• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Cyber Crime
ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ?

ସମ୍ପର୍କୀୟଙ୍କ ନମ୍ବରରୁ କଲ୍ ଆସୁଛି, ଠକେଇର ଶିକାର ହେଉଛନ୍ତି କି ? ଜାଣନ୍ତୁ କେମିତି ସଚେତନ ହେବେ

HILL
କାହିଁ କେଉଁ କାଳରୁ ଏହି ବୁଢ଼ା ପାହାଡ଼ରେ ତପସ୍ୟା କରି ସିଦ୍ଧି ପାଉଥିଲେ ମୁନିଋଷି ..

ଆଜକୁ ହଜାର ହଜାର ବର୍ଷ ତଳେ ମୁନି ଋଷି ଆଧ୍ୟାତ୍ମିକ ପରିବେଶ ଭିତରେ ରହି ସିଦ୍ଧି ଲାଭ ପାଇଁ ଏଠାକାର ଗୁମ୍ପାରେ ତପସ୍ୟା କରୁଥିଲେ । ଗ୍ରାମବାସୀମାନେ ମଧ୍ୟ ସେଠାକୁ ଯାଇ ଗାଁର ମଙ୍ଗଳ କାମନା ସହ ଭଲ ଅମଳ ପାଇଁ ପ୍ରାର୍ଥନା କରୁଥିଲେ....

The Great Odisha Political Circus
ନେତାଙ୍କ ଘର ଆଗରେ ବହୁତ ଅଳିଆ, ଭିତରେ ଯାହା ହୋଇଥିବ

ନେତାଙ୍କ ଘର କେମିତି? ନେତାଙ୍କ ଘର ଆଗରେ ବହୁତ ଅଳିଆ, ଭିତରେ ...

ATC Tower
ଭୁବନେଶ୍ୱର ଏୟାରପୋର୍ଟରେ ନୂଆ ATC ଟାୱାର; ଜିରୋ ଭିଜିବିଲିଟିରେ ବିମାନକୁ କରିବ ଟ୍ରାକ୍

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ ।

RakhiPurnima
ଘରକୁ ଗଲେ ଭାଇ ହାତରେ ବାନ୍ଧିବି ରାକ୍ଷୀ,ହେଲେ କର୍ତ୍ତବ୍ୟ ମୋ ପାଇଁ ଆଗ

ଆମେ ସମସ୍ତଙ୍କ ସିଷ୍ଟର୍ । ରୋଗୀ ସେବା ଆମ ପାଇଁ ସବୁ କିଛି । ପର୍ବପର୍ବାଣୀ ଆମ ପାଇଁ କିଛି ନାହିଁ । ଘରକୁ ଗଲେ ଭାଇ ହାତରେ ବାନ୍ଧିବି ରାକ୍ଷୀ । ଏହା କହିଛନ୍ତି ଜଣେ କାର୍ଯ୍ୟରତ ଷ୍ଟାଫନର୍ସ ।

'Rakhi Purnima
ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା, ଭାଇ ହାତରେ ରାକ୍ଷୀ ବାନ୍ଧୁଛନ୍ତି ଭଉଣୀ

ଆଜି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା । ଆଜି ଦିନରେ ଭଉଣୀ ତା ଭାଇ ହାତରେ ରାକ୍ଷୀ ବାନ୍ଧି ନିଜର ସୁରକ୍ଷା ମନାସିଥାଏ ।

 Kendrapara
ଖଣ୍ଡିଏ ସୂତାରେ ଯୋଡ଼ି ହୋଇଯାଇଛି ଜୀବନ ସାରାର ସମ୍ପର୍କ

ରକ୍ଷା ବନ୍ଧନରେ ଭାଇଙ୍କ ପାଇଁ ଠାକୁରଙ୍କ ନିକଟରେ ଶୁଭମନାସି ଦୁଇ ଗୋଡ଼ ସାହାଯ୍ୟରେ ଭାଇ ହାତରେ ରାକ୍ଷୀ ବାନ୍ଧିଛନ୍ତି ଉର୍ବଶୀ ଦାସ। ଆଉ ଭାଇ ମଧ୍ୟ ସାରାଜୀବନ ଭଉଣୀର ସୁରକ୍ଷା ପାଇଁ ପ୍ରତିଶୃତି ଦେଇଛି।

International Trade Expo
ରାଉରକେଲାରେ ବିଦେଶୀ ଡ୍ରାଏ ଫ୍ରୁଟ୍

ରାଉରକେଲା ସେକ୍ଚର ୧୩ ମେଲଣ ପଡ଼ିଆରେ ଆରମ୍ଭ ହୋଇଛି ଇଣ୍ଟରନ୍ୟାସନାଲ ଟ୍ରେଡ୍ ଏକ୍ସପୋ-୨୦୨୩ । ଧାଡ଼ି ଧାଡ଼ି ହୋଇ ଲାଗିଛି ଦେଶୀ ଓ ବିଦେଶୀ ସାମଗ୍ରୀର ଷ୍ଟଲ । ଲୋକେ ବିଭିନ୍ନ ଷ୍ଟଲକୁ ଯାଇ କିଣା ବିକା କରିବା ସହ ବାଣିଜ୍ୟ ମେଳାର ମଜା ଉଠାଉଛନ୍ତି ।

  • Monday, 28 August 2023
birthday
ଜନ୍ମଦିନରେ ଦିବ୍ୟାଙ୍ଗଙ୍କୁ ଦୋକାନ ଉପହାର

ଆପଣ ଅନେକ ଜନ୍ମଦିନ ଉପହାର ଦେଖିଥିବେ । ନିଜ ପ୍ରିୟ ଲୋକଙ୍କୁ ଦାମୀ ଗିଫ୍ଟ ଦେବା ଅନେକଙ୍କର ପସନ୍ଦ ମଧ୍ୟ । ହେଲେ ଆମେ ଏପରି ଉପହାର କଥା କହିବୁ ଯାହାକୁ ଆପଣ ଶୁଣି କହିବେ ୱାଃ ୱାଃ । ଏହି ଉପହାର ଜଣଙ୍କର ଜୀବନ ସହ ଭାଗ୍ୟ ବଦଳାଇବାରେ ସକ୍ଷମ ।

  • Monday, 28 August 2023
Yojanara Na Hariloot
ସରକାର କା ମାଲ୍ ଦରିଆ ମେ ଡାଲ୍!

୨୦୧୮ ଜୁଲାଇ ମାସରେ ଉଦଘାଟନ । ଏବେ କୋମାରେ ଅମୃତ ପାର୍କ ।

 Divyang became an example
ଡାକ୍ତର ହେବେ ଦିବ୍ୟାଙ୍ଗ ଯୁବକ ସଂଗ୍ରାମ ସ୍ୱାଇଁ

ଚାଳ ଛପର ଘର ଉପରେ ପଡିଛି ବାଉଁଶ କଣି। ଦେଖିଲେ ଲାଗୁଛି ସତେ କି କେଉଁ କାଳୁ ଛାଆଣି ହୋଇନି। କାନ୍ଥ ନାହିଁ ଯେ, ଜରିପାଲ ଢଙ୍କା ହୋଇଛି। ଖରା ବର୍ଷା, ଶୀତକାକରବାରମାସୀ ଏ ମାଆ ପୁଅଙ୍କୁ ଏଇ ଝାଟିମାଟି କୁଡିଆରେ ହିଁ ଜୀବନ କାଟିବାକୁ ପଡ଼େ। ହେଲେଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପିଲାଟି ଦିନରୁ ଏଇ କୁଡିଆ ଭିତରେ ବଢିଥିବା ଏ ଯୁବକ ଜଣକଡାକ୍ତରୀ ପାଠ ପଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

odisha government jaga mission
 ଫେଲ୍ ମାରିଛି କି ରାଜ୍ୟ ସରକାରଙ୍କ ଜାଗା ମିଶନ ?

ଯୋଜନାକୁ ୬ ବର୍ଷ ପରେ ବି ପଟ୍ଟାରୁ ବଞ୍ଚିତ ସହରାଞ୍ଚଳର ହଜାର ହଜାର ଭୂମିହୀନ ବସ୍ତିବାସିନ୍ଦା, କଣ୍ଟା ସାଜିଛି କିସମ, ଅଡୁଆକରୁଛି ଜବରଦଖଲ, ଭୁବନେଶ୍ୱରରେ ସର୍ଭେରେ ଅନିୟମିତତା ଅଭିଯୋଗ, ବର୍ଷିଲେ ହିତାଧିକାରୀ...

National Space Day
ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ପ୍ରଧାନମନ୍ତ୍ରୀଙ୍କ ସାଲ୍ୟୁଟ୍

ଚନ୍ଦ୍ର ବିଜୟ ପାଇଁ ଇସ୍ରୋ ହିରୋଙ୍କୁ ସାଲ୍ୟୁଟ୍ ଜଣାଇ ଭାବବିହ୍ବଳ ପ୍ରଧାନମନ୍ତ୍ରୀ ମୋଦି। ଗ୍ରୀସରୁ ଫେରି ପ୍ରଧାନମନ୍ତ୍ରୀ ସିଧା ବେଙ୍ଗାଳୁରୁ ସ୍ଥିତ ଇସ୍ରୋ କମାଣ୍ଡ ସେଣ୍ଟରକୁ ଯାଇ ମୁନ୍ ମିଶନରେ ସଂପୃକ୍ତ ବୈଜ୍ଞାନିକଙ୍କୁ ଭେଟି ବଧେଇ ଜଣେଇଥିଲେ। ଏଇ ଅବସରରେ ଚନ୍ଦ୍ରରେ ଚନ୍ଦ୍ରୟାନ-ଥ୍ରୀ ଅବତରଣ ସ୍ଥଳର ନାମକରକଣ କରି ଏହାକୁ ‘ଶିବଶକ୍ତି’ ଓ ଚନ୍ଦ୍ରୟାନ- ଟୁ ପଦଚିହ୍ନ ସ୍ଥାନକୁ ତ୍ରିରଙ୍ଗା ପଏଣ୍ଟ ଭାବେ ଘୋଷଣା କରିଥିଲେ।

Gopalpur MLA Pradeep Panigrahy
ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ

ପ୍ରଦୀପ, ପୋଲିସ ଆଉ ପଲିଟିକ୍ସ। ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ପୋଲିସ୍ ର ନିଷ୍କ୍ରିୟତା। ଯାହାକୁ ନେଇ ତେଜିଛି ରାଜନୀତି। କଂଗ୍ରେସ୍ ଓ ବିଜେପି ଜନ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି।

MLA Pradeep Panigrahy
ପୂର୍ବରୁ ଶୀତଳ ଯୁଦ୍ଧ ହେଉଥିଲା, ଏବେ ପୂରା ଓପନ ୱାର୍

ପ୍ରଦୀପ-ପାଣ୍ଡିୟାନ୍ ବିବାଦକୁ ନେଇ ଉଠୁଛିପଡୁଛି ରାଜ୍ୟ ରାଜନୀତି। ସରଗରମ ଗଂଜାମ ପଲିଟିକସ୍। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ଡଳୀରେ ଆୟୋଜିତ ଫାଇଭ୍ ଟି ସଚିବଙ୍କ ସଭାକୁ ଯାଉଥିବାବେଳେ ବିଜେଡି କର୍ମୀଙ୍କ ସହ ହୋଇଥିଲା ଠେଲାପେଲା-ଧସ୍ତାଧସ୍ତି।

  • Saturday, 26 August 2023
death
ଜଳ ଲାଗି ପାଇଁ ଯାଇଥିଲେ, ଆଉ ଫେରିଲେନି

ଶିବଙ୍କୁ ଜଳଲାଗି କରିବାକୁ ଯାଇଥିବା 3ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ପରେ ଏବେ ଶୋକରେ ବୁଡ଼ିଛି କେନ୍ଦୁଝର ତେଲକୋଇର ସତେଇଭଞ୍ଜ ଗାଁ ।

 lack of infrastructure
ନା ଅଛି ସୁରକ୍ଷିତ କୋଠା, ନା ପାଠପଢ଼ା ପାଇଁ ବ୍ଲାକବୋର୍ଡ

ପିଲାଏ ସ୍ୱପ୍ନ ଦେଖିବେ କେମିତି? ଯେଉଁଠି ବିଦ୍ୟାଳୟର ଅବସ୍ଥା ଏମିତି । ନା ଅଛି ସୁରକ୍ଷିତ କୋଠା ନା ପଢ଼ାଇବା ପାଇଁ ବ୍ଲାକ ବୋର୍ଡ । ସ୍କୁଲ ଚାରିପାଖ ଅନାବନା ଘାସରେ ପରିପୂର୍ଣ୍ଣ ।

  • Wednesday, 23 August 2023
Awas yojana
ସ୍ୱାମୀ ଯିବା ପରେ ଦୌଡି ଦୌଡି ନୟାନ୍ତ ହେଲେଣି ଘର ଖଣ୍ଡିଏ ପାଇଲେନି

ବର୍ଷା ହେଲେ ଘରେ ଜମୁଛି ଆଣ୍ଠୁଏ ପାଣି । ଅନ୍ଧାର ରାତିରେ ବଡ କଷ୍ଟରେ କଟୁଛି ଦିନ । ସ୍ୱାମୀ ଥିଲା ବେଳୁ ଘର ପାଇଁ କହିକହି ଥକିପଡିଲେଣି ହେଲେ ଘରଟିଏ ମିଳିଲା ନାହିଁ । ଅଣ୍ଟିରେ ଧନ ନଥିବାରୁ ଦୁଇ ପୁଅଙ୍କ ପାଠରେ ବନ୍ଧା ହେଲାଣି ଡୋରି

 Telkoi
ପାଠ ପାଇଁ ନଦୀ ସ୍ରୋତରେ ଜୀବନ ବାଜି

ଭରା ନଦୀରେ ପ୍ରଖର ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ପାରିହେବାକୁ ପଡୁଛି ନଦୀ । କାନ୍ଧରେ ବସାଇ ଅଭିଭାବକ ସେମାନଙ୍କ ପିଲାଙ୍କ ବିପଦପୂର୍ଣ୍ଣ ଅବସ୍ଥାରେ ନଦୀ ପାରି କରୁଛନ୍ତି। ବର୍ଷା ଦିନ ହେଲେ ଯାତାୟାତରେ ବାଧା ସୃଷ୍ଟି କରିଥାଏ ସମାକୋଈ ନଦୀ ।

  • Wednesday, 23 August 2023
  • School
Sarpanch
ଟଙ୍କା ଦେଲେ ଘର ମିଳିବ, ସରପଂଚଙ୍କ ସ୍ୱାମୀଙ୍କ ଗୁଣ୍ଡାରାଜ୍‌

ହିତାଧିକାରୀ ତାଲିକାରେ ନା ଥିବା ପରେ ବି ରାଗ ରଖି କାଟି ଦେଉଛନ୍ତି ନା । ପଚାରିବାରୁ କହୁଛନ୍ତି, ତୁମେ ମତେ ଭୋଟ୍‌ ଦେଇନ, ଘର ମିଳିବନି । କ୍ୟାମେରା ଦେଖି ଧାଉଁଛନ୍ତି ବିଡିଓ

Sarpanch spends own money to build new houses for villagers in Mayurbhanj’s Udala
ଅସହାୟ ଲୋକଙ୍କ ସାଥୀ...ସାବାସ୍‌ ସରପଞ୍ଚ ମ୍ୟାଡମ୍

ଲୋକଙ୍କ ଅସୁବିଧାର ସାଥୀ । ସରପଂଚ ହେବା ପରେ ସାହାଯ୍ୟ କରିବାକୁ କରିଛନ୍ତି ଶପଥ...ଗାଁ ଗାଁ ବୁଲୁଛନ୍ତି ଲୋକଙ୍କୁ ଦେଉଛନ୍ତି ନୂଆ ନୂଆ ଘର

  • Saturday, 19 August 2023
Love marriage
କେଡ଼େ ନିଷ୍ଟୁର ସେ ସ୍ୱାମୀ!ଯାହାଙ୍କୁ ଭଲପାଇ ବାହା ହୋଇଥିଲେ ସିଏ ପର କରିଦେଲା

କୋଳରେ କୁନି ଝିଅ, ଦେହରେ ପୁଣି ରୋଗ । ଏମିତି ପରିସ୍ଥିତିରେ କେମିତି ବଞ୍ଚିବେ ସେନେଇ ଚିନ୍ତାରେ କାଟୁଛନ୍ତି ଦିନ...ଯଦି ଆପଣ ସାହାଯ୍ୟ କରନ୍ତେ ତେବେ...

Teacher Protest
ରାଜଧାନୀରେ ଶିକ୍ଷକ ଗର୍ଜନ

୨୦-୩୦ ବର୍ଷ ଚାକିରୀ ପରେ ବି ହକ୍ ଆଉ ଅଧିକାର ପାଇଁ ଲଢେଇ। ସେ ପୁଣି ସରକାରଙ୍କ ବିରୋଧରେ ଶିକ୍ଷକମାନଙ୍କର। ଆଜି ଲୋୟର ପିଏମଜିରେ ସମାନ କାମକୁ ସମାନ ଦରମା ଦାବୀରେ ଗର୍ଜିଛନ୍ତି ୧୦ ହଜାରରରୁ

  • Wednesday, 16 August 2023
Dengue
ଡେଙ୍ଗୁ ବଢାଉଛି ଡର,ଆତଙ୍କ ବଢାଉଛି ଏଡିସ୍ ମଶା

ଡେଣା ମେଲାଉଛି ଡେଙ୍ଗୁ। ରାଜ୍ୟ ରାଜଧାନୀରେ ଅସମ୍ଭାାଳ ହେଲାଣି ଡେଙ୍ଗୁର ସ୍ଥିତି। ବିଏମସିର ତଥ୍ୟ କହୁଛି, ରାଜଧାନୀରେ ଜୁନ୍ ମାସରେ ୧୦୩ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ବେଳେ ଜୁଲାଇରେ ସଂଖ୍ୟା ପହଞ୍ଚିଥିଲା ୫୪୧।

  • Wednesday, 16 August 2023
  • Dengue
Viswakarma Scheme
ପିଏମ୍ ବିଶ୍ବକର୍ମା ଯୋଜନାକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଂଜୁରୀ

ଆସନ୍ତା ବିଶ୍ବକର୍ମା ଜୟନ୍ତୀଠୁ ଆରମ୍ଭ ହେବାକୁ ଥିବା ଏଇ ଯୋଜନାରେ ୧୮ଟି ବିଭିନ୍ନ କୌଳିକ ବୃତ୍ତିରେ ଥିବା ହିତାଧିକାରୀଙ୍କୁ ୫ ପ୍ରତିଶତ ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବାର ବ୍ୟବସ୍ଥା ରହିଛି। ଯେଉଁଥିରେ ଉପକୃତ ହେବେ ୩୦ ଲକ୍ଷ ପରିବାର।

  • Wednesday, 16 August 2023