରେ ଲାଗିଛି। ଆତ୍ମହତ୍ୟା ପୂର୍ବରୁ ସେ ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ଯାହା ବେଶ୍‌ ଭାଇରାଲ୍‌ ହୋଇଥିଲା ଓ ହଇଚଇ ମଧ୍ୟ ସୃଷ୍ଟି କରିଥିଲା । ଏବେ ଆୟଶା ଲେଖିଥିବା ସୁଇସାଇଡ୍‌ ନୋଟ୍‌ ସାମ୍ନାକୁ ଆସିଛି। ଏହାକୁ ଗତକାଲି କୋର୍ଟରେ ଦାଖଲ କରାଯାଇଥିଲା। ଆତ୍ମହତ୍ୟା ପୂର୍ବରୁ ସ୍ୱାମୀ ଆରିଫ୍‌ ଖାନ୍‌ଙ୍କ […]

rover
ମଙ୍ଗଳ ଗ୍ରହରେ ୨୧ ଫୁଟ୍‌ ଚାଲିଲା ରୋଭର, ଭିଡିଓ ଜାରି କଲା NASA

ୱାଶିଂଟନ୍‌: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଦ୍ୱାରା ମଙ୍ଗଳ ଗ୍ରହକୁ ପଠାଯାଇଥିବା ‘ପର୍ସିଭିରନ୍ସ ରୋଭର’ ଗୁରୁବାର ପ୍ରଥମ ଥର ଲ୍ୟାଣ୍ଡିଂ କରିଥିବା ସ୍ଥାନରୁ ସଫଳତାର ସହ ଆଗକୁ ବଢ଼ିଛି। ଏନେଇ ଶୁକ୍ରବାର ନାସା ପକ୍ଷରୁ କୁହାଯାଇଛି ଯେ, ରୋଭର ଏହାର ଅଭିଯାନର ପ୍ରଥମ ପର୍ଯ୍ୟାୟ ସଫଳତାର ସହ ସମାପ୍ତ କରିଛି।  ୩୩ ମିନିଟ୍‌ରେ ରୋଭର ୬.୫ ମିଟର ଅର୍ଥାତ୍‌ ୨୧.୩ ଫୁଟ ଚାଲିଥିଲା। NASAର କହିବା ଅନୁସାରେ, ରୋଭର ୪ […]