• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

shahid-kapoor-kiara-advani-kabir-singh
ରିଲିଜ୍‌ ହେଲା ପ୍ରେମ ଓ ବିଚ୍ଛେଦକୁ ନେଇ ଫିଲ୍ମ ‘କବୀର ସିଂହ’

ମୁମ୍ବାଇ: ରିଲିଜ୍‌ ହୋଇସାରିଛି ବଲିଉଡ୍‌ର ବହୁ ପ୍ରତୀକ୍ଷିତ ଫିଲ୍ମ ‘କବୀର୍‌ ସିଂହ’। ଫିଲ୍ମର ଟିଜର୍‌ ରିଲିଜ୍‌ ହେବା ଦିନ ଠାରୁ ଅଧିକ ଚର୍ଚ୍ଚାରେ ରହିଥିବା ଏହି ଫିଲ୍ମ ରିଲିଜ୍‌ ହେବା ଦିନ ହିଁ ଦର୍ଶକଙ୍କର ଭଲ ପ୍ରତିକ୍ରିୟା ମିଳିଛି। ପ୍ରେମ, ବିଚ୍ଛେଦ ଏବଂ ବର୍‌ବାଦ୍‌କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ସାହିଦ୍‌ କପୁର୍‌ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ସୋଶାଲ୍‌ ମିଡିଆରେ ଏହି ଫିଲ୍ମକୁ ଭଲ ପ୍ରତିକ୍ରିୟା ମିଳିବା ସହ ବକ୍ସ ଅଫିସ୍‌ରେ ଏହା […]

  • Saturday, 10 July 2021
Bollywood-Yoga-fitness_MobileHomeFeature
ବଲିଉଡ୍‌ ଡିଭାଙ୍କ ଫିଟ୍‌ନେସ୍‌ ରହସ୍ୟ

ମୁମ୍ୱାଇ: ଯୋଗ ଆମ ସ୍ୱାସ୍ଥ୍ୟ ପାଇଁ କେତେ ଭଲ, ତାହା ଆଉ ଅଜଣା ହୋଇ ରହିନାହିଁ। ସାରା ବିଶ୍ୱ ଏହାର ଉପକାରିତା ବିଷୟରେ ଜାଣି ସାରିଲାଣି। ଆଜିକାର ଦୁନିଆରେ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ଯୋଗ ଅପରିହାର୍ଯ୍ୟ ହୋଇଯାଇଥିବା ବେଳେ ବଲିଉଡ୍‌ର ଅନେକ ଅଭିନେତ୍ରୀ ଫିଟ୍ ଓ ୟଙ୍ଗ୍ ଦେଖାଯିବା ପାଇଁ ଏହାକୁ ଆପଣାଇ ନେଇଛନ୍ତି। ଆସନ୍ତୁ, ଆଜି ସେମାନଙ୍କ ସଂପର୍କରେ କିଛି ଜାଣିବା। ଶିଳ୍ପା ଶେଟ୍ଟୀ କୁନ୍ଦ୍ରା: ଯୋଗ କଥା ପଡ଼ିଲେ, ବଲିଉଡ୍ […]

  • Saturday, 10 July 2021
BBNR8iC
‘ସାଂଘାଇ’ ଫିଲ୍ମ ଫେଷ୍ଟିଭାଲରେ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’ କାହାଣୀ

ମୁମ୍ବାଇ: ବରୁଣ ଧୱନ ଓ ଅନୁଷ୍କା ଶର୍ମାଙ୍କ ଫିଲ୍ମ ‘ସୁଇ ଧାଗା-ମେଡ୍‌ ଇନ୍‌ ଇଣ୍ଡିଆ’କୁ ସାଂଘାଇ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ଦ ବେଲ୍ଟ ଏଣ୍ଡ ରୋଡ୍‌ ଫିଲ୍ମ ୱିକ୍‌ରେ ପ୍ରତିଯୋଗିତା ଶ୍ରେଣୀରେ ପ୍ରଦର୍ଶନ ପାଇଁ ଚୟନ କରାଯାଇଛି। ସୂଚନାଯୋଗ୍ୟ ଯେ, ଆତ୍ମନିର୍ଭରତା ଜରିଆରେ ସମ୍ମାନ ଓ ଆଦର ପାଇବାର କାହାଣୀ ଉପରେ ଆଧାରିତ ଏହି ଫିଲ୍ମ ମୌଜି ଓ ମମତାଙ୍କୁ ନେଇ ଗତି କରିଛି। ଯିଏ କି ଏକ ବଡ଼ ବ୍ୟବସାୟ କରିବାକୁ ସ୍ୱପ୍ନ ଦେଖୁଛନ୍ତି। ଏହି […]

  • Saturday, 10 July 2021
babushan-odia-actor
ପ୍ରଥମ କରି ଭ୍ୟାନିଟି ଭ୍ୟାନ୍‌ ବ୍ୟବହାର କଲେ ଓଲିଉଡ୍‌ର ଚକୋଲେଟ୍‌ ବୟ୍‌

ଭୁବନେଶ୍ୱର: ନିକଟରେ ରଜ ଉପଲକ୍ଷେ ରିଲିଜ୍‌ ହୋଇଯାଇଛି ଓଡ଼ିଆ ଫିଲ୍ମ ‘ଗୋଲ୍‌ମାଲ୍‌ ଲଭ୍‌’। ତରଙ୍ଗ ସିନେ ପ୍ରଡକ୍ସନ ଦ୍ୱାରା ନିର୍ମିତ ଏହି ଫିଲ୍ମକୁ ବହୁ ମାତ୍ରାରେ ଦର୍ଶକଙ୍କ ଭଲ ପାଇବା ମିଳିଛି। ମିଳିବନି ବା କେମିତି, ଏଥିରେ ଫୁଲ୍‌ କମେଡି ସହ ବାବୁସାନ୍‌ ଏବଂ ତମନ୍ନାଙ୍କ ରୋମାନ୍ସକୁ ପ୍ରଥମ ଥର ଦେଖିବାକୁ ପାଇଥିଲେ ଦର୍ଶକ। ତେବେ ଏସବୁ ତ ଗଲା ଫିଲ୍ମ ସମ୍ପର୍କୀତ କଥା। ତେବେ ସବୁଠୁ ବଡ କଥା ହେଲେ ଏହି ଫିଲ୍ମରୁ ହିଁ ଓଲିଉଡ […]

  • Saturday, 10 July 2021
1560664215-r3_1
ସଲମାନ୍‌ଙ୍କୁ ‘କାଗଜ ବାଘ’ ବୋଲି କହିଲେ ସୋନା ମହାପାତ୍ର

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ ଗାୟିକା ସୋନା ମହାପାତ୍ର ନିଜର ଅଜବ୍‌ ଅଜବ୍‌ ରାୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସେ ପୁଣି ଥରେ ସଲ୍‌ମାନ୍‌ଙ୍କ ‘ଭାରତ’ ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ଏଥର ‘ଭାରତ’ ଫିଲ୍ମ ବକ୍ସ ଅଫିସ୍‌ କଲେକ୍ସନ୍‌କୁ ନେଇ ସେ ଏକ ଟ୍ୱିଟ୍‌ କରିଛନ୍ତି। ଟ୍ୱିଟ୍‌ରେ ସେ ସଲ୍‌ମାନ୍‌ଙ୍କୁ ‘ପେପର୍‌ ଟାଇଗର୍‌’ ବା ‘କାଗଜ ବାଘ’ ବୋଲି କହିଛନ୍ତି। ଏହି ଟ୍ୱିଟ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ସେ ଟ୍ୱିଟ୍‌ରେ […]

  • Saturday, 10 July 2021
amitabh-bachchan_story
ବର୍ଷା ପାଇଁ ଏମିତି ପ୍ରସ୍ତାବ ରଖିଲେ ବିଗ୍‌ ବି

ମୁମ୍ୱାଇ: ସୁପର ଷ୍ଟାର ଅମିତାଭ ସୋଶାଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି ଓ ବିଭିନ୍ନ  ପ୍ରସଙ୍ଗରେ ନିଜ ମତ ରଖିଥାନ୍ତି। ସେ ମଜାଳିଆ ଢଙ୍ଗରେ ନିଜ କଥାକୁ  ଉପସ୍ଥାପନା କରୁଥିବାରୁ ତାଙ୍କ ଫ୍ୟାନ୍‌ମାନେ ବି ଏହାକୁ ଖୁବ ଲାଇକ୍‌ କରନ୍ତି। ଗତ ଗୁରୁବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମ୍ୟାଚ ହେଉଥିବା ବେଳେ ବର୍ଷା କାରଣରୁ ଏହାକୁ ସ୍ଥଗିତ ରଖାଯାଇଛି। ଏହାକୁ ନେଇ କ୍ରିକେଟ ଫ୍ୟାନ୍‌ମାନେ ଖୁସି ନ ଥିବା ବେଳେ ଆଇସିସିକୁ ମଧ୍ୟ ଦୋଷ ଦେବାକୁ […]

  • Saturday, 10 July 2021
ira-2..
ଏହି ଯୁବକଙ୍କୁ ଡେଟ୍‌ କରୁଛନ୍ତି ଅମିର୍‌ଙ୍କ ଝିଅ

ମୁମ୍ୱାଇ: ବଲିଉଡର ମିଷ୍ଟର ପରଫେକସ୍‌ନିଷ୍ଟ ଅମିର ଖାନଙ୍କ ଝିଅ ଇରା ଖାନ ଲାଇମ୍‌ ଲାଇଟ୍‌ରୁ ସବୁବେଳେ ଦୂରେଇ ରହିବାକୁ ପସନ୍ଦ କରନ୍ତି। କିନ୍ତୁ ସୋଶାଲ ମିଡିଆ ଜରିଆରେ ସେ ନିଜ ଫ୍ୟାନ୍‌ଙ୍କ ସହ ଯୋଡି ହୋଇଥାନ୍ତି। ଇରା ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ରେଗୁଲାର ଭାବେ ଫଟୋ ଶେଆର କରନ୍ତି। କିଛି ଦିନ ପୂର୍ବେ ସେ ଇନ୍‌ଷ୍ଟାଗ୍ରାମ୍‌ରେଏକ ଫିଚର ‘(Ask Me A Question)’ ର ବ୍ୟବହାର କରି ନିଜ ଫ୍ୟାନ୍‌ଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି। ଏହି ଅବସରରେ […]

  • Saturday, 10 July 2021
tanushree
କଥା ବଢ଼ିଲା; ନାନା ପାଟେକର୍‌ଙ୍କ ବିରୋଧରେ ଥାନାରେ ଏତଲା ଦେଲେ ତନୁଶ୍ରୀ

ମୁମ୍ବାଇ: ଶେଷରେ ଆଇନ୍‌ର ଦ୍ୱାରସ୍ଥ ହେଲେ ବଲିଉଡ୍‌ ଅଭିନେତ୍ରୀ ତନୁଶ୍ରୀ ଦତ୍ତା। ତନୁଶ୍ରୀ ଗତକାଲି ମୁମ୍ବାଇର ଓଶିୱାରା ପୁଲିସ୍‌ ଷ୍ଟେସନରେ ବର୍ଷିୟାନ୍‌ ଅଭିନେତା ନାନା ପାଟେକର୍‌ଙ୍କ ବିରୋଧରେ ଅସଦାଚରଣ ଅଭିଯାଗ ଆଣି ଏତଲା ଦେଇଛନ୍ତି। ଏତଲାରେ ବଲିଉଡର ଜଣାଶୁଣା କୋରିଓଗ୍ରାଫର୍ ଗଣେଶ ଆଚାର୍ଯ୍ୟଙ୍କ ନାଁ ବି ଅଛି। ୨୦୦୮ ମସିହାରେ ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍‌’ର ସୁଟିଂ ବେଳେ ନାନା ପାଟେକର୍‌ ତାଙ୍କୁ ଦୁର୍ବ୍ୟବହାର କରିଥିବା ନେଇ ଗତ କିଛିଦିନ ତଳେ ତନୁଶ୍ରୀ ସଙ୍ଗୀନ ଅଭିଯୋଗ ଆଣିଥିଲେ। […]

  • Saturday, 10 July 2021
68987415
ଜୟଲଳିତାଙ୍କ ବାୟୋପିକ୍‌ରୁ ବାଦ୍‌ ପଡ଼ିଲେ ବିଦ୍ୟା ବାଲାନ୍‌

ମୁମ୍ବାଇ: ବଲିଉଡ୍‌ କୁଇନ୍‌ କଙ୍ଗନା ରାଣାୱତ ଖୁବ୍‌ ଶୀଘ୍ର ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳୀତାଙ୍କ ବାୟୋପିକ୍‌ରେ କାମ କରିବେ। ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ବିଦ୍ୟା ବାଲାନ୍‌ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ହେଲେ ଏହି ରୋଲ୍‌ କଙ୍ଗନାଙ୍କ ଝୁଲାରେ କିପରି ଖସିଲା ସେ ନେଇ ଆପଣଙ୍କ ମନରେ ବହୁ ପ୍ରଶ୍ନ ଉଙ୍କି ମାରୁଥିବ। ଆସନ୍ତୁ ଜାଣିବା ପୂରା ଘଟଣା ବିଷୟରେ। ବିଦ୍ୟା ସବୁବେଳେ ନିଜ ଚରିତ୍ରକୁ ନିଖୁଣ ଭାବେ ପରଦାରେ ଫୁଟାଇବା […]

  • Saturday, 10 July 2021
2
ହ୍ୟାକ୍‌ ପରେ ରିକଭର୍‌ ହେଲା ବିଗ୍‌ବିଙ୍କ ଟ୍ୱିଟର୍‌ ଆକାଉଣ୍ଟ

ମୁମ୍ବାଇ: ବଲିଉଡ ମହାନାୟକ ଅମିତାଭ ବଚ୍ଚନଙ୍କର ଟ୍ୱିଟର ହ୍ୟାଣ୍ଡେଲ ହ୍ୟାକ୍‌ ହୋଇଯାଇଛି। ଗତ ସୋମବାର ହ୍ୟାକର ଅମିତାଭଙ୍କର ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ କରି ପ୍ରୋଫାଇଲ୍‌ ଫଟୋରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ଙ୍କ ଫଟୋ ଲଗାଇ ଦେଇଛନ୍ତି। ଏହା ବ୍ୟତୀତ ତାଙ୍କ ବାୟୋ ମଧ୍ୟ ବଦଳାଇ ଦେଇଛନ୍ତି। ଯେଉଁଥିରେ ‘ଲଭ୍ ପାକିସ୍ତାନ’ ଲେଖାଯାଇଛି। ଏହା ଜଣା ପଡ଼ିବାର କିଛି ସମୟ ପରେ ବିଗ୍‌ବିଙ୍କର ଆକାଉଣ୍ଟକୁ ରିକଭର କରାଯାଇଛି। ହ୍ୟାକରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଟ୍ୱିଟ୍‌ ମଧ୍ୟ ତାଙ୍କ ଆକାଉଣ୍ଟରୁ […]

  • Saturday, 10 July 2021
srk_1
ଧୂମ୍‌-୪ରେ ଖଳନାୟକ ହେବେ ଶାହରୁଖ୍‌ !

ମୁମ୍ବାଇ: ସୁପରଷ୍ଟାର୍‌ ଶାହରୁଖ୍‌ ଖାନ୍‌ ଆଦିତ୍ୟ ଚୋପ୍ରାଙ୍କ ବ୍ଲକ୍‌ବାଷ୍ଟର୍‌ ହିଟ୍‌ ସିରିଜ୍‌ ‘ଧୁମ୍‌’ର ପାର୍ଟ-୪ରେ ଖଳନାୟକ ଭୂମିକାରେ ଦେଖାଯାଇ ପାରନ୍ତି। ସୋଶାଲ୍‌ ମିଡିଆରେ ଏହି ବିଷୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶାହରୁଖ୍‌ ଧୁମ୍‌-୪ରେ ଅଭିନୟ କରିବେ ବୋଲି ପୁର୍ବରୁ ମଧ୍ୟ ଚର୍ଚ୍ଚା ଯୋର୍‌ ଧରିଥିଲା। ପୂର୍ବରୁ ରିଲିଜ୍‌ ହୋଇଥିବା ଶାହରୁଖ୍‌ଙ୍କ ଫିଲ୍ମ ‘ଜିରୋ’ ବକ୍ସ ଅଫିସ୍‌ରେ ଏତେ ଧମାଲ୍‌ କରିପାରି ନଥିଲା। ଏବେ ଶାହରୁଖ୍‌ଙ୍କ ପାଖରେ କୌଣସି ପ୍ରୋଜେକ୍ଟ ନାହିଁ। ରାକେଶ୍‌ ଶର୍ମାଙ୍କ ଫିଲ୍ମ ‘ସାରେ […]

  • Saturday, 10 July 2021
z51
ଇଲେକ୍ଟ୍ରିକ୍‌ ଜିନିଷ ଭିତରେ ଥିବା ଏହି ପ୍ୟାକେଟ୍‌କୁ ଫୋପାଡ଼ି ଦେଉଛନ୍ତି କି ? ଜାଣନ୍ତୁ ଏହା କେତେ ଉପକାରୀ

ଭୁବନେଶ୍ୱର: ବଜାରରୁ ଜୋତା, ପର୍ସ, ବ୍ୟାଗ୍‌, ଇଲେକ୍ଟ୍ରିକ୍‌  ଜିନିଷ ଇତ୍ୟାଦି କିଣିଲେ ସେସବୁ ଭିତରେ ଛୋଟ ଛୋଟ ପ୍ୟାକେଟ୍‌ ଥିବାର ଆପଣ ଦେଖିଥିବେ। ଆମେ ପ୍ରାୟ ଏହାକୁ ଦେଖି କିଛି କାମରେ ଆସିବ ନାହିଁ ବୋଲି ଭାବି ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି, ଅଦରକାରୀ ଜିନିଷ ଭାବି ଫୋପାଡ଼ି ଦେଉଥିବା ପ୍ୟାକେଟ୍‌ ଆମର ଅନେକ କାମରେ ଆସିପାରେ। –ଏହାକୁ ସିଲିକା ଜେଲ୍‌ କୁହାଯାଏ। ଏହା ସିଲିକନ୍‌ ଡାଇଅକ୍‌ସାଇଡ୍‌ର ଏକ ରୂପ। ଯାହାକୁ ଏକ ପ୍ୟାକେଟ୍‌ରେ […]

  • Saturday, 10 July 2021
sushant singh
ସୁଶାନ୍ତଙ୍କ ଆତ୍ମା ସହ କଥାବାର୍ତ୍ତା ହୋଇଥିବାର ଦାବି କଲେ ଏହି ବ୍ୟକ୍ତି,ଆତ୍ମହତ୍ୟା କାରଣରେ କହିଲେ...

ମୁମ୍ବାଇ: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ ଆତ୍ମହତ୍ୟା କରିବାର ମାସେରୁ ଅଧିକ ସମୟ ବିତି ଗଲାଣି। ସେ ଆଉ ଦୁନିଆରେ ନାହାନ୍ତି ଏହି କଥାକୁ ଏବେବି ତାଙ୍କ ଫ୍ୟାନ୍ସମାନେ ବିଶ୍ୱାସ କରିପାରୁ ନାହାନ୍ତି। ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ଏବେବି ଏହା ରହସ୍ୟ ଘେର ଭିତରେ। ଏସବୁ ଭିତରେ ୟୁଟ୍ୟୁବ୍‌ରେ ଏକ ଚ୍ୟାନେଲ୍‌ ଚଲାଉଥିବା ଜଣେ Paranormal ଏକ୍ସପର୍ଟ ଷ୍ଟିଭ୍‌ ହଫ୍ ବା ବିଶେଷଜ୍ଞ ସୁଶାନ୍ତଙ୍କୁ ନେଇ ଏବେ ଏମିତି କିଛି […]

rajat
‌ଫିଲ୍ମ ନିର୍ଦ୍ଦେଶକ ରଜତ ମୁଖାର୍ଜୀଙ୍କ ପରଲୋକ

ଜୟପୁର: ଫିଲ୍ମ ନିର୍ମାତା ରଜତ ମୁଖାର୍ଜୀଙ୍କ ପରଲୋକ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲା।  ରବିବାର ଜୟପୁରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ରଜତ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବଲିଉଡ୍‌ ଷ୍ଟାର ମନୋଜ ବାଜ୍‌ପେୟୀ। ସେ ଟ୍ୱିଟ୍ କରି ଲେଖିଛନ୍ତି “ମୋ ବନ୍ଧୁ ଓ ରୋଡ୍‌ ଫିଲ୍ମର ନିର୍ଦ୍ଦେଶକ ରଜତ ମୁଖାର୍ଜୀ ଆଉ ନାହାଁନ୍ତି। ଦୀର୍ଘଦିନ ଧରି ରୋଗ ସହିତ ସଂଘର୍ଷ କରୁଥିବା ରଜତ କିଛି ଘଣ୍ଟା ପୂର୍ବରୁ […]

  • Tuesday, 06 July 2021
prabhas
ଏକାଠି ଆସୁଛନ୍ତି ବାହୁବଳୀ ଷ୍ଟାର୍ ପ୍ରଭାସ ଓ ଦୀପିକା

ମୁମ୍ବାଇ: ବାହୁବଳୀ ଫିଲ୍ମ ଜରିଆରେ ସାରା ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତା ପ୍ରଭାସ ବଲିଉଡରେ ନିଜର ଯାଦୁ ଦେଖାଇ ସାରିଛନ୍ତି। ଶ୍ରଦ୍ଧା କପୁର, ପୂଜା ହେଗଡେଙ୍କ ପରେ ପ୍ରଭାସ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ ସ୍କ୍ରିନ୍ ଶେଆର୍ କରିବେ। ଉଭୟ ପ୍ରଭାସ ଓ ଦୀପିକା ନିଜର ଆଗାମୀ ଫିଲ୍ମରେ ଏକାଠି କାମ କରିବେ। ବୈଜୟନ୍ତୀ ମୁଭିଜ୍ ବ୍ୟାନରରେ ହେବାକୁଥିବା ଏହି ଫିଲ୍ମଟି ମୂଳରୂପରେ ତେଲୁଗୁ ଭାଷାରେ ହେବ, ଯାହାକୁ ଦିନ୍ଦୀ ଓ […]

  • Tuesday, 06 July 2021
sushant 11
ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟାଙ୍କୁ ମିଳିଲା ହତ୍ୟା ଧମକ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣାକୁ ମାସେ ବିତି ଗଲାଣି। ହେଲେ ଏବେ ବି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁ। କେଉଁ କାରଣ ପାଇଁ ସୁଶାନ୍ତ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ ଦାବି କରି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ ଏବେ ଚର୍ଚ୍ଚାରେ ଅଛନ୍ତି। ସୁଶାନ୍ତଙ୍କୁ ମନେ ପକାଇ ରିୟା ଇନ୍‌ଷ୍ଟାଗ୍ରାମରେ ଏକ ଇମୋସ୍‌ନାଲ୍‌ ପୋଷ୍ଟ ଶେଆର୍‌ କରିଥିଲେ। ହେଲେ ଏହି […]

  • Tuesday, 06 July 2021
kartik
ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିବା ଓଡ଼ିଆ କଳାକାର ବିକୁଛନ୍ତି ପିଆଜ

କରୋନା ଛଡ଼ାଇ ନେଇଛି ଜଣେ କଳାକାରଙ୍କ ମୁହଁରୁ ହସ। ବଲିଉଡରେ ଏଣ୍ଟ୍ରି ମାରି ସାରିବା ପରେ ବି ଶେଷରେ ପିଆଜ ବିକୁଛନ୍ତି ଜଣେ କଳାକାର। ତାଙ୍କ ନାଁ କାର୍ତ୍ତିକ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅଞ୍ଚଳରେ। ଏହି ଓଡ଼ିଆ ପୁଅ କାର୍ତ୍ତିକ ବଲିଉଡରେ ଅନେକ ବଡ ବଡ କଳାକାଙ୍କର ସହ ଫିଲ୍ମରେ ଫାଇଟର୍ ମ୍ୟାନ୍ ଭାବେ କାର୍ଯ୍ୟ କରିଛନ୍ତି। ଏମିତିକି ବଲିଉଡର ନାମୀଦାମୀ ଷ୍ଟାର ଅକ୍ଷୟ କୁମାରଙ୍କ ସହ ମଧ୍ୟ କାର୍ତ୍ତିକ ଅଭିନୟ […]

  • Tuesday, 06 July 2021
susanta
ଖୋଲିବ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟ, କଙ୍ଗନାଙ୍କୁ ସାହାଯ୍ୟ କରିବେ ସୁବ୍ରମଣ୍ୟମ ସ୍ୱାମୀ

ମୁମ୍ୱାଇ: ବଲିଉଡ ଷ୍ଟାର ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ କଙ୍ଗନା ରାଣାୱାତ ତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। କଙ୍ଗନାଙ୍କ କହିବା ଅନୁଯାୟୀ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ। ତାଙ୍କ ଆତ୍ମହତ୍ୟା ପଛରେ ଯେଉଁମାନେ ଦାୟୀ ସେମାନଙ୍କୁ ଅନୁସନ୍ଧାନ କରାଯିବା ଉଚିତ୍‌ ବୋଲି ସେ ଦାବି କରୁଛନ୍ତି। ନେପୋଟିଜିମ୍ କାରଣରୁ ମଧ୍ୟ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଏନେଇ କଙ୍ଗନାକୁ ସାହାଯ୍ୟ କରିବା ପାଇଁ ବିଜେପି ନେତା […]

  • Tuesday, 06 July 2021
bijaya-mohanti-nirbachana
ମୋ ସାମ୍ରାଜ୍ୟ ନ ଥିଲା, ଭୁଲ୍‌ରେ ପାଦ ରଖିଦେଲି....

ଭୁବନେଶ୍ୱର: ‘ମୁଁ ଯାହା ସବୁ ପାଇଛି ଲୋକଙ୍କ ପାଇଁ। ଯେଉଁଠି ପହଞ୍ଚିଛି ଲୋକଙ୍କ ପାଇଁ। ଲୋକଙ୍କଠାରୁ ଏତେ ବେଶି ପାଇ ତାଙ୍କ ପାଖରେ ଋଣୀ ହୋଇଯାଇଛି। ଯଥେଷ୍ଟ ସମୟ ହୋଇଗଲାଣି। ଏମାନଙ୍କ ଭଲ ପାଇବାର, ଋଣ ଶୁଝିବାର ବେଳ ଆସିଗଲାଣି। ସେଥିପାଇଁ ରାଜନୀତିକୁ ଆସିଥିଲି।….’ ରାଜନୀତିକୁ କାହିଁକି ଆସିଲେ ପ୍ରଶ୍ନର ଏମିତି ଏକ ସରଳ ଉତ୍ତର ଦେଇ ନିଜର ନିଷ୍କପଟ ହୃଦୟର ପରିଚୟ ଦେଇଥିଲେ ଦିନେ ବିଜୟ। ଓଲିଉଡର  ବେତାଜ ବାଦଶାହ  ବିଜୟ ମହାନ୍ତି। ଫିଲ୍ମ ଦୁନିଆରେ […]

  • Tuesday, 06 July 2021
bji
ବିଜୟଙ୍କ ବିଜୟ ଯାତ୍ରା ଥିଲା ଏମିତି...

ଭୁବନେଶ୍ୱର: ସବୁ ଚରିତ୍ରକୁ ନିଖୁଣ ଭାବେ ନିଭେଇବାର କଳା ଯଦି କାହା ପାଖରେ ଥିଲା, ସେ ହେଉଛନ୍ତି ବିଜୟ ମହାନ୍ତି। କେବେ ରୂପା ଶଗଡ଼ିରେ ସୁନା କନିଆଁକୁ ବସାଇ ଆପଣଙ୍କ ପାଖକୁ ଆସିଥିଲେ, ଆଉ କେବେ ଜଗା ହାତରେ ପଘା ମାଧ୍ୟମରେ ପହଞ୍ଚିଥିଲେ ସିନେ ପରଦାରେ। ସିନେମା ଆଉ ଅଭିନୟକୁ ସେଲୁଲଏଡ୍‌ରେ ସେଲିବ୍ରେଟ୍ କରିଥିବା ବିଜୟ ମହାନ୍ତିଙ୍କ ସମ୍ପର୍କରେ ଏମିତି ଅନେକ ଅସରନ୍ତି କଥା ଓ କାହାଣୀ ରହିଛିା ଆସନ୍ତୁ ଜାଣିବା ବିଜୟଙ୍କ ବିଜୟଯାତ୍ରା ସମ୍ପର୍କରେ ସଂକ୍ଷେପରେ। […]

  • Tuesday, 06 July 2021
4
'ମିସ୍ ୟୁ ବିଗ୍ ଅଙ୍କଲ୍'‌

ଭୁବନେଶ୍ୱର: ମୋ ଲାଇଫ୍‌ର ପ୍ରଥମ ହିରୋ ‘ମୋ ବିଗ୍ ଅଙ୍କଲ’ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ କରିହେଉନି। ଲାଗୁଛି ଯେମିତି ମୋ ଦୁନିଆ ଏଇଠି ଅଟକି ଯାଇଛି। କେହି ଆଉ ମୋତେ ମିଛ କହିନି ତ ? ଲାଗୁଛି ଏଇନେ ଫୋନ୍ କଲେ ବିଗ୍‌ ଅଙ୍କଲ ଫୋନ୍ ରିସିଭ୍ କରିବେ। ଆଉ କହିବେ ହ୍ୟାଲୋ ସିକ୍ସିଟିନ୍‌ ଇୟର୍‌। ଓଡ଼ିଆ ସିନେ ଜଗତର ବିଗ୍‌ ମ୍ୟାନ୍‌ ବିଜୟ ମହାନ୍ତି ଯେ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ […]

  • Tuesday, 06 July 2021
mitravanu
ରଙ୍ଗବତୀ ଗୀତର ନାଁ ଅନୁସାରେ ବଦଳିଲା ଗାଁର ନା

ଭୁବନେଶ୍ୱର: ଗୀତର ନାମ ରଙ୍ଗବତୀ ଅନୁସାରେ ଗାଁର ନାମ ବିଲୁଙ୍ଗ ରଙ୍ଗବତୀ ହେଲା। ବିଖ୍ୟାତ ଲୋକ ସଂଗୀତ ରଙ୍ଗବତୀ ନାଁରେ ନାମିତ ହେଲା ଗାଁ। ଚର୍ଚ୍ଚିତ ରଙ୍ଗବତୀ ଗୀତର ଗୀତିକାର ମିତ୍ରଭାନୁ ଗୌନ୍ତିଆଙ୍କ ଗାଁ  ହେଉଛି ବିଲୁଙ୍ଗ। ଆଉ ଏବେ ଏହି ଗାଁ ବିଲୁଙ୍ଗ ରଙ୍ଗବତୀ ନାମରେ ପରିବର୍ତ୍ତନ ହୋଇଛି। ଏନେଇ ରାଜ୍ୟ ରାଜସ୍ୱ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପ୍ରକାଶ ପାଇଛି। ୭୦ ଦଶକର ସମ୍ବଲପୁରୀ ଗୀତ ରଙ୍ଗବତୀ ଖାଲି ଓଡ଼ିଶା ନୁହେଁ, ବରଂ ଦେଶ […]

  • Tuesday, 06 July 2021
nitin
ସରିଲା ଏନ୍‌ଗେଜ୍‌ମେଣ୍ଟ୍, ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ତେଲୁଗୁ ଅଭିନେତା ନୀତିନ୍‌

ନୂଆଦିଲ୍ଲୀ: ଦୀର୍ଘ ଦିନର ପ୍ରେମିକା ଶାଲିନୀ କାଣ୍ଡୁକୁରୀଙ୍କ ସହ ପ୍ରସିଦ୍ଧ ତେଲୁଗୁ ଅଭିନେତା ତଥା ଷ୍ଟାଇଲିଶ୍‌ ହିରୋ ନୀତିନ୍‌ଙ୍କ ଏନ୍‌ଗେଜ୍‌ମେଣ୍ଟ୍‌‌ ସରିଛି। ବୁଧବାର ଦିନ ହାଇଦ୍ରାବାଦରେ ଉଭୟ ପରିବାର ଲୋକ ଓ ସାଙ୍ଗସାଥୀଙ୍କ ଉପସ୍ଥିତିରେ ଏହି ଏନ୍‌ଗେଜ୍‌ମେଣ୍ଟ୍ ହୋଇଥିଲା। ଏନ୍‌ଗେଜ୍‌ମେଣ୍ଟ୍‌ର ଫଟୋ ନୀତିନ୍‌ ସୋସିଆଲ୍‌ ମିଡିଆରେ ଶେଆର୍‌ କରିଛନ୍ତି। ଏହି ଫଟୋରେ ଉଭୟ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। ନୀତିନ୍‌ ଟ୍ରାଡିସ୍‌ନାଲ୍‌ ଅଫ୍‌ ହ୍ୱାଇଟ୍‌ କୁର୍ତ୍ତା ପିନ୍ଧି ଥିବାବେଳେ ଶାଲିନୀ ଅରେଞ୍ଜ ଓ ରେଡ୍‌ ରଙ୍ଗର […]

  • Tuesday, 06 July 2021
bijay
‘ମୋ ବାପାଟା ପରା, ୫/୭ ବର୍ଷ ବୁଲିବା ଭୁଲି ଯା,..ତା’ ପରେ ସାରା ଦୁନିଆ ବୁଲିବୁ..’

ରାଉରକେଲା(ପବନ ତିୱାରୀ) : ‘ହଇରେ ଆଳିଆ, କ’ଣ ଆଜି କ୍ଲାସକୁ ଡେରିରେ ଆସିଲୁ ? ….ମୋ ବାପାଟା ପରା, ଏଇ ୫/୭  ବର୍ଷ ଦୁନିଆ ଭୁଲି ଯା। ମଞ୍ଚ ଦେଖ, ଲାଇବ୍ରେରୀ ଦେଖ, ନାଟକ ଶିଖ। ଦିନ ଆସିବ, ତୁ ଦୁନିଆ ସାରା ବୁଲିବୁ…। ତାଙ୍କର ଏଇ କେଇପଦ କଥା ମୋ ଜୀବନର ଗତିପଥକୁ ବଦଳାଇ ଦେଇଛି। ବାପାଙ୍କ ପରି ଛାତ୍ରଙ୍କୁ ଏମିତି ବୁଝାଉଥିବା ଓଡ଼ିଶା ସଙ୍ଗୀତ ମହାବିଦ୍ୟାଳୟର ପ୍ରଫେସର ବିଜୟ ମହାନ୍ତି ଆଉ ନାହାନ୍ତି। ହେଲେ […]

  • Tuesday, 06 July 2021
fudge
ସୁଶାନ୍ତଙ୍କ ମୃତ୍ୟୁ ପରେ କେଉଁଠି ରହୁଛି ତାଙ୍କ ପ୍ରିୟ Fudge ? ସାମ୍ନାକୁ ଆସିଲା ଫଟୋ

ନୂଆଦିଲ୍ଲୀ: ସୁଶାନ୍ତ ସିଂ ରାଜପୁତଙ୍କୁ ଝୁରି ହେଉଛି ତାଙ୍କ ପୋଷା କୁକୁର Fudge। Fudgeକୁ ବହୁତ ଭଲ ପାଉଥିଲେ ସୁଶାନ୍ତ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପ୍ରିୟ Fudge କେଉଁଠି ରହିଲା ସେ ନେଇ ପ୍ରଶ୍ନ ଉଠାଇଥିଲେ ଫ୍ୟାନ୍ସ। ଏବେ Fudgeର ଏକ ଫଟୋ ସାମ୍ନାକୁ ଆସିଛି। Fudgeକୁ ସୁଶାନ୍ତଙ୍କ ପିତା ନିଜ ପାଖରେ ରଖିଛନ୍ତି। ସୁଶାନ୍ତଙ୍କ ପିତା ଏବଂ Fudgeର ଫଟୋ ସୋଶାଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ସୁଶାନ୍ତଙ୍କ ବାପା Fudgeକୁ ଆଉଁଶୁଥିବା ଦେଖିବାକୁ […]

  • Tuesday, 06 July 2021