• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

gold ornaments
ବଢ଼ିଲା ସୁନା ଦର

ଆଜି ସୁନା-ରୂପା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ଆଜି  Multi Commodity Exchange(MCX)ରେ ସୁନା-ରୁପା ଦରରେ ସାମାନ୍ୟ ବୃଦ୍ଧି  ପାଇଛି।

gold ornaments
ଦୀପାବଳି ପୂର୍ବରୁ ମହଙ୍ଗା ହୋଇପାରେ ସୁନା

ବର୍ତ୍ତମାନ ସୁନା ଦର ଏହାର ଅଲ୍‌ ଟାଇମ୍‌ ରେକର୍ଡ ସ୍ତରରୁ ପାଖାପାଖି ୯୦୦୦ ଟଙ୍କା ଶସ୍ତା ହୋଇସାରିଲାଣି। ଗତ କିଛିଦିନ ହେବ ସୁନା-ରୁପା ଦର ଲଗାତାର ହ୍ରାସ ପାଇଛି। 

jio
ଜିଓ ଉପଭୋକ୍ତାଙ୍କ ପାଇଁ ଖୁସି ଖବର

ନୂଆଦିଲ୍ଲୀ: ଜିଓ ବ୍ୟବହାରକାରୀଙ୍କ ପାଇଁ ରିଲାଏନ୍ସ ଏକ ଖୁସି ଖବର ଆଣିଛି। ଏୟାରଟେଲ ଏବଂ ଭୋଡାଫୋନ୍ ପରେ ବର୍ତ୍ତମାନ ରିଲାଏନ୍ସ ଜିଓ ଏହାର ସମସ୍ତ ପ୍ଲାନ୍‌କୁ ବୃଦ୍ଧି କରିଛି। ଯଦି ଆପଣଙ୍କର ରିଚାର୍ଜର ଭ୍ୟାଲିଡିଟି ସମାପ୍ତ ହୋଇଛି, ତେବେ ଆପଣଙ୍କର ଆସୁଥିବା(ଇନ୍‌କମିଙ୍ଗ୍‌) କଲ୍ ର ସୁବିଧା ପାଇପାରିବେ। ଜିଓ ଏହି ନିଷ୍ପତ୍ତି ନେଇଛି ପ୍ରିୟ ଉପଭୋକ୍ତାମାନଙ୍କ ପାଇଁ, ଯାହାଦ୍ୱାରା ଉପଭୋକ୍ତାମାନେ ଲକଡାଉନ୍ ସମୟରେ ନିଜ ଲୋକଙ୍କ ସହ ଯୋଗାଯୋଗରେ ରହିପାରିବେ। କମ୍ପାନୀ ଏହା ମଧ୍ୟ ସ୍ପଷ୍ଟ କରିଛି […]

  • Monday, 26 July 2021
samsung galaxy m12
ଶସ୍ତା ହେଲା ଏହି ସ୍ମାର୍ଟଫୋନ୍‌

ସାମ୍‌ସଙ୍ଗ(Samsung) ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କ ପାଇଁ ଏକ ଭଲ ଖବର। ସାମ୍‌ସଙ୍ଗ ଏହାର Galaxy M12 ଫୋନ୍‌ର ଦାମ୍‌ କମ୍‌ କରିଛି। ଏବେ ଆପଣ ଏହି ଫୋନ୍‌ ଶସ୍ତାରେ କିଣିପାରିବେ।

gold ornaments
ପୁଣି କମିଲା ସୁନା ଦର

ଆଜି ମଧ୍ୟ ସୁନା-ରୂପା ଦରରେ ହ୍ରାସ ଘଟିଛି। ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୬ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି।

gold ornaments
ଲଗାତାର ୫ ଦିନ ପାଇଁ କମିଲା ସୁନା ଦର

ଗତ କିଛିଦିନ ଧରି ସୁନା-ରୂପା ଦରରେ ହ୍ରାସ ଘଟି ଥିବାବେଳେ ଆଜି ଲଗାତାର ୫ ଦିନ ପାଇଁ ସୁନା-ରୂପା ଦର ହ୍ରାସ ପାଇଛି। ଆଜି Multi Commodity Exchange(MCX)ରେ ସୁନା ଓ ରୂପା ଦର ହ୍ରାସ ପାଇଛି।

talking on phone
ଦୀପାବଳି ପାଇଁ ଏହି ଟେଲିକମ୍‌ କମ୍ପାନୀ ଗ୍ରାହକଙ୍କୁ ଦେଉଛି ମାଗଣା କଲ୍‌ ସୁବିଧା

ନୂଆଦିଲ୍ଲୀ: ଫେଷ୍ଟିଭ୍‌ ସିଜନ୍‌ରେ ମୋବାଇଲ୍‌ କମ୍ପାନୀଠୁ ଆରମ୍ଭ କରି ଡ୍ରେସ୍‌ ଦୋକାନୀ, ଜୁଏଲାରୀ ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ପ୍ରାୟତଃ ଅଫର ଦେଇଥାନ୍ତି। ଏହି ଅବସରରେ ଫେଷ୍ଟିଭ୍‌ ସିଜନ୍‌କୁ ଦୃଷ୍ଟିରେ ରଖି ଏମିତି ଏକ ଟେଲିକମ୍‌ କମ୍ପାନୀ ଯିଏକି ଏହାର ଗ୍ରାହକଙ୍କ ପାଇଁ ଦୁଇ ଦିନ ମାଗଣା କଲ୍‌ ସୁବିଧା ଆଣିଛି। ଏହି ଅଫର୍‌ ମାଧ୍ୟମରେ ଗ୍ରାହକମାନେ ମାଗଣାରେ କଲ୍‌ କରିପାରିବେ। ଏଥିପାଇଁ ଆପଣଙ୍କୁ ଗୋଟିଏ ବି ଟଙ୍କା ଦେବାକୁ ପଡ଼ିବ ନାହିଁ। ଏହି ଟେଲିକମ୍‌ କମ୍ପାନୀ ହେଲା […]

  • Wednesday, 21 July 2021
mobile lost
ଏବେ ସହଜରେ ମିଳିପାରିବ ଚୋରି ହୋଇଯାଇଥିବା ମୋବାଇଲ୍‌

ନୂଆଦିଲ୍ଲୀ: ମୋବାଇଲ୍‌ ଚୋରି ହୋଇଗଲେ ଆମକୁ ବହୁତ ଦୁଃଖ ଲାଗିଥାଏ। ଆଉ ଯଦି ତାହା ନୂଆ ମୋବାଇଲ୍‌ ହୋଇଥାଏ ତେବେ ଆହୁରି ମନ ଖରାପ ହୋଇଥାଏ। ଏବେ ନା ଆପଣଙ୍କୁ ଆଉ ଦୁଃଖ ଲାଗିବ ନା ମନ ଖରାପ ହେବ। କାହିଁକି ନା ଏବେ ଚୋରି କିମ୍ବା ହଜି ଯାଇଥିବା ମୋବାଇଲ୍‌ ଆପଣଙ୍କୁ ସଜଜରେ ମିଳିପାରିବ। ଏନେଇ ଖୁବ୍‌ଶୀଘ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ଯଦି ଆପଣଙ୍କର ମୋବାଇଲ୍‌ ହଜି ଯାଇଛି ତେବେ […]

  • Wednesday, 21 July 2021
facebook
ଖୁବ୍‌ ଶୀଘ୍ର ଫେସ୍‌ବୁକ୍‌ରେ ବନ୍ଦ ହେବାକୁ ଯାଉଛି ଆପଣଙ୍କର ସବୁଠୁ ପସନ୍ଦର ଫିଚର

ନୂଆଦିଲ୍ଲୀ: ବିଶ୍ୱର ବଡ଼ ସୋଶାଲ୍‌ ମିଡିଆ ପ୍ଲାଟ୍‌ପର୍ମ କୁହାଯାଉଥିବା ‘ଫେସ୍‌ବୁକ୍‌’ରେ ବହୁତ ଶୀଘ୍ର ବନ୍ଦ ହେବାକୁ ଯାଉଛି ଏମିତି ଏକ ଫିଚର ଯାହାକୁ ୟୁଜର୍ସ ମାନେ ଅଧିକ ପସନ୍ଦ କରନ୍ତି। ଏହି ଫିଚର ବନ୍ଦ ହେବା ଫଳରେ ଆପଣମାନଙ୍କ ପୋଷ୍ଟରେ ମିଳୁଥିବା ‘ଲାଇକ୍‌’ ସଂଖ୍ୟା ଆପଣମାନଙ୍କର ସାଙ୍ଗ ଓ ଅନ୍ୟ ୟୁଜର୍ସ ମାନେ ଆଉ ଦେଖିବାକୁ ପାଇବେ ନାହିଁ। କାହିଁକି ନା ଫେସୁବୁକ୍‌ ତା’ର ପ୍ଲାଟ୍‌ଫର୍ମରୁ ‘Like Count’ ହଟାଇବାକୁ ଯାଉଛି ବୋଲି ଜଣାପଡ଼ିଛି। ଏଭଳି ହେବା […]

  • Wednesday, 21 July 2021
nex 3
ମାତ୍ର ୧୩ ମିନିଟ୍‌ରେ ଚାର୍ଜ ହେବ ଏହି ଫୋନ୍‌

ନୂଆଦିଲ୍ଲୀ: ଚାଇନିଜ୍‌ ସ୍ମାର୍ଟଫୋନ୍‌ ନିର୍ମାତା Vivo ଏହାର ନୂଆ ସ୍ମାର୍ଟଫୋନ୍‌ Vivo Nex 3 5G ଲଞ୍ଚ୍‌ କରିବା ପୂର୍ବରୁ ଏହି ଫୋନ୍‌ ସହ ଜଡ଼ିତ ଅନେକ ତଥ୍ୟ ସାମ୍ନାକୁ ଆସିଛି। ଅର୍ଥାତ୍‌ ଏହି ଫୋନ୍‌ରେ କ’ଣ କ’ଣ ସବୁ ନୂଆ ଫିଚର ରହିଛି ତାହା ଲିକ୍‌ ହୋଇଥିବା ଜଣାପଡ଼ିଛି। ଲିକ୍‌ ହୋଇଥିବା ରିପୋର୍ଟ ଅନୁସାରେ ଏହି ସ୍ମାର୍ଟଫୋନ୍‌ରେ ୱାଟର୍‌ଫଲ୍‌ ଡିସ୍‌ପ୍ଲେ ଡିଜାଇନ୍‌ ରହିଛି। ଏହାଛଡ଼ା ଏଥିରେ 5G variant ଓ ଟ୍ରିପଲ୍‌ ରିଅର୍‌ କ୍ୟାମେରା ସେଟ୍‌ […]

  • Wednesday, 21 July 2021
jio
ଗ୍ରାହକଙ୍କୁ ଜିଓ ଦେଇପାରେ ସ୍ପେଶାଲ୍‌ ସର୍‌ପ୍ରାଇଜ୍‌

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ତା’ର ଗ୍ରାହକମାନଙ୍କୁ ଏକ ସ୍ପେଶାଲ୍‌ ସରପ୍ରାଇଜ୍‌ ଦେଇପାରେ। ଏହି ସ୍ପେଶାଲ୍‌ ସରପ୍ରାଇଜ୍‌ ମାଧ୍ୟମରେ ଜିଓ ଗ୍ରାହକ ଏହାର ଫାଇଦା ଉଠାଇ ପାରିବେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ର ଚେୟାରମ୍ୟାନ୍‌ ମୁକେଶ ଅମ୍ବାନୀ ଫାଇଭର ଟୁ ଦ ହୋମ୍‌(ଏଫ୍‌ଟିଟିଏଚ୍‌) ସର୍ଭିସ୍‌ ଘୋଷଣା କରିଛନ୍ତି। ଯାହାକୁ ଜିଓ ଜିଗାଫାଇଭର(GigaFiber) ବୋଲି କୁହାଯାଉଛି। ସେପ୍ଟେମ୍ବର ୫ରେ ଏହାର କମର୍ସିଆଲ୍‌ ଲଞ୍ଚ୍‌ ହେବ। ୨୦୧୮ରେ ରିଲାଏନ୍ସ ଏହାର ଜିଓ ଜିଗାଫାଇଭର୍‌ ସର୍ଭିସ୍‌ ଘୋଷଣା କରିଥିଲା। ଏହାପରେ  ଜିଓ ଜିଗାଫାଇଭର୍‌ ପ୍ରିଭ୍ୟୁ […]

  • Wednesday, 21 July 2021
atm
ଏଟିଏମ୍‌ରେ ଟଙ୍କା ଉଠାଣକୁ ନେଇ ନୂଆ ନିୟମ

ନୂଆଦିଲ୍ଲୀ: ଏଟିଏମ୍‌ରେ ଜାଲିଆତି କରି ଟଙ୍କା ଉଠାଣ ତଥା ଠକାମିରୁ ଗ୍ରାହକମାନେ କିଭଳି ଏଥିରୁ ବର୍ତ୍ତିବେ ସେନେଇ ବ୍ୟାଙ୍କ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଏଣିକି ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ ୱାନ୍‌ ଟାଇମ୍‌ ପାସ୍‌ୱାର୍ଡ(OTP)ର ଆବଶ୍ୟକତା ପଡ଼ିବ। ଫଳରେ ନା ଆଉ ଏଥିରେ ଜାଲିଆତି କରିହେବ ନା କିଛି ଠକାମି। ନୂଆ ନିୟମ ଅନୁଯାୟୀ, ଏଟିଏମ୍‌ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇବା ପାଇଁ ହେଲେ OTP ଆବଶ୍ୟକ […]

  • Wednesday, 21 July 2021
samsung
ଶସ୍ତା ହେଲା Samsungର ଏହି ଦୁଇଟି ସ୍ମାର୍ଟଫୋନ୍‌

ନୂଆଦିଲ୍ଲୀ: ସାମ୍‌ସଙ୍ଗ(Samsung) ତା’ର ୨ଟି ସ୍ମାର୍ଟଫୋନ୍‌ର ଦାମ୍‌ କମାଇଛି। ଏହି ଦୁଇଟି ସ୍ମାର୍ଟଫୋନ୍‌ ହେଲା- Galaxy M20 ଓ Galaxy M30। Galaxy M30ର ୪ଜିବି, ୬୪ଜିବି ୱାରେଣ୍ଟିର ମୂଲ୍ୟ ବର୍ତ୍ତମାନ ୧୩ ହଜାର ୯୯୦ଟଙ୍କା ରହିଛି। ଏହାର ଦାମ୍‌ ପୂର୍ବରୁ ୧୪ ହଜାର ୯୯୦ ଥିଲା। ସେହିପରି ୬ଜିବି, ୧୨୮ଜିବି ୱାରେଣ୍ଟିର ମୂଲ୍ୟ ୧୬ ହଜାର ୯୯୦ରେ ରହିଛି। ପୂର୍ବରୁ ଏହାର ମୂଲ୍ୟ ୧୭ ହଜାର ୯୯୦ ଥିଲା। ସେହିପରି Galaxy M20ର ୩ଜିବି, ୩୨ଜିବି […]

  • Wednesday, 21 July 2021
v
ମେ’ ୧୪ରେ ବଜାରକୁ ଆସୁଛି ୱାନପ୍ଲସ୍୭ ସିରିଜ

ଭୁବନେଶ୍ଵର: ଚାଇନାଭିତ୍ତିକ ସ୍ମାର୍ଟଫୋନ୍ ନିର୍ମାତା ୱାନ ପ୍ଲସ୍(oneplus) ଆସନ୍ତା କାଲି ଏହାର ବହୁ ପ୍ରତିକ୍ଷିତ Oneplus 7 ସିରିଜ୍‌କୁ ବିଶ୍ଵବ୍ୟାପୀ ବଜାର ପ୍ରବେଶ କରିବାକୁ ଯାଉଛି। ସ୍ମାର୍ଟଫୋନ୍ କ୍ରେଜ୍‌ରେ ମାତିଥିବା ଯୁବବର୍ଗ ଏହାକୁ ଅପେକ୍ଷା କରିଥିବା ବେଳେ ଟେଲିକମ୍ କମ୍ପାନୀ ଜିଓ ଏହାକୁ ଆଧାର କରି ଘୋଷଣା କରିଦେଇଛି ଆକର୍ଷଣୀୟ ଅଫର। କମ୍ପାନୀର ସୂଚନା ଅନୁସାରେ ଯେଉଁ ଗ୍ରାହକ ଜିଓ ବ୍ୟବହାର କରୁଛନ୍ତି ବା ନୂଆ କରି ଜିଓ ସବ୍‌ସ୍କ୍ରାଇବ୍ କରିବେ ସେମାନେ ଏହି ସବୁଧା ପାଇବେ। […]

  • Wednesday, 21 July 2021
1m
ସବୁ ଦୋକାନରେ କ୍ୟୁଆର୍ କୋଡ୍ ହେବ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଏଥର ଆପଣ ସବୁ ଦୋକାନଗୁଡ଼ିକରେ କ୍ୟୁଆର୍ କୋଡ୍(QR code) ଆଧାରରେ ପେମେଣ୍ଟ୍ କରିପାରିବେ। ଦେଶରେ ଥିବା ସମସ୍ତ ଛୋଟ ବଡ଼ ଦୋକାନୀମାନେ ଏହି ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଗ୍ରାହକମାନଙ୍କୁ ଯୋଗାଇ ଦେବେ। ନଗଦ ଟଙ୍କା ନ ଥିଲେ ପେଟିଏମ୍ ଭଳି ମୋବାଇଲ୍ ଓ୍ୱାଲେଟ୍ କମ୍ପାନୀ ଯେଭଳି ଅନଲାଇନ୍ ସେବା ଯୋଗାଇ ଦେଉଛି, ଠିକ୍ ସେହିଭଳି ବ୍ୟବସ୍ଥା ସବୁ ଦୋକାନୀ ନିଜ ପାଖରେ ରଖିବେ। ଏହାଦ୍ୱାରା ଗ୍ରାହକମାନେ ଜିଏସଟି ଲାଭ ପାଇପାରିବେ। ଏହାକୁ ବାଧ୍ୟତାମୂଳକଭାବେ ଲାଗୁ କରିବା […]

13
୪% ହ୍ରାସ ପାଇଛି ଭାରତର ଅଶୋଧିତ ତୈଳ ଉତ୍ପାଦନ

ନୂଆଦିଲ୍ଲୀ: ୨୦୧୮-୧୯ ଆର୍ଥିକ ବର୍ଷରେ ଭାରତରେ ଅଶୋଧିତ ତୈଳ ଉତ୍ପାଦନ ପରିମାଣ ୪% ହ୍ରାସ ପାଇଛି। ରାଷ୍ଟ୍ରାୟତ୍ତ ତୈଳ ଓ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଏବଂ ଅଏଲ୍‌ ଇଣ୍ଡିଆ ଲିମିଟେଡ୍(ଓଆଇଏଲ୍) ନିଜର ଉତ୍ପାଦନ ଲକ୍ଷ୍ୟ ହାସଲ କରି ନ ପାରିବାରୁ ଏଭଳି ଘଟିଛି। ଗୁରୁବାର ତୈଳ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ଜଣା ପଡ଼ିଛି। ସୂଚନା ଅନୁସାରେ ୨୦୧୭-୧୮ ଆର୍ଥିକ ବର୍ଷରେ ଦେଶରେ ମୋଟ ୩୫.୭ ମିଲିୟନ ଟନ ଅଶୋଧିତ ତୈଳ ଉତ୍ପନ […]

  • Wednesday, 21 July 2021
Xiaomi Redmi 6A
କମିଲା Xiaomi Redmi 6Aର ମୂଲ୍ୟ

ନୂଆଦିଲ୍ଲୀ: ଭାରତରେ Xiaomi Redmi 6Aର ମୂଲ୍ୟ କମିଛି। Xiaomi Redmi ର ମୂଲ୍ୟ ୮ହଜାର ୪୯୯ଟଙ୍କା ଥିବା ବେଳେ Xiaomi Redmi 6A ସ୍ମାର୍ଟଫୋନ୍‌ର ମୂଲ୍ୟ ୬ ହଜାର ୫୯୨ ଥିଲା। ବର୍ତ୍ତମାନ Xiaomi Redmi 6Aର ମୂଲ୍ୟ କମିଥିବା ନେଇ ଘୋଷଣା କରାଯାଇଛି। ବର୍ତ୍ତମାନ ଏହାର ମୂଲ୍ୟ ୫ ହଜାର ୯୯୯ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏଥିରେ 2GB RAM/ 16GB storage variant ରହିଛି। ସେହିପରି 2GB RAM/ 32GB storage variantର […]

  • Tuesday, 20 July 2021
oil price
ପୁଣି ଥରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି

ଭୁବନେଶ୍ୱର : ଅାଜି ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡିଜେଲ ଦର । ଦେଶର ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଲିଟର ପ୍ରତି ପ୍ରାୟ ୧୦ ପଇସା ଲେଖାଏଁ ବୃଦ୍ଧି ହୋଇଛି। ଫଳରେ ମୁମ୍ବାଇରେ ୯୦ ଟଙ୍କା ପାର କରିଛି ପେଟ୍ରୋଲ। ମୁମ୍ବାଇରେ ୯ ପଇସା ବଢି ପେଟ୍ରୋଲ ଲିଟର ପ୍ରତି ୯୦ ଟଙ୍କା ୮୪ ପଇସାରେ ପହଞ୍ଚିଛି । ଦିଲ୍ଲୀରେ ମଧ୍ୟ ୯ ପଇସା ବଢି ପେଟ୍ରୋଲ ଲିଟର ୮୩ ଟଙ୍କା ୪୯ […]

  • Tuesday, 20 July 2021
small saving
ବିଭିନ୍ନ ଡିପୋଜିଟ୍ ସ୍କିମରେ ସୁଧ ହାର ବଢ଼ାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ସରକାରୀ ବ୍ୟାଙ୍କ ଏବଂ ପୋଷ୍ଟ ଅଫିସ ଜମାକାରୀଙ୍କ ପାଇଁ ଭଲ ଖବର। ସ୍ୱଳ୍ପ ସଞ୍ଚୟକାରୀଙ୍କ ସୁଧ ହାରରେ ୦.୪ ପ୍ରତିଶତ ବୃଦ୍ଧି  କରିଛନ୍ତି ସରକାର। ଚଳିତ ଅାର୍ଥିକ ବର୍ଷର ପରବର୍ତ୍ତୀ ତ୍ରୟ ମାସିକ ଅବଧି ପାଇଁ ଏହି ସୁଧ ହାର ବୃଦ୍ଧି ଘୋଷଣା କରାଯାଇଛି। ତେଣୁ ଅାସନ୍ତା ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ତ୍ରୟ ମାସିକ ଅବଧି ପାଇଁ ଏହା ଲାଗୁ ହେବ। ଏହା ଫଳରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ଏବଂ ନ୍ୟାସନାଲ ସେଭିଂ […]

  • Tuesday, 20 July 2021
a7
ପ୍ରଥମ ୩ ରିୟର୍‌ କ୍ୟାମେରା ଫୋନ୍‌ ଲଞ୍ଚ୍‌ କଲା samsung

ଭୁବନେଶ୍ୱର:ପ୍ରଥମଥର ପାଇଁ ସାମ୍‌ସଙ୍ଗ୍‌ କମ୍ପାନୀ ଏମିତି ଏକ ସ୍ମାର୍ଟ୍‌ଫୋନ୍‌ ଲଞ୍ଚ୍‌ କରିଛି, ଯେଉଁଥିରେ ତିନୋଟି ରିୟର୍‌ କ୍ୟାମେରା ରହିଛି। ଏହି ଫୋନ୍‌ଟି ହେଲା samsung galaxy A7 (୨୦୧୮)। ଅନ୍ତର୍ଜାତୀୟ ବଜାରରେ ଲଞ୍ଚ୍‌ ହୋଇଥିବା ଏହି ମୋବାଇଲ୍‌ରେ ତିନିଟି ବ୍ୟାକ୍‌ କ୍ୟାମେରା ରହିଛି। ଜବରଦସ୍ତ ଫିଚର୍‌ ସହିତ ଏହାର ଲୁକ୍‌ ବି ଖୁବ୍‌ ଆକର୍ଷଣୀୟ ରହିଛି। ଏହାର କ’ଣ ସବୁ ବିଶେଷତ୍ୱ ରହିଛି ଆସନ୍ତୁ ଜାଣିବ। samsung galaxy A7 ବିଶେଷତ୍ତ୍ୱ କ୍ୟାମେରା: samsung galaxy A7ର […]

  • Tuesday, 20 July 2021
jio
ଏହି ଚକୋଲେଟ୍‌ କିଣିଲେ ଆପଣ ପାଇପାରିବେ 1GB 4G ଡାଟା

ନୂଆଦିଲ୍ଲୀ: ଜିଓ ମନାଉଛି ତାହାର ଦିତ୍ୱୀୟ ବାର୍ଷିକ ଉତ୍ସବ। ଏହି ଅବସରରେ ଜିଓ ଗ୍ରାହକମାନଙ୍କ ପାଇଁ କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଛି। ଜିଓ ଗ୍ରାହକମାନଙ୍କୁ 10 GB ମାଗଣା ୪ଜି ଡାଟା ପ୍ରଦାନ କରୁଛି। Jio Celebrations pack ସହିତ ‘ଜିଓ’ ଗ୍ରାହକଙ୍କୁ ପ୍ରତିଦିନ 2 GB ଡାଟା ଦିଆଯାଉଛି। ଜିଓର ଆକ୍ଟିଭ୍‌ ୟୁଜର୍ସ ଏହି ଡାଟାକୁ ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ। ସେପ୍ଟେମ୍ବର ୭ରେ କମ୍ପାନୀ ଏହି ଆକର୍ଷଣୀୟ ଅଫର ପ୍ରଦାନ କରିଛି। ପ୍ରତ୍ୟେକ […]

  • Tuesday, 20 July 2021
6
୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

  • Tuesday, 20 July 2021
income tax
ଚଳିତ ଆର୍ଥିକ ବର୍ଷରେ ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି

ନୂଆଦିଲ୍ଲୀ: ୨୦୧୭-୧୮ ଆର୍ଥିକ ବର୍ଷରେ ଦାଖଲ ହୋଇଥିବା ଆୟକର ରିଟର୍ଣ୍ଣ ୭୦% ବୃଦ୍ଧି ପାଇଛି। ଅର୍ଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ୨୦୧୭ ଅଗଷ୍ଟ ସୁଦ୍ଧା ୩.୧୭ କୋଟି ଆୟକର ରିଟର୍ଣ୍ଣ ହୋଇଥିଲା। କିନ୍ତୁ ଚଳିତ ବର୍ଷ ଏହା ବୃଦ୍ଧି ପାଇ ୫.୪୨ କୋଟିରେ ପହଞ୍ଚିଛି। ମନ୍ତ୍ରାଳୟ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ୩ କୋଟିରୁ ଅଧିକ ବେତନଭୋଗୀ କର୍ମଚାରୀ ଆୟକର ରିଟର୍ଣ୍ଣ ଫାଇଲ୍‌ କରିଛନ୍ତି। ଚଳିତ ଆର୍ଥିକ ବର୍ଷରେ ରିଟର୍ଣ୍ଣ ଫାଇଲ୍‌ ବୃଦ୍ଧି ପାଇବାର କାରଣ […]

  • Tuesday, 20 July 2021
rupees2-up
ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ

ମୁମ୍ବାଇ : ଅାଜି ପୁଣି ଥରେ ଟଙ୍କାର ମୂଲ୍ୟ ହ୍ରାସ। ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ରେକର୍ଡ ସ୍ତରକୁ ହ୍ରାସ ହୋଇଛି। ଅାଜି ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୨୩ ପଇସା ହ୍ରାସ ପାଇଛି। ଫଳରେ ଟଙ୍କାର ବିନିମୟ ମୂଲ୍ୟ ଡଲାର ତୁଳନାରେ ୭୦ ଟଙ୍କା ୮୨ ପଇସାକୁ ହ୍ରାସ ପାଇଛି। ମୁଖ୍ୟତଃ ବିଶ୍ୱ ବଜାରରେ ଭାରତୀୟ ଟଙ୍କା ତୁଳନାରେ ଅାମେରୀକୀୟ ଡଲାର ଚାହିଦା ବୃଦ୍ଧି ପାଇଛି। ବିଶ୍ୱବଜାରରେ ଅଶୋଧିତ ତୈଳଦର ବୃଦ୍ଧି ପାଇଥିବାରୁ […]

  • Tuesday, 20 July 2021
jio3-up
Jio.comରେ jio phone 2ର ୨ୟ ପର୍ଯ୍ୟାୟ ଫ୍ଲାଶ୍ ସେଲ୍‌

ପୁଣି ଗୁରୁବାର ପୂର୍ବାହ୍ନ୧୨ଟାରେ Jio.comରେ jio phone 2ର ସେଲ୍‌ ଆରମ୍ଭ ହୋଇଛି । ପାଖାପାଖି ୨ ସପ୍ତାହର ବ୍ୟବଧାନ ପରେ ଏହି jio phone 2ର ଫ୍ଲାଶ୍ ସେଲ୍‌  କରାଯାଇଛି ।  ପ୍ରଥମ ସେଲ୍‌ କିଛି ମିନିଟ୍‌ରେ ସରିଯାଇଥିଲା।  ଏହି ସମୟରେ ଅନେକ ୟୁଜରଙ୍କୁ  ‘page under maintenance’ ର ମେସେଜ୍‌ ମିଳିଥିଲା। jio phone 2ର ଦାମ୍‌  ଗତ ମାସର ଶେଷ ଭାଗରେ ଭାରତୀୟ ବଜାରକୁ ଆସିଛି ଏହି ସ୍ମାର୍ଟ୍‌ ଫୋନ୍‌ jio phone […]

  • Tuesday, 20 July 2021