• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

Sujit kumar Swain

Editor

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରର� ...more

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।

less

Posts by Sujit kumar Swain

 Strict Ban On Single-Use Plastics
Plastic-Free Campus: ଉଚ୍ଚ ଶିକ୍ଷାନୁଷ୍ଠାନ କ୍ୟାମ୍ପସରେ ‘ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ୍’ ମନା; ଛାତ୍ରଛାତ୍ରୀ ଆଣିପାରିବେ ନାହିଁ ଅଣବିଘଟନ ପ୍ଲାଷ୍ଟିକ୍

ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।

Half Burnt Body Recovered
Half Burnt Body Recovered: ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ; ବୋହୂ କାହାକୁ ନ ଜଣାଇ ଶାଶୁର କରୁଥିଲା ଶବ ଦାହ !

ଭୁବନେଶ୍ବର ସତ୍ୟନଗର ଶ୍ମଶାନରୁ ଅର୍ଦ୍ଧଦଗ୍ଧ ଶବ ଜବତ। ବୋହୂ କାହାକୁ ନ ଜଣାଇ ଶାଶୁର ଶବ ଦାହ କରାଉଥିବା ଅଭିଯୋଗ । ମୃତକ ହେଲେ ବ୍ରହ୍ମଗିରି ପୂର୍ବତନ ବିଧାୟକ ଅଜୟ ଜେନାଙ୍କ ଧର୍ମପତ୍ନୀ।

if you keep these 4 things in mind you will never be defeated
Chanakya Niti: ଜୀବନରେ ଧ୍ୟାନରେ ରଖନ୍ତୁ ଏହି ୪ କଥା; କେବେବି ହେବେନି ପରାସ୍ତ...

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ପୁସ୍ତକରେ ଜୀବନର ମୂଲ୍ୟବୋଧ ବିଷୟରେ ଅନେକ କଥା କହିଛନ୍ତି । ସେ ଏପରି ୪ଟି ଜିନିଷ ବିଷୟରେ ଉଲ୍ଲେଖ କରିଛନ୍ତି, ଯାହାକୁ ନେଇ ସେ କୁହନ୍ତି ଯେ, ଯଦି ଜଣେ ବ୍ୟକ୍ତି ତାଙ୍କ ଜୀବନରେ ଏହି ୪ଟି ଜିନିଷ କରନ୍ତି, ତେବେ ତାଙ୍କ...

Australia vs Pakistan 2nd ODI
Australia vs Pakistan 2nd ODI: ମାଟି କାମୁଡ଼ି ପଡ଼ିଲା କଙ୍ଗାରୁ ଟିମ୍‌; ୯ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ

ଆଡିଲେଡ୍‌ରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ୧୬୩ ରନ୍‌ କରିଥିଲା ଅଷ୍ଟ୍ରେଲିଆ । ଯାହାକୁ ପିଛା କରି ପାକିସ୍ତାନ ୯ ୱିକେଟ୍‌ରେ ବିଜୟ ହାସଲ କରିଛି ।

Weight Loss Diet
Weight Loss Diet: ୭୨ କେଜି ଓଜନ କମାଇଲେ ମହିଳା; ସେୟାର କଲେ ପ୍ରତିଦିନ ଅଭ୍ୟାସ କରୁଥିବା ୫ଟି ଉପାୟ...

ଅମ୍ବର କ୍ଲେମେନ୍ସ ତାଙ୍କ ଓଜନ କମାଇବାର ସହଜ ୫ଟି ଉପାୟ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକୁ ସେ ପ୍ରତିଦିନ ଅଭ୍ୟାସ କରନ୍ତି । ଆସନ୍ତୁ ଜାଣିବା ସେହି ୫ଟି ଉପାୟ କଣ କ’ଣ...

At 59 Shah Rukh Khan quit smoking
Shah Rukh Khan Quits Smoking: ୫୯ ବର୍ଷ ବୟସରେ ଧୂମପାନ ଛାଡ଼ିଲେ କିଙ୍ଗ୍‌ ଖାନ୍‌; ଜାଣନ୍ତୁ କେତେ ଗୁରୁତ୍ୱ ରଖେ ବୟସ...

ଏକଦା ଦିନକୁ ୧୦୦ଟି ସିଗାରେଟ୍ ଟାଣୁଥିବା ଶାହରୁଖ ଏବେ ସିଗାରେଟ୍ ଛାଡ଼ିଦେଇଛନ୍ତି । ସେ ଆଗକୁ ଆଉ ସିଗାରେଟ୍ ଟାଣିବେ ନାହିଁ ବୋଲି ଜନ୍ମଦିନରେ ଘୋଷଣା କରିଛନ୍ତି ଶାହରୁଖ । ତେବେ ଏହି ବୟସରେ ଧୂମପାନ ଛାଡ଼ିବା ଶରୀର ଉପରେ ପଡ଼ିବ କି ପ୍ରଭାବ ? ଜାଣନ୍ତୁ...

 Salman Khan Receives Another Threat
Salman Khan Receives Another Threat: ଅଭିନେତା ସଲମାନ୍‌ଙ୍କୁ ପୁଣି ଧମକ; ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଆସିଲା ଧମକପୂର୍ଣ୍ଣ ମେସେଜ୍

ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଆସିଛି ସଲମାନଙ୍କ ଉଦ୍ଦେଶ୍ୟରେ ଧମକପୂର୍ଣ୍ଣ ମେସେଜ୍। ଏଥିରେ କୁହାଯାଇଛି ସଲମାନ ଖାନ୍ ଏବଂ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇକୁ ନେଇ ଏକ ଗୀତ ଲେଖାଯାଇଛି। ଗୀତ ଲେଖିଥିବା ବ୍ୟକ୍ତିଙ୍କୁ ଛଡ଼ାଯିବନି ବୋଲି ଧମକପୂର୍ଣ୍ଣ ମେସେଜ୍ ଆସିଛି। 

Rs 500-Crore Ethanol Project Exits
Rs 500-Crore Ethanol Project Exits: ଗତ ସରକାର ଅମଳରେ ମିଳିପାରିଲାନି ଜମି; ଫେରିଗଲା ୫୦୦ କୋଟିର ଫ୍ୟାକ୍ଟ୍ରି? 

ନବରଙ୍ଗପୁରରେ ମକାରୁ ଇଥାନଲ୍ ବାହାର କରିବାକୁ ପ୍ରସ୍ତାବିତ ପ୍ରକଳ୍ପ ଗତ ବିଜେଡି ସରକାର ବେଳେ ଫେରି ଯାଇଛି। ଜମି ଦେଇନପାରିବାରୁ ଫେରିଯାଇଥିବା ଶିଳ୍ପକୁ ନେଇ ଏବେ ବିଜେଡି ବିଜେପି ମୁହାଁମୁହିଁ। 

Fake Bill for Fake Road Khordha Scam Exposes
Fake Bill for Fake Road: ଅସଲି ରାସ୍ତା, ନକଲି ବିଲ୍; ମାଟି ରାସ୍ତା ଦେଖାଇ ଖାଇଗଲେ ୮ ଲକ୍ଷ ଟଙ୍କା !

ପ୍ରଶାସନର ଆଖିରେ ଆଗୁଣ୍ଠି ଗେଞ୍ଜି ଠକି ନେଇଗଲେ ୮ ଲକ୍ଷ ଟଙ୍କା। ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ଏମିତି କିଛି ଠକେଇର ଏବେ ଭିଜିଲାନ୍ସ ତଦନ୍ତ କରୁଛି । 

Year 2024 Is On Track To Be Warmest Year On Record
Year 2024 Is On Track To Be Warmest Year On Record: ଉତ୍ତପ୍ତ ହେଉଛି ପୃଥିବୀ, ରେକର୍ଡ ଭାଙ୍ଗୁଛି ତାତି; ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା 

ପୁଣି ଚିନ୍ତା ବଢ଼ାଇଲା ଚଳିତ ବର୍ଷର ବିଶ୍ବ ତାପମାତ୍ରା । ୨୦୨୩କୁ ଟପି ସର୍ବକାଳୀନ ରେକର୍ଡ ଭାଙ୍ଗିବ ୨୦୨୪ର ତାତି । ବିଶ୍ବ ପାଣିପାଗ ସଂଗଠନର ରିପୋର୍ଟ ପରେ ଜାତିସଂଘ ଉଦବେଗ ପ୍ରକାଶ କରିଛି। 

College Student Gang Raped
College Student Gang Raped: କଟକରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ; ଆପତ୍ତିଜନକ ଭିଡିଓ ଉଠାଇ ବ୍ଲାକମେଲ୍ କରୁଥିଲା ବୟଫ୍ରେଣ୍ଡ୍ !

ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ନେଇ ଆସିଛି ସାଂଘାତିକ ଅଭିଯୋଗ। ଛାତ୍ରୀଙ୍କ ବୟଫ୍ରେଣ୍ଡ୍ ଓ ତା’ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। 

ଅନ୍‌ଅଫିସିଆଲ୍‌ ଟେଷ୍ଟରେ ଚମକିଲେ ଧ୍ରୁବ ଜୁରେଲ
AUS-A vs IND-A: Unofficial ଟେଷ୍ଟରେ ଭାରତର ଖରାପ ପ୍ରଦର୍ଶନ; ଫେଲ୍‌ ହେଲେ KL Rahul

ଅଷ୍ଟ୍ରେଲିଆ-ଏ ଓ ଭାରତ-ଏ ମଧ୍ୟରେ ଚାଲିଛି ପ୍ରଥମ ଅନ୍‌ଫିସିଆଲ ଟେଷ୍ଟ । ପ୍ରଥମରୁ ଖରାପ ପ୍ରଦର୍ଶନ କରିଛି ଭାରତ-ଏ  । ଧ୍ରୁବ ଜୁରେଲଙ୍କ ୮୦ ରନ୍‌ ବଳରେ ଭାରତ-ଏ ମାତ୍ର ୧୬୧ ରନ୍‌ କରିପାରିଛି । 

Godabarisha Mishra Adarsha Prathamika Vidyalaya Yojana
Godabarisha Mishra Adarsha Prathamika Vidyalaya Yojana: ପ୍ରତି ପଞ୍ଚାୟତରେ ହେବ ୧ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ; ମୋଟ୍ ୬,୭୯୪ଟି ହେବ ନିର୍ମାଣ

ରାଜ୍ୟରେ ଖୁବଶୀଘ୍ର କାର୍ଯ୍ୟକାରୀ ହେବ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା । ଏଥିରେ ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। 

Bus Driver Dies Of Heart Attack While Driving
Bengaluru Bus Driver Death Viral Video: ବସ୍‌ ଚଳାଉଥିବା ବେଳେ ହାର୍ଟ ଆଟାକ୍‌ରେ ଚାଲିଗଲା ଡ୍ରାଇଭରଙ୍କ ଜୀବନ; ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ...

ଚଳାଉଥିଲେ ବସ୍‌, ହଠାତ୍‌ ଚାଲିଗଲା ଜୀବନ । ବସ୍‌ ଚଳାଉଥିବା ବେଳେ ହଠାତ୍‌ ହାର୍ଟ ଆଟାକ୍‌ରେ ବେଙ୍ଗାଲୁରୁ ବିଏମଟିସିର ଜଣେ ଡ୍ରାଇଭର ପ୍ରାଣ ହରାଇଛନ୍ତି ।

killing mother and sister for property
Sambalpur Murder Case: ସମ୍ପତ୍ତି ପାଇଁ ମାଆକୁ ଜାଳିଦେଲା ପୁଅ; ଅଭିଯୁକ୍ତକୁ ଗିରଫ କଲା ପୋଲିସ

ସମ୍ପତ୍ତି ପାଇଁ ମାଆ ଓ ଉଭଣୀଙ୍କୁ ହତ୍ୟା। ଦୁଇ ଜଣଙ୍କୁ ପୋଡ଼ି ମାରିଦେଇଥିଲେ ବାପା ପୁଅ। ହତ୍ୟାକୁ ଦେଇଥିଲେ ଆତ୍ମହତ୍ୟାର ରୂପ । 

Illegal Cough Syrup Seized
Illegal Cough Syrup Seized: ମେଡିସିନ୍ ଫାର୍ମ ଉପରେ ରାତି ଅଧିଆ ଚଢ଼ାଉ; ଜବତ ହେଲା ପୁଳା ପୁଳା ବେଆଇନ୍ କଫ ସିରପ୍

କଟକରେ ଡ୍ରଗ୍ସ କଣ୍ଟ୍ରୋଲ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବେଆଇନ୍ କଫ୍ ସିରପ ଜବତ ହୋଇଛି ।

Devotees in Large Numbers Conduct Sacred Chhath Puja
Chhath Puja: ଆସନ୍ତାକାଲି ଛଟ୍ ପୂଜା, ପ୍ରସ୍ତୁତି ଶେଷ; ପୂଜା ସାମଗ୍ରୀ କିଣିବାକୁ ମାର୍କେଟରେ ଗହଳି ଚହଳି...

ସହରରେ ରହୁଥିବା ଲକ୍ଷାଧିକ ବିହାରୀ ସଂପ୍ରଦାୟର ଲୋକୋ ଛଟି ମାତାଙ୍କ ପୂଜା କରୁଛନ୍ତି। ବଜାରରେ ପୂଜା ସାମଗ୍ରୀ କିଣାକିଣି ପାଇଁ ପ୍ରବଳ ଭିଡ ଲାଗିଛି।

Anganwadi Worker Brutally Hacked to Death
Anganwadi Worker Death: ଏକ ତରଫା ପ୍ରେମର କରୁଣ ପରିଣତି; ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା !

ବାହା ହେବାକୁ ମନା କରିବାରୁ ଅଙ୍ଗନବାଡି କର୍ମୀଙ୍କୁ ଫାର୍ସାରେ ହାଣି ନିର୍ମମ ହତ୍ୟା ଅଭିଯୋଗ। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଜୁଲୁମବାହାଲ ପୁରୁଣା ଗାଁରେ ଅଙ୍ଗନବାଡି କର୍ମୀଙ୍କୁ ହତ୍ୟା ଘଟଣାର ତନାଘନା କରୁଛି ପୋଲିସ।

US President Election Result 2024
US President Election Result 2024: ପରାଜୟ ସ୍ବୀକାର କଲେ Kamala Harris; କହିଲେ-'ଆମେରିକାର ସ୍ବପ୍ନ, ଆକାଂକ୍ଷାକୁ ପୂରା କରିବା ଦିଗରେ କାମ ଜାରି ରଖିବି'

ହାୱାର୍ଡ ବିଶ୍ବବିଦ୍ୟାଳୟରେ ନିଜ ସମର୍ଥକଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ଦେଇ, ପରାଜୟକୁ ମାନିବା ସହ ଶାନ୍ତିପୂର୍ଣ୍ଣ ଭାବରେ ଡୋନାଲ୍ଟ ଟ୍ରମ୍ପଙ୍କୁ କ୍ଷମତା ହସ୍ତାନ୍ତର ପ୍ରତିଶ୍ରୁତି ଦେଇଛନ୍ତି। 

Indian Railways
Indian Railways: ନୂଆ ରେକର୍ଡ କଲା ଭାରତୀୟ ରେଳ: ୨୪ ଘଣ୍ଟାରେ ଯାତ୍ରା କଲେ ଅଷ୍ଟ୍ରେଲିଆ-ନ୍ୟୁଜିଲ୍ୟାଣ୍ଡର ଜନସଂଖ୍ୟାଠାରୁ ଅଧିକ ଯାତ୍ରୀ  

୪ ନଭେମ୍ବରରେ ୩ କୋଟିରୁ ଅଧିକ ଯାତ୍ରୀ ଭାରତୀୟ ରେଳ ଦ୍ୱାରା ଯାତ୍ରା କରିଛନ୍ତି । ଯାହା ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡର ମିଳିତ ଜନସଂଖ୍ୟା ସହିତ ସମାନ । ଏଭଳି ବିରଳ ରେକର୍ଡ ସୃଷ୍ଟି କରି ପାରିଛି ଭାରତୀୟ ରେଳ ବିଭାଗ ।

ବିଜେବି କଲେଜରୁ ସାମ୍ବାଦିକତାରେ ସ୍ନାତକୋତ୍ତର କରିବା ପରେ ସାମ୍ୱାଦିକତା କ୍ଷେତ୍ରରେ ୪ ବର୍ଷରୁ ଊର୍ଦ୍ଧ୍ବ ଅଭିଜ୍ଞତା ରହିଛି । ବିଭିନ୍ନ ମିଡିଆରେ କାମ କରିବା ପରେ ଏବେ ଓଟିଭି ସହିତ ଯୋଡ଼ି ହୋଇଛି । ସମସ୍ତ ପ୍ରକାର ଖବର ଲେଖିବାରେ ବିଶେଷ ରୁଚି ରହିଛି।