ନୂଆଦିଲ୍ଲୀ: ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଆଜି ଆୟୋଜକ ଶ୍ରୀଲଙ୍କାକୁ ଭେଟିବ ଭାରତ। ପ୍ରଥମ ମ୍ୟାଚରେ ଭାରତ ଶ୍ରୀଲଙ୍କାଠୁ ପରାସ୍ତ ହୋଇଥିଲା ଏହାର ବଦଲା ନେବା ଲକ୍ଷ୍ୟରେ ରୋହିତ ଆଣ୍ଡ କୋ ମଇଦାନକୁ ଓହ୍ଲାଇବେ। ତେବେ ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଶ୍ରୀଲଙ୍କାକୁ ଲାଗିଛି ବଡ ଝଟକା। ଶ୍ରୀଲଙ୍କା କ୍ୟାପଟେନ ଦୀନେଶ ଚଣ୍ଡିମଲ ପରବର୍ତ୍ତୀ ୨ ମ୍ୟାଚ ପାଇଁ ନିଲମ୍ବିତ ହୋଇଛନ୍ତି। ବାଂଲାଦେଶ ବିରୋଧରେ ଖେଳାଯାଇଥିବା ମ୍ୟାଚରେ ସ୍ଲୋ ଓଭର ରେଟ୍ ଯୋଗୁଁ ଚଣ୍ଡିମଲକୁ ନିଲମ୍ବିତ କରିଛି ଆଇସିସି। […]
ଭୁବନେଶ୍ୱର: ପୁରୀ ଜିଲ୍ଲାର ମତ୍ସ୍ୟଜୀବୀ ଏବେ ସଙ୍କଟରେ। କାରଣ ସାମୁଦ୍ରିକ ମତ୍ସ୍ୟସଂପଦ ଏବେ ଦୃତଗତିରେ ହ୍ରାସ ପାଇବାରେ ଲାଗିଛି। ଅବସ୍ଥା ଏପରି ଯେ ସମୁଦ୍ରର ୧୦ କିଲୋମିଟର ଯାଏଁ ପର୍ଯ୍ୟାପ୍ତ ମାଛ ହେଉନାହାନ୍ତି ଯାହାକୁ ନେଇ ଚିନ୍ତାରେ ୮୧ଟି ଗାଁର ୨୧ ହଜାର ମତ୍ସ୍ୟଜୀବୀ। ପରିବାରର ମାଛ ବେଉସା ଛାଡ଼ି ଦିନ ମଜୁରିଆ କାମ କରିବାକୁ ଏମାନେ ବାଧ୍ୟ ହେଉଛନ୍ତି। ଅସ୍ୱାଭାବିକ ଭାବେ ହ୍ରାସ ପାଉଛି ସାମୁଦ୍ରିକ ମତ୍ସ୍ୟ। ପୂର୍ବରୁ ପୁରୀ ପେଣ୍ଠକଟା ସମୁଦ୍ର କୂଳରେ ଦେଖିବାକୁ […]
ନୂଆଦିଲ୍ଲୀ : ଆଉ ୪୭ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି। ଏହି ତୃତୀୟ ଦଫା ପ୍ରାର୍ଥୀ ତାଲିକାରେ ୬ଟି ରାଜ୍ୟ ଗୋଆ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ଗୁଜରାଟ, ହିମାଚଳ ପ୍ରଦେଶ ଓ କର୍ଣ୍ଣାଟକର ଲୋକସଭା ଆସନ ଗୁଡ଼ିକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି। ତେବେ କିଛି ହେଭିୱେଟ୍ଙ୍କ କଥା ଦେଖିଲେ, କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ଏଥର ବିଜେପି ମଧ୍ୟପ୍ରଦେଶର ମୋରେନାରୁ ପ୍ରାର୍ଥୀ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀପାଦ ନାଏକ ଉତ୍ତର ଗୋଆରୁ, […]
ନୂଆଦିଲ୍ଲୀ : ସବୁଠାରୁ ପଛରେ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲେ ମଧ୍ୟ ଏ କ୍ଷେତ୍ରରେ ଏବେ ବେଶ୍ ଆଗରେ ରହିଛି ବିଜେପି। ଦଳ ଦୁଇଟି ପର୍ଯ୍ୟାୟରେ ରାଜ୍ୟର ୨୧ ଲୋକସଭା ଆସନ ମଧ୍ୟରୁ ୧୫ଟି ଓ ୧୪୭ ବିଧାନସଭା ଆସନ ମଧ୍ୟରୁ ୧୨୧ଟି ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି। ସେହିପରି ଟିକେଟ୍ ଘୋଷଣାରେ ଦ୍ୱିତୀୟ ସ୍ଥାନରେ ରହିଛି କଂଗ୍ରେସ୍। ଦୁଇଟି ଦଫାରେ ଦଳ ୮ ଲୋକସଭା ଆସନ ଓ ୮୯ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଲାଗି ପ୍ରାର୍ଥୀ […]
ଚେନ୍ନାଇ : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ୍ର ଦ୍ୱାଦଶ ସିଜନ୍। ପ୍ରଥମ ଦିନରେ ହେବ ହାଇଭୋଲଟେଜ୍ ଲଢ଼େଇ। କିଛି ସମୟ ପରେ ରାତି ୮ଟାରେ ଚେନ୍ନାଇ ସୁପରକିଙ୍ଗସ୍କୁ ଭେଟିବ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଚେନ୍ନାଇରେ ଏହି ମ୍ୟାଚ୍ ଖେଳାଯିବ।ସିଏସ୍କେ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବନାମ୍ ବିରାଟ କୋହଲି ମ୍ୟାଚ୍ ଦେଖିବେ କ୍ରିକେଟ୍ ପ୍ରେମୀ। ଗତଥର ତୃତୀୟ ଥର ପାଇଁ ଚାମ୍ପିଅନ ହୋଇଥିଲା ଚେନ୍ନାଇ ସୁପର୍ କିଙ୍ଗସ୍। ଆର୍ସିବି ଥରେ ବି ଚାମ୍ପିଅନ ହୋଇପାରି ନାହିଁ। ତେବେ […]
ନୂଆଦିଲ୍ଲୀ: ଷ୍ଟାଫ୍ କାର୍ ଡ୍ରାଇଭର ପଦବୀ ଲାଗି ଭାରତୀୟ ଡାକ ବିଭାଗ ଦରଖାସ୍ତ ଆହ୍ୱାନ କରୁଛି। ଆଶାୟୀ ପ୍ରାର୍ଥୀ ମେ ୧୨ ସୁଦ୍ଧା ଆବେଦନ କରିପାରିବେ। ବୟସ ସୀମା: ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ମଧ୍ୟରେ ହୋଇଥିବ। ଏସି ଓ ଏସଟି ଆବେଦନକାରୀଙ୍କ ପାଇଁ ବୟସ ସୀମା ୫ ବର୍ଷ କୋହଳ କରାଯାଇଥିବା ବେଳେ ଓବିସି ଆବେଦନକାରୀଙ୍କ ପାଇଁ ୩ବର୍ଷ କୋହଳ ରହିଛି। ଦରମା: ମାସିକ ୧୯, ୯୦୦ ଟଙ୍କା। ନିଯୁକ୍ତି ସ୍ଥାନ: ନାଗପୁର ଶିକ୍ଷାଗତ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ବର୍ତ୍ତମାନ ଟ୍ରେନରେ ଯାତ୍ରା କରିବା ପାଇଁ ଆଉ ବେଶୀ ସମୟ ଧରି ଅପେକ୍ଷା କରିବାକୁ ପଡ଼ିବ ନାହିଁ। କାରଣ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ପ୍ରକାରର ଅସୁବିଧା ତଥା ସମୟାନୁବର୍ତ୍ତିତାକୁ ଆଖି ଆଗରେ ରଖି ଭାରତୀୟ ରେଳବାଇ ଟୁ-ଷ୍ଟେଜର ନୂଆ ଯୋଜନା ଆଣିଛି। ସୂଚନା ଅନୁସାରେ, ରେଲୱେର ଏହି ନୂଆ ଯୋଜନା ଅନୁସାରେ ଏଣିକି ଟ୍ରେନ ବିଳମ୍ବ ନେଇ ଗ୍ରେଡିଂ କରାଯିବ। ଏନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ୍ ଯୋଜନା କରିଛନ୍ତି ବୋଲି ଜଣାପଡ଼ିଛି। ଟ୍ରେନ […]
ନୂଆଦିଲ୍ଲୀ : ଜମ୍ମୁ ଓ କାଶ୍ମୀରର ବିଚ୍ଛିନ୍ନତାବାଦୀଙ୍କ ବିରୁଦ୍ଧରେ ଆଭିମୁଖ୍ୟକୁ ଆହୁରି କଠୋର କଲେ କେନ୍ଦ୍ର ସରକାର। ବିଚ୍ଛିନ୍ନତାବାଦୀ ସଂଗଠନ ଜମ୍ମୁ କାଶ୍ମୀର ଲିବରେସନ ଫ୍ରଣ୍ଟ ବା JKLFକୁ ନିଷିଦ୍ଧ ଘୋଷଣା କରାଯାଇଛି। ଆତଙ୍କବାଦ ନିରୋଧ ଆଇନ ଅନ୍ତର୍ଗତ କେନ୍ଦ୍ର ଏହି ପଦକ୍ଷେପ ନେଇଛି। JKLF ବିଭିନ୍ନ ସମୟରେ ଆତଙ୍କବାଦୀ ସଙ୍ଗଠନକୁ ସାହାଯ୍ୟ ସହଯୋଗ କରିବାର ଅଭିଯୋଗ ରହିଛି। ଜମାତ୍ -ଏ-ଇସ୍ଲାମୀ ପରେ ମାସକ ଭିତରେ ଦ୍ୱିତୀୟ ବିଚ୍ଛିନ୍ନବାଦୀ ସଂଗଠନ ଭାବେ JKLFକୁ ବ୍ୟାନ୍ କରାଯାଇଛି। ସଂଗଠନର […]
ବିହାର : ବିହାରରେ ମହାମେଣ୍ଟ ପକ୍ଷରୁ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ମୋଟ୍ ୪୦ ଆସନରୁ ଲାଲୁ ପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ ୨୦ଟି ଆସନରେ ଲଢ଼ିବ। କଂଗ୍ରେସ ୯ଟି, ଉପେନ୍ଦ୍ର କୁଶଓ୍ୱାହାଙ୍କ ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ୫ଟି ଓ ଜିତନରାମ ମାଞ୍ଝିଙ୍କ ଦଳ ୩ଟି ଆସନରେ ପ୍ରାର୍ଥୀ ଦେବାକୁ ସ୍ଥିର ହୋଇଛି। ସେହିପରି ବିକାଶିଲ ଇନ୍ସାଫ୍ ପାର୍ଟି ତିନିଟି ଆସନରେ ଲଢ଼ିବାକୁ ଥିବାବେଳେ ଆରଜେଡି କୋଟାରୁ ସିପିଆଇ ଗୋଟିଏ ଆସନରେ ନିର୍ବାଚନ ଲଢ଼ିବ […]
ନୂଆଦିଲ୍ଲୀ/ଭୁବନେଶ୍ୱର: ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଖୁସି ଖବର। ଟ୍ରେନରେ ଯାତ୍ରା ପାଇଁ ଯଦି ଟିକେଟ୍ କନଫର୍ମ ହୋଇଛି, ମାତ୍ର କୌଣସି କାରଣ ଯୋଗୁଁ ହଠାତ୍ ପ୍ଲାନରେ ପରିବର୍ତ୍ତନ ହୋଇଗଲା ତେବେ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ। କାରଣ ଟିକେଟର ଏହି ମୂଲ୍ୟ ଫେରାଇବା ପାଇଁ ଭାରତୀୟ ରେଳ ବିଭାଗ ଏକ ନୂଆ ନିୟମ ଆଣିଛି। ଭାରତୀୟ ରେଳ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏକ ବିଜ୍ଞପ୍ତି ଅନୁସାରେ, ‘ଜଣଙ୍କ ନାଁ ରେ […]
କୌଣସି ଭୁଲ୍ କରିଦେଲେ ଦେଖାଯାଏ ସମସ୍ତେ ‘ସରି’ ବୋଲି କୁହନ୍ତି। ଏହା କହିବା ସଭ୍ୟ ଓ ଶିଷ୍ଟାଚାରର ପ୍ରତୀକ ଅଟେ। କିନ୍ତୁ ଏହାକୁ ନିଜର ଅଭ୍ୟାସରେ ପରିଣତ କରିବା ଏକ ଖରାପର ଲକ୍ଷଣ । କାରଣ ନିବିଡ଼ ସଂପର୍କ ଭିତରେ ଏହା କ୍ଷତିକାରକ ମଧ୍ୟ ହୋଇପାରେ। ଏମିତି ଦେଖାଯାଏକି ଆମେ ଯାହାକୁ ପ୍ରେମ କରିଥାଉ ଏବଂ ଯାହାଙ୍କୁ ହରାଇବାକୁ ଚାହିଁନଥାଉ, ଆମର ଭୁଲ୍ ନଥାଇ ବି ଯଦି ସେ ମନ ଊଣା କରିବସନ୍ତି ଆମେ ‘ସରି’ ବୋଲି […]
ଏମିତି ଏକ ସ୍ଥାନ ଅଛି ଯେଉଁଠି ୭୦ ବର୍ଷୀୟ ମହିଳା ଅପସରା ଭଳି ଦେଖାଯା’ନ୍ତି। ଏବଂ ଜଣେ ଯୁବତୀର ସବୁ ପ୍ରକାର ଗୁଣ ତାଙ୍କ ଠାରେ ଭରପୁର ଥାଏ। ସତେକି ଯେମିତି ଷୋଳ ବୟସୀ। ଜାଣନ୍ତି କି ଏହି ମହିଳାମାନେ କେଉଁଠି ରୁହନ୍ତି? ଏହି ମହିଳାମାନେ ହେଉଛନ୍ତି ‘ହୁଞ୍ଜା ଜନଜାତି’ର । ବିଶ୍ୱରେ ଥିବା ଅନେକ ଜନଜାତିଙ୍କ ମଧ୍ୟରୁ ଏହି ଜନଜାତି ଅନ୍ୟତମ। ଏକ ରିପୋର୍ଟ ଅନୁସାରେ, ଏହି ଜନଜାତିର ମହିଳାମାନେ ଅଧିକ ଦିନ ଧରି ପୂର୍ଣ୍ଣ […]
ନୂଆଦିଲ୍ଲୀ : କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରିବାରବାଦ ଯୋଗୁଁ ଦେଶର ବିଭିନ୍ନ ଅନୁଷ୍ଠାନର କ୍ଷତି ହୋଇଛି। ଗଣମାଧ୍ୟମ ଠାରୁ ପାର୍ଲାମେଣ୍ଟ, ଜବାନ ମାନଙ୍କ ଠାରୁ ବାକ୍ ସ୍ୱାଧୀନତା ପର୍ଯ୍ୟନ୍ତ ସବୁ ପ୍ରଭାବିତ ହୋଇଛି। ସମ୍ବିଧାନ, କୋର୍ଟ ମଧ୍ୟ ଏଥିରୁ ବାଦ ପଡିନାହିଁ ବୋଲି ମୋଦି ଟ୍ୱିଟ୍ କରି କହିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଭୋଟର ମାନଙ୍କୁ କଂଗ୍ରେସ ଶାସନ ବିଷୟରେ ଚେତାଇ ଦେଇଛନ୍ତି। ଗୋଟିଏ ପରିବାର ଯୋଗୁଁ ଦେଶକୁ ଅନେକ କ୍ଷତି ସହିବାକୁ ପଡିଛି। […]
ଆଜିର ଯୁଗରେ ଜଣେ ବ୍ୟକ୍ତି ଦୁଇଟି ବିବାହ କରିବା ଟିକେ ଅଡୁଆ କଥା ମନେହୁଏ। ଦୁଇ ଦୁଇଟା ସ୍ତ୍ରୀ ରଖି ସଂସାର ଚଳେଇବା ମଧ୍ୟ କାଠିକର ପାଠ ହୋଇପଡେ। ଅନେକ ଦେଶରେ ଦୁଇଟି ବିବାହ କରିବା ନେଇ ମଧ୍ୟ ବାରଣ ରହିଛି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଦୁନିଆରେ କିଛି ଦେଶ ଅଛି, ଯେଉଁଠି ଦ୍ୱିତୀୟ ବିବାହ କରିବାକୁ ପ୍ରୋତ୍ସାହିତ କରାଯାଉଛି। ଆଉ ଦୁଇଟି ସ୍ତ୍ରୀ ଥିବା ବ୍ୟକ୍ତି ପୁରସ୍କୃତ ହେଉଛନ୍ତି। ସଂଯୁକ୍ତ ଅରବ ଅମିରତ୍(UAE) […]