• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

Unlock
ଅନ୍‌ଲକ୍‌ ଗାଇଡ୍‌ଲାଇନ୍‌, ବିୟୁଟି ପାର୍ଲର-ସ୍ପା-ଜିମ୍-ସେଲୁନ୍ ଖୋଲିବାକୁ ମିଳିଲା ଅନୁମତି

ଆସିଛି ଜୁଲାଇ ମାସ ପାଇଁ ନୂଆ ଗାଇଡଲାଇନ୍ ।  ଅଗଷ୍ଟ ୧ ଯାଏଁ  ସାରା ରାଜ୍ୟରେ ଆଂଶିକ ଲକଡାଉନ ଜାରି ରହିବ । ତେବେ ଏହି ସମୟରେ ସବୁଠୁ ବଡ଼ କଥା ହେଲା, ରାଜ୍ୟରେ ପାର୍କ, ମଲ୍, ସିନେମା ହଲ୍ ଖୋଲିବ ନାହିଁ ।

covid19
ଏଣିକି ଦୈନିକ ୧୦ହଜାର ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢ଼ିବ କରୋନା ଟେଷ୍ଟିଂ ସଂଖ୍ୟା। ରାଜ୍ୟରେ ଏଣିକି ଦୈନିକ ୧୦ହଜାର ଟେଷ୍ଟ କରାଯିବ। RT-PCRରେ ୭ହଜାର ଏବଂ ୩ହଜାର ଆଣ୍ଟିଜେନ୍ ଟେଷ୍ଟ କରାଯିବ। ଏହାସହ ଆଉ ୨ ଲକ୍ଷ ଆଣ୍ଟିଜେନ୍ କିଟ୍ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏଭଳି ସୂଚନା ଦେଇଛନ୍ତି ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସ ନିର୍ଦ୍ଦେଶକ ଅଜୟ ପରିଡ଼ା। ସେ କହିଛନ୍ତି, ଆମ ସମସ୍ତଙ୍କ ପାଇଁ ଆଗାମୀ ୧୪ ଦିନ ଗୁରୁତ୍ୱପୂର୍ଣ୍ଣ। ଗଞ୍ଜାମ, ଖୋର୍ଦ୍ଧା, କଟକ ଓ ଯାଜପୁର ଜିଲ୍ଲା ସହ ରାଉରକେଲାରୁ […]

  • Thursday, 15 July 2021
Enginer
କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

covid
୨୪ ଘଣ୍ଟାରେ ୨ଲକ୍ଷରୁ ଅଧିକ କରୋନା ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ: କରୋନା ମହାମାରୀ ଥମିବାର ନାଁ ନେଉନାହିଁ। ସାରା ଦୁନିଆରେ ଏହି ମହାମାରୀ ତା’ର କାୟା ବିସ୍ତାର କରିବାରେ ଲାଗିଛି ଏବଂ ୨୪ ଘଣ୍ଟାରେ ପୁଣିଥରେ ରେକର୍ଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚଓ) ଅନୁଯାୟୀ, ଦିନକ ମଧ୍ୟରେ ସମଗ୍ର ବିଶ୍ୱରେ ୨ଲକ୍ଷ ୩୦ହଜାର କରୋନାରେ ସଂକ୍ରମିତ ହୋଇଛନ୍ତି। କରୋନା ମାମଲାରେ ଆମେରିକା ପୁଣିଥରେ ଏକ ନମ୍ବର ସ୍ଥାନରେ ରହିଛି, ଯେଉଁଠାରେ ଗତ ୨୪ ଘଣ୍ଟା ଭିତରେ ରେକର୍ଡ ୬୬ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ […]

  • Thursday, 15 July 2021
fabi-flu
କମିଲା ଫାବି ଫ୍ଲୁ ମେଡିସିନ୍ ଦର

ନୂଆଦିଲ୍ଲୀ: ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟ ହ୍ରାସ କରାଯାଇଛି। କମ୍ପାନୀ ପକ୍ଷରୁ ଫାବି ଫ୍ଲୁ ମେଡିସିନର ମୂଲ୍ୟରେ ୨୭ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ଗୋଟିଏ ଟାବ୍ଲେଟର ଦାମ୍ ୧୦୩ ଟଙ୍କା ଥିବା ବେଳେ ଏବେ ଏହା ୭୫ ଟଙ୍କାକୁ କମି ଆସିଛି। ଏହି ମେଡିସିନକୁ କରୋନାର ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କୁ ଚିକିତ୍ସା ପାଇଁ ଦିଆଯାଇଥାଏ। ଫାବିପିରାବିର ବର୍ଗର ଏହି ଫାବି ଫ୍ଲୁ କ୍ଲିନିକାଲ୍ ଟ୍ରାଏଲରେ ସଫଳ […]

  • Thursday, 15 July 2021
vaccine
ସଫଳ ହେଲା କରୋନା ଭ୍ୟାକସିନ୍ କ୍ଲିନିକାଲ୍ ଟ୍ରାଏଲ୍!

କରୋନା ଟିକାକୁ ନେଇ ବଢ଼ୁଛି ଆଶା। ପ୍ରଥମ ସମ୍ଭାବ୍ୟ ଭ୍ୟାକସିନ୍ ଭାବେ କ୍ଲିନିକାଲ୍ ଟ୍ରାଏଲ୍ ସଫଳ ହୋଇଥିବା ଦାବି କଲା ଋଷ୍‌ର ସେଚେନୋଭ୍ ବିଶ୍ୱବିଦ୍ୟାଳୟ। ଏହା ମଣିଷର ସ୍ୱାସ୍ଥ୍ୟ ପ୍ରତି ନିରାପଦ ବୋଲି ସୁନିଶ୍ଚିତ ହୋଇଥିବା ଦାବି କରାଯାଇଛି। ଏନେଇ ଦିଲ୍ଲୀ ସ୍ଥିତ ଋଷ ଦୂତାବାସ ପକ୍ଷରୁ ମଧ୍ୟ ଟୁଇଟ୍ କରାଯାଇଛି। ଜୁନ୍ ୧୮ରୁ ୨ଟି ପର୍ଯ୍ୟାୟରେ ଏହି ସମ୍ଭାବ୍ୟ ଟିକାର କ୍ଲିନିକାଲ୍ ଟ୍ରାଏଲ୍ ସେଚେନୋଭ୍ ଫାଷ୍ଟ୍ ମସ୍କୋ ଷ୍ଟେଟ୍ ମେଡିକାଲ୍ ୟୁନିଭର୍ସିଟିରେ ହୋଇଥିଲା। ଜୁନ୍ ୧୮ରେ […]

  • Thursday, 15 July 2021
co
ଭାରତରେ କମୁଛି କରୋନା ମୃତ୍ୟୁହାର

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପି ଚାଲିଛି। କିନ୍ତୁ ଏହା ମଧ୍ୟରେ ଆଶ୍ୱସ୍ତିକର କଥା ହେଉଛି ଯେ ଦେଶରେ କରୋନା ମୃତ୍ୟୁ ହାର ହ୍ରାସ ପାଉଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଶୁକ୍ରବାର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ମାସକ ତଳେ ଦେଶରେ କୋଭିଡ୍-୧୯ ମୃତ୍ୟୁ ହାର ୨.୮୨ ପ୍ରତିଶତ ଥିଲା, କିନ୍ତୁ ଏହା ଏବେ ୨.୭୨ ପ୍ରତିଶତକୁ ହ୍ରାସ ପାଇଛି, ଯାହା ଅନ୍ୟ ଦେଶ ତୁଳନାରେ ବହୁତ କମ୍। ମନ୍ତ୍ରାଳୟ […]

  • Thursday, 15 July 2021
corona
ଦେଶରେ କରୋନା ସ୍ଥିତି ଅଣାୟତ, ଦିନକରେ ୨୨,୭୫୨ ପଜିଟିଭ୍

ନୂଆଦିଲ୍ଲୀ: ଭାରତରେ ଦିନକୁ ଦିନ ଅଣାୟତ ହେବାରେ ଲାଗିଛି କରୋନାଭାଇରସ୍। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ପାଖାପାଖି ୨୩ହଜାର ପଜିଟିଭ୍ ମାମଲା ସାମ୍ନାକୁ ଆସିଛି। ବୁଧବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟ ଅନୁଯାୟୀ, ଦିନକରେ ମୋଟ ୨୨,୭୫୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେହିପରି ୨୪ ଘଣ୍ଟା ଭିତରେ ୪୮୨ ଜଣ ଏହି ମହାମାରୀରେ ପ୍ରାଣ ହରାଇଛନ୍ତି। ଏଥିସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୪୨,୪୧୭ରେ ପହଞ୍ଚିଯାଇଛି। ସେହିପରି ମୃତ୍ୟୁ ସଂଖ୍ୟା ୨୦,୬୪୨କୁ ବୃଦ୍ଧି […]

  • Thursday, 15 July 2021
bsf
୩୬ ବିଏସଏଫ୍ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବଢ଼ିବାରେ ଲାଗିଛି। ଏହି ମହାମାରୀରେ ପ୍ରଭାବିତ ହୋଇଛନ୍ତି ବିଏସଏଫର କର୍ମଚାରୀ। ଗତ ୨୪ ଘଣ୍ଟାରେ ବିଏସଏଫର ୩୬ଜଣ କର୍ମଚାରୀଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଛି। In the last 24 hours, 36 more Border Security Force (BSF) personnel tested positive for #COVID19 and 33 have recovered. There are 526 active cases and 817 personnel have recovered till date: […]

  • Thursday, 15 July 2021
covaxin
କରୋନା ଭାକସିନ୍ ବିବାଦ, ସ୍ପଷ୍ଟୀକରଣ ଦେଲା ଆଇସିଏମ୍‌ଆର୍

ନୂଆଦିଲ୍ଲୀ: ଅଗଷ୍ଟ ୧୫ ସୁଦ୍ଧା କରୋନା ଭାକସିନ୍ ‘କୋଭାକ୍ସିନ’ର ଲୋକାର୍ପଣ ଲାଗି ଆଇସିଏମ୍ଆରର ନିଷ୍ପତ୍ତିକୁ ନେଇ ବିବାଦ ଦେଖା ଦେଇଛି। ତେବେ ବିବାଦ ଅଧିକ ଘନେଇବାରୁ ଆଇସିଏମ୍ଆର ଏନେଇ ସ୍ପଷ୍ଟୀକରଣ ଦେଇଛି। ଆଇସିଏମ୍ଆର କହିଛି ଯେ ‘କୋଭାକ୍ସିନ’ ଲୋକାର୍ପଣ ପୂର୍ବରୁ ମାନବିକ ସୁରକ୍ଷାକୁ ସର୍ବୋପରି ପ୍ରାଧାନ୍ୟ ଦିଆଯାଇଛି। ମାନବିକ ସୁରକ୍ଷାକୁ ଅକ୍ଷୁର୍ଣ୍ଣ ରଖିବା ସହ ସଂସ୍ଥା କେବଳ ନାଲିଫିତାବାଦ ବିଳମ୍ବକୁ ତ୍ୱରାନ୍ୱିତ କରିବାକୁ ପଦକ୍ଷେପ ନେଇଛି। ତେବେ ‘କୋଭାକ୍ସିନ’ର ମାନବିକ ପ୍ରୟୋଗକୁ ନେଇ କୌଣସି ପ୍ରକାର ସନ୍ଦେହ […]

  • Thursday, 15 July 2021
school
ଏବେ ଖୋଲିବ ନାହିଁ ସ୍କୁଲ ଓ କଲେଜ୍‌

କ୍ୟାଟେଗୋରୀ A ଜିଲ୍ଲା ଗୁଡ଼ିକ ହେଲା- ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା, ଢେଙ୍କାନାଳ, ଅନୁଗୁଳ ଓ କେନ୍ଦୁଝର।

aiims
ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବିରୋଧୀ ଦଳର ନେତା ଓ ଉପନେତା

ସେହିପରି କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିବା ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଛି। ତାଙ୍କୁ ଏବେ ଅକ୍ସିଜେନ୍ ସପୋର୍ଟର ଆବଶ୍ୟକତା ନାହିଁ। ତାଙ୍କର କିଡନୀ ଜନିତ ସମସ୍ୟା ଥିଲା ତାହାର ଏବେ ଚିକିତ୍ସା ଚାଲିଛି ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସର ଅଧୀକ୍ଷକ କହିଛନ୍ତି।

bus
କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବରେ ଚଳାଚଳ କରିବ ବସ୍‌

ସେହିପିରି ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ କିନ୍ତୁ ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ। କାଟେଗୋରୀ ବି ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ ବୋଲି ସରକାର ସୂଚନା ଦେଇଛନ୍ତି।

lockdown
ଅଗଷ୍ଟ ୧ ଯାଏ ବଢ଼ିଲା ଓଡ଼ିଶାରେ ଆଂଶିକ ଲକ୍‌ଡାଉନ୍‌

ଭୁବନେଶ୍ୱର: ରାଜ୍ୟରେ ଅଗଷ୍ଟ ୧ ଯାଏ ଆଂଶିକ ଲକ୍‌ଡାଉନ୍‌ ଅବଧିକୁ ବୃଦ୍ଧି କରାଯାଇଛି। ଏନେଇ ଆଜି ମୁଖ୍ୟ ସଚିବ ଘୋଷଣା କରିଛନ୍ତି। 

pfizer
ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର

ନୂଆଦିଲ୍ଲୀ: ଜୁଲାଇ ବେଳକୁ ଭାରତରେ ମିଳିପାରେ ଫାଇଜର ଟିକା। ଆମେ ଫାଇଜର ସହ ଯୋଗାଯୋଗରେ ଅଛୁ ବୋଲି ନିତି ଆୟୋଗ ସଦସ୍ୟ ଭିକେ ପଲ୍ କହିଛନ୍ତି। ଫାଇଜର ଆମଠାରୁ କଣ ଆଶା କରୁଛି ସେନେଇ ଆଲୋଚନା ଚାଲିଛି। ଆମେ ତାଠାରୁ କଣ ଆଶା ରଖିଛୁ, ସେନେଇ ଆଲୋଚନା ଚାଲିଛି। ଭାରତ ପାଇଁ ଲାଇସେନ୍ସ ପାଇବାକୁ ଫାଇଜର ଆବେଦନ କରିବ। ଆବେଦନ କରିବା ପରେ ବିଚାରକୁ ନିଆଯାଇ ମଂଜୁରୀ ବ୍ୟବସ୍ଥା କରାଯିବ। ସେହିପରି ଟିକା ନେଇ ଥିବା ସଂଶୟ […]

  • Thursday, 15 July 2021
Gas_Leak_1621764828
ଗ୍ୟାସ୍ ଲିକ୍ ହୋଇ ୧୫ ଅସୁସ୍ଥ

ଭୁବନେଶ୍ୱର: ପାରାଦୀପ ଗଡ଼ରେ ଆମୋନିଆ ଗ୍ୟାସ୍ ଲିକ୍ ହୋଇ ୧୫ ଜଣ ଅସୁସ୍ଥ ହୋଇଛନ୍ତି। ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଓ ବରଫ କଳରୁ ଲିକ୍ ହୋଇଥିବା ନେଇ ସୂଚନା ମିଳିଛି। ଏଥିରେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ SCB ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ଭିତରେ ୮ ବର୍ଷର ଶିଶୁ ରହିଛି। ଆମୋନିଆ ଗ୍ୟାସ୍ ଲିକ୍‌ର କାରଣ ଜଣାପଡ଼ିନାହିଁ। ଗ୍ୟାସ୍ ନିୟନ୍ତ୍ରଣ କରିବାକୁ ପାଖ ଶିଳ୍ପାଞ୍ଚଳର ଟେକ୍ନିସିଆନକୁ ଡକାଯାଇଛି। ଗ୍ୟାସ ଲିକ ନେଇ ଫ୍ୟା୍ରି ଆଣ୍ଡ ବଏଲର୍ […]

  • Thursday, 15 July 2021
infants
ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ଆସିଲା ମାର୍ଗଦର୍ଶିକା

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହରରେ ଅଧତ୍କ ଶିଶୁ ସଂକ୍ରମିତ ହେଉଛନ୍ତି। ୨ରୁ ୧୮ ବର୍ଷ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଛୋଟ ପିଲାଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ACS ମାର୍ଗଦର୍ଶିକା ଜାରି କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ACS ଚିଠି କରିଛନ୍ତି। ସେଥିରେ ଉଲ୍ଲେଖ ରହିଛି ଯେ- କୋଭିଡ୍ ପଜିଟିଭ ଚିହ୍ନଟ ଅଭିଭାବକ ଯଥାସମ୍ଭବ ଆଇସୋଲେସନରେ ରୁହନ୍ତୁ। ଛୋଟପିଲାଙ୍କୁ ସେମାନଙ୍କଠାରୁ ଦୂରେଇ ଅନ୍ୟତ୍ର ରଖିବାର ବ୍ୟବସ୍ଥା ହେଉ। ନବଜାତ ଶିଶୁର […]

  • Thursday, 15 July 2021
baby
ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଶିଶୁଙ୍କ କ୍ଷେତ୍ରରେ କରୋନା ମୁକାବିଲା ନେଇ ସ୍ୱତନ୍ତ୍ର ରଣନୀତି ତିଆରି କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ଏନେଇ ସମସ୍ତ ଜିଲ୍ଲାପାଳ ଏବଂ ମେଡ଼ିକାଲ୍ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ରାଜ୍ୟର ସମସ୍ତ ହସ୍ପିଟାଲରେ ପେଡିଆଟ୍ରିକ କୋଭିଡ୍ ଉଇଙ୍ଗ୍ ଗଠନ କରିବାକୁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର। ସବୁ DCHC ଏବଂ DCHରେ ୧୫ ପ୍ରତିଶତ ବେଡ୍ରେ ଏହି ପେଡିଆଟ୍ରିକ୍ କୋଭିଡ୍ ଉଇଙ୍ଗ ଗଠନ କରିବାକୁ ଏସିଏସ୍ ନିର୍ଦ୍ଦେଶ ଦେଇଛନ୍ତି। ଶିଶୁ […]

  • Thursday, 15 July 2021
corona test
କାଲିଠୁ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ

ଭୁବନେଶ୍ୱର: ଭୁନେଶ୍ୱର ମହାନଗର ନିଗମ ଅଞ୍ଚଳରେ ବୟସ୍କଙ୍କ ଭଳି ଦିବ୍ୟାଙ୍ଗଙ୍କୁ ବି ମିଳିବ ଡୋର୍ ସର୍ଭିସ। ସୁବିଧା ବୟସ୍କ ଲୋକଙ୍କୁ ଗାଡ଼ିରେ ନେଇ ଟିକା ଦିଆଯିବ। ଟିକା ଦେବା ପରେ ସେମାନଙ୍କୁ ପୁଣି ଥରେ ଗାଡ଼ିରେ ସୁରକ୍ଷିତ ଆଣି ଘରେ ଛଡ଼ାଯିବ। ବିଏମସି ଅଞ୍ଚଳରେ କରୋନା ସ୍ଥିତି ନେଇ ଆଜି ଏହି ସୂଚନା ଦେଇଛନ୍ତି ବିଏମସି କମିଶନର ସଞ୍ଜୟ ସିଂ। ଆସନ୍ତାକାଲିଠାରୁ ହିଁ ଏହି ସେବା ମିଳିବ ବୋଲି ସେ କହିଛନ୍ତି। ସେହିଭଳି ବିଭିନ୍ନ ହାଉସିଂ ସୋସାଇଟିରେ […]

  • Thursday, 15 July 2021
corona testing
ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ

ଭୁବନେଶ୍ୱର: ଏଣିକି ୱେବସାଇଟ୍‌ରେ ମିଳିବ କରୋନା ଟେଷ୍ଟ ରିପୋର୍ଟ। ଶୀଘ୍ର ଓ ସୁବିଧାରେ ରିପୋର୍ଟ ଜାଣିବା ପାଇଁ ୱେବସାଇଟରେ ମିଳିବ। ଉଭୟ ଆଣ୍ଟିଜେନ ଓ RTPCR ଟେଷ୍ଟ ରିପୋର୍ଟ ୱେବସାଇଟରେ ମିଳିବ। ନୂଆ ବ୍ୟବସ୍ଥା ନେଇ ସୂଚନା ପ୍ରଯୁକ୍ତି ସଚିବ ମନୋଜ ମିଶ୍ର ସୂଚନା ଦେଇଛନ୍ତି। ରାଜ୍ୟ କୋଭିଡ ଡ୍ୟାସବୋର୍ଡ ଓ କୋଭିଡ଼ ୧୯ ୱେବସାଇଟରେ ବ୍ୟବସ୍ଥା ହୋଇଛି। ୱେବସାଇଟକୁ ଯାଇ ନୋ ୟୋର ଟେଷ୍ଟ ରିପୋର୍ଟକୁ କ୍ଲିକ କରନ୍ତୁ। ସେଠି ସାମ୍ପଲ ଦେଲା ବେଳେ ଦେଇଥିବା […]

kotia-33
କୋଟିଆ ସହ ଆନ୍ଧ୍ର ନିର୍ବାଚନ ଅସିଦ୍ଧ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା କୋଟିଆରେ ନିର୍ବାଚନ କରିବାକୁ ନେଇ ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ଜବରଦସ୍ତ ଝଟକା। କୋଟିଆରେ ହୋଇଥିବା ପଞ୍ଚାୟତ ନିର୍ବାଚନକୁ ଆନ୍ଧ୍ର ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ନିର୍ବାଚନ ନେଇ ଥିବା ସୁପ୍ରିମକୋର୍ଟଙ୍କ ନିୟମାବଳୀ ପାଳନ କରାଯାଇ ନଥିବାରୁ ହାଇକୋର୍ଟ ଏହି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି। ଏହାସହ ପୁଣିଥରେ ନିୟମ ଅନୁସାରେ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗତ ଏପ୍ରିଲ ମାସରେ କୋଟିଆରେ ଆନ୍ଧ୍ର ନିର୍ବାଚନ କରିଥିଲା।

  • Thursday, 15 July 2021
covischield
ଘରେ ରହି କର କୋଭିଡ୍ ଟେଷ୍ଟ; ୧୫ ମିନିଟ୍‌ରେ ମିଳିବ ରେଜଲ୍ଟ

ଭୁବନେଶ୍ୱର: ଘରେ ରହି କୋଭିଡ୍ ଟେଷ୍ଟ ଲାଗି ଉଦ୍ଦିଷ୍ଟ ରାପିଡ୍ ଆଣ୍ଟିଜେନ୍ କିଟ୍‌କୁ ଗ୍ରୀନ ସିଗନାଲ। କୋଭିଡ୍ ବିରୋଧୀ ଲଢେଇର ନୋଡାଲ ସଂସ୍ଥା ଭାବେ କାର୍ଯ୍ୟ କରୁଥିବା ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଏଥିପାଇଁ ଅମୁମତି ପ୍ରଦାନ କରିଛି। ତାସହିତ ଏହି କିଟ୍‌କୁ କିଭଳି ବ୍ୟବହାର କରାଯିବା ସେନେଇ ଗାଇଡଲାଇନ୍ ବି ଜାରି କରିଛି। ଯେଉଁମାନଙ୍କର କୋଭିଡ୍ ଲକ୍ଷଣ ଥିବ କିମ୍ବା ସିଧାସଳଖ କୋଭିଡ୍ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବେ କେବଳ ସେମାନେ ହିଁ […]

Black-Fungus-Madras-Courier-14
ବ୍ଲାକ ଫଙ୍ଗସକୁ 'ମହାମାରୀ' ଘୋଷଣା

ଭୁବନେଶ୍ୱର: ବ୍ଲାକ ଫଙ୍ଗସକୁ ନୋଟିଫାଏବୁଲ ଡିଜିଜ୍ ବା ମହାମାରୀ ଘୋଷଣା। ମ୍ୟୁକରମାଇକୋସିସ୍ ବା ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରାଯାଇଛି। ବ୍ଲାକ ଫଙ୍ଗସକୁ ମହାମାରୀ ଘୋଷଣା କରିବାକୁ ସୁପାରିଶ କରିଥିଲା କେନ୍ଦ୍ର। କରୋନା ମହାମାରୀ ସାରା ଦେଶରେ କାୟା ବିସ୍ତାର କରିଚାଲିଥିବା ବେଳେ ପୁଣି ଏକ ନୂଆ ରୋଗ୍‌ ବ୍ଲାକ୍‌ ଫଙ୍ଗସ୍‌ ଆସିଛି। ଏହି ଭୂତାଣୁରେ ଅନେକ ଲୋକ ସଂକ୍ରମିତ ମଧ୍ୟ ହେଲେଣି। ତେବେ ଏହାରି ମଧ୍ୟରେ, ବ୍ଲାକ୍‌ ପଙ୍ଗସ୍‌କୁ ମହାମାରୀ ଘୋଷଣା କରିବାକୁ ସମସ୍ତ ରାଜ୍ୟ […]

  • Thursday, 15 July 2021
vaccaine
ଗୋଟିଏ ଡୋଜ୍‌ରେ ହିଁ ଦେହରେ ଆଣ୍ଟିବଡି ତିଆରି କରୁଛି କିଏ: କୋଭାକ୍ସିନ ନା କୋଭିସିଲ୍ଡ ?

ନୂଆଦିଲ୍ଲୀ: କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ତିଆରି ହେଉଛି ଆଣ୍ଟିବଡ଼ି। ଟିକା ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ICMR  ନିର୍ଦ୍ଦେଶକ ବଳରାମ ଭାର୍ଗବ। କୋଭିସିଲ୍ଡ ଓ କୋଭାକ୍ସିନ ସଂପର୍କରେ ICMR ଡିଜି ବଳରାମ ଭାର୍ଗବଙ୍କ ସୂଚନା ଦେଇଛନ୍ତି। କୋଭାକ୍ସିନ ପ୍ରଥମ ଡୋଜ୍ ନେବାର ୪ ସପ୍ତାହ ପରେ ୨ୟ ଡୋଜ୍ ନେଇହେବ। କୋଭିସିଲ୍ଡର ପ୍ରଥମ ଡୋଜର ୧୨ ସପ୍ତାହ ପରେ ୨ୟ ଡୋଜ୍ ନେଇପାରିବେ। କୋଭିସିଲ୍ଡ ପ୍ରଥମ ଡୋଜ୍ ନେଲା ପରେ ଦେହରେ ଆଣ୍ଟିବଡ଼ି […]

  • Thursday, 15 July 2021