
ଆପଣଙ୍କୁ ଅଜଣା ନମ୍ବରରୁ କଲ୍ ଆସୁଛି କି ? ସମ୍ପର୍କୀୟଙ୍କ ପରିଚୟ ଦେଇ ପଇସା ମାଗୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! କାରଣ ସାଇବର ଠକେଇର ହୋଇପାରନ୍ତି ଶିକାର ।
ହଇରାଣ କରୁଥିବା ତତ୍ତ୍ବଙ୍କ ଉପରେ ସରକାରଙ୍କ ତୀକ୍ଷ୍ଣ ନଜର ରହିଛି । ସମବାୟ ସପ୍ତାହ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏଭଳି କଡ଼ା ବୟାନ ଦେଇଛନ୍ତି । ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।
ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମହିଳା ଆଇଆଇସିଙ୍କୁ ମାଡ଼ ଘଟଣାରେ ଆଗୁଆ ଜାମିନ ମାଗିଥିଲେ ।
ମହେନ୍ଦ୍ର ସିଂହ ଧୋନି, ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପାଇଁ ମୋ ପୁଅର କ୍ୟାରିୟର ପ୍ରାୟ ଏକ ଦଶନ୍ଧି ପାଇଁ ନଷ୍ଟ ହୋଇଗଲା । ଏମିତି ବିସ୍ପୋରକ ବୟାନ ଦେଇଛନ୍ତି କ୍ରିକେଟର ସଞ୍ଜୁ ସାମ୍ସନଙ୍କ ବାପା ସାମ୍ସନ ବିଶ୍ୱନାଥ ।
ଭୋଗରାଇରେ ଘଟିଲା ଚକିତ କଲା ଭଳି ଘଟଣା । ଘର ବାହାରେ ବୃଦ୍ଧାଙ୍କୁ ଝୁଣି ମାରିଦେଲା ପାଗଳ କୁକୁର ।
ନିଯୁକ୍ତି ପରୀକ୍ଷା ସଂକ୍ରାନ୍ତରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହୋଇଛି । ସରକାରୀ ଚାକିରି ନିଯୁକ୍ତି ପରୀକ୍ଷାରେ ଅନିୟମିତତା କଲେ ଜେଲ୍ ଓ ଜରିମାନା ହେବ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ହୋଇଛି ।
ଆକାଉଣ୍ଟକୁ କାହିଁକି ଆସୁନି ସୁଭଦ୍ରା ଟଙ୍କା ? କେଉଁଠି ରହୁଛି ସମସ୍ୟା ? କଣ କଲେ ଏହାର ହୋଇପାରିବ ସମାଧାନ ? ଏନେଇ ଆବେଦନକାରୀଙ୍କୁ ଟିପ୍ସ ଦେଇଛନ୍ତି ବ୍ୟାଙ୍କିଂ ବିଶେଷଜ୍ଞ । ଜାଣନ୍ତୁ...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ନେଲେ ନିଷ୍ପତ୍ତି। ଉପକୃତ ହେବେ ଜମି ହରାଇଥିବା ପ୍ରାୟ ୬ ହଜାର ଚାଷୀ । ବିଜେଡି ସରକାର ସମୟରେ ୨୦୦୬ରେ ବେଦାନ୍ତ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା ।
ମେଡ଼ିକାଲ୍ରେ ଚାଲିଲା ଖଣ୍ତଯୁଦ୍ଧ । କ୍ୟାନସର ଓ୍ୱାର୍ଡରେ ବୁଲିଲା ଛୁରୀ। କ୍ୟାନ୍ସର ଓ୍ୱାର୍ଡରେ ମା'ର ଚିକିତ୍ସା ଚାଲିଥିବା ବେଳେ ଡାକ୍ତରଙ୍କୁ ଆଖିବୁଜା ଛୁରାମାଡ଼ କଲା ପୁଅ ।
ଟଏଲେଟ୍ ଯିବା ସମୟରେ ଘଣ୍ଟା ଘଣ୍ଟା ଧରି ଫୋନ୍ରେ ସହ ସମୟ ବିତାଉଛନ୍ତି କି ? ଆପଣ ଯଦି ଟଏଲେଟ୍କୁ ଫୋନ୍ ନେଇ ଯାଉଛନ୍ତି ତା’ହେଲେ ହୋଇ ଯାଆନ୍ତୁ ସାବଧାନ !
ଖୁବଶୀଘ୍ର ବେଦାନ୍ତ ପାଇଥିବା ଜମିକୁ ଲୋକଙ୍କୁ ଫେରସ୍ତ କରାଯିବ । ପୁରୀ ବେଦାନ୍ତ ଜମି ପ୍ରସଙ୍ଗରେ ଏହି ବଡ଼ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।
ଆପଣଙ୍କ ମୋବାଇଲରେ ହ୍ବାଟସଆପକୁ ବିବାହ ନିମନ୍ତ୍ରଣ ଆସୁଛି କି ? ତେବେ ହୋଇଯାଆନ୍ତୁ ସାବଧାନ। କାହିଁକି ନାଁ ଅନଲାଇନ ଇନଭିଟେସନ୍ ନାଁରେ APK ବା ଆଣ୍ଡ୍ରଏଡ ଆପ୍ଲିକେସନ ପ୍ୟାକେଜ ଫାଇଲ ପଠାଉଛନ୍ତି ସାଇବର ଲୁଟେରା ।
ନିଜ ଦଳର ମହିଳା କାଉନସିଲରଙ୍କୁ ବି ଦୁର୍ବ୍ୟବହାର କରିବାକୁ ପଛାଉନାହାନ୍ତି ଖୋଦ୍ ବିଜେଡି କାଉନସିଲର। ଏଭଳି ଅଭିଯୋଗ ଆଣିଛନ୍ତି ବାଲେଶ୍ବର ପୌରପାଳିକାର ୨୩ ନମ୍ବର ୱାର୍ଡ ବିଜେଡି କାଉନସିଲର ଶଶିରେଖା ମହାନ୍ତି ।
ସାତକୋଶିଆକୁ ମହାବଳ ଫେରାଇ ଆଣିବା ପାଇଁ କୋର୍ ଏରିଆରୁ କିଭଳି ଚାଲିଛି ସ୍ବେଚ୍ଛାକୃତ ବିସ୍ଥାପନ, ସେ ସଂପର୍କରେ ଗତକାଲି ଆମେ ଦେଖାଇଥିଲୁ। ହେଲେ ବାଘ ଆସିଲେ ତାର ଆହାର ହେବାକୁ ପର୍ଯ୍ୟାପ୍ତ ତୃଣଭୋଜି ଆଉ ତୃଣଭୋଜିଙ୍କ ପାଇଁ ଚାରଣ ଭୂମି ବି ଦରକାର। ସେ ଦିଗରେ କେତେ ଆଗେଇଛି...
କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।
ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
ବିଜେଡିର ବରିଷ୍ଠ ନେତା ଅତନୁଙ୍କ ଅଜବ ଅଙ୍କ ! ମହାକାଳପଡ଼ା ସଭାରେ ଗତକାଲି ଦେଇଥିବା ଭାଷଣରେ କହିଛନ୍ତି ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ନବୀନ।
କାଲିଠୁ ପଞ୍ଚୁକ । ହେଲେ ଆଜିଠୁ ଭିଡ଼ରେ ଉଛୁଳିଲାଣି ଶ୍ରୀମନ୍ଦିର । ସିଂହଦ୍ବାର ଆଗରେ ଢେର ସମୟ ବ୍ୟାରିକେଡରେ ଅପେକ୍ଷା ପରେ ଜଗା ଦର୍ଶନ ପାଇଁ ବ୍ୟାକୁଳ ଭକ୍ତ ।
ଝାଡ଼ଖଣ୍ଡରେ ବଦଳିବ ସତ୍ତା । ହେବ ନୂତନ ସୂର୍ଯ୍ୟୋଦୟ । ଆଉ ୧୨ ଦିନ ପରେ ଝାଡ଼ଖଣ୍ଡର ଦୁର୍ନୀତିଯୁକ୍ତ ସରକାରକୁ କରିବା ଟାଟା ଟାଟା...ବାଏ ବାଏ.... ପଡ଼ୋଶୀ ଝାଡ଼ଖଣ୍ଡ ମାଟିରେ ସତ୍ତା ବଦଳାଇବାକୁ ଏଭଳି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।