ଚୌଦ୍ଵାର କି କଟକ ନୁହେଁ ଓଡ଼ିଶା ପାଇଁ ଗର୍ବ ଆଣିଛନ୍ତି । ତାଙ୍କର ଏହି କଳା ପାଇଁ ତାଙ୍କୁ ମନେ ରଖିଛନ୍ତି ପ୍ରଧାନମନ୍ତ୍ରୀ । ତାଙ୍କୁ କଟକର ଏକ ସଭାକୁ ନିମନ୍ତ୍ରିତ କରି ସମ୍ମାନୀତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ହସ୍ପିଟାଲ ଗାର୍ଡ ହୁଇସିଲ୍ ଫୁଙ୍କି ଷ୍ଟ୍ରେଚର ହଟାଇବା ପରେ ଅଭିଯୁକ୍ତଙ୍କୁ ଧରି ପୋଲିସ୍ ସେଠାରୁ ଚାଲି ଯାଇଥିଲା। ଏପରି ଏକ ଘଟଣା ଋଷିକେଶର AIIMSରେ ଦେଖିବାକୁ ମିଳିଛି।
ଓଡ଼ିଶାରେ ନବୀନ ସରକାର ବାବୁମାନଙ୍କ ଘେରାବନ୍ଦୀରେ ରହିଛି । ନବୀନ ସରକାର ଏଠାରେ ଆୟୁଷ୍ମାନ ଭାରତ ଲାଗୁ କରୁନାହାନ୍ତି ।
ସମସ୍ତେ ଛିଡ଼ା ହୋଇ ତାଳି ମାରିଛନ୍ତି । ଏହି ସବୁ ଦୃଶ୍ୟ ଦେଖାଯିବା ପରେ, IPLରୁ ଦିନେଶଙ୍କ ଅବସର ଚର୍ଚ୍ଚା ଅଧିକ ଖୋରାକ ପାଉଛି ।
ହାଇଭୋଲଟେଜ୍ ମ୍ୟାଚରେ ରାଜସ୍ଥାନଠୁ ହାରିଲା ବେଙ୍ଗାଲୁରୁ । ୧୭୩ ରନର ଲକ୍ଷ୍ୟକୁ ଗୋଟିଏ ଓଭର ପୂର୍ବରୁ ହାସଲ କଲା ରାଜସ୍ଥାନ ।
ସୋସିଆଲ ମିଡିଆରେ ବୈଜୟନ୍ତ କହିଲେ, ମୁଖ୍ୟମନ୍ତ୍ରୀଙ୍କ ଆଉ ସେହି ମ୍ୟାଜିକ ନାହିଁ ।
ଏଥର ମଇଦାନରେ ବହୁ ହେଭିୱେଟ୍ । ୬ ସଂସଦୀୟ କ୍ଷେତ୍ର, ୪୨ ବିଧାନସଭା ଆସନରେ ହେବ ଭୋଟିଂ ।
ରେଜଲ୍ଟ ବାହାରୁଛି ନା କେବେ ବାହାରିବ ଘୋଷଣା କରାଯାଉଛି। ଫଳରେ ଦ୍ୱନ୍ଦ୍ୱରେ ଉଭୟ ବାପପୁଅ ।
ଗୋଟିଏ ଶୁଖିଲା ନଳକୂଅ ରହିଛି, ସେଥିରେ ବାଡେଇ ବାଡେଇ ହାତ ବିନ୍ଧୁଛି ସିନା ପାଣି ବାହାରୁନି। ୧୫ ଦିନ ହେଲା ଶୋଷରେ ଛଟପଟ ହେବା ପରେ ଆଜି ରାଜରାସ୍ତାରେ ଦେଖିବାକୁ ମିଳିଥିଲା ଅସନ୍ତୋଷ।
ଓଡ଼ିଶାବାସୀଙ୍କ ଉପରେ ନବୀନ କାହିଁକି ତାମିଲ ବାବୁଙ୍କ ଶାସନ ଥୋପିବାକୁ ଚେଷ୍ଟା କରୁଛନ୍ତି ? ପିଏମ୍ ମୋଦି ଓ ଶାହଙ୍କ ଏଭଳି ପ୍ରଶ୍ନବାଣରେ ଏବେ ଘାଇଲା ନବୀନ।
ଗତକାଲି ସନରାଇଜର୍ସ ହାଇଦ୍ରାବାଦ ସହ ଶାହରୁଖଙ୍କ ମାଲିକାନାରେ ଥିବା କୋଲକାତା ନାଇଟ୍ ରାଇଡର୍ସର ମ୍ୟାଚ୍ ହୋଇଥିଲା। ଏହାପରେ ଶାହରୁଖ ଅସୁସ୍ଥ ହୋଇପଡ଼ିଥିବା ସୂଚନା ମିଳିଛି। ଆଜି ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।
କଟକ ଭୁବନେଶ୍ୱରରେ ଚାଲୁଥିବା ମୋ ବସରେ ଚଢି ଏହି ଗ୍ୟାଙ୍ଗ ଲୁଟ୍ କରୁଥିଲେ । ଲୁଟ୍ ପରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ପଳେଇ ଯାଉଥିଲେ ବୋଲି କହିଛି ପୋଲିସ।
ଖଣି ଖନନ ପାଇଁ ମିଳିଥିବା ଅନୁମତି ଠାରୁ ଅଧିକ ଲୁହାପଥରକୁ ଖନନ କରାଯାଇଥିବା ଅଭିଯୋଗ ହେବା ପରେ, ଭିଜିଲାନ୍ସ ପକ୍ଷରୁ ପୂର୍ବରୁ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ହୋଇଥିଲା ।
ଅସହ୍ୟ ଗରମ ସତ୍ତ୍ୱେ ସୁରକ୍ଷାରେ ନିୟୋଜିତ ଯବାନ । ତାତିକୁ ଖାତିର ନ କରି ଡ୍ୟୁଟି କରୁଥିବାରୁ ସାଲ୍ୟୁଟ୍ କରୁଛି ଦେଶ ।
ଚମ୍ପୁଆରେ ଜନସଭାରେ କେନ୍ଦୁଝର ବିଜେପି ସାଂସଦ ପ୍ରାର୍ଥୀ ଅନନ୍ତ ନାୟକ ଓ ବିଧାୟକ ପ୍ରାର୍ଥୀ ମୂରଲୀ ମନୋହର ଶର୍ମାଙ୍କ ପାଇଁ ସେ ଭୋଟ୍ ମାଗିଛନ୍ତି। ଏହାପରେ ଚମ୍ପୁଆ ସ୍ଥିତ ରାମ ମନ୍ଦିରରେ ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଥିଲେ।
ରାଜନୀତିରେ ଏନେଇ ଭୁଲ୍ ବ୍ୟାଖ୍ୟା ତିଆରି ହେଉଛି। ଲିଙ୍ଗରାଜ ମନ୍ଦିର କାମକୁ ମୁଁ କେବେବି ବିରୋଧ କରିନାହିଁ।
ଏକା ଦିନରେ ଚାରି ଚାରିଟି ନିର୍ବାଚନୀ ସଭା କରି ବିଜେପି ପାଇଁ ଭୋଟ୍ ମାଗିଲେ, ନବୀନ ସରକାର ଉପରେ ଏକୁ ବଳି ଆରେକ ପ୍ରଚଣ୍ଡ ହମଲା କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ।
ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଆରମ୍ଭ ହୋଇଗଲାଣି ରାଜନୈତିକ ବୟାନବାଜି ।
ଗତକାଲି ସକାଳେ ପୁରୀରେ ମୋଦିଙ୍କ ରୋଡ୍ ଶୋ’ପରେ ପ୍ରଧାନମନ୍ତ୍ରୀ ମୋଦି ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତ ବଦଳରେ ଭୁଲବଶତଃ ଜଗନ୍ନାଥ ମୋଦିଙ୍କ ଭକ୍ତ ବୋଲି ଏକ ଘରୋଇ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲକୁ କହିଦେବା ପରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି ।
ରେମୁଣା ବାଲିପାଳ ହାଟ ପଡ଼ିଆରେ ମହିଳା ସମାବେଶକୁ ସମ୍ବୋଧନ । ମହିଳାଙ୍କୁ ସୁଭଦ୍ରା ଯୋଜନାରେ ମିଳିବ ୫୦ ହଜାର ଟଙ୍କା କହିଲେ ଅଶ୍ବିନୀ ବୈଷ୍ଣବ ।