• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

World's shortest flight
ଦୁନିଆର ସବୁଠୁ କମ୍ ସମୟର ବିମାନ ଯାତ୍ରା; ୯୦ ସେକେଣ୍ଡରେ ଲକ୍ଷ୍ୟସ୍ଥଳରେ ପହଞ୍ଚେ

ଗୋଟିଏ ସହରରୁ ଆଉ ଗୋଟିଏ ସହରକୁ ଯିବାକୁ ହେଲେ ବିମାନରେ ଅତି କମ୍‌ରେ ଏକ ଘଣ୍ଟାରୁ ଦେଢଘଣ୍ଟା ସମୟ ଲାଗେ । ଆପଣ କେବେ ଶୁଣିଛନ୍ତି କି ଗୋଟିଏ ବିମାନ ଯାତ୍ରା ମାତ୍ର ଦେଢ଼ ମିନିଟରେ ଶେଷ ହୋଇଯିବ ? ତେବେ ଆସନ୍ତୁ ଜାଣିବା ସେହିପରି ସ୍ଥାନ ଯେଉଁଠାକୁ ବିମାନରେ ଯିବାକୁ ଦୁଇ ମିନିଟ୍‌ରୁ କମ୍‌ ସମୟ ଲାଗିଯାଏ।

rohit sharma
Video: ହିଟ୍‌ମ୍ୟାନ୍‌ଙ୍କ କାର୍‌ ପଛରେ ଦୌଡ଼ିଲେ ଫ୍ୟାନ୍‌; ତା’ପରେ...

ପଡ଼ିଆରେ ହେଉ କିମ୍ବା ବାହାରେ ସବୁବେଳେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟି‌ଥାନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା । ପୁଣି ଏବେ ଚର୍ଚ୍ଚାକୁ ଆସିଛନ୍ତି ରୋହିତ ଶର୍ମା । 

 PM Justin Trudeaus
'ଜଷ୍ଟିନ ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା ସଂପର୍କ ଖରାପ ହେଉଛି'

ଟ୍ରୁଡୋଙ୍କ ଯୋଗୁ ଭାରତ-କାନାଡ଼ା କୁଟନୈତିକ ସଂପର୍କ ଖରାପ ହେଉଛି ବୋଲି ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

Justice Sanjiv Khanna
ସୁପ୍ରିମକୋର୍ଟର ପରବର୍ତ୍ତୀ CJI ହେବେ ଜଷ୍ଟିସ ସଂଜୀବ ଖାନ୍ନା !

କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ଲେଖି ସୁପାରିସ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ । 

How to permanently block ads on android smartphone
Technology: ହଇରାଣ କରୁଛି କି ମୋବାଇଲ୍ ବିଜ୍ଞାପନ; ସବୁଦିନ ପାଇଁ କରିଦିଅନ୍ତୁ ବ୍ଲକ୍

ଅନେକ ସମୟରେ ଆମେ ୱେବସାଇଟ୍ ଯାଉ ଯାଉ ଆମେ ସେଠାରେ ପପ୍-ଅପ୍ ବିଜ୍ଞାପନ ଦେଖୁ। ଯାହା ବି କିଛି ଦେଖିବା କିମ୍ବା ଖୋଲିବା ସମୟରେ ବିଜ୍ଞାପନ ଦେଖାଯାଏ, ଯାହା ଅତ୍ୟନ୍ତ ବିରକ୍ତିକର। ତେବେ ଏହାକୁ କିପରି ବ୍ଲକ୍ କରିବେ ଆସନ୍ତୁ ଜାଣିବା।

Nayab Singh Saini
ଆଜି ସୈନୀ ସରକାର 2.Oର ଶପଥ; ଯୋଗଦେବେ PM ମୋଦି, ଶାହ, ରାଜନାଥ...

ବିଜେପି ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି ସୈନୀ। 

How much age gap is right between husband and wife
Relationship Tips: ବିବାହରେ ପୁଅ କାହିଁକି ଝିଅ ଠାରୁ ବଡ଼ ହେବା ଉଚିତ; କ’ଣ କୁହେ ବିଜ୍ଞାନ…

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ଏହି ବୟସ ପାର୍ଥକ୍ୟ କେବଳ ଏକ ସାମାଜିକ ପ୍ରଥା ନୁହେଁ, ଏହା ପଛରେ ବୈଜ୍ଞାନିକ ଯୁକ୍ତି ମଧ୍ୟ ରହିଛି। ବିଜ୍ଞାନ ଅନୁଯାୟୀ ମଧ୍ୟ ବିବାହରେ ପୁଅ ଝିଅ ମଧ୍ୟ ବୟସର ପାର୍ଥକ୍ୟ ରହିବା ଉଚିତ।

Fake Bomb Threat
ବିମାନରେ ବୋମା ଗୁଜବ ଘଟଣା: ସନ୍ଦିଗ୍ଧ ନାବାଳକ ଗିରଫ

୩ଟି ବିମାନରେ ବୋମା ଗୁଜବ ସୃଷ୍ଟି କରିଥିବା ଉକ୍ତ ନାବାଳକକୁ ଗିରଫ କରାଯାଇଥିବା ନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ସୂଚନା ଦେଇଛନ୍ତି ।

Chief Election Commissioners
ଜରୁରୀକାଳୀନ ଅବତରଣ କଲା ସିଇସିଙ୍କ ହେଲିକପ୍ଟର; ଜାଣନ୍ତୁ କାହିଁକି...

ଉତ୍ତରାଖଣ୍ତ ପିଥୋରାଗଡ ଜିଲ୍ଲାରେ କେନ୍ଦ୍ରୀୟ ନିର୍ବାଚନ କମିଶନର ରାଜୀବ କୁମାର ଓ ରାଜ୍ୟର ଡେପୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ଡଃ ବିଜୟ କୁମାର ଜୋଗଦାନନ୍ଦଙ୍କୁ ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିଛି ।

bomb threats
ବିମାନରେ ବୋମା ଗୁଜବ; ୩ ଦିନରେ ୧୨ ଘଟଣାକୁ ନେଇ ଆତଙ୍କ

ଗଲା ସୋମବାରଠୁ ବିଭିନ୍ନ ଭାରତୀୟ ବିମାନ ସେବା ପ୍ରଦାନକାରୀ କଂପାନୀର ବିମାନରେ ବୋମା ଗୁଜବ ଘଟଣା ପରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ଯାତ୍ରୀ ପରିବହନ ବ୍ୟବସ୍ଥା। 

Nyay Devi
ଆଉ ଅନ୍ଧ ହୋଇ ରହିବନି କାନୁନ୍, ନ୍ୟାୟଦେବୀଙ୍କ ଆଖିରୁ ହଟିଲା ପଟି

ଶହ ଶହ ବର୍ଷର ପରମ୍ପରାକୁ ବଦଳାଇଛନ୍ତି ସୁପ୍ରିମକୋର୍ଟ । ପ୍ରଧାନ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼ଙ୍କ ପରାମର୍ଶରେ ନ୍ୟାୟଦେବୀଙ୍କ ସ୍ୱରୂପକୁ ବଦଳାଇ ଦିଆଯାଇଛି।

Nigeria fuel tanker explosion
ବଡ଼ ଅଘଟଣ: ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର୍; ୧୦୦ ମୃତ, ଏକାଧିକ ଆହତ...

ଗାଁ ମଝିରେ ତେଲ ଟ୍ୟାଙ୍କର୍ ହେଲା ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣା ପରେ ତେଲ ଟ୍ୟାଙ୍କର୍ ବିସ୍ଫୋରଣ ହୋଇ ଜୀବନ ହରାଇଲେ ଏକାଧିକ ଲୋକ । 

 MSP Hike
ଚାଷୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି; ରବି ଫସଲ ପାଇଁ MSP ବଢ଼ାଇଲେ କେନ୍ଦ୍ର ସରକାର

ବଢିଲା ବିଭିନ୍ନ ରବି ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ। ମୋଟ ୬ଟି ରବି ଫସଲ ଉପରେ ଏମଏସପି ମୂଲ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।

flights
ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ କଲ୍; ୪୮ ଘଣ୍ଟାରେ ମିଳିଲା ୧୨ ଧମକ

ବଢ଼ି ଚାଲିଛି ବିମାନରେ ବୋମା ଥିବା ନେଇ ମିଛ ଧମକ କଲ୍ । ଆଜି ପୁଣି ୨ଟି ବିମାନକୁ ବୋମା ଥିବା କଲ୍  ପରେ ବଢ଼ିଲା ଛନକା ।

bhool bhulaiyaa 3 title track release
Title Track Release: ରିଲିଜ୍ ହେଲା କାର୍ତ୍ତିକ ଆର୍ଯ୍ୟନଙ୍କ 'ଭୁଲ୍‌ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍

'ଭୁଲ୍‌ ଭୁଲୈୟା ୩'ର ଟ୍ରେଲର ଲୋକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି। ଏହାରି ଭିତରେ ନିର୍ମାତା 'ଭୁଲ୍‌ ଭୁଲୈୟା ୩'ର ଟାଇଟଲ୍ ଟ୍ରାକ୍ ରିଲିଜ୍ କରିଛନ୍ତି ଯାହା ଲୋକଙ୍କ ହୃଦୟ ଜିତିବାରେ ଲାଗିଛି।

DA hike
ଦୀପାବଳି ଭେଟି...ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ବଢ଼ିଲା ୩% DA

କେନ୍ଦ୍ର କର୍ମଚାରୀଙ୍କ DA ବଢ଼ାଇଲେ ସରକାର । ଡିଏ ୩% ବଢ଼ିବା ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ହୋଇଛି ।

Omar Abdullah
ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅବଦୁଲ୍ଲା; ସରକାରରେ ସାମିଲ ହେବନାହିଁ କଂଗ୍ରେସ

ଶ୍ରୀନଗରର ଶେର୍‌ଇ କାଶ୍ମୀର ଇଣ୍ଟରନାସନାଲ୍ କନଭେନସନ୍ ସେଣ୍ଟରରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଛି । ଉପରାଜ୍ୟପାଳ ମନୋଜ ସିହ୍ନା ଓମର ଅବଦୁଲ୍ଲାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

Two-wheeler
ଅଟୋ କମ୍ପାନୀ ପାଇଁ ଖୁସି ଖବର; ୬ ବର୍ଷ ପରେ ବିକ୍ରି ହେଲା ୧ କୋଟିରୁ ଅଧିକ ଦୁଇ ଚକିଆ ଯାନ ! 

ପୁଣି ବଢୁଛି ଚାହିଦା, ବଢୁଛି ଉତ୍ସାହ । ଭାରତୀୟ ବଜାରରେ ଦୁଇ ଚକିଆ ଯାନ ଓ ଚାରି ଚକିଆ ଯାନର ଚାହିଦା ଧୀରେ ଧୀରେ ବୃଦ୍ଧି ପାଉଛି ।

Ram gopal varma call Lawrence bishnoi smarter than film stars
ବିଷ୍ଣୋଇଙ୍କ ଅପେକ୍ଷା ଅଧିକ ଭଲ ଦେଖାଯାଉଥିବା ଷ୍ଟାର୍‌ ବଲିଉଡ୍‌ରେ ମିଳିବେ ନାହିଁ; ରାମ ଗୋପାଳ ବର୍ମା

ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସ୍ୱୀକାର କରିଛି ଯେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପାଇଁ ସେ ଦାୟୀ। ଏହାରି ଭିତରେ ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ଏକ ଚାଞ୍ଚଲ୍ୟକର ବୟାନ୍ ଦେଇଛନ୍ତି। ସେ କହିଛନ୍ତି ଯେ ଫିଲ୍ମ ଷ୍ଟାର୍‌ଙ୍କ ଅପେକ୍ଷା ଲରେନ୍ସ ବିଷ୍ଣୋଇ ଅଧିକ ସୁନ୍ଦର ଲାଗୁଛନ୍ତି।

Allahabad HC
କୋର୍ଟଙ୍କ ନିଆରା ନିର୍ଦ୍ଦେଶ: ବିବାହ କର, ଛୁଆର ଯତ୍ନ ନିଅ; ମିଳିବ ବେଲ୍

କୋର୍ଟ ଦେଲେ ନିଆରା ନିର୍ଦ୍ଦେଶ .. ଦୁଷ୍କର୍ମ ଅଭିଯୁକ୍ତକୁ କହିଲେ ବିବାହ କରି ଛୁଆର ନିଅ ଯତ୍ନ । ତେବେ ଯାଇ ମିଳିବ ବେଲ୍ ।

How to create a WhatsApp Channel
Technology: WhatsAppରେ ତିଆରି କରନ୍ତୁ ଚ୍ୟାନେଲ୍‌, ନିଅନ୍ତୁ ଫାଇଦା; ଜାଣନ୍ତୁ କିପରି କରିବେ

ଅନେକ ପ୍ରସିଦ୍ଧ ବ୍ୟକ୍ତିତ୍ୱ WhatsApp ଚ୍ୟାନେଲ୍ ମଧ୍ୟ ସୃଷ୍ଟି କରିଛନ୍ତି। ଆପଣ ମଧ୍ୟ ନିଜର WhatsApp ଚ୍ୟାନେଲ୍ ସୃଷ୍ଟି କରିପାରିବେ। ଏହା ଦ୍ୱାରା ଆପଣଙ୍କ ବ୍ରାଣ୍ଡ୍‌ର ପ୍ରମୋସନ୍ ଏବଂ ଅନ୍ୟାନ୍ୟ ପଦ୍ଧତି ମାଧ୍ୟମରେ ମଧ୍ୟ ରୋଜଗାର କରିପାରିବେ।

Weather
ବଙ୍ଗୋପସାଗରରେ ଅବପାତ! ବୁଡ଼ିଛି ଦକ୍ଷିଣ ଭାରତ, ଉବୁଟୁବୁ ଆଇଟି ସିଟି

ବଙ୍ଗୋପସାଗରରେ ଅବପାତ। ଦକ୍ଷିଣ-ପଶ୍ଚିମ ଓ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଦକ୍ଷିଣ-ଉତ୍ତରଦକ୍ଷିଣ ଦିଗରେ ଗତି କରିବା ସହ ଘନୀଭୂତ ହୋଇ ଅବପାତର ରୂପ ନେଇଛି ।

Jaggery adulteration detection methods
Tips and Tricks: ଆପଣ ବ୍ୟବହାର କରୁଥିବା ଗୁଡ଼ ଭେଜାଲ ନୁହେଁ ତ… ୪ଟି ପରୀକ୍ଷା କରି ଜାଣନ୍ତୁ

ଆଜିକାଲି ମାର୍କେଟ୍‌ରେ ଭେଜାଲ୍ ଜିନିଷ ବଢିଚାଲିଛି। ଖାଲି ଘିଅ କି ମହୁ ନୁହେଁ, ଗୁଡ଼ ମଧ୍ୟ ଭେଜାଲ୍ ହେଉଛି। ତେବେ ଆପଣ ଖାଉଥିବା ଗୁଡ଼ ଭେଜାଲ୍ ନୁହେଁ ତ… ଚାରିଟି ଉପାୟରେ ଜାଣନ୍ତୁ।

Ind vs NZ
ଭାରତ-ନ୍ୟୁଜିଲାଣ୍ତ ପ୍ରଥମ ଟେଷ୍ଟ: ଫୋକସ୍‌ରେ ରହିପାରନ୍ତି କୋହଲି

ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଭାରତ-ନ୍ୟୁଜିଲାଣ୍ତ ଟେଷ୍ଟ ଶୃଙ୍ଖଳା ।

vegetarian people how to get vitamin b 12
Health Tips: ଶାକାହାରୀ ବ୍ୟକ୍ତି କିପରି ପାଇବେ ଭିଟାମିନ୍ B12; ଏହିସବୁ ଖାଦ୍ୟ ଦେବ ଲାଭ

ଭିଟାମିନ୍ B12 ଡିଏନ୍ଏ ସିନ୍ଥେସିସ୍ ଏବଂ ଲାଲ ରକ୍ତ କଣିକା ତିଆରି କରିବା ସହିତ ଏହାର ଅନେକ ଶାରୀରିକ କାର୍ଯ୍ୟ ଅଛି। ଭିଟାମିନ୍ B12 ସାଧାରଣତଃ ପଶୁଜାତୀୟ ଖାଦ୍ୟରୁ ଅଧିକ ମିଳିଥାଏ। ତେବେ ଏହା ଶାକାହାରୀମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ୍‌ ସୃଷ୍ଟି କରିପାରେ।