• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

parrikar
ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରେ ଗୋଆ ରାଜନୀତିରେ ହଟଚମଟ

ପାଣାଜି : ଗୋଆ ରାଜନୀତିରେ ହଟଚମଟ। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବା ପରେ ତାଙ୍କର ଉତ୍ତରାଧିକାରୀ ବାଛିବାକୁ ବିଜେପି ପ୍ରକ୍ରିୟା ଆରମ୍ଭ କରିଦେଇଛି। ଗତକାଲି ବିଧାୟକଙ୍କ ବୈଠକ ବସି ଏ ସଂପର୍କରେ ଆଲୋଚନା ହୋଇଛି। ଏହାସହ ଆଜି ବସିବାକୁ ଥିବା କୋର୍ କମିଟି ବୈଠକରେ ଏନେଇ ମଧ୍ୟ ଆଲୋଚନା ହୋଇପାରେ ବୋଲି କୁହାଯାଉଛି। ସେପଟେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଦିଗମ୍ବର କାମାତ ଦିଲ୍ଲୀ ଗସ୍ତ କରିଥିବାରୁ ବର୍ତ୍ତମାନର ସ୍ଥିତିକୁ […]

pc
ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷ ଲୋକପାଳ ପାଇଁ ମନୋନୀତ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ପିନାକୀ ଚନ୍ଦ୍ର ଘୋଷଙ୍କୁ ଲୋକପାଳ ଭାବେ ନିଯୁକ୍ତି ଦିଆଯିବ। ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଶେଷ ମୁହୂର୍ତ୍ତରେ ମନୋନୟନ କମିଟି ଜଷ୍ଟିସ୍‌ ଘୋଷଙ୍କୁ ଲୋକପାଳ ପାଇଁ ମନୋନୀତ କରିଛି। ଏହାସହ ଅନ୍ୟ ୮ ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ ହୋଇଥିଲେ ହେଁ, ଦିନେ ଦୁଇଦିନ ମଧ୍ୟରେ ସେମାନଙ୍କ ନାଁ ଘୋଷଣା କରାଯିବ। ଲୋକପାଳ ନିଯୁକ୍ତି କରିବା ଲାଗି ସୁପ୍ରିମ୍‌କୋର୍ଟ ଦେଇଥିବା ୧୦ ଦିନ ସମୟ ଆଜି ସରୁଛି। ଏଣୁ […]

jagmohan
ସିବିଆଇ ତଦନ୍ତ ଦାବି କଲେ ଜଗନମୋହନ ରେଡ୍ଡି

ଆନ୍ଧ୍ରପ୍ରଦେଶ : ଓ୍ୱାଇଏସ୍ଆର କଂଗ୍ରେସ ନେତା ତଥା ଦଳ ସଭାପତି ଜଗନମୋହନ ରେଡ୍ଡିଙ୍କ ଦାଦା ଓ୍ୱାଇଏସ୍ ବିବେକାନନ୍ଦ ରେଡ୍ଡିଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଛି। ଏଣୁ ଏହାର ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ଜଗନମୋହନ। ଆଜି ହାଇଦ୍ରାବାଦରେ ରାଜ୍ୟପାଳଙ୍କୁ ଭେଟି ଏନେଇ ଦାବି କରିଛନ୍ତି। ଏହାସହ ସେ ହତ୍ୟା ପାଇଁ ଟିଡିପିକୁ ଦୋଷ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର କଡପ୍ପା ଜିଲ୍ଲା ପୁଲିବେନ୍ଦୁଲା ବାସଭବନରେ ବିବେକାନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଘଟଣାର ତଦନ୍ତ ଲାଗି ଏସ୍ଆଇଟି […]

tripura-1
୨୫ ବର୍ଷର ବାମ ଗଡ଼ ଭାଙ୍ଗି ତ୍ରିପୁରାରେ ବିଜେପି ଉଡ଼ାଇଲା ଗେରୁଆ ଝଣ୍ଡା

ନୂଆ ଦିଲ୍ଲୀ: ବାମ ଗଡ଼ରେ ଉଡ଼ିଲା ଗେରୁଆ ଝଣ୍ଡା। ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରେ ଇତିହାସ ରଚିଲା ଭାରତୀୟ ଜନତା ପାର୍ଟି। ୨୦୧୩ରେ ଏଠାରେ ଗୋଟିଏ ବି ଆସନ ଜିତିପାରି ନଥିବା ଗେରୁଆ ଦଳ ଏଥର ୨୫ ବର୍ଷର ବାମପନ୍ଥୀ ମେଣ୍ଟ ସରକାରର ପତନ ଘଟାଇବାରେ ସକ୍ଷମ ହୋଇଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାର ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି ବିଜେପି ଓ ଏହାର ସହଯୋଗୀ ଇଣ୍ଡିଜିନିୟସ୍ ପିପୁଲ୍ସ ଫ୍ରଣ୍ଟ ଅଫ୍  ତ୍ରିପୁରା(IPFT)। ଗତଥର ୧୦ଟି ଆସନ […]

facebook up
ଫେସ୍‌ବୁକ୍‌ରେ ନୂଆ ଫିଚର : ‘ଭଏସ୍‌’ ମାଧ୍ୟମରେ ହେବ ଷ୍ଟାଟସ୍‌ ଅପଡେଟ୍‌

ଦିନକୁ ଦିନ ସୋସିଆଲ୍‌ ମିଡ଼ିଆ ସାଇଟ୍‌ ଫେସ୍‌ବୁକ୍‌ର ଲୋକପ୍ରିୟତା ବଢିବାରେ ଲାଗିଛି। ଏହା ବିଶ୍ୱର କୋଣ ଅନୁକୋଣରେ ଥିବା ସବୁ ଲୋକଙ୍କୁ ଗୋଟିଏ ମଞ୍ଚରେ ଠିଆ କରେଇଛି। ଲୋକେ ଦୂରରେ ଥାଇ ମଧ୍ୟ ନିଜ ପରିବାର ଓ ବନ୍ଧୁଙ୍କ ସହ ନିତି ଭାବର ଆଦାନପ୍ରଦାନ କରୁଛନ୍ତି। ଆଉ ମଧ୍ୟ ଲୋକଙ୍କୁ ଅଧିକରୁ ଅଧିକ ଆକୃଷ୍ଟ କରିବାକୁ ଫେସ୍‌ବୁକ୍ ନୂଆନୂଆ ଫିଚର ଯୋଡୁଛି। ଏବେ ଖବର ମିଳିଛି ଯେ, ଫେସ୍‌ବୁକ୍‌ରେ ଆଉ ଏକ ନୂଆ ଫିଚର ଯୋଡି ହେବାକୁ […]

tripura
ତ୍ରିପୁରାରେ ବିଜେପିର ଲହର!

ନୂଆଦିଲ୍ଲୀ: ତ୍ରିପୁରାରେ ଦୀର୍ଘ ୨୫ ବର୍ଷ ଧରି ଶାସନ କରୁଥିବା ବାମପନ୍ଥୀ ଦଳର ଅବସାନ ହେବାକୁ ଯାଉଛି। କାରଣ ବହୁତ ଶୀଘ୍ର ବିଜେପି ଏଠି ସରକାର ଗଠନ କରିବ। ତ୍ରିପୁରାରେ ଫେବୃଆରୀ ୧୮ରେ ୬୦ଟି ଆସନ ପାଇଁ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ଓ ଏହାର ସହଯୋଗୀ ଦଳ ପିପୁଲ୍ସ ଫ୍ରଣ୍ଟ ଅଫ ତ୍ରିପୁରା(ଆଇପିଏଫଟି) ୪୨ଟି ସିଟରେ ଆଗୁଆ ଅଛି। ଅପରପକ୍ଷରେ କଂଗ୍ରେସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ସୂଚନାଥାଉ କି, କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ […]

pinarayi vijayan
କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନ ହସ୍ପିଟାଲରେ ଭର୍ତ୍ତି

ଚେନ୍ନାଇ: କେରଳ ମୁଖ୍ୟମନ୍ତ୍ରୀ ପିନରୟି ବିଜୟନଙ୍କୁ ଶନିବାର ସକାଳେ ଚେନ୍ନାଇ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ବୁଲେଟିନ୍ ମିଳି ନ ଥିଲେ ମଧ୍ୟ ତାଙ୍କୁ ସଂକ୍ରମଣ ରୋଗ ବିଶେଷଜ୍ଞଙ୍କ ସମେତ ଦଳେ ଡ଼ାକ୍ତର ଅନୁଧ୍ୟାନ କରୁଥିବାର ସୂଚନା ମିଳିଛି। ଶୁକ୍ରବାର ୭୨ ବର୍ଷୀୟ ନେତା ପିନରୟି ବିଜୟନ କେରଳର ଆଦିବାସୀ ଯୁବକ ମଧୁ ଚିନ୍ଦାକିଙ୍କ ଘରକୁ ଯାଇଥିଲେ। ମଧୁ ଚିନ୍ଦାକିଙ୍କୁ ଖାଦ୍ୟ ଚୋରାଇଥିବା ଅଭିଯୋଗରେ ଲୋକେ ପିଟି ପିଟି […]

bjp
ରଣନୀତି ପାଇଁ ବିଜେପିର ବୋର୍ଡ ବୈଠକ

ନୂଆଦିଲ୍ଲୀ: ଆଜି ଦିଲ୍ଲୀରେ ବିଜେପିର ବୋର୍ଡ ବୈଠକ ହେବ।  ଏଥିରେ ଆସନ୍ତା ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ରଣନୀତି କ’ଣ ରହିବ ସେନେଇ ଆଲୋଚନା ହେବ। ଆସନ୍ତା ଏପ୍ରିଲ ୨ରେ ୫୮ଜଣ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଶେଷ ହେଉଛି।  ଏନେଇ ଫେବୃୟାରୀ ୨୩ରେ ନିର୍ବଚାନ କମିଶନଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରବି ଶଙ୍କର ପ୍ରସାଦ, ଜେ.ପି. ନଡ୍ଡା, ଥାୱରଚାନ୍ଦ ଗେହଲଟ ଓ  ରାମଦାସ ଅଠୱାଲେଙ୍କ କାର୍ଯ୍ୟକାଳ ଶେଷ ହେଉଛି। ଏଥିସହ  ବୋର୍ଡ ବୈଠକରେ ମେଘାଳୟ, […]

video
ବାଲାକୋଟ ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ସ୍ୱୀକାର କଲା ପାକ୍‌ ସେନା

ଇସଲାମାବାଦ : ବାଲାକୋଟରେ ଭାରତୀୟ ବାୟୁସେନା ଆକ୍ରମଣରେ ଆତଙ୍କବାଦୀଙ୍କ ମୃତ୍ୟୁ ଏବଂ ତାଙ୍କ ପ୍ରଶିକ୍ଷଣ ଶିବିର ଧ୍ୱଂସ ନେଇ ମିଳିଲା ଆଉ ଏକ ପ୍ରମାଣ। IAF ଆକ୍ରମଣରେ ୨୦୦ରୁ ଅଧିକ ଆତଙ୍କବାଦୀଙ୍କ ମତ୍ୟୁ ହୋଇଥିବା ନେଇ ପାକିସ୍ତାନ ସେନା ଅଧିକାରୀ ମାନିଥିବା ଦାବି କରିଛନ୍ତି। ଆମେରିକାର ଜଣେ ସାମାଜିକ କର୍ମୀ ସେଙ୍ଗେ ହସନାନ ଶେରିଙ୍ଗ ପାକିସ୍ତାନର ଗିଲଗିଟ୍‌ରେ ରହୁଥିବା ଏହି କର୍ମୀ ଜଣକ ଏକ ଭିଡିଓ ମଧ୍ୟ ସୋଶାଲ ମିଡିଆରେ ଜାରି କରିଛନ୍ତି। ଭିଡିଓରେ ପାକିସ୍ତାନ ସେନାର […]

north east election
ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫଳାଫଳ

ନୂଆଦିଲ୍ଲୀ: କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆଜି ୩ ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି ସକାଳ ୮ଟାରୁ ଆରମ୍ଭ ହୋଇଛି।  ଏହି ୩ ରାଜ୍ୟରେ ଭୋଟ ଗଣତି ପାଇଁ ଗଣତି କେନ୍ଦ୍ରରେ ସବୁ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ତିନିଟି ରାଜ୍ୟରେ ବିଧାନସଭା ଆସନସଂଖ୍ୟା ୬୦ଟି ଲେଖାଏଁ ହୋଇଥିଲେ ମଧ୍ୟ ୫୯ଟି ଆସନ ପାଇଁଭୋଟ ଗ୍ରହଣ ହୋଇଛି।  ତ୍ରିପୁରାରେ ଜଣେ ସିପିଏମ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ମେଘାଳୟରେ ଜଣେ […]

mao
ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର : ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ନିହତ

ଛତିଶଗଡ଼ : ଛତିଶଗଡ଼ରେ ବଡ଼ ଧରଣର ଏନକାଉଣ୍ଟର। ପୋଲିସ ଗୁଳିରେ ୧୦ ମାଓବାଦୀଙ୍କ ସହ ଟପ୍ ମାଓ ଲିଡର୍ ହରିଭୂଷଣ ନିହତ ହୋଇଥିବା ସୂଚନା ମିଳିଛି। ହରିଭୂଷଣ ହେଉଛି ତେଲଙ୍ଗାନା ମାଓ ସଂଗଠନର ନେତା। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ସହ ହତ୍ୟାକାଣ୍ଡରେ ସଂପୃକ୍ତ ରହିଛି ହରିଭୂଷଣର। ବାରମ୍ବାର ପୋଲିସ୍‌କୁ ଚକମା ଦେବାରେ ସଫଳ ହୋଇଛି ସେ। ଘଞ୍ଚ ଜଙ୍ଗଲ ଭିତରେ ପୋଲିସ ସହ ବହୁ ଦିନର ଲୁଚକାଳି ଖେଳିଥିବା ହରିଭୂଷଣ ଶେଷରେ ନିହତ ହୋଇଛି। ଯାହାପରେ ସୁରକ୍ଷାବଳକୁ […]

chidambaram
INX ମିଡିଆ ଲାଞ୍ଚ ମାମଲା : ପୁଅ କାର୍ତ୍ତି ପରେ ଅଡୁଆରେ ବାପା ପି.ଚିଦାମ୍ବରମ୍

ନୂଆ ଦିଲ୍ଲୀ :  INX ମିଡିଆ ଲାଞ୍ଚ କାରବାରରେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କୁ ଜେରା କରାଯାଇପାରେ। କେତେକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପି. ଚିଦାମ୍ବରମଙ୍କୁ ସିବିଆଇ ମୁଖ୍ୟାଳୟକୁ ସମନ କରାଯିବ ଓ ଏ ମାମଲାରେ ତାଙ୍କୁ ପଚରା ଉଚରା କରାଯିବ। ତେବେ INX ଲାଞ୍ଚ ମାମଲାର ଏତଲାରେ ପି.ଚିଦାମ୍ବରମଙ୍କ ନାଁ ନାହିଁ। କିନ୍ତୁ ଯେଉଁ ସମୟରେ ଲାଞ୍ଚ କାରବାର ହୋଇଥିଲା, ସେହି ସମୟରେ ପି.ଚିଦାମ୍ବରମ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଥିଲେ ଏବଂ  INXକୁ ବେଆଇନ ଭାବେ FDI […]

match
ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌

ନୂଆଦିଲ୍ଲୀ :  ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ୫ମ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌। ବଡ଼ ସ୍କୋର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ଭାରତର ପରାଜୟ ଟିମ୍ ପାଇଁ ଚାପ ସୃଷ୍ଟି କରିଛି। ସେପଟେ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି କଙ୍ଗାରୁ ବାହିନୀ ହାଇଦ୍ରାବାଦ ଓ ନାଗପୁର ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତେବେ ରାଞ୍ଚି ଓ ମୋହାଲି ଦିନିକିଆରେ ଅଷ୍ଟ୍ରେଲିଆ […]

worship
ଯନ୍ତ୍ରଣାରେ ଛଟପଟ ହେଉଥିଲା ନାଗ ସାପ : ଠାକୁର ଭାବି ଲୋକେ କଲେ ପୂଜା

ନୂଆ ଦିଲ୍ଲୀ: ବେଳେବେଳେ ଏମିତି କିଛି ଘଟଣା ଘଟେ, ଯାହାକୁ ଲୋକେ ଭଗବାନଙ୍କର କିଛି ଚମତ୍କାର ବୋଲି ଧରିନିଅନ୍ତି। ଭକ୍ତି ଭାବରେ ପୂଜା କରନ୍ତି। ଏହିପରି ଏକ ଘଟଣା ଘଟିଛି ରେୱଳା ଖାନପୁର ଗାଁରେ। ନାଗ ସାପଟିଏ ଗୋଟିଏ ସ୍ଥାନରେ ଦେଢ ମାସ ହେଲା ରହିବା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ସେ ସ୍ଥାନ ଛାଡି ସାପଟି କୁଆଡେ ବି ଯାଉନଥିଲା। ଆଉ ଲୋକେ ଏହାକୁ ଭଗବାନଙ୍କର ଚମତ୍କାର ବିଶ୍ୱାସ କରି ପୂଜା କରୁଥିଲେ। ଏ ଖବର […]

airlines
ବୋଇଂ 737-MAX ସମସ୍ୟା ; ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ

ନୂଆଦିଲ୍ଲୀ :  ବୋଇଂ 737-MAX ସମସ୍ୟାକୁ ନେଇ ଜରୁରୀ ବୈଠକ ଡାକିଲେ ବେସାମରିକ ବିମାନ ଚଳାଚଳ ସଚିବ। ସମସ୍ତ ଏୟାର୍‌ ଲାଇନ୍ସକୁ ନେଇ ଅପରାହ୍ନ ୪ ଟାରେ ବୈଠକ ଡକାଯାଇଛି। ୫ ମାସ ଭିତରେ ଏହି ମଡେଲ୍‌ର ବିମାନ ଦୁଇ ଥର ଦୁର୍ଘଟଣାଗ୍ରସ୍ତ ହେବା ପରେ DGCA ଏହାର ଉଡ଼ାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା। ଆଜି ଅପରାହ୍ନ ୪ଟା ସୁଦ୍ଧା ସମସ୍ତ 737-MAX ବିମାନ ବନ୍ଦ କରିବାକୁ କୁହାଯାଇଛି।  ଡିଜାଇନ୍‌ରେ ଆବଶ୍ୟକ ପରିବର୍ତ୍ତନ ଓ ସୁରକ୍ଷା […]

BILU-PARI
ଆଜି ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ‘ପରି’ ଓ ‘ବିଲୁ ଉସ୍ତାଦ’

ଦେଶ ସାରା ହୋଲିର ଧୂମ୍ ଥିବା ବେଳେ ଆଜି ଫ୍ରାଇଡେରେ ରିଲିଜ ହେବ ୨ଟି ହିନ୍ଦୀ ଫିଲ୍ମ ‘ପରି’ ଓ ‘ବିଲୁ ଉସ୍ତାଦ’।  ବଲିଉଡ୍ ସୁପରଷ୍ଟାର ଅନୁଷ୍କା ଶର୍ମା ଓ ପରମ୍ବିତ ଚାଟାର୍ଜୀ ଅଭିନୀତ ‘ପରି’ ଏକ ହରର ମୁଭି ଥ୍ରୀଲର। ରୋମାଞ୍ଚକର ସସପେନ୍ସରେ ଭରପୁର ଫିଲ୍ମ ‘ପରି’। ଅନ୍ୟ ପକ୍ଷରେ ଫିଲ୍ମ ଫ୍ରାଇଡେରେ ରିଲିଜ ହେବ ଡ୍ରାମା ଥ୍ରୀଲର ‘ବିଲୁ ଉସ୍ତାଦ’। ଏଥିରେ ଲିଡ୍ ରୋଲରେ ଅଛନ୍ତି ‘ତୁମ୍ ବିନ୍’ ଫେମ୍ ପ୍ରିୟାଂଶୁ ଚାଟାର୍ଜୀ ଓ […]