/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723821411.jpg)
ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି।
/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723821411.jpg)
1/5
ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି।
2/5
ଯୋଗେଶ ବାହାଦୁର ଖୁରାନିଆ ହେଲେ ରାଜ୍ୟର ନୂଆ ପୂର୍ଣ୍ଣକାଳିନ ପୋଲିସ ଡିଜି । ଏନେଇ ଗୃହ ବିଭାଗର ବିଜ୍ଞପ୍ତି ପ୍ରକାଶ ପରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ଦାୟିତ୍ବ ଗ୍ରହଣ କରିଛନ୍ତି ଖୁରାନିଆ ।
3/5
ହରିୟାଣା ଜନ୍ମିତ ୱାଇ.ବି. ଖୁରାନିଆ ଓଡ଼ିଶା କ୍ୟାଡର ଆଇପିଏସ୍ ଅଧିକାରୀ।
4/5
ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲା ଭଳି ୫ଟି ପୋଲିସ ଜିଲ୍ଲାର ଏସପି ଭାବେ ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି।
5/5
ବ୍ରହ୍ମପୁର ଓ ସମ୍ବଲପୁରରେ ଡିଆଇଜି ପରେ ସେହି ସମ୍ବଲପୁରର ଏବଂ ଏସ୍ଏପିର ଆଇଜି ଭାବେ କାର୍ଯ୍ୟ ତୁଲାଇବା ସହ ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସର କମିଶନର ଭାବେ ବି କାର୍ଯ୍ୟ କରିଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)