ବାହାନଗା ଟ୍ରେନ୍ ଟ୍ରାଜେଡିରେ ସିବିଆଇ ହାତରେ କେଉଁ ପ୍ରମାଣ ଲାଗିଲା ? ଦୁର୍ଘଟଣା ପଛର ଦୋଷୀ କିଏ ? ତାକୁ ନେଇ ଲାଗିରହିଥିବା ରହସ୍ୟ ଭିତରେ ସାମ୍ନାକୁ ଆସିଛି ବଡ଼ ଖବର। ବାହାନଗା ବଜାର ଷ୍ଟେସନ ମାଷ୍ଟର ଓ ସିଗ୍ନାଲ ଅଧିକାରୀଙ୍କୁ ସିବିଆଇ ଉଠାଇ ନେଇ ପଚରାଉଚରା କରୁଥିବା ସୂଚନା ମିଳିଛି। ଦୁର୍ଘଟଣା ପଛରେ ଆଉ କିଏ, ସେନେଇ ପ୍ରାୟ ସପ୍ତାହେ ଧରି ଘଣ୍ଟାଚକଟା କରିବା ପରେ ସିବିଆଇ ଆଜି ବାଲେଶ୍ବର ଛାଡୁଥିବା ଚର୍ଚ୍ଚା ହେଉଛି।
Published By: Satyendu Shekher Mishra
Last updated: 12 June 2023, 10:48 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।