• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Trancpharency
ମାସ ମାସ ହେଲା ଇ-ଡେସପାଚରେ ଅପଲୋଡ୍ ହୋଇନି ବିଭାଗୀୟ ନିଷ୍ପତ୍ତି ସଂପର୍କିତ ଚିଠି

ପ୍ରଶାସନରେ ରହିବ ସ୍ୱଚ୍ଛତା, ବ୍ୟବହାର ହେବ ଅତ୍ୟାଧୁନିକ। ଜ୍ଞାନକୌଶଳ ଟେକ୍ନୋଲୋଜି ଓ ଟ୍ରାନ୍ସପରେନ୍ସିର ନାରା ଦେଇ ପଞ୍ଚମ ପାଳି ଆରମ୍ଭ କରିଥିଲା ବିଜେଡି ସରକାର। ଶାସନରେ ସ୍ୱଚ୍ଛତା ରଖିବା ଲାଗି ସରକାରଙ୍କ ନିଷ୍ପତ୍ତି ସଂପର୍କିତ ସବୁ ଚିଠି ଇ-ଡେସପ୍ୟାଚରେ ଅପଲୋଡ୍ କରିବାକୁ ସ୍ଥିର ହୋଇଥିଲା।

jharaphul
କେବେ ଫିଟିବ ଝରାଫୁଲ ନାୟକ ମୃତ୍ୟୁର ଗୁମର?

କେବେ ଫିଟିବ ରମାଦେବୀ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁର ଗୁମର? ମୟୂରଭଞ୍ଜର ଯଶୀପୁର ବୃନ୍ଦେଇ ପୋଷୀର ଆଦିବାସୀ ଛାତ୍ରୀ ମୃତ୍ୟୁ ଘଟଣାକୁ ୮ ଦିନ ବିତିଥିଲେ ବି ଏଯାଏଁ ଘଟଣା ଉପରୁ ଉଠି ପାରୁନି ପରଦା

railways
ରେଳ ବଜେଟକୁ ନେଇ ଚାଲିଛି ରାଜନୀତି

ଚଳିତ ବର୍ଷ ରେଳ ବଜେଟରେ ଓଡ଼ିଶାକୁ ମିଳିଛି ୬, ୯୯୫ କୋଟି ୫୮ ଲକ୍ଷ ଟଙ୍କାର ଅନୁଦାନ, ଯାହାକି ଗତବର୍ଷ ଅପେକ୍ଷା ୬୦ ପ୍ରତିଶତ ଅଧିକ। ପୂର୍ବତଟ ରେଲେଓ୍ୱ ପକ୍ଷରୁ ଆଜି ଏ ସଂପର୍କରେ ବିସ୍ତୃତ ତଥ୍ୟ ଦିଆଯାଇଛି।

cancer
କେମିତି ଜାଣିବେ ଆପଣ କର୍କଟ ରୋଗରେ ଆକ୍ରାନ୍ତ?

କର୍କଟ ରୋଗ। ବର୍ତ୍ତମାନ ଦେଶରେ କର୍କଟ ରୋଗୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢିଯାଇଛି ଯେ, ଆପଣ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ। କର୍କଟ ରୋଗ ଏମିତି ଏକ ରୋଗ ଯାହା କୋଷମାନଙ୍କର ଏକ ଅସ୍ୱାଭାବିକ ଅଭିବୃଦ୍ଧି କରେ, ଯାହା ଶରୀରର ସୁସ୍ଥ ପରିବେଶକୁ ନଷ୍ଟ କରିଦିଏ

ValentinesDay
ସାବଧାନ! ଭାଲେଣ୍ଟାଇନସ୍ ଡେ'ରେ ଆପଣ ଠକାମୀର ହୋଇପାରନ୍ତି ଶିକାର, ଜାଣନ୍ତୁ କେମିତି?

ଭୁବନେଶ୍ୱର: ପାଖେଇ ଆସୁଛି ଭାଲେଣ୍ଟାଇନ ଡେ। ଏହି ସ୍ୱତନ୍ତ୍ର ଦିନକୁ ପାଳନ କରିବାକୁ ଯୁବ ପୀଢିମାନେ କେତେ କଣ ଯେ ଚିନ୍ତା କରିଥିବେ ତାହାକୁ ହୁଏତ ଆପଣ କଳ୍ପନା କରିନଥିବେ। କିଏ କିଛି ନିଆରା ଉପହାର ଦେବାକୁ ଚିନ୍ତା କରୁଥିବ ତ ଆଉ କିଏ ନୂଆ ସ୍ଥାନକୁ ବୁଲିବାକୁ...

jharaphula
ଭୁବନେଶ୍ୱରରେ ପହଞ୍ଚିଲା ରାକେଶ: ଝରାଫୁଲ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିବ କେବେ ?

ରମାଦେବୀ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାରେ ପ୍ରତିଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି। ଆଉ ଏହାରି ମଧ୍ୟରେ ଭୁବନେଶ୍ୱରରେ ପହଂଚିଲା  ଝରାଫୁଲର ପୁରୁଷ ବନ୍ଧୁ ରାକେଶ ସ୍ୱାଇଁ। ଅଧିକ ଖୋଳତାଡ ଲାଗି ରାକେଶକୁ ଭୁବନେଶ୍ୱର ଅଣାଯାଇଥିବା ନେଇ ସୂଚନା ମିଳିଛି।

OTV-khabar-Supreme-court
ଗଣତନ୍ତ୍ର ଦିବସ ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କଲେ ସର୍ବୋଚ୍ଚ ନ୍ୟାୟାଳୟ

ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଲେ ସୁପ୍ରିମକୋର୍ଟ। ସାଧାରଣ ଦିବସ ଦିନ ଦେଶର ରାଜଧାନୀ ଦିଲ୍ଲୀରେ ଘଟିଥିବା ହିଂସାକାଣ୍ଡରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ଏସ.ସି।

BEJOS
କାହିଁକି ଆମାଜନର ସିଇଓ ପଦ ଛାଡ଼ିବେ ଜେଫ୍ ବେଜୋସ୍?

ନିଜ ପଦବୀରୁ ଇସ୍ତଫା ଦେବେ ଆମାଜନର ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଜେଫ୍ ବେଜୋସ୍। ଇସ୍ତଫା ନେଇ ସେ ନିଜେ ଘୋଷଣା କରିଛନ୍ତି। ବେଜୋସ୍ ୨୦୨୧ର ତୃତୀୟ କ୍ୱାର୍ଟର ଅର୍ଥାତ୍ ଶେଷ ଆଡ଼କୁ ସିଇଓ ପଦରୁ ଇସ୍ତଫା ଦେବେ ଏବଂ ଏହା ପରେ ସେ ଏକଜିକ୍ୟୁଟିଭ୍...

railway
ସିବିଆଇ ଜାଲରେ ରେଲୱେ ଅଧିକାରୀ, ଭିଜିଲାନ୍ସ ଜାଲରେ ଫରେଷ୍ଟର

ସିବିଆଇ ଜାଲରେ ପଡ଼ିଲେ ପୂର୍ବତଟ ରେଲ୍‌ୱେର ସିନିଅର ଟ୍ରାଭେଲିଂ ଇନ୍ସପେକ୍ଟର ରବି ନାରାୟଣ ରଥ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରବି ନାରାୟଣ ରଥଙ୍କ ଘରେ ସିବିଆଇ ରେଡ଼୍ ହୋଇଥିବା ନେଇ ସୂଚନା ମିଳିଛି।

corona
୧୦୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା , ଏବେ ବି ଛାଡୁନି ଡ଼ର

ରାଜ୍ୟରେ ୨୪ ଘଣ୍ଟାରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨ ଜଣ କ୍ୱାରେନଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୨୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ମୋଟ୍ ୭୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ...

corona
୨୪ ଘଣ୍ଟାରେ ୬୦ ଆକ୍ରାନ୍ତ ଚିହ୍ନଟ, ପୁଣି ଥରେ ୧୦୦ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ପୁଣି ୬୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୬ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ସମ୍ପର୍କରେ ଟ୍ୱିଟ୍ କରି ସୂଚନା ଦେଇଛି ରାଜ୍ୟ ସୂଚନା ଓ...

short news
ଚଳିତ ବିଧାନସଭାରେ ରହିବ ପ୍ରଶ୍ନକାଳ: ପଢନ୍ତୁ ସଂକ୍ଷେପରେ କିଛି ଗୁରୁତ୍ୱପୂର୍ଣ୍ଣ ଖବର

ଫେବ୍ରୁଆରି ୧୮ରୁ ଆରମ୍ଭ ହେବ ବିଧାନସଭାର ବଜେଟ ଅଧିବେଶନ। କରୋନା ସଂକ୍ରମଣ କମିଥିବାରୁ ବିଧାନସଭାରେ କଟକଣା ମଧ୍ୟ କୋହଳ ରହିବ ବୋଲି ଜଣାପଡ଼ିଛି। ଚଳିତ ଥର ପ୍ରଶ୍ନକାଳ ମଧ୍ୟ ରହିବ ବୋଲି ଜଣାଯାଇଛି

remand-rakesh
ରିମାଣ୍ଡରେ ନେଇ ରାକେଶକୁ ପଚରାଉଚରା କରୁଛି ଯାଜପୁର ପୋଲିସ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଗଲା ଅଭିଯୁକ୍ତ ରାକେଶ। ରାକେଶକୁ ଯାଜପୁର କୁଆଖିଆ ଥାନାକୁ ନେଇ ପଚରାଉଚରା କରୁଛି ପୋଲିସ।

maoist 11
ମାଓବାଦୀଙ୍କ ଯୋଜନା ପଣ୍ଡ; ଅଳ୍ପକେ ବର୍ତ୍ତିଲେ CRPF ଯବାନ

ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ।  ଉପସ୍ଥିତ ବୃଦ୍ଧି ଓ ଅଦମ୍ୟ ସାହସ ଯୋଗୁ ଏକ ଅଘଟଣକୁ ଏଡ଼ାଇ ଦିଆଯାଇଛି। ନକ୍ସଲଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷାବାହିନୀ।

cbse
ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ

ଆଜି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାର କାର୍ଯ୍ୟସୂଚୀ। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପୂର୍ବରୁ ଟ୍ୱିଟ୍ କରି ଏହି ଘୋଷଣା କରିଥିଲେ ବୋର୍ଡର ଅଫିସିଆଲ୍ ୱେବସାଇଟ୍।

jammu
ଭିତରେ ଓ ବାହାରେ ବରଫ...ଆଉ ତା' ଭିତରେ ପର୍ଯ୍ୟଟକ ପିଉଛନ୍ତି କଫି ସାଙ୍ଗକୁ ଚା'

ବାହାରେ ବରଫ, ଭିତରେ ବରଫ ଆଉ ତା ଭିତରେ ଖାଦ୍ୟ ଓ ପାନୀୟର ମଜା ନେଉଛନ୍ତି ପର୍ଯ୍ୟଟକ। କେବଳ ଏତିକି ନୁହେଁ ଏହାସହ ସ୍କେଟିଂ ବି କରୁଛନ୍ତି ଲୋକେ। କାଶ୍ମୀର ଗୁଲମାର୍ଗରେ ଖୋଲିଛି ଭାରତର ପ୍ରଥମ ଓ ଏସିଆର ବୃହତ୍ତମ ଇଗ୍ଲୁ କାଫେ। 

WINTER
ଶୀତରେ ଥରୁଛି ସାରା ଓଡ଼ିଶା

କିଛି ଦିନ ଧରି ସାମାନ୍ୟ କମିବା ପରେ ରାଜ୍ୟକୁ ପୁଣିଥରେ ଫେରିଛି ଜାଡ଼। ଗତ ୨ ଦିନ ଧରି ରାଜ୍ୟରେ ଅସହ୍ୟ ଥଣ୍ଡା ଅନୁଭୂତ ହେଉଛି।

Jharafula
ଆଜିଠୁ ରିମାଣ୍ଡରେ ଯିବ ରାକେଶ

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାଏକ ମୃତ୍ୟୁ ମାମଲାର ଖୋଳତାଡ଼ ପାଇଁ ଝରାଫୁଲଙ୍କ ପୁରୁଷ ବନ୍ଧୁଙ୍କୁ ଆଜିଠାରୁ ରିମାଣ୍ଡରେ ନେବ ପୋଲିସ।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି