• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

Satyendu Shekher Mishra

Editor

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କା ...more

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।

less

Posts by Satyendu Shekher Mishra

Kho Kho Player
ବାପା ମାଆ ନାହାନ୍ତି, ନହଲେ ପୁଅ ପାଇଁ ସେମାନଙ୍କ ଛାତି ଆଜି ଗର୍ବରେ ଫାଟି ପଡ଼ୁ ଥାନ୍ତା...

ପୂର୍ବରୁ ମଧ୍ୟ ସେ ଅନେକ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗୀତାରେ ସାମିଲ ହୋଇ ପୁରସ୍କାର ପାଇଛନ୍ତି । ତାଙ୍କର ଏହି ସବୁ ଉପଲବ୍ଧି ପାଇଁ ପୁରା ଗାଁ ଆଜି ତାଙ୍କୁ କାନ୍ଧରେ ବସାଇ ବୁଲାଉଛନ୍ତି ।

Anganwadi Workers
ସରକାରଙ୍କ ନାଲି ଆଖି ସତ୍ତ୍ୱେ ଦୁର୍ବାର ଆନ୍ଦୋଳନ, ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି ଦିଦି

ଦାବି ପୂରଣ ନହେବା ଯାଏଁ ବାରମ୍ବାର ରାସ୍ତାକୁ ଓହ୍ଲାଇବାକୁ ଚେତାବନୀ । ଝାଞ୍ଜ ଓ ଖୋଳ ବଜାଇ ସଂକୀର୍ତ୍ତନ କରି ଲୋକକଳା ପରିଷଦର ଆନ୍ଦୋଳନ ।

Srimandir Lord Jagannath
ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ପ୍ରସଙ୍ଗରେ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

କାଲିଠୁ ମରାମତି ଆରମ୍ଭ ଲାଗି ASIକୁ ଉଚ୍ଚ ନ୍ୟାୟାଳୟଙ୍କ କଡ଼ା ନିର୍ଦ୍ଦେଶ । ପ୍ରତି ୧୫ ଦିନରେ ଆମିକସକ୍ୟୁରି ଦେବେ ମରାମତି କାମର ଷ୍ଟାଟସ୍ ରିପୋର୍ଟ ।

Cyber Crime
ମିଠା କିଣି ପେମେଣ୍ଟ କରୁ କରୁ ଚାଲିଗଲା ୭୯୦୦୦ ଟଙ୍କା !

ଏଭଳି ଏକ ଠକାମୀର ଶିକାର ହେବା ପରେ ସେ ତୁରନ୍ତ ନବଘର ପୋଲିସ ଷ୍ଟେସନ୍‌ର ଦ୍ୱାରସ୍ଥ ହୋଇଥିଲେ ।

Sachin Tendulkar- Virat Kohli
ଭବାବିହ୍ୱଳ ହୋଇ ଟ୍ୱିଟ୍‌ କଲେ ସଚିନ୍‌, କହିଲେ ମନେପଡ଼ିଗଲା ସେଇ ଡ୍ରେସିଂ ରୁମ୍‌ରେ ଦେଖା...

ବିଶ୍ୱକପ୍ ସେମି ଫାଇନାଲରେ ବିରାଟ କୋହଲିଙ୍କ ବିରାଟ ଶତକ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଶତକ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ୫୦ ତମ ସେଞ୍ଚରୀ କରି ସେ ସଚିନଙ୍କ ରେକର୍ଡ ଭାଙ୍ଗିବା ସହ କ୍ରିକେଟରେ ବିରାଟ ରେକର୍ଡ କରିଛନ୍ତି ବିରାଟ କୋହଲି ।

KBC
ବିଗ୍ ବିଙ୍କ ଆଗରେ ମହା ଠକେଇର ଭାଣ୍ଡାଫୋଡ୍ କଲେ ଓଡ଼ିଆ ଟ୍ୟୁସନ୍ ସାର୍

ବାଲେଶ୍ବର ଶ୍ରୀଙ୍ଗାରପୁରର ଟ୍ୟୁସନ ସାର୍ ଶେକ୍ ଅଜମତ୍ ଖୋଲିଲେ ଗୁମର । ଖୋଲିଦେଲେ ରାଜ୍ୟ ସରକାରଙ୍କ ମିଛ ପ୍ରତିଶ୍ରୁତିର ପୋଲ୍ ।

Deepawali
ଦୁଃଖ ଦେଇଗଲା ଦୀପାବଳି ! ସ୍ୱାମୀଙ୍କ ବିୟୋଗରେ ମ୍ରିୟମାଣ ପତ୍ନୀ ହାରିଦେଲେ ଜୀବନ

ଶେଷକୃତ୍ୟ ସରୁ ସରୁ ଆତ୍ମହତ୍ୟାର ପଥ ବାଛିନେଲେ ପତ୍ନୀ । ଅବେଳରେ ଅନାଥ ହୋଇଗଲେ ବୋଲଗଡ଼ ବେଣାଗାଡିଆର ୨ କୁନି ଝିଅ ।

Pradeep Panigrahi
ଛିଡୁନି ବିଧାୟକ ପ୍ରଦୀପ ପାଣିଗ୍ରାହୀ ସମୀକରଣ ! ଅକଳରେ ପଡ଼ିଛି ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା

ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !

Odisha Politics
୨୪ ଭୋଟ୍ ପୂର୍ବରୁ ବିଜେପିର ହଲ୍ଲାବୋଲ ! ଅଳିଆ ଢାଳିଲେ, ଗୋବର ମାଡ଼ କଲେ...

ଆଗାମୀ ୧୮ ଯାଏଁ ରାଜ୍ୟବ୍ୟାପୀ ଆନ୍ଦୋଳନ । ବିଜେଡି କହିଲା, ଏହାର କୌଣସି ପ୍ରଭାବ ପଡ଼ିବନି ।

Borewell
ଜୀବନ ନେଇଗଲା ମୃତ୍ୟୁର ଯନ୍ତା ପକାଇଥିବା ବୋରୱେଲ୍ ଗାତ

ରେସ୍କ୍ୟୁ ଟିମ୍‌ର ୫ଘଣ୍ଟାର ପ୍ରାଣମୂର୍ଚ୍ଛା ଉଦ୍ୟମ ପରେ ବି ବଞ୍ଚିଲେନି ବୃଦ୍ଧା ।

Lord Jagannath
ଅଶାଳୀନ ପୋଷାକ ପରେ ଶ୍ରୀମନ୍ଦିରକୁ ପାନ-ଗୁଟ୍‌ଖା ବି ବ୍ୟାନ୍ ! ସେବାୟତଙ୍କ ପାଇଁ ମଧ୍ୟ ଲାଗୁ...

​​​​​​​ଛତିଶା ନିଯୋଗ ସହ ବିଭିନ୍ନ ବିଭାଗକୁ ଜଣାଇଲା ଶ୍ରୀମନ୍ଦିର ପ୍ରଶାସନ । ଜାନୁଆରୀ ପହିଲାରୁ ନିୟମ କଡ଼ାକଡ଼ି ଲାଗୁ ପାଇଁ ଚିଠି ।

Uttarkashi
ଚାଲିଥିଲା ଟନେଲ ନିର୍ମାଣ, ରାତି ଅଧରେ ଭୁଶୁଡ଼ିଗଲା ! ଫସିଗଲେ ୪୦ ଶ୍ରମିକ

ଘଟଣାସ୍ଥଳରେ ଜିଲ୍ଲା ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ରେସ୍କ୍ୟୁ ଅପରେସନକୁ ଜୋରଦାର କରିଛନ୍ତି ।

Father Died
ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡ଼ିଗଲା ବାପା, ଚାଲିଗଲା ଜୀବନ

ସରୋଜଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଥିଲେ।

Balijatra
ଏଥର ଜମିବ ବାଲିଯାତ୍ରା ! ଅରିଜିତ ସିଂ-ସୋନୁ ନିଗମ-ଶ୍ରେୟାଙ୍କ ସ୍ୱରରେ ଝୁମିବ ପଡ଼ିଆ...

ବଲିଉଡ କଳାକାର ଅରିଜିତ ସିଂ, ସୋନୁ ନିଗମ, ଶ୍ରେୟା ଘୋଷାଲ, ସୁନିଦି ଚୌହାନ ଓ ଅଭିନେତା ଗୋବିନ୍ଦା ମଧ୍ୟ କାର୍ଯ୍ୟକ୍ରମକୁ ଆସିବା ସମ୍ଭାବନା ରହିଛି। 

Dharmendra Pradhan Fake PA
ଧର୍ମେନ୍ଦ୍ରଙ୍କ PA କହି ଲୋକଙ୍କୁ ଚୁନ ଲଗାଉଥିଲା, ଏବେ ଧରାପଡ଼ି ଜେଲ୍‌ରେ..

ଡିଆରଡିଓ, ଭିଜିଲାନ୍ସର ନକଲି ସାର୍ଟିଫିକେଟ ସହ ଭାରତୀୟ ବାୟୁସେନାର ନକଲି ପରିଚୟ ପତ୍ର, ଲ୍ୟାପଟପ, ୨ଟି ପେନ୍ ଡ୍ରାଇଭ, ୮ଟି ମୋବାଇଲ ଫୋନ, ୧୩ଟି ସିମ୍ କାର୍ଡ, ୫ଟି ବ୍ୟାଙ୍କ ପାସବୁକ୍ ଓ ଚେକ୍ ଆଦିକୁ ଜବତ କରିଛି ପୋଲିସ ।

Tiger 3
ରିଲିଜ୍‌ ହେଲା ସଲମାନଙ୍କ Tiger 3, ଆଡଭାନ୍‌ସ ବୁକିଂ ୨୦ କୋଟି ଟପିଲା...

ସାରା ଦେଶରେ ୧୬ ହଜାରରୁ ଅଧିକ ସ୍କ୍ରିନରେ ଭାଇଜାନଙ୍କ ଜଲୱା । ସଲମାନ ଖାନଙ୍କ ସ୍ବାଗକୁ ଦେଖୁଛନ୍ତି ଫ୍ୟାନ୍ ।

Kali Puja
Kali Puja 2023: ମଧ୍ୟରାତ୍ରରେ ମାଆଙ୍କ ଚକ୍ଷୁଦାନ ପରେ ହେବ ପୂଜାର୍ଚ୍ଚନା

ମଧ୍ୟରାତ୍ରରେ ମାଆ ଶ୍ୟାମାକାଳୀଙ୍କ ପୂଜା ଆରମ୍ଭ ହେବ। ଏଥର ଭଦ୍ରକର ଚରମ୍ପାରେ ୯ଟି ପୂଜା ମଣ୍ଡପରେ ପୂଜା ପାଇବେ ମାଆ।

Deepawali
ଦୀପାବଳି-ପୟାଶ୍ରାଦ୍ଧ ! ଶ୍ରୀମନ୍ଦିରରେ କେବେ କରାଯିବ ପାଳନ ? ଜାଣନ୍ତୁ...

ପୟାଶ୍ରାଦ୍ଧରେ ପିଣ୍ଡଦାନ କରାଯାଇ ନ ଥାଏ । କେବଳ ଦୀପଦାନ, ଶୀତଳ ଭୋଗ ଅର୍ପଣ ଯଥା ଖଇକୋରା, ଫଳମୂଳ ଓ ଆଖୁ ଆଦି ଅର୍ପଣ କରାଯାଇଥାଏ।

Surat Station
ଛଟପୂଜା ପାଇଁ ଷ୍ଟେସନ୍‌ରେ ପ୍ରବଳ ଭିଡ଼, ଜଣେ ମୃତ

ଦୌଡ଼ା ଦୌଡ଼ି ମଧ୍ୟରେ ଜଣେ ୪୦ ବର୍ଷିୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ମୁଁ ସତ୍ୟେନ୍ଦୁ ଶେଖର ମିଶ୍ର । ୨୦୧୬ରୁ ମୁଁ ସାମ୍ବାଦିକତା କରି ଆସୁଛି । ଦୈନିକ ଖବର କାଗଜ ଓଡ଼ିଶା ଭାସ୍କର ରୁ ମୋର ଏହି ନୂଆ ଜୀବନ ଆରମ୍ଭ । ଦୁଇରୁ ଅଢ଼େଇ ବର୍ଷ ସେଠାରେ sub-editor ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାର ପ୍ରଥମ ଡିଜିଟାଲ ନ୍ୟୁଜ ଚ୍ୟାନେଲ ARGUS ଜରିଆରେ ନିଜର ଡିଜିଟାଲ ମିଡିଆ କ୍ୟାରିୟର ଆରମ୍ଭ କଲି। ସେଠାରେ ୨ ବର୍ଷ କାମ କରିବା ପରେ ନନ୍ଦିଘୋଷ ଟିଭି ଡିଜିଟାଲ ରେ କାମ କରିବାକୁ ସୁଯୋଗ ପାଇଲି। ଆଉ ଏବେ ମୁଁ ଓଡ଼ିଶାର ୧ ନଂ ଚ୍ୟାନେଲ OTV ରେ କାର୍ଯ୍ୟରତ ।