Advertisment

Panchang Today 3rd Mar 2024: ଜାଣନ୍ତୁ ଆଜିର ଶୁଭ ଓ ଅଶୁଭ ସମୟ...

ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ।

author-image
Sonali Ojha
ଅଦ୍ୟତନ ହୋଇଛି
undefined

Panchang

ସୌର କୁମ୍ଭମାସ  ଫାଲ୍‌ଗୁନ କୃଷ୍ଣପକ୍ଷ। ଇଂରାଜୀ ୦୩ ତାରିଖ ରବିବାର। ଚନ୍ଦ୍ର- ବିଛା ଅହୋରାତ୍ର। ତିଥି-  ୭ମୀ ଦିବା ୦୮.୪୫ ଗତେ ୮ମୀ
ଘାତଚନ୍ଦ୍ର- ନାସ୍ତି
ଘାତବାର- ମେଷ ରାଶିର
ପୁଷ୍କର ଦୋଷ- ୨ ପାଦ-କୃଷି ଓ ପଶୁହାନି-ଭୂମି ଓ ଅନ୍ନଦାନ ଦିବା ୦୮.୪୫ ଗତେ ୧ ପାଦ-କୃଷିହାନି-ଭୂମିଦାନ।

Advertisment

ଶୁଭ ସମୟ

ପ୍ରାତଃ-୦୬.୦୮ ରୁ ୧୦.୦୧
ଦିବା-୦୧.୨୬ ରୁ ୦୧.୫୫
ସନ୍ଧ୍ୟା-୦୬.୩୮ ରୁ ୦୯.୦୫
ରାତ୍ରି- ୧୨.୨୨ ରୁ ୦୧.୩୦
ରାତ୍ରି- ୦୩.୦୨ ରୁ ୦୩.୩୯

ଅଶୁଭ ସମୟ

ରାହୁକାଳ- ଦିବା ୦୪.୨୧ ରୁ ୦୫.୪୯
କାଳବେଳା- ଦିବା ୧୧.୫୮ ରୁ ୦୧.୨୬
ବାରବେଳା- ଦିବା ୧୦.୩୧ ରୁ ୧୧.୫୮
କାଳରାତ୍ରି- ରାତ୍ରି ୦୧.୩୦ ରୁ ୦୩.୦୨

Advertisment
Panchang
Advertisment
Advertisment