Advertisment

କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

author-image
Sarbeswar
ଅଦ୍ୟତନ ହୋଇଛି
କରୋନା ପାଇଁ ଗାଁକୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

Enginer

ଢେଙ୍କାନାଳ: ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ। ଏହା ଭିତରେ ତାଙ୍କ ଭିସା ଅବଧି ବି ସରିଯାଇଥିଲା। ଏନେଇ ସେ ଭାରତୀୟ ଦୂତାବାସକୁ ଅବଗତ କରିଥିଲେ, ଏହି ସମୟରେ ସେ ରହୁଥିବା ଫାର୍ମ ହାଉସ ପରିସରରେ ଏକ ହତ୍ୟାକାଣ୍ଡ ଘଟିଥିଲା। ତେବେ ସ୍ଥାନୀୟ ପୋଲିସ ପ୍ରତ୍ୟକ୍ଷଦର୍ଶୀ ଭାବେ ସବ୍ୟସାଚୀଙ୍କ ଭିସା, ପାସପୋର୍ଟ ଓ ମୋବାଇଲ ଜବତ କରିଛି।

Advertisment

ସବ୍ୟସାଚୀ ଫେରିପାରୁନଥିବାରୁ ଚିନ୍ତାରେ ପରିବା। ଏଭଳି ସ୍ଥିତିରେ ଗତ ୭ ତାରିଖରେ ସବ୍ୟସାଚୀଙ୍କ ମାଆଙ୍କର ପରଲୋକ ହୋଇଛି ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ପୁଅକୁ ଫେରାଇ ଆଣିବାକୁ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ପରିବାର ଲୋକେ। ତେବେ କରୋନା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment
Coronavirus COVID-19 Dhenkanal
Advertisment
Advertisment