• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

2222222
ପୋଷାକ ବିକିବେ ଦୀପିକା

ମୁମ୍ବଇ: ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଡ୍ରେସ୍ ଷ୍ଟାଇଲ ଆପଣଙ୍କୁ କେମିତି ଲାଗେ ? ଭଲ ନା ! ଯଦି ଦୀପିକାଙ୍କ ଡ୍ରେସ ପସନ୍ଦ କରନ୍ତି ଚାହିଁଲେ ଆପଣ ତାହାକୁ କିଣି ପାରିବେ । କାରଣ ଦୀପିକା ତାଙ୍କ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଦୀପିକା ତାଙ୍କର ଫେବରାଇଟ ପୋଷାକ ବିକ୍ରି କରିବାକୁ ଯାଉଛନ୍ତି। ଏହି ପୋଷାକକୁ ଚାହିଁଲେ ଆପଣ ୱେବ ସାଇଟ୍‌ରେ କିଣି ପାରିବେ। ଏ ନେଇ ଦୀପିକା ନିଜେ ସୋଶାଲ ମିଡିଆ ଜରିଆରେ ଘୋଷଣା […]

  • Saturday, 10 July 2021
RAIMOHAN
ବାପ୍‌ରେ ବାପ୍ ! ଲଣ୍ଡା ହେବା ପାଇଁ ଏତେ ଟଙ୍କା ନେଇଥିଲେ ରାଇମୋହନ

ଭୁବନେଶ୍ୱର: ଓଲିଉଡ୍‌ର ଦୁର୍ଦ୍ଦାନ୍ତ ଖଳନାୟକ ରାଇମୋହନ ପରିଡ଼ା ଦମ୍‌ଦାର ଅଭିନୟ ଓ ସଂଳାପ କହିବାର ଭୟାନକ ଷ୍ଟାଇଲ୍‌ ଦେଖି ଦର୍ଶକ ଛାତି ଥରିଯାଏ। ଅଭିନୟ କରିବାରେ ଓ ସଂଳାପ କହିବାରେ ତାଙ୍କର ନିଜସ୍ୱ ଷ୍ଟାଇଲ୍ ରହିଛି। ଯାହାକୁ ଦର୍ଶକ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଖଳନାୟକର ମୃତ୍ୟୁ ବେଳର ଦୃଶ୍ୟରେ ରାଇମୋହନଙ୍କ ଅଭିନୟକୁ ଦର୍ଶକେ ବେଶ୍ ପସନ୍ଦ କରନ୍ତି। ତେବେ ଅଭିନୟ ସହିତ ସେ ନିଜ ଲୁକ୍‌କୁ ବେଶ୍‌ ଗୁରୁତ୍ୱ ଦିଅନ୍ତି। ସିନେମା ଲାଇନ୍‌ ଏସବରୁ […]

  • Saturday, 10 July 2021
8765790
ବିଲରେ ଚାଷ କରୁଛନ୍ତି କରୀନା ! ଫାଉଡ଼ା ଧରି ମାଟି ହାଣିବାରେ ବ୍ୟସ୍ତ

ନୂଆଦିଲ୍ଲୀ: ବଲିଉଡ୍‌ ଆକ୍ଟ୍ରିସ୍‌ କରୀନା କପୁର ଖାନ୍‌। ଆଜିକାଲି ତ ତାଙ୍କୁ ଟିଭି ରିୟଲିଟି ସୋ’ ‘ଡାନ୍ସ ଇଣ୍ଡିଆ ଡାନ୍ସ’ରେ ଖୁବ୍‌ ଦେଖିବାକୁ ମିଳୁଛି। ହେଲେ ଫାଉଡ଼ା ଧରି ଏଠି କ’ଣ କରୁଛନ୍ତି କରୀନା ? ଏକ ଘାସ ଜମିରେ କୁରାଢୀ ଧରି ହାଣୁଛନ୍ତି ବୋଧେ ? ଚାଷ କରିବେ ନା କ’ଣ ?  ଭିଡିଓରେ ତ ସେମିତି କିଛି ଦେଖିବାକୁ ମିଳୁଛି । କିନ୍ତୁ ନା ମାଟି ହଟୁଛି ନା ଘାସ ! ତେବେ କ’ଣ […]

  • Saturday, 10 July 2021
564536
ରଣବୀର ଓ ଦୀପିକାଙ୍କୁ ନେଇ ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟ !

ମୁମ୍ବାଇ: ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ରଣବୀର ସିଂହ ଓ ଦୀପିକା ପାଦୁକୋନ ଏକ  ହିଟ୍‌ ଯୋଡ଼ି । ଦୁହିଁଙ୍କୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମ ସୁପର୍‌ ହିଟ୍‌ ହୋଇଛି। ସଞ୍ଜଲ ଲୀଲା ଭଂଶାଲୀ ପୁଣି ଏହି ହିଟ୍ ଯୋଡ଼ିକୁ ନେଇ ଏକ ଫିଲ୍ମ କରୁଛନ୍ତି। ୨୦୧୮ରେ ଏ ଦୁହେଁ ଭଂଶାଲୀଙ୍କ ‘ପଦ୍ମାବତ୍‌’ରେ କାମ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଭଂଶାଲୀଙ୍କ ନୂଆ ପ୍ରୋଜେକ୍ଟରେ ଏହି ଯୋଡ଼ିଙ୍କୁ ଦର୍ଶକ ଏକାଠି ରୋମାନ୍ସ କରିବା ଦେଖିବାକୁ ପାଇବେ। ନିକଟରେ ଭଂଶାଲୀଙ୍କ […]

  • Saturday, 10 July 2021
65656
କିନ୍ନର ବେଶରେ ଅକ୍ଷୟ କୁମାର

ମୁମ୍ବାଇ: ଖିଲାଡ଼ୀ ଷ୍ଟାର୍‌ ଅକ୍ଷୟ କୁମାର୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ଫାଷ୍ଟ୍‌ ଲୁକ୍‌ର ପୋଷ୍ଟର୍ ରିଲିଜ୍‌ ହୋଇଯାଇଛି । ଏହି ପୋଷ୍ଟର୍‌ରେ କିନ୍ନର ଗେଟ୍‌ଅପ୍‌ରେ ଅକ୍ଷୟଙ୍କୁ ଦେଖିବାକୁ ମିଳିଛି। ତାଙ୍କର ଏହି ଲୁକ୍‌ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍ ହେଉଛି। ପୋଷ୍ଟରରେ ଅକ୍ଷୟ ଲାଲ୍‌ ଶାଢ଼ି ପିନ୍ଧିଛନ୍ତି। ମୁଣ୍ଡରେ ଲାଲ୍‌ ବିନ୍ଦି ଲଗାଇଛନ୍ତି। ଏଇ ନୂଆ ଲୁକ୍‌ରେ ଅକ୍ଷୟ ବେଶ୍ ପାୱାରଫୁଲ୍‌ ଲାଗୁଛନ୍ତି। ତାଙ୍କର ଏହି ନୂଆ ଲୁକ୍‌କୁ ଦର୍ଶକ ବି ବେଶ୍ ପସନ୍ଦ କରୁଛନ୍ତି। […]

  • Saturday, 10 July 2021
5454545
୩ଜି, ୪ଜି, ୫ଜି ନ ଥିଲେ ବି ନେଟ୍‌ୱାର୍କ ଚାଲିବ- ସମାଧାନର ସୂତ୍ର ବତାଇଲେ ବିଗ୍‌ ବି

ନୂଆଦିଲ୍ଲୀ:ପିଲାମାନଙ୍କ ମୋବାଇଲ ନିଶା ଅଭିଭାବକଙ୍କ ନିଦ ହଜାଇ ଦେଲାଣି। ଯେତେ ବାରଣ କଲେ ବି ମୋବାଇଲ ନିଶାରୁ ପିଲାଙ୍କୁ ଦୂରେଇ ପାରୁନାହାନ୍ତି ବାପା-ମା’। ପଚାରିଲେ ଉତ୍ତର ମିଳୁଛି-‘ପ୍ରଶ୍ନର ଉତ୍ତର ଇଣ୍ଟରନେଟରେ ସର୍ଚ୍ଚ କରୁଛୁ..’ ତେବେ ପିଲାଙ୍କୁ ମୋବାଇଲରୁ କିପରି ଦୂରେଇ ରଖିବେ ?  ଏଇ ସମସ୍ୟାର ସରଳ ସମାଧାନ କରିଛନ୍ତି ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ। ଏହି ସମାଧାନର ସୂତ୍ର ଅମିତାଭ ନଜ ଟ୍ୱିଟ୍‌ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି। ଏମିତିରେ ତ ବିଗ୍‌ ବିଙ୍କୁ ନେଇ ସୋଶାଲ […]

  • Saturday, 10 July 2021
232323
ପରଲୋକରେ ବଲିଉଡ୍‌ ଅଭିନେତା ବିଜୁ ଖୋଟେ

ମୁମ୍ବଇ:ବଲିଉଡର ବରିଷ୍ଠ କଳାକାର ତଥା ଶୋଲେ ଫିଲ୍ମର  ଡାକୁ ‘କାଳିଆ‘ ବିଜୁ ଖୋଟେ ଆଉ ନାହାନ୍ତି। ୭୮ ବର୍ଷ ବୟସରେ ଆଜି ତାଙ୍କର ପରଲୋକ ହୋଇଯାଇଛି। କେବଳ ବଲିଉଡ ନୁହେଁ, ଅନେକ ମରାଠି ଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ସେ ତାଙ୍କ ଜୀବନକାଳ ମଧ୍ୟରେ ପ୍ରାୟ ୩୦୦ ଫିଲ୍ମ କରିସାରଛନ୍ତି। ତେବେ ଶୋଲେର କାଳିଆ ତାଙ୍କୁ ସ୍ୱତନ୍ତ୍ର ପରିଚୟ ଦେଇଥିଲା। ଶୋଲେରେ ବିଜୁ ଖୋଟେ ଡାକୁ କାଳିଆ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ କାଳିଆର ସେଇ […]

  • Saturday, 10 July 2021
download (3)
ମହମ୍ମଦ ରଫିଙ୍କ ସହ ଗୀତ ଗାଇବା କାହିଁକି ବନ୍ଦ କରିଦେଇଥିଲେ ଲତା

ମୁମ୍ୱାଇ : ଭାରତରତ୍ନ ସମ୍ମାନିତ ହୋଇଥିବା ସୁରସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଆଜି ହେଉଛି ଜନ୍ମଦିନ। ୧୯୨୯ ମସିହା ୨୮ ସେପ୍ଟେମ୍ୱରରେ ମଧ୍ୟପ୍ରଦେଶର ଏକ ମଧ୍ୟବିତ୍ତ ମରାଠି ପରିବାରରେ ଲତା ଜନ୍ମ ଗ୍ରହଣ କରିଥିଲେ। ଲତାଙ୍କର ପ୍ରଥମ ନାମ ହେମା ଥିଲା। କିନ୍ତୁ ଜନ୍ମର ୫ ବର୍ଷ ପରେ ବାପା-ମା ତାଙ୍କ ନାମ ଲତା ବୋଲି ରଖିଥିଲେ। ଲତା ତାଙ୍କ ଭଉଣୀ ଆଶା, ଉଷା ମୀନାତାଇ ଓ ଭାଇ ହୃଦୟନାଥ ସମସ୍ତଙ୍କଠୁ ବଡ଼। ଲତାଙ୍କର ବାପା ରଙ୍ଗମଞ୍ଚର ଜଣେ […]

  • Saturday, 10 July 2021
057590479
‘ବିଗ୍‌ବସ୍‌ ୧୩’ର ସବୁଠାରୁ ଦାମୀ ପ୍ରତିଯୋଗୀ କିଏ ଜାଣନ୍ତି ?

ମୁମ୍ୱାଇ : ‘ବିଗ୍‌ବସ୍‌ ୧୩’କୁ ଟିଭି ପରଦାରେ ଦେଖିବା ପାଇଁ ଦର୍ଶକେ ଅପେକ୍ଷା କରି ରହିଛନ୍ତି। ୨୯ ସେପ୍ଟେମ୍ୱରରେ ଏହି ଶୋ’ ଟିଭିରେ ଟେଲିକାଷ୍ଟ ହେବାକୁ ଯାଉଛି। ପ୍ରତିଥର ପରି ଏଥର ମଧ୍ୟ ଶୋ’ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳିଛି। ତେବେ ଶୋ’ରେ କେଉଁମାନେ ପ୍ରତିଯୋଗୀ ରହିବେ, ଏହାର ତାଲିକା ଏପର୍ଯ୍ୟନ୍ତ ବିଗ୍‌ବସ୍‌ର ଅଫିସିଆଲ୍‌ ସାଇଟ୍‌ରେ ଘୋଷଣା କରାଯାଇନାହିଁ। କିନ୍ତୁ ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ରଶ୍ମି ଦେଶାଇ ବିଗ୍‌ବସ୍‌ର ଏହି […]

  • Saturday, 10 July 2021
321
ରାମାୟଣ ଜ୍ଞାନ ଏତେ କମ୍‌ ସୋନାକ୍ଷୀଙ୍କର !

ମୁମ୍ବାଇ: ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡ୍‌ର ଅନ୍ୟତମ ନାମୀଦାମୀ ଅଭିନେତ୍ରୀ। ସେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ଓ ନିଜ ଅଭିନୟର ଦକ୍ଷତା ଦେଖାଇଛନ୍ତି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ମଙ୍ଗଲ୍’ ରିଲିଜ୍ ହୋଇଥିଲା। ତେବେ ଗତକାଲି ‘କୌନ୍ ବନେଗା କୋରଡ୍‌ପତି’ ଶୋ’ରେ ଯୋଗ ଦେଇଥିବା ସୋନାକ୍ଷୀଙ୍କୁ ବେଶ୍ ହଟହଟା ହେବାକୁ ପଡ଼ିଛି। ଗତକାଲି ଶୋ’ରେ ସ୍ୱତନ୍ତ୍ର ପ୍ରତିଯୋଗୀ ଭାବେ ଯୋଗ ଦେଇଥିଲେ ରାଜସ୍ଥାନର ରୁମା ଦେବୀ, ଯିଏ ୨୨ ହଜାର ମହିଳାଙ୍କୁ ସ୍କିଲ୍ ଡେଭଲପ୍‌ମେଣ୍ଟ୍ […]

  • Saturday, 10 July 2021
jitendra-1-750x430
ଜିତେନ୍ଦ୍ର ମିଶ୍ରଙ୍କ ‘ଦ ଲାଷ୍ଟ୍ କଲର’କୁ ଦୁଇ ଅନ୍ତର୍ଜାତୀୟ ପୁରସ୍କାର

ଭୁବନେଶ୍ୱର: ଟିଟିଲାଗଡ଼ରେ ଜନ୍ମିତ ଓଡ଼ିଆ ପୁଅ ତଥା ଅନ୍ତର୍ଜାତୀୟ ସିନେ ପ୍ରଯୋଜକ ଜିତେନ୍ଦ୍ର ମିଶ୍ରଙ୍କ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’କୁ ଆମେରିକାରେ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ମିଳିଛି । ଏହି ସିନେମାକୁ ଶ୍ରେଷ୍ଠ ଫିଚର ଫିଲ୍ମ ଏବଂ ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ନୀନା ଗୁପ୍ତାଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସେଲିବ୍ରେଟି ସେଫ୍ ବିକାଶ ଖାନ୍ନା। ଏହି ଫିଲ୍ମର ପ୍ରଯୋଜକ ହେଉଛନ୍ତି ଓଡ଼ିଆ ପୁଅ […]

  • Saturday, 10 July 2021
8765887
ରାତିରେ ହୋଟେଲ୍‌ରେ ଏ କ’ଣ କରୁଛନ୍ତି ଶିଳ୍ପା !

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଗୋଟିଏ ଭିଡିଓ ଶେଆର୍‌ କରି ଟ୍ରୋଲର ଶିକାର ହୋଇଛନ୍ତି। ସୋଶାଲ୍‌ ମିଡିଆ ୟୁଜରମାନେ ତାଙ୍କୁ ନିନ୍ଦା କରିବା ସହିତ ବିଭିନ୍ନ ଖରାପ ପ୍ରତିକ୍ରିୟା ଦେଇ ଟ୍ରୋଲ୍‌ କରୁଛନ୍ତି। ଏହି ଭିଡିଓରେ ଶିଳ୍ପା ଏକ ପାର୍ଟିରେ ପ୍ଲେଟ୍ ଭାଙ୍ଗି ତାଙ୍କ ସାଙ୍ଗମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ତାଙ୍କର କିଛି ସାଥୀ ଭଙ୍ଗା ପ୍ଲେଟ୍ ଉପରେ ନାଚ କରୁଥିବା ବେଳେ ଆଉ କିଛି ସାଥୀ ପ୍ଲେଟ୍ ଫୋପାଡ଼ି ଭାଙ୍ଗୁ […]

  • Saturday, 10 July 2021
7654567
ଭାଇରାଲ ହେଲା ରାନୁଙ୍କର ଆଉ ଏକ ଗୀତ

ମୁମ୍ବାଇ: ରାନୁ ମଣ୍ଡଳ। ଏ ନାଁ ଏବେ କିଏ ବା ନ ଜାଣେ! ରାନୁଙ୍କ ସଫଳତା ଧୀରେ ଧୀରେ ଆକାଶ ଛୁଇଁବାକୁ ଲାଗିଲାଣି। ତାଙ୍କ ପ୍ରଥମ ଗୀତ ‘ତେରୀ ମେରୀ କାହାନୀ’ ତାଙ୍କୁ କେବଳ ବଲିଉଡ୍‌ରେ ପରିଚୟ ଦେଇନି, ପ୍ରତ୍ୟେକ ଭାରତୀୟଙ୍କ ହୃଦୟରେ ସ୍ଥାନ ମଧ୍ୟ ଦେଇଛି। ଏହି ଗୀତଟି ରିଲିଜ୍‌ ହେବା ପୂର୍ବରୁ ହିଁ ସୋଶାଲ୍ ମିଡିଆରେ ଭାଇରାଲ୍‌ ହୋଇଯାଇଥିଲା। ସେହିପରି ରାନୁଙ୍କ ନୂଆ ଗୀତ ‘ଆଦତ୍’କୁ ଲୋକେ ପସନ୍ଦ କରିଛନ୍ତି। ‘ଆଦତ୍’ ଗୀତର ମେକିଂ […]

  • Saturday, 10 July 2021
875678
ଜନ୍ମଦିନରେ ମୋଦିଙ୍କୁ ଏମିତି ଉପହାର ଦେଲେ ବଲିଉଡ୍‌ ନିର୍ଦ୍ଦେଶକ ଭଂଶାଲୀ

ମୁମ୍ବାଇ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ। ଏଥିପାଇଁ ଦେଶ ବିଦେଶରୁ ତାଙ୍କ ପାଖକୁ ଛୁଟୁଛି ଶୁଭେଚ୍ଛାର ସୁଅ। ବଲିଉଡ୍ ସେଲେବ୍ରିଟିମାନେ ମଧ୍ୟ ଟ୍ୱିଟ୍‌ କରି ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ତେବେ ଏହି ଅବସରରେ  ବଲିଉଡ୍‌ର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂଶାଲୀ ପ୍ରଧାନମନ୍ତ୍ରୀଙ୍କୁ  ଏକ ବଡ଼ ଉପହାର ଦେଇଛନ୍ତି। ମୋଦିଙ୍କ ଜୀବନ ଉପରେ ଆଧାରିତ ଏକ ସ୍ପେଶାଲ୍ ଫିଲ୍ମ ‘ମନ୍ ବୈରାଗୀ’ର ଫାଷ୍ଟ୍‌ ଲୁକ୍‌କୁ ସେ ଉପହାର ସ୍ୱରୂପ ତାଙ୍କୁ ଭେଟି ଦେଇଛନ୍ତି। […]

  • Saturday, 10 July 2021
33 (1)
ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ଭୁବନେଶ୍ୱର: ଓଡିଶାରୁ ମାୟାନଗରୀ। ସ୍ୱପ୍ନ ଥିଲା ଜଣେ ସୁପର ମଡେଲ୍‌ ହେବେ ନହେଲେ କରନ୍‌ ଜୋହରଙ୍କ ଫିଲ୍ମର ହିରୋଇନ୍‌। ସେଇ ଆଶା ଆଉ ନିଶାକୁ ଜାବୁଡ଼ି ନଇଶା ଧାଇଁଥିଲେ ମୁମ୍ବାଇ। ଆଉ ସେ ତାଙ୍କ ସ୍ୱପ୍ନକୁ ମଧ୍ୟ ସାକାର କରିଛନ୍ତି। ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିଲେ ନଇଶା ଭାର୍ଗବୀ। ପିଲାଦିନ କଟିଥିଲା ଦିଲ୍ଲୀରେ। ‘ଲି ଷ୍ଟାର୍ସବର୍ଗ ଥିଏଟର ଏବଂ ଫିଲ୍ମ ଇନ୍‌ଷ୍ଟିଚ୍ୟୁଟ୍‌’, ନ୍ୟୁୟର୍କରେ ସେ ପାଠ ପଢିଛନ୍ତି। ସେଠାରୁ ଫେରିବା ପରେ ନଇଶା ମୁମ୍ବାଇର ମିଠିବାଇ କଲେଜ୍‌ […]

  • Saturday, 10 July 2021
Untitled-1
ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ନୂଆଦିଲ୍ଲୀ:ବଲିଉଡ୍‌ କିଙ୍ଗ ଶାହରୁଖ ଖାନ୍‌ଙ୍କ ପତ୍ନୀ ଗୌରୀ ଖାନ୍ ଆଜିକାଲି ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ସେ ନିଜ ଟ୍ୱିଟରରେ ଏପରି ଏକ ମଜାଦାର ତଥ୍ୟର ଖୁଲାସା କରିଛନ୍ତି ଯାହା ଖାଲି ଶାହରୁଖ -କାଜୋଲଙ୍କ ଫ୍ୟାନ୍ସଙ୍କୁ ଆଶ୍ଚଯ୍ୟ କରିନି ବରଂ ସେମାନଙ୍କୁ ୯୦ ଦଶକକୁ ଫେରାଇ ନେଇଛି । ସେ ଟ୍ୱିଟରରେ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି ଯାହା ଖୁବ୍‌ ଭାଇରାଲ ହୋଇଛି। ଅଭିନୟ ଜଗତରେ ଗୌରୀ ଖାନଙ୍କର ଦଖଲ ନାହିଁ ସତ, ହେଲେ ତାଙ୍କର ପ୍ରଭାବ […]

  • Saturday, 10 July 2021
sss2
ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ...

ମୁମ୍ୱାଇ :  ବଲିଉଡ୍‌ ସେଲେବ୍ରିଟି ଶିଳ୍ପା ସେଟ୍ଟି ତାଙ୍କର ଫିଟ୍‌ନେସ୍‌ ଓ ବଡ଼ିକୁ ନେଇ ବେଶ୍‌ ଲୋକପ୍ରିୟ। ଅନେକ ସମୟରେ ଶିଳ୍ପା ବ୍ରାଣ୍ଡେଡ୍‌ ଜିନିଷ ପିନ୍ଧି କ୍ୟାମେରା ସାମ୍ନାକୁ ଆସିଥାନ୍ତି। ନିକଟରେ ଶିଳ୍ପାଙ୍କୁ ଦାମୀ ଜୋତା ଓ ଷ୍ଟାଇଲିସ୍‌ ଡ୍ରେସ୍‌ ପିନ୍ଧିଥିବା  ଦେଖିବାକୁ ମିଳିଛି। ଗୋଟିଏ ଇଭେଣ୍ଟରେ ଶିଳ୍ପା ବ୍ରାଉନ୍ କଲର୍ ଜ୍ୟାକେଟ୍ ଓ ଜୋତା ପିନ୍ଧିଥିଲେ। ଜ୍ୟାକେଟ୍‌ଟି Materiel Tbilisi ବ୍ରାଣ୍ଡର ହୋଇଥିବା ବେଳେ ଜୋତାଟି ଇଟାଲିଆନ୍‌ ଫ୍ୟାଶନ୍ ବ୍ରାଣ୍ଡ rene caovillaର ଥିଲା। ଜ୍ୟାକେଟ୍‌ର […]

  • Saturday, 10 July 2021
ranu
ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ: ରେଲୱେ ପ୍ଲାଟଫର୍ମରେ ଲତା ମଙ୍ଗେସକରଙ୍କ ଗୀତ ଗାଇ ବଲିଉଡ୍‌ରେ ଇଣ୍ଡଷ୍ଟ୍ରୀରେ ପାଦ ରଖିଥିବା ରାନୁ ମଣ୍ଡଳ ଇଣ୍ଟରନେଟ୍‌ର ନୂଆ ସୁପରଷ୍ଟାର ଭାବରେ ପରିଚିତ ହୋଇଛନ୍ତି। ତାଙ୍କର ଗୀତକୁ ସୋଶାଲ ମିଡିଆରେ ୟୁଜର୍ସ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି। ରାନୁ ବଲିଉଡ୍‌ ସିଙ୍ଗର୍‌ ହିମେଶ ରେଶମିଆଙ୍କ ସହିତ ତିନୋଟି ଗୀତ ରେକର୍ଡ କରି ସାରିଛନ୍ତି। ବର୍ତ୍ତମାନ ରାନୁଙ୍କର ଆଉ ଏକ ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓରେ ରାନୁ ତାଙ୍କ ଝିଅ ଏଲିଜାବେଥ୍‌ ସାଥି […]

  • Saturday, 10 July 2021
Untitled-1
ରୁପେଲି ପରଦାକୁ ଫେରିଲେ କି ଜାୟରା !

ମୁମ୍ବାଇ: ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫିଲ୍ମ ‘ଦ ସ୍କାଇ ଇଜ୍‌ ପିଙ୍କ୍’ର ଟ୍ରେଲର ରିଲିଜ୍‌ ହୋଇଯାଇଛି। ଦୀର୍ଘଦିନ ପରେ ପ୍ରିୟଙ୍କା ଏହି ଫିଲ୍ମ ଜରିଆରେ ବଲିଉଡ୍‌କୁ ଫେରିଛନ୍ତି। ପ୍ରିୟଙ୍କାଙ୍କ ଫ୍ୟାନ୍‌ଙ୍କ ପାଇଁ ଏକ କୌଣସି ବଡ଼ ଉପହାରଠୁ କମ୍‌ ନୁହେଁ। ଫିଲ୍ମରେ ପ୍ରିୟଙ୍କାଙ୍କ ସହ ଫରହାନ୍ ଅଖତର୍ ଓ ରୋହିତ ଶରଫ ଲିଡ୍‌ ରୋଲ୍‌ରେ ଅଭିନୟ କରିଛନ୍ତି। ହେଲେ ଫିଲ୍ମରେ ନଜର ଆସୁଥିବା ଜାୟରା ୱସିମ୍‌ଙ୍କୁ ଦେଖି ଦର୍ଶକ ଖୁସି ହେବା ପରିବର୍ତ୍ତେ ଫିଡ଼ିକି ଯାଇଛନ୍ତି। […]

  • Saturday, 10 July 2021
Capture
ଅନ୍ତର୍ଜାତୀୟ ସ୍ତରରେ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ଭୁବନେଶ୍ୱର: ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କୃତ।  ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାତା ସ୍ନେହାଶିଷ ଦାସଙ୍କ ନିର୍ଦ୍ଦେଶିତ ‘କୋକଲି-ଫିସ୍ ଆଉଟ ଅଫ ଓ୍ୱାଟର’କୁ ଅନ୍ତର୍ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ମେକ୍ସିକୋର ବକାଲାର୍ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହି ଫିଲ୍ମ ଶ୍ରେଷ୍ଠ ଫିଚର୍ ଫିଲ୍ମ ଭାବେ ପୁରସ୍କୃତ ହୋଇଛି। ଏହି ମହୋତ୍ସବରେ ‘କୋକଲି’କୁ ଶ୍ରେଷ୍ଠ ଫିଚର ଫିଲ୍ମ ପୁରସ୍କାର ମିଳିବା ସହ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଏବଂ ନିର୍ଦ୍ଦେଶକ ସ୍ନେହାଶିଷ ଦାସଙ୍କୁ […]

  • Saturday, 10 July 2021
salu
ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ୍‌ ଏବେ ନିଜ ଅପକମିଂ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂକୁ ନେଇ ବ୍ୟସ୍ତ। ନିକଟରେ ସଲମାନ ଜୟପୁରରୁ ଶୁଟିଂ ସାରି ଫେରିଛନ୍ତି। ଏବେ ଏହାର ଶୁଟିଂ ମୁମ୍ବାଇରେ ହେଉଛି। ବର୍ତ୍ତମାନ ଲଗାଣ ବର୍ଷା ଯୋଗୁ ପୂରା ମୁମ୍ବାଇ ବେହାଲ ହୋଇପଡ଼ିଛି ଓ ଚାରିଆଡ଼େ ଆଣ୍ଠୁଏ ଆଣ୍ଠୁଏ ପାଣି ଜମିଛି। ହେଲେ ସଲମାନଙ୍କ ଶୁଟିଂ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ସଲମାନ ବର୍ଷାରେ ଫିଲ୍ମ ସେଟ୍‌କୁ ଯିବା ପାଇଁ ଏକ ସହଜ ଉପାୟ […]

  • Saturday, 10 July 2021
priyanka
ନାଁ ବଦଳାଇ ଦେଲେ କି ପ୍ରିୟଙ୍କା ଚୋପ୍ରା?

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ କିଏ ଅବା ନଜାଣେ। ବଲିଉଡ୍‌ରେ ସେ ହେଉଛନ୍ତି ଅନ୍ୟତମ ସଫଳ ନାୟିକା। ତାଙ୍କ ଲୋକପ୍ରିୟତା କେବଳ ଦେଶ ଭିତରେ ସୀମିତ ହୋଇ ରହିନାହିଁ। ବିଦେଶରେ ବି ସେ ଖୁବ୍ ଚର୍ଚ୍ଚିତ। ସେ ବଲିଉଡ୍ ସହିତ ହଲିଉଡ୍ ଫିଲ୍ମ ବି କରୁଛନ୍ତି। ଏହା ସତ୍ତ୍ୱେ ଗୁଗୁଲ୍‌ ତାଙ୍କୁ ନେଇ ଏକ ସାଂଘାତିକ ଭୁଲ୍ କରି ଦେଇଛି। ପ୍ରିୟଙ୍କା ଚୋପ୍ରା ବଦଳରେ ତାଙ୍କୁ ପ୍ରିୟଙ୍କା ସିଂହ ବୋଲି ଲେଖିଛି। ଯଦି ପ୍ରିୟଙ୍କା ଜୋନ୍‌ସ […]

  • Saturday, 10 July 2021
kiku-1
ଗୋଟିଏ କପ୍‌ ଚା’ ଓ କଫି ପିଇଲେ, ବିଲ୍‌ ଆସିଲା ୭୮, ୬୫୦ ଟଙ୍କା

ନୂଆଦିଲ୍ଲୀ: ହୋଟେଲରେ କଫି ଆଉ ଚା’ ପିଇବ ଆଉ ବିଲ୍‌ ୭୮ ହଜାର ୬୫୦ ଟଙ୍କା ! ବାପ୍‌ରେ ବାପ୍‌ । ସାମାନ୍ୟ ଚା’ ଓ କଫି ପାଇଁ ଏତେ ମୋଟା ଅଙ୍କର ବିଲ୍‌ ଦେଖି ଚମକି ଗଲେ ନା। ହେଲେ ଏମିତି ଘଟଣାକୁ ସାମ୍ନା କରିଛନ୍ତି ବଲିଉଡ୍‌ ଅଭିନେତା ତଥା ଟେଲିଭିଜନ କମେଡି ଷ୍ଟାର୍ କିକୁ ଶାର୍‌ଦା। ନିଜେ କିକୁ ତାଙ୍କ ଟ୍ୱିଟର୍‌ ପେଜ୍‌ରେ ଏହାକୁ ଶେୟାର କରିଛନ୍ତି। ନିକଟରେ ଅଭିନେତା ରାହୁଲ୍‌ ବୋଷଙ୍କୁ ମଧ୍ୟ […]

  • Saturday, 10 July 2021
sunny
ଶୁଟିଂ ସେଟ୍‌ରେ କାନ୍ଦି ପକାଇଥିଲେ କରଣ ; କାହିଁକି ଜାଣନ୍ତି ?

ମୁମ୍ବାଇ: ବଲିଉଡ୍‌ରେ ପାଦ ଥାପିଛନ୍ତି ସନ୍ନି ଦେଓଲଙ୍କ ପୁଅ କରଣ। ତାଙ୍କ ଡେବ୍ୟୁ ଫିଲ୍ମର ନାଁ ‘ପଲ୍‌ପଲ୍ ଦିଲ୍‌ କେ ପାସ୍‌’। ଏହାର ନିର୍ଦ୍ଦେଶନା ଦେଇଛନ୍ତି ନିଜେ ସନ୍ନି ଦେଓଲ। ଇତିମଧ୍ୟରେ ଫିଲ୍ମର ଟ୍ରେଲର୍‌ ମଧ୍ୟ ରିଲିଜ୍‌ ହୋଇଯାଇଛି, ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ତେବେ ଜାଣିଛନ୍ତି, ଡେବ୍ୟୁ ଫିଲ୍ମର ପ୍ରଥମ ଦିନର ଶୁଟିଂ ବେଳେ କାନ୍ଦି ପକାଇଥିଲେ କରଣ। ଏକ ସାକ୍ଷାତକାରରେ ସେ ନିଜେ ଏ କଥା କହିଥିଲେ।   View this post […]

  • Saturday, 10 July 2021
nick
ସ୍ୱାମୀଙ୍କ ବୟସକୁ ନେଇ ପ୍ରିୟଙ୍କାଙ୍କୁ ମଜାକ୍‌ ଉଡ଼ାଇଲେ ଫ୍ୟାନ୍‌ସ, ନିକ୍‌ ଦେଲେ ଏମିତି ଜବାବ୍‌

ନୂଆଦିଲ୍ଲୀ: ଏମିତିରେ ସୋଶାଲ ମିଡିଆରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ୍‌ ଜୋନ୍‌ସଙ୍କୁ ନେଇ ସବୁବେଳେ ଚର୍ଚ୍ଚା । ଏବେ ଏକ ଫଟୋକୁ ନେଇ ପୁଣି ଥରେ  ଚର୍ଚ୍ଚାକୁ ଆସିଛନ୍ତି ପ୍ରିୟଙ୍କା-ନିକ୍‌।  ଫ୍ୟାନ୍ସମାନେ ଏହି ଫଟୋ ଏବଂ ପ୍ରିୟଙ୍କାଙ୍କ କମେଣ୍ଟକୁ ଦେଖି ଏମିତି ମଜାକ ଉଡ଼ାଇଥିଲେ ଯେ ଶେଷରେ ନିକ୍‌ଙ୍କୁ ମୁହଁ ଖୋଲିବାକୁ ପଡ଼ିଲା। ନିକଟରେ ପ୍ରିୟଙ୍କା ପତି ନିକଙ୍କ ସହ ଏକ ଫଟୋ ସୋଶାଲ ମିଡିଆରେ ସେୟାର କରିଥିଲେ। ଏହି ଫଟୋରେ ନିକ୍‌ଙ୍କ ନୂଆ ପ୍ରୋଜେକ୍ଟ ବିଷୟରେ […]

  • Saturday, 10 July 2021