ବୈକୁଣ୍ଠ ଧାମକୁ ନେଇ ଦିନକୁ ଦିନ ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଏହାରି ଭିତରେ ଆଜି ବାବାଙ୍କ ଦରବାରର ଭିଡିଓ ସାମ୍ନାକୁ ଆସିଛି । କେମିତି ଚାଲିଥିଲା ବାବାଙ୍କ ପୂଜା ।
ପ୍ରତି ସଫଳତା ପଛରେ ଥାଏ ସଂଘର୍ଷର କାହାଣୀ । ସେହି ସଂଘର୍ଷର ସୋପାନ ଅତିକ୍ରମ କରି, ୨୦୧୯ ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷାରେ ସଫଳତାର ସହ ୩୧ ରାଙ୍କ୍ ହାସଲ କରିଛନ୍ତି ସିମି କରନ ।
ଖଣ୍ଡଗିରି ସ୍ଥିତ ଆଶ୍ରମ ଭିତରକୁ ପଶିଲେ କିଛି ଲୋକ । ଆଶ୍ରମ ସାମ୍ନାରେ ଉତ୍ତେଜନା ପରିସ୍ଥିତି । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି କିଛି ଯୁବକ ।
ମହିଳା ସଶକ୍ତୀକରଣ ଓ ଦେଶ ସୁରକ୍ଷାରେ ବଢିଲା ମହିଳାଙ୍କ ଗୁରୁତ୍ବ। ପ୍ରଥମଥର ପାଇଁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସରେ ଗଠନ ହେବ ସ୍ୱତନ୍ତ୍ର ମହିଳା ବାଟାଲିୟନ୍।
ଆଜି ବି କ୍ରମାଗତ ଭାବେ ପଞ୍ଚମ ଦିନରେ ଦିଲ୍ଲୀର ବାୟୁ ଗୁଣବତ୍ତା ଭୟଙ୍କର ରହିଛି । ସକାଳ ୭ଟା ସୁଦ୍ଧା ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୨୮ ରହିଥିଲା।
ସ୍କୁଲରେ ଘଟିଲା ବଡ଼ଧରଣର ହତ୍ୟାକାଣ୍ଡ । ସ୍କୁଲ୍ରେ ହେଲା ଛୁରାମାଡ଼ । ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଛନ୍ତି ।
ସ୍କୁଲ ବାରଣ୍ଡାରେ ଚୁଲି ଜଳୁଛି, ଶ୍ରେଣୀ ଗୃହରେ ଶେଯ ପଡ଼ିଛି। ଏଣେତେଣେ ଆସବାବପତ୍ର ଓ ବାସନକୁସନ। ୨୦୧୯ ଫନି ବାତ୍ୟାରେ ଘର ଭାଙ୍ଗିବା ପରେ, ଗାଁର ଏକ ପୁରୁଣା ସ୍କୁଲରେ ଆଶ୍ରୟ ନେଇଛନ୍ତି ସ୍ବର୍ଣ୍ଣଲତା ।
ଗଜପତି ଜିଲ୍ଲା ମୋହନା ଥାନା କେନ୍ଦୁଘାଟିରେ ଟୁରିଷ୍ଟ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୩ ଜଣ ଆହତ ହୋଇଛନ୍ତି ।
ହିଂସା ପ୍ରଭାବିତ ମଣିପୁରରେ ପୁଣି ଜାରି ହେଲା କର୍ଫ୍ୟୁ। ଇମ୍ଫାଲ ୱେଷ୍ଟ ଏବଂ ଇମ୍ଫାଲ ଇଷ୍ଟରେ କର୍ଫ୍ୟୁ ଲାଗୁ କରାଯିବା ସହିତ ୭ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ କରିଦିଆଯାଇଛି।
କେତେବେଳେ ଦୁର୍ଘଟଣାଜନିତ ତ ଆଉ କେତେବେଳେ ଆତ୍ମହତ୍ୟା ଜନିତ। NCRBର ତଥ୍ୟ କହୁଛି ଦେଶରେ ପ୍ରତିବର୍ଷ ଯେତିକି ଅସ୍ବାଭାବିକ ମୃତ୍ୟୁ ଘଟୁଛି ତା ଭିତରୁ କେବଳ ୮.୯ ପ୍ରତିଶତ ହେଉଛି ପାଣିରେ ବୁଡ଼ି ମୃତ୍ୟୁ।
ଗୁଜରାଟର ସାବରମତୀ ରିଭରଫ୍ରଣ୍ଟ ଢାଞ୍ଚାରେ ହେବ ମହାନଦୀ ପଠା । ଆମ ରାଜ୍ୟର ଲାଇଫଲାଇନ କୁହାଯାଉଥିବା ମହାନଦୀ ହେବ ମହାନଦୀ ବିହାର।
ପୂର୍ବ ଭାରତର ସର୍ବବୃହତ୍ ବାଣିଜ୍ୟିକ ମହାକୁମ୍ଭ ପାଇଁ କଟକ ମହାନଦୀ ପଠା ସମ୍ପୂର୍ଣ୍ଣ ଲୋକାରଣ୍ୟ। ଏଥର ବାଲିଯାତ୍ରାକୁ ଆକର୍ଷଣୀୟ କରିବାକୁ କିଛି ନୂଆ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ।
କିଏ ଚୋରା ମଦ କାରବାର କରୁଛି ତ ଆଉ କିଏ ଗଞ୍ଜେଇ ମାଫିଆଙ୍କ ସୁରକ୍ଷା କବଚ ପାଲଟିଛି। କାହା ନାଁରେ ଏକାଧିକ ମଦ କାଉଣ୍ଟର ତ ଆଉ କିଏ ଜବତ ହୋଇଥିବା କୁଇଣ୍ଟାଲ କୁଇଣ୍ଟାଲ ଗଞ୍ଜେଇ ନେଇ ବିକ୍ରି କରି ଦେଉଛି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପୁରୀ ବାସେଳିସାହି ଥାନାରେ ଏତଲା ଦିଆଯାଇଛି । ମାଟିତୋଟା ମୌଜାରେ ମହାପ୍ରଭୁଙ୍କ ଜମି ଜାଲିଆତି ଅଭିଯୋଗ ହୋଇଛି ।
ସମ୍ବଲପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରରେ ନୂଆ ଡାଏରୀ ପ୍ଲାଣ୍ଟ ଖୋଲିବ ଓମଫେଡ଼। ଖୁବଶୀଘ୍ର ମାର୍କେଟକୁ ଆସିବ ଓମ୍ଫେଡ ପାଣି ଓ ଚକୋଲେଟ ।
ପୋଷା କୁକୁର ଓ ବାଘ ମଧ୍ୟରେ ଲଢେଇ । ହାର୍ ମାନିଲା ବାଘ, ଜିତିଲା କୁକୁର । ଏଭଳି ଦୃଶ୍ୟ ସମସ୍ତଙ୍କୁ ଚକିତ କରିଛି । ଭୟଙ୍କର ଲଢେଇର ପୁରା ଘଟଣା ସିସିଟିଭିରେ ହେଲା କଏଦ ।
କୁନି ପିଲାର ପାଦ ତଳେ ତୁଳସୀ । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ନେଇ ଚର୍ଚ୍ଚା । ଥାନାରେ ଫେରାଦ ହେଲେ ସମାଜସେବୀ ମହାସଂଘ ।
ଜନଜାତି ଗୌରବ ଦିବସରେ ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି । କହିଲେ-ଏନ୍ଡିଏର ସୌଭାଗ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି କରିବାର ସୌଭାଗ୍ୟ ମିଳିଲା ।
ଲକ୍ଷେ କି ଦୁଇ ଲକ୍ଷ ନୁହେଁ ଏକାଥରେ ମିଳିଲା ୫୦ ଳକ୍ଷ ଟଙ୍କା । ପାଖାପାଖି ୧୧ଟି ଟଙ୍କା ବଣ୍ତଲ ମିଳିଛି ।
ଯୋଜନା ଚାଲିଛି, ହେଉଛି ମେଳା ମହୋତ୍ସବ । ଚାଷୀ ପାଖରେ କିନ୍ତୁ ପହଞ୍ଚୁନି ସହାୟତା ! ମିଲେଟ ମିଶନକୁ ନେଇ ଚାଷୀ ଆଣିଛନ୍ତି ଏଭଳି ସାଂଘାତିକ ଅଭିଯୋଗ।