ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ । ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଲେ ଅନେକ । ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି । ପଞ୍ଜିକା ବିଭ୍ରାନ୍ତିରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି । ସରାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜ୍ୟୋତିର୍ବିଦ୍ ଓ...
କେଉଁ ହାରରେ ମିଳିବ ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀଙ୍କୁ ଖରିଫ ଧାନ ଫସଲର କ୍ଷତି ପୂରଣ ? ନୂଆ ନା ପୁରଣା ? ଏହାକୁ ନେଇ ଦ୍ବନ୍ଦ୍ବରେ ଅଛନ୍ତି ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦ୍ରାପଡା ଭଳି ବାତ୍ୟା ପ୍ରଭାବିତ ଅଞ୍ଚଳର ଚାଷୀ।
ଗୁଜରାଟ କଚ୍ଛ୍ରେ ଦେଶର ଜାଗ୍ରତ ପ୍ରହରୀଙ୍କ ସହ ଆଲୋକର ପର୍ବରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ। ବିଏସ୍ଏଫ୍, ଆର୍ମି, ନେଭି ଓ ଏୟାରଫୋର୍ସ ସହ ଦିୱାଲି ସେଲିବ୍ରେସନ୍ ପାଇଁ ଭାରତ-ପାକିସ୍ତାନ ବର୍ଡରରେ ଥିବା ବିବାଦୀୟ ସାର୍ କ୍ରିକ୍ର ଲକି ନାଲାରେ ପହଞ୍ଚିଥିଲେ ନରେନ୍ଦ୍ର ମୋଦି।
ବିଜେଡି ପାଦ ତଳୁ ମାଟି ଖସୁଥିବା ବେଳେ ସାଂସଦ ମୁନ୍ନା ଖାଁଙ୍କ ବୟାନ ରାଜନୀତିକୁ ଆହୁରି ସରଗରମ କରିଛି । ୧୪ ବିଜେପି ବିଧାୟକ ଏବେ କୁଆଡେ ବିଜେଡି ସଂପର୍କରେ ଅଛନ୍ତି। ଖୁବ ଶୀଘ୍ର ବିଜେଡି କ୍ଷମତାକୁ ଫେରିବ ବୋଲି କହି କର୍ମୀଙ୍କ ଆଗରେ ଦମ୍ଭୋକ୍ତି ବାଢିଛନ୍ତି ।
ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।
୪ ବର୍ଷ ତଳେ ଯାହାକୁ ପ୍ରେମ ବିବାହ କରିବାକୁ ଘର ପରିବାରକୁ ପର କରି ଚାଲି ଆସିଥିଲେ। ସେଇ ମଣିଷଟା ଯେ, ଅନ୍ୟ ଦୁଇ ଝିଅଙ୍କ ପାଇଁ ତାଙ୍କ ଝିଅକୁ ଏମିତି ଢଙ୍ଗରେ ମାରିଦେବ ବିଶ୍ବାସ କରିପାରୁନାହାନ୍ତି ।
ଦୀପାବଳି ପୂର୍ବରୁ ନୂଆ ରାସନ କାର୍ଡ ଆବେଦନକାରୀଙ୍କ ପାଇଁ ଆସିଲା ଖୁସି ଖବର। ନଭେମ୍ବର ମାସରେ ଯୋଗ୍ୟ ନୂଆ ହିତାଧିକାରୀଙ୍କୁ ମିଳିବ ରାସନ କାର୍ଡ ।
ଟିକେଟ କଟାର ଗୁମର ଖୋଲିବା ସହ ପରାଜୟର ବି ପୋଲ୍ ଖୋଲିଛନ୍ତି ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। କହିଛନ୍ତି ଯଦି ଟିକେଟ ନବୀନ ବାଣ୍ଟିଥାନ୍ତେ ତାହାଲେ ବିଜେଡି ହାରି ନଥାନ୍ତା।
ଆଲୋକର ପର୍ବ ଦୀପାବଳି ପାଇଁ ପ୍ରଦୂଷଣ ବୋର୍ଡ ପକ୍ଷରୁ ଗାଇଡଲାଇନ୍ ଆସିଛି । ସଂଧ୍ୟା ୭ରୁ ୯ଟା ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ମିଳିଛି । ୧୨୫ ଡେସିବେଲରୁ ଅଧିକ ଶବ୍ଦ ସୃଷ୍ଟିକାରୀ ବାଣ ଫୁଟାଇବା ମନା ବି ହୋଇଛି ।
ଖୁବ୍ ଶୀଘ୍ର ଘୋଷଣା ହେବ ତୃତୀୟ ପର୍ଯ୍ୟାୟ ‘ସୁଭଦ୍ରା’। ଏନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା। ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି।
ନୂଆ ରାସନ୍ କାର୍ଡ ପାଇଁ ଆବେଦନ କରିଥିବା ୧୦ ଲକ୍ଷ ଆବେଦନକାରୀଙ୍କ ଆବେଦନ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ କାର୍ଡ ଦିଆଯିବ।
ଦକ୍ଷିଣ କୋରିଆର ଇସ୍ପାତ କଂପାନୀ ‘ପୋସ୍କୋ’ ଓଡ଼ିଶା ଫେରିବା ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଶିଳ୍ପମନ୍ତ୍ରୀ ସଂପଦ ସ୍ୱାଇଁ। JSW ହେଉ କି ପୋସ୍କୋ, ଅବା JSW-ପୋସ୍କୋ ଜଏଣ୍ଟ ଭେଞ୍ଚର୍ ଯେକୌଣସି ଅନ୍ତଃରାଷ୍ଟ୍ରୀୟ କମ୍ପାନୀ, ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆମେ ସମସ୍ତଙ୍କୁ ସ୍ବାଗତ କରିବୁ।
ପତ୍ନୀହତ୍ୟା ମାମଲାରେ ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗଙ୍କୁ ଝଟକା। ତଳକୋର୍ଟଙ୍କ ଆଜୀବନ ଦଣ୍ଡାଦେଶ କାଏମ୍ ରଖିଲେ ହାଇକୋର୍ଟ।
ଅପସାରଣ ହେଲେ ଡେରାବିଶ ସିଡିପିଓ ସ୍ନେହଲତା ସାହୁ । ନିରପେକ୍ଷ ତଦନ୍ତ ପାଇଁ ବ୍ଲକ ଅଫିସ୍ରୁ କରାଗଲା ଅପସାରଣ ।
ସ୍ପେନ ରାଷ୍ଟ୍ରପତିଙ୍କ ସହ ତାଙ୍କ ପତ୍ନୀ ତିନିଦିନିଆ ଭାରତ ଗସ୍ତରେ ଅଛନ୍ତି । ଏହି ସମୟରେ ସେ ମୁମ୍ବାଇରେ ଦିପାବଳୀ ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି ।
ଜାତୀୟ ରାଜପଥରେ ଭୟଙ୍କର ରାସ୍ତା ଜାମ୍ । ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୫୨୦ରେ ଏମିତି ଚିତ୍ର ଦେଖିବାକୁ ମିଳିଛି ।
ବିଜେଡି ଛାଡ଼ି ସେ ଆଜି ବିଧିବଦ୍ଧ ଭାବେ ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସରକାରୀ ବାସଭବନଠାରେ ବିଜେପିରେ ମିଶିଛନ୍ତି ।
ଏମିତି ଗାଁ ଯେଉଁଠି ୨୦ ବର୍ଷ ପରେ ଜନ୍ମ ହୋଇଛି ଜଣେ ପିଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ ।
ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ ହୋଇଛି। ଏହି ସୂଚନା ଦେଇଛନ୍ତି ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।