ବିରି ରସ ବରା । ଥରେ ପାଟିରେ ପଡିଲେ ଏ ବରାର ପ୍ରେମରେ ପଡିବା ଥୟ। ଏ ବର୍ଷା ପାଗରେ ଥରେ କରିକି ଖାଆନ୍ତୁ ରସବିରିବରା
ସିଝା ଅଣ୍ଡାରେ ଅଦା, ରସୁଣ, କଂଚାଲଙ୍କା ସହ ବଟା ସୋରିଷ ଦେଇ ଚିନି ଆଉ ରିଫାଇନ ତେଲରେ ଏମିତି କରନ୍ତୁ ଅଣ୍ଡା ଚଟପଟା। ଥରେ ଖାଇଲେ ପାଟିରୁ ଜମା ଛାଡିବନି ଏହାର ସ୍ୱାଦ
ସିଜୁଆନି ମଶରୁମ୍। ସିଝା ଆଳୁରେ କଟା ଅଦା, କଟା ପିଆଜ ଦେଇ ଅଳ୍ପ ତେଲରେ ବଘାରି ଦିଅନ୍ତୁ। ପରେ ବଟମ୍ ଛତୁ ମଝିରେ ଆଳୁ ବଘରା ଦେଇ ଏମିତି କରନ୍ତୁ ସିଜୁଆନି ମଶରୁମ୍ । ଏବେ ହିଁ ଲେଖି ରଖନ୍ତୁ କେମିତି କରିବେ ଏଇ ଡିଶ୍ । ନହେଲେ ଭୁଲିଯିବେ ପ୍ରସ୍ତୁତି ପ୍ରଣାଳୀ...
ଆଜି ରବିବାର। ଲଙ୍କା, ହଳଦୀ ଗୁଣ୍ଡ ଦେଇ ଟିକେ ମହୁ ମିଶାଇ ତିଆରି କରନ୍ତୁ ମହୁ ଚିକେନ୍ କଷା । ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା...ଶିଖନ୍ତୁ ପ୍ରସ୍ତୁତ ପ୍ରଣାଳୀ...
ମାଟି କୁଡ଼ୁଆରେ ଟିକିଏ ହଳଦୀ ଗୁଣ୍ଡ ପକାଇ ଦେଇ ଡାଲି ପକାନ୍ତୁ...ପରେ ପରେ ଚିନି ଓ ଲୁଣ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ମିଠା ଡାଲି, ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
କେବେ କେଉଁଠି ଆପଣ କି ନାହିଁ ଆମେ ଜାଣିନୁ। ଯେତେ ଖାଇଲେ ବି ଆହୁରି ଖାଇବାକୁ ମନ କହିବ। ଆଉ ଡେରି ନ କରି ଖାଇ ଚାଲନ୍ତୁ ମଗଜ ଲଡୁ ଖାଇଛନ୍ତି...
ପୁଟୁଳୀ ପିଠା... ମଇଦାରେ ଆଣ ତିଆରି କରି ଟିକେ କୋରା ନଡ଼ିଆ ସହ ଚିନି ....ପରେ ପରେ ଆଣକୁ ଛୁଞ୍ଚିପତ୍ର ଷ୍ଟାଇଲରେ ଗଢି ତିଆରି କରନ୍ତୁ ପୁଟୁଳୀ ପିଠା। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା..
ଅରୁଆ ଚାଉଳକୁ ମୁଗ...କାଜୁ ସାଙ୍ଗକୁ କିସ୍ମିସ୍...ପିତଳ ହାଣ୍ଡରେ ଭାଜି ଭାଜି ଏମିତି ତିଆରି କରନ୍ତୁ କାନିକା ଖେଚୁଡ଼ି। ଥରେ ଖାଇଲେ ଆଉ ପାଟିରୁ ଜମା ଛାଡ଼ିବନି.....
ନାଁ ଯେମିତି ଟେଷ୍ଟ ବି ସେମିତି। ଟିକିଏ ଜୀରା, କଟା ପିଆଜ ଓ ଲଙ୍କା ହଳଦୀ ଗୁଣ୍ଡ ଦେଇ ରୋହୀ ମାଛ ପୋସ୍ତରେ ଦିଅନ୍ତୁ ଛୁଙ୍କ। ଟେଷ୍ଟ ଏମିତି ଆସିବ ଯେ, ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି....
ରୋହି ମାଛ ପୋସ୍ତ। ନା ଯେମିତି ଟେଷ୍ଟ ବି ସେମିତି। କଟା ପିଆଜକୁ କଂଚା ଲଙ୍କା ଦେଇ ଏମିତି ତିଆରି କରନ୍ତୁ ଏଇ ସୁଆଦିଆ ଡିସ୍। ଥରେ ଖାଇଲେ ବାରମ୍ବାର ଖାଇବାକୁ ହେବ ଇଚ୍ଛା
ଭାରି ସୁଆଦିଆ ମାଟିହାଣ୍ଡି ଦମ୍ ଚିକେନ୍। ଜିରା, ଡାଳଚିନ୍, ଅସନୀଫୁଲ ଦେଇ ତିଆରି କରନ୍ତୁ ମାଟି ହାଣ୍ଡି ଦମ୍ ଚିକେନ୍। ଖାଲି ରିଫାଇନ୍ ତେଲର ଛୁଙ୍କ ଦେଲେ ବାସ୍...
ଚୁଡ଼ା ଚିତଉ କେବେ ଖାଇଛନ୍ତି କି? ଯଦି ନାଁ....ତେବେ ଏବେ ହିଁ ଛେନାରେ ଗୁଡ଼, ନଡ଼ିଆ, ଗୁଜୁରାତି ଓ ଗୋଲମରିଚ ଦେଇ ଘରେ ତିଆରି କରନ୍ତୁ ଏଇ ଡିସ୍। ଥରେ ଖାଇଲେ ପାଟିରୁ ଜମା ଛାଡ଼ିବନି
ଚିଙ୍ଗୁଡ଼ି ମାଛରେ ଅଦା, ରସୁଣ, ପିଆଜ ବଟା ସାଙ୍ଗକୁ ଟିକିଏ ଗରମ ମସଲା ଦେଇ କଷି ଦିଅନ୍ତୁ ମାଛକୁ। ଚାଉଲ ବଟା ସାଙ୍ଗକୁ ହଳଦୀ ଗୁଣ୍ଡ ଦେଇ ଏମିତି ପ୍ରସ୍ତୁତ କରନ୍ତୁ ଏହି ଖାଇବା...
ମାଟି ହାଣ୍ଡି ଦମ୍ ଚିକେନ୍। ଅଦା, ହଳଦୀ, ଲଙ୍କା ସହିତ ଟିକିଏ ଲୁଣ ଦେଇ ଖାଲି ରିଫାଇନ୍ ତେଲର ଛୁଙ୍କ ଦିଅନ୍ତୁ। ପିଆଜ ଭାଜି ହୋଇଗଲେ...ବାସ୍ ହାତ ଚାଟୁଥିବେ ଖାଲି
ଭାରି ସୁଆଦିଆ ଦେଶୀ ଆଳୁ ତାୱା ସେକା। ଟିକିଏ କଟା ପିଆଜ, ଲଙ୍କା ଗୁଣ୍ଡ ଓ ରସୁଣ ଦେଇ ତିଆରି କରନ୍ତୁ ଦେଶୀ ଆଳୁ ତାୱା ସେକା...ଥରେ ଖାଇଲେ ସବୁବେଳେ ଖାଇବାକୁ ମନ ଡାକୁଥିବ..
ଭାରି ସୁଆଦିଆ ଛେନା ଭର୍ତା । ଜିରା, କଟା ପିଆଜ ଦେଇ ଗରମ ତେଲରେ ଟିକିଏ ଲଙ୍କା ଛୁଙ୍କ ଦେଇ ତିଆରି କରନ୍ତୁ ଛେନା ଭର୍ତା । ଟେଷ୍ଟ୍ ଏମିତି ହେବ ଯେ, ଥରେ ଖାଇଲେ ବାରମ୍ବାର ଖାଇବାକୁ ଇଚ୍ଛା ହେବ...
ଆପଣ ଛତୁ ବା ମସରୁମ୍ର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କୁ ଛତୁର ଏକ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିଟିର ନାଁ ହେଉଛି ‘ମଲାଇ ମସରୁମ୍’ । ଏହି ରେସିପିକୁ ବନେଇବା ଅତି ସହଜ ଓ ସରଳ ଅଟେ ।
ଆପଣ ଘରେ ମଟନର ବିଭିନ୍ନ ରେସିପି ତିଆରି କରିଥିବେ । ଆଜି ଆମେ ଆପଣଙ୍କ ପାଇଁ ମଟନର ଏକ ଦେଶୀ ସୁଆଦିଆ ରେସିପି ପ୍ରସ୍ତୁତ କରିବୁ । ଏହି ରେସିପିର ନାଁ ହେଉଛି ‘ରସୁଣ ଖାସି ମାଂସ’ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ଦହି ଇଲିଶି’କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଟିକିଏ ଧନିଆ ଗୁଣ୍ଡ ଆଉ ଅଳ୍ପ ଲଙ୍କା ଗୁଣ୍ଡ...ଆଉ ଏହିସବୁ ମସଲା ଦେଇ କଡ଼େଇରେ କଷିଦେଲେ ବାସ୍...ସାଙ୍ଗେ ସାଙ୍ଗେ ତିଆରି ହୋଇଯିବ ନଡ଼ିଆ ପନିର୍
ଦହି ତରକାରୀ କେବେ ଖାଇଛନ୍ତି କି? ଯଦି ନା…ତେବେ ଏବେ ହିଁ ଘରେ ବନାନ୍ତୁ ଏହି ଡିସ୍। ଟିକିଏ ଲୁଣ ଆଉ ଟିକିଏ ଜିରା ଗୁଣ୍ଡ ଦେଇ ଛୁଙ୍କ ଫୁଟାଇଲେ ପଡ଼ୋଶୀ ବି ଆସି ମାଗିନେବେ ଆପଣଙ୍କ ତରକାରୀ...ଲେଖି ରଖନ୍ତୁ ପ୍ରସ୍ତୁତ ପ୍ରଣାଳୀ
ଆଜି ରବିବାର ବନାନ୍ତୁ ପାଳଙ୍ଗ ଶାଗ ଅଣ୍ଡା ଷ୍ଟାଟର । ଆପଣ ଅନେକ୍ ଷ୍ଟାଟର ଟେଷ୍ଟ କରିଥିବେ। ହେଲେ ଆଜି ରବିବାର ବନାନ୍ତୁ ପାଳଙ୍ଗ ଶାଗ ଅଣ୍ଡାରେ ପ୍ରସ୍ତୁତ ଏକ ଷ୍ଟାଟର୍। ଏହା ପାଟିକୁ କ୍ରିପ୍ସି ଓ କ୍ରଞ୍ଚି ଲାଗିବ।
ଆପଣ ମାଛରୁ ତିଆରି ବହୁ ଖାଦ୍ୟ ସାମଗ୍ରୀ ଖାଇଥିବେ। ତେବେ ସୁଆଦିଆ ‘ସିଝା ମାଛ ଝୋଳ’ କେବେ ଖାଇଛନ୍ତି କି ? ଆଜି ଆମେ ଆପଣଙ୍କୁ ଏହାର ପ୍ରସ୍ତୁତି ସମ୍ପର୍କରେ କହିବୁ। ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।
ଭାରି ସୁଆଦିଆ ଶେଉଳ ମାଛ ବେସର। ଟିକିଏ ରାଗ ରାଗୁଆକୁ ଟିକିଏ ଖଟା...ଖାଲି ହାମ୍ପୁଡ଼ୁଥିବେ...ଉଷୁନା ଚାଉଳର ଗରମ ଭାତ....ଓଃ ବହି ଜମି ଯିବ
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ଦୋଳ ପୂର୍ଣ୍ଣିମାରେ ଆମ ଓଡ଼ିଆ ଘରେ ବିଭିନ୍ନ ପିଠା ଓ ମିଠାର ରେସିପି ପ୍ରସ୍ତୁତ ହୋଇଥାଏ । ତେବେ ଆଜି ଆମେ ଏହି ଦୋଳ ପୂର୍ଣ୍ଣିମାରେ ଅବସରରେ ଘରେ ଏକ ସୁଆଦିଆ ମିଠାର ରେସିପି ପ୍ରସ୍ତୁତ କରିବା । ଏହି ରେସିପିର ନାଁ ହେଉଛି ସୁଆଦିଆ ‘ମୋହନଥାଲ୍’।