• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

gautam
ବିବାହ ପାଇଁ ସ୍ୱାମୀ ଗୌତମଙ୍କ ପାଖରେ ଏମିତି ସର୍ତ୍ତ ରଖିଥିଲେ କାଜଲ

ମୁମ୍ବାଇ: ସାଉଥ୍‌ ତଥା ବଲିଉଡ୍‌ ଅଭିନେତ୍ରୀ କାଜଲ ଅଗ୍ରୱାଲ୍‌ଙ୍କ ବିବାହ ସରିଛି। ଗତ ଅକ୍ଟୋବର ୩୦ ତାରିଖ ଦିନ ସେ ମୁମ୍ବାଇର ବିଜ୍‌ନେସ୍‌ମ୍ୟାନ୍‌ ଗୌତମଙ୍କୁ ବିହାହ କରିଛନ୍ତି। ବିବାହ ପରେ ଏହି ନବ ବିବାହିତ ଦମ୍ପତ୍ତି ବୁଲିବା ପାଇଁ ମାଲ୍‌ଦୀପ ପହଞ୍ଚିଥିଲେ। ଯାହାର ଫଟୋ କାଜଲ ତାଙ୍କ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶେଆର କରିଛନ୍ତି। ଯେଉଁଥିରେ କାଜଲ ଏବଂ ଗୌତମଙ୍କୁ ଏକଦମ୍‌ ରୋମାଣ୍ଟିକ୍‌ ଅନ୍ଦାଜରେ ଦେଖିବାକୁ ମିଳିଛି। ଦୁହେଁ ସମୁଦ୍ର କୂଳରେ ସମୟ ବିତାଉଥିବା ଫଟୋରେ ନଜର ଆସୁଛନ୍ତି। […]

  • Thursday, 01 July 2021
mandira bedi husband
ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ୍‌ କୌଶଲଙ୍କ ପରଲୋକ

ମୁମ୍ବାଇ: ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଫିଲ୍ମ ପ୍ରଡ୍ୟୁସର ରାଜ୍‌ କୌଶଲଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ବୟସ ହୋଇଥିଲା। ବୁଧବାର ସକାଳେ ତାଙ୍କର ଦେହାନ୍ତ ହୋଇଛି। ରାଜ୍‌ କୌଶଲଙ୍କ ସହ ଫିଲ୍ମ ‘My Brother…

  • Wednesday, 30 June 2021
shakti mishra
ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଭୁବନେଶ୍ୱର: ଲୋକପ୍ରିୟ ଓଡ଼ିଆ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କୁ ଏବେ ଆଇସିୟୁରେ ରଖାଯାଇଛି। ସେ ହାର୍ଟ ଓ ଲିଭର ଜନିତ ସମସ୍ୟାରେ ପୀଡ଼ିତ ଥିବା…

  • Tuesday, 29 June 2021
Untitled-1
'ତୁଫାନ'ର ରୋମାଣ୍ଟିକ୍ ପୋଷ୍ଟର୍ ରିଲିଜ୍

ମୁମ୍ବାଇ : ଅଭିନେତା ଫରହାନ ଅଖତର ପୁଣି ଥରେ କ୍ରୀଡାଭିତିକ ଡ୍ରାମା ଫିଲ୍ମ ‘ତୁଫାନ’ ସହିତ ଆସୁଛନ୍ତି। ଏହାର କିଛି ସମୟ ପୂର୍ବରୁ ଏହି ଚଳଚ୍ଚିତ୍ରର ଏକ ପୋଷ୍ଟର ରିଲିଜ୍ ହୋଇଛି ଯେଉଁଥିରେ ଫିଲ୍ମର ଟ୍ରେଲରର ରିଲିଜ୍ ତାରିଖ ଘୋଷଣା କରାଯାଇଛି।…

  • Monday, 28 June 2021
Untitled-1
ଫିଲ୍ମ ପାଇଁ ପାଠ ଛାଡିଲେ ଇରଫାନଙ୍କ ପୁଅ ବାବିଲ

ମୁମ୍ବାଇ : ଦିବଂଗତ ଅଭିନେତା ଇରଫାନ ଖାନଙ୍କ ପୁଅ ବାବିଲ ଖାନଙ୍କୁ ଖୁବ ଶୀଘ୍ର ବଡ ପରଦାରେ ଦେଖିବାକୁ ମିଳିବ। ନିକଟରେ ବାବିଲ ଖାନ ତାଙ୍କ ସାଙ୍ଗ ଏବଂ ପ୍ରଶଂସକଙ୍କ ପାଇଁ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ…

  • Monday, 28 June 2021
Untitled-1
ଆର୍‌ଡି ବର୍ମାଙ୍କ ଜନ୍ମଦିନରେ ଭାବୁକ ହେଲେ ଲତା

ମୁମ୍ବାଇ: ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ରାହୁଲ ଦେବ ବର୍ମନ ତଥା ଆର୍‌ଡି ବର୍ମନ ବା ପଞ୍ଚମ ଦା’ଙ୍କ ନାମ ସର୍ବଦା ସ୍ମରଣୀୟ ହୋଇ ରହିବ। ଆର୍‌ଡି ବର୍ମନ ଦେଶର ସର୍ବୋତ୍ତମ ସଂଗୀତଜ୍ଞ ଥିଲେ, ଯିଏକି ତାଙ୍କର ଅନନ୍ୟ ସଂଗୀତ ରଚନା ସହିତ…

  • Sunday, 27 June 2021
Untitled-1
ଦର୍ଶକଙ୍କ ଅପେକ୍ଷାର ଅନ୍ତ : ଶେଷ ହେଲା 'ଗଙ୍ଗୁବାଇ କାଠିଆୱାଡି'

ମୁମ୍ବାଇ : ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଙ୍ଗୁବାଇ କାଠିଆୱାଡି’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟିଜର ବାହାରିବା ଦିନଠାରୁ ଫିଲ୍ମକୁ ନେଇ ଅନେକ ଗୁଜବ ସୃଷ୍ଟି ହୋଇଛି। ଏହି ଚଳଚ୍ଚିତ୍ରର ସୁଟିଂ ଶେଷ ହୋଇଛି।…

  • Sunday, 27 June 2021