ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ ମୃତ୍ୟୁ ମାମଲାକୁ ନେଇ ଆସିଲା ଚାଂଚଲ୍ୟ କର ତଥ୍ୟ। ମିଳିଥିବା ସୂଚନା ଅନୁସାରେ, ଘଟଣା ଘଟିବା ଦିନ ରାତିରେ ଖଣ୍ଡଗିରିର ଏକ ଗେଷ୍ଟ ହାଉସରେ ଝରାଫୁଲ ଥିଲେ ବୋଲି ଜଣାଯାଇଛି ଧର୍ମବିହାର ଲେନ୍-୬ରେ ଥିବା ଏକ ଗେଷ୍ଟ ହାଉସରେ ହିଁ ରହିଥିଲେ...
ସାବଧାନ ଫେସବୁକ ବ୍ୟବହାରକାରୀ ଫେସବୁକରୁ ହେଉଛି ତଥ୍ୟ ଲିକ୍ ୧୪୫୦ ଟଙ୍କାରେ ବିକ୍ରି ହେଉଛି ବ୍ୟବହାରୀଙ୍କ ତଥ୍ୟ ନୂଆଦିଲ୍ଲୀ: ସୁରକ୍ଷିତ ନୁହେଁ ଫେସବୁକ? ଫେସବୁକ ବ୍ୟବହାର କରୁଥିଲେ ସାବଧାନ ହୁଅନ୍ତୁ, କାରଣ ଫେସବୁକରୁ ବହୁ ସଂଖ୍ୟକ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଲିକ୍ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା...
ଆଧାର କାର୍ଡ ସହ ଲିଙ୍କ ହୋଇନାହିଁ କି ଆପଣଙ୍କ ମୋବାଇଲ ନମ୍ବର? କୌଣସି କାରଣରୁ ଅପଡେଟ୍ ହୋଇପାରିନାହିଁ ମୋବାଇଲ ନମ୍ବର? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ବିନା କୌଣସି ଡକ୍ୟୁମେଣ୍ଟରେ ଆପଣ ଆଧାର କାର୍ଡ ସହିତ ଆପଣଙ୍କର ମୋବାଇଲ୍ ନମ୍ବର ଅପଡେଟ୍ କରିପାରିବେ ବୋଲି...
ଦେଶରେ ଧୀରେ କଡ଼ାକଡ଼ି ହେଉଛି ଟ୍ରାଫିକ ନିୟମ। ଏଣିକି ନିୟମ ଭାଙ୍ଗିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜୋରିମାନା। ୯ ଅଗଷ୍ଟ ୨୦୧୯ର ମୋଟର ଯାନ ସଂଶୋଧନ ବିଧେୟକକୁ ୨୦୧୯ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଞ୍ଜୁର ଦେଇସାରିଛନ୍ତି।
ଘଣ୍ଟାରେ ସାଢ଼େ ୫ଟା ବାଜିଲା ତ ଅଫିସ୍ ଛାଡ଼ିବାକୁ ପଡ଼ିବ। ୫ଟା ୩୦ ପରେ ମହିଳା ଅଧିକାରୀ ଓ କର୍ମଚାରୀଙ୍କୁ ଅଫିସ୍ ଛାଡ଼ିବାକୁ ଦିଆଯାଇଛି ନିର୍ଦ୍ଦେଶ।
ମହାରଥୀ ଲେଗେସିକୁ କିଏ ବଢାଇବ? ଆଗକୁ ପିପିଲିରେ ଉପ ନିର୍ବାଚନ ଆସନ୍ନ ମହାରଥୀଙ୍କ ପରିବାରରୁ ଟିକେଟ ପାଇଁ ପୁଅ ଏବଂ ପତ୍ନି ଉଭୟ ଲବି କରୁଥିବା ଚର୍ଚ୍ଚା ହେଉଛି।
ରାଜ୍ୟରେ ଥମୁନି ନାବାଳିକାଙ୍କ ପ୍ରତି ପାଶବିକ ଅତ୍ୟାଚାର। ବ୍ରହ୍ମପୁର ନିକଟ ସୋରଳରେ ଜଣେ ୮ ବର୍ଷର କୁନି ଝିଅ ପ୍ରତି ହୋଇଥିବା ନୃଶଂସତା ସବୁ ସୀମା ଟପିଯାଇଛି। କୁନି ଝିଅର ଗଳାକାଟି ହତ୍ୟା ଉଦ୍ୟମ କରିଛନ୍ତି ଦୁର୍ବୃତ୍ତ।
ଏବେ ବି ରହସ୍ୟ ଘେରରେ ରମାଦେବୀ ଛାତ୍ରୀ ଝରାଫୁଲ ମୃତ୍ୟୁ ମାମଲା। ଝରାଙ୍କୁ ହତ୍ୟା କରାଯାଇଛି ନା ତାଙ୍କ ମୃତ୍ୟୁ ପଛରେ ରହିଛି ଆଉ କିଛି କାରଣ? ଝରାଫୁଲଙ୍କ ବାପା ରମାକାନ୍ତ ଓ ଭୁବନେଶ୍ୱରରେ ତାଙ୍କ ଲୋକାଲ ଗାର୍ଡିଏନ ଚକ୍ରଧରଙ୍କ ବୟାନ ଘଟଣାକୁ ଭିନ୍ନ ଭିନ୍ନ ଦିଗ ଦେଇଛି।
ଗଣତନ୍ତ୍ର ଦିବସରେ ଚାଷୀ ଅରାଜକତା ଘଟଣାରେ ଦିଲ୍ଲୀ ପୋଲିସର ଆକ୍ସନ ଜାରି ରହିଥିବା ବେଳେ ଏବେ ଉପଦ୍ରବକାରୀଙ୍କ ବିରୋଧରେ ବଢିଲାଣି ସାଧାରଣ ଲୋକଙ୍କ କ୍ଷୋଭ।
ଦୁଷ୍କର୍ମକୁ ପ୍ରତିହତ କରିବାରୁ ଶିଶୁକନ୍ୟାର ଗଳାକାଟି ଦେଲା ଅଭିଯୁକ୍ତ। ଗୋଳନ୍ଥରା ଥାନା ସୋରଳ ଗାଁରେ ଶିଶୁକନ୍ୟା ଗଳାକାଟିବା ଘଟଣାରେ ଆସିଲା ଚାଂଚଲ୍ୟକର ତଥ୍ୟ