/odishatv-khabar/media/post_attachments/uploadimage/library/16_9/16_9_0/IMAGE_1755168890.jpg)
Odisha STF Targets Interstate Narcotics Syndicate, Statewide Marathon Raids Underway
ଆନ୍ତଃରାଜ୍ୟ ନିଶା ସିଣ୍ଡିକେଟ୍ ଚେର ଖୋଜୁଛି କ୍ରାଇମବ୍ରାଞ୍ଚ STF। ସାରା ରାଜ୍ୟରେ ୨ ଦିନ ହେଲା ଚାଲିଛି ମାରାଥନ ରେଡ୍ । ସରକାରଙ୍କ ନିର୍ଦେଶ ପରେ ଆକ୍ସନ ମୋଡ଼ରେ STF। ମାରିଜୁଆନା ଓ ସିନ୍ଥେଟିକ ଡ୍ରଗ୍ସ କାରବାର ନେଇ ରାଜ୍ୟ ବାହାର ପୁଲିସ ସହ ଯୋଗାଯୋଗ କରିଛି କ୍ରାଇମବ୍ରାଞ୍ଚ । ସମସ୍ତ ଜିଲ୍ଲା ଏସପିଙ୍କ ନେତୃତ୍ୱରେ ଚାଲିଛି ଚଢ଼ାଉ । ଡିଜିପି ଓ ଡିଜିପି କ୍ରାଇମଙ୍କ ନିର୍ଦ୍ଦେଶ କ୍ରମେ ଚାଲିଛି ସ୍ପେଶାଲ ଅପରେସନ I
Advertisment
ବିଭିନ୍ନ ଖଟି, ଦୋକାନ, ବସ୍ତିରେ ମୁତୟନ ହୋଇଛନ୍ତି ସାଦା ପୋଷାକଧାରୀ ପୁଲିସ I ରାଜ୍ୟରେ ବଢ଼ି ଚାଲିଥିବା ନିଶା କାରବାରକୁ ରୋକିବାକୁ ନିଆଯାଉଛି କଡ଼ା ପଦକ୍ଷେପ । NCB, DRI ସହ ଯୋଗାଯୋଗରେ ରହିଛି ରାଜ୍ୟ STF I ତେବେ ଦୀର୍ଘ ୧୫ ଦିନ ହେଲା ଚଢ଼ାଉ ଜାରି ରହିଥିବା କହିଛନ୍ତି STF ଏସପି I
Advertisment
Related Articles
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)