/odishatv-khabar/media/post_attachments/uploadimage/library/16_9/16_9_0/Panchang_1709603200.jpg)
Panchang
ସୌର କୁମ୍ଭମାସ ଫାଲଗୁନ କୃଷ୍ଣପକ୍ଷ। ଇଂରାଜୀ ୦୬ ତାରିଖ ବୁଧବାର। ଚନ୍ଦ୍ର- ଧନୁ ରାତ୍ରି ୦୮.୨୭ ଗତେ ମକର। ତିଥି- ୧୦ମୀ ପ୍ରାତଃ ୦୬.୩୧ ଗତେ ୧୧ଶୀ (କ୍ଷୟ) ରାତ୍ରି ୦୪.୧୪ ଗତେ ୧୨ଶୀ ।
Advertisment
ଘାତଚନ୍ଦ୍ର- ତୁଳା ଓ କୁମ୍ଭ ରାଶିର, ରାତ୍ରି ୦୮.୨୭ ଗତେ ସିଂହ ରାଶିର
ଘାତବାର- କର୍କଟ ରାଶିର
ପୁଷ୍କର ଦୋଷ- ଦିବା ୦୨.୫୦ ଗତେ ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ରାତ୍ରି ୦୪.୧୪ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ।
ଶୁଭ ସମୟ
ଦିବା- ୦୬.୦୫ ରୁ ୦୭.୩୯
ଦିବା- ୧୦.୨୯ ରୁ ୧୧.୩୪
ଦିବା- ୦୧.୫୫ ରୁ ୦୫.୦୩
ସନ୍ଧ୍ୟା- ୦୬.୩୯ ରୁ ୧୦.୪୪
ରାତ୍ରି- ୦୨.୦୦ ରୁ ୦୩.୦୧
ନିଶାନ୍ତ- ୦୪.୩୩ ରୁ ୦୬.୦୫
ଅଧିକ ପଢ଼ନ୍ତୁ: ଏହି ବାରରେ କେବେବି ଆରମ୍ଭ କରନ୍ତୁ ନାହିଁ ଘର; ମିଳିପାରେ ମୃତ୍ୟୁ ଭଳି ଯନ୍ତ୍ରଣା
Advertisment
ଅଶୁଭ ସମୟ
ରାହୁକାଳ- ଦିବା ୧୧.୫୭ ରୁ ୦୧.୨୫
କାଳବେଳା- ଦିବା ୦୯.୦୧ ରୁ ୧୦.୨୯
ବାରବେଳା- ଦିବା ୧୧.୫୭ ରୁ ୦୧.୨୫
କାଳରାତ୍ରି- ରାତ୍ରି ୦୩.୦୧ ରୁ ୦୪.୩୩
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)