କରୋନା ସଂକ୍ରମଣ ବେଳେ ଜୁଲାଇ ଗାଇଡ୍ଲାଇନ୍ ଘୋଷଣା କଲେ ରାଜ୍ୟ ସରକାର। ନୂଆ ଗାଇଡ୍ଲାଇନ୍ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପୂରା ତଥ୍ୟ ଦେଇଛନ୍ତି। ପଜିଟିଭି ହାରକୁ ନଜରରେ ରଖି ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବଳବତ୍ତର ରଖିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି
Published By: Sarbeswar
Last updated: 30 June 2021, 05:21 PM IST
ରାଜ୍ୟରେ ବଢିଲା ଲକଡାଉନ୍
୨୦ ଜିଲ୍ଲାରେ ଇନଡୋର ଓ ଆଉଟଡୋର ସୁଟିଂକୁ ଅନୁମତି ମିଳିବ
କାଟେଗୋରୀ Aରେ ଥିବା ୨୦ ଜିଲ୍ଲାରେ ଦୋକାନ ବଜାର ଖୋଲିବ
ନିୟମ ନମାନିଲେ କାର୍ଯ୍ୟାନୁଷ୍ଠାନ