ନୂଆଦିଲ୍ଲୀ: ପୃଥିବୀ, ସୃଷ୍ଟି, ପ୍ରକୃତି ଏ ସବୁକୁ ନେଇ ଅନେକ ଗବେଷଣା ହେଉଛି। ଆଉ ତା ସହ ଅନେକ କିଛି ତଥ୍ୟ ସାମ୍ନାକୁ ଆସିଛି। ତଥାପି ଏଭଳି ବି କିଛି ରହସ୍ୟ ଆଉ ପ୍ରଶ୍ନ ରହିଯାଇଛି ଯାହା ଆମକୁ ସବୁବେଳେ ଆଶ୍ଚର୍ଯ୍ୟ କରେ। ସେ ପ୍ରଶ୍ନର ସମାଧାନ ତ...
ବିଷାକ୍ତ ବେଙ୍ଗ। ଯାହାର ବିଷରେ ଏକା ସାଙ୍ଗରେ ୧୦ ଜଣ ଲୋକଙ୍କ ଜୀବନ ଯାଇପାରେ। ଆଉ ଏହି ବେଙ୍ଗର ଦାମ ଶୁଣିଲେ ଆପଣଙ୍କର ହୋସ ଚାଲିଯିବ। ଦୁନିଆର ସବୁଠାରୁ ବିଷାକ୍ତ ବେଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଏହି ପ୍ରଜାତିର ବେଙ୍ଗ ଅନ୍ତର୍ଜାତୀୟ କଳା ବଜାରରେ ୨୦୦୦...
ଟ୍ରାଫିକକୁ ନେଇ ଅନେକ ନିୟମ ଓ କଟକଣା ରହିଛି। ଯାହା ଆମେ ସମସ୍ତେ ଜାଣନ୍ତି। କାରଣ ନିତିଦିନ ଜୀବନରେ ରାସ୍ତାରେ ଗାଡ଼ି ଚଳାଇବାକୁ ହେଲେ ଏହି ସମ୍ପର୍କରେ ସବୁ ଟିକିନିଖି ତଥ୍ୟ ଆମେ ଜାଣିବା ନିହାତି ଦରକାର ନଚେତ୍ ରାସ୍ତାରେ ଜୋରିମାନା ଦେବାକୁ ଆମକୁ କେହି ରକ୍ଷା କରିବେ...
ନିଜକୁ ସୁନ୍ଦର କରିବା ଲାଗି ଆଜିକାଲିର ଯୁବ ପୀଢ଼ି ଅନେକ ପ୍ରକାର କସମେଟିକ ବ୍ୟବହାର କରୁଛନ୍ତି। କେବଳ କସମେଟିକ କାହିଁକି? ଅନେକ ଟଙ୍କା ଖର୍ଚ୍ଚ ମଧ୍ୟ କରୁଛନ୍ତି। କିଏ ପାର୍ଲରରେ ବସି ଫେସିଆଲ କରୁଛି ତ ଆଉ କିଏ ଡାକ୍ତରଙ୍କ ସହ ପରାମର୍ଶ କରି ବିଭିନ୍ନ ପ୍ରକାର ମେଡ଼ିସିନ...
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରସ ଅଧନମଙ୍କ ପ୍ରଂଶସା। କରୋନା ବିରୋଧୀ ଲଢେଇରେ ଭାରତର କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ଅଧନମ୍। କରୋନା ମହାମାରୀ ରୋକିବାକୁ ବିଶ୍ୱର ଲଢେଇରେ ଭାରତର ସହଯୋଗକୁ ପ୍ରଶଂସା କରିଛନ୍ତି WHO ମହାନିର୍ଦ୍ଦେଶକ ଟେଡ୍ରସ ଅଧନମ
ସେମାନେ ଦୃଷ୍ଟିବାଧିତ। ତଥାପି ବାଛି ପାରିଛନ୍ତି ଜୀବନ ସାଥୀ। ହୃଦୟରେ ପରସ୍ପରକୁ ଅନୁଭବ କରି ସାତ ଜନ୍ମର ସାଥୀ ପାଲଟି ଯାଇଛନ୍ତି ରିନୁ ଓ ମୁନା। କଟକ ଚୌଦ୍ୱାର ଶିମିଳାହାଣ୍ଡି ଗାଁର ଏହି ଯୁବକ ଯୁବତୀଙ୍କ ନିଆରା ଢଙ୍ଗରେ ହୋଇଛି ବାହାଘର। ଭୋଜିଭାତର ଆୟୋଜନ ସହ ଆଖପାଖ ଅଂଚଳର...
ହାତୀ ଉପଦ୍ରବ ପାଇଁ ହୀନସ୍ତା ହେଉଥିବା ଜନତା ଦେଲେ ନେତାଙ୍କୁ ଶିକ୍ଷା। ଲୋକଙ୍କ ଆକ୍ରୋଶର ପରିଣାମ ଭୋଗିବାକୁ ପଡ଼ିଲା ମୟୁରଭଞ୍ଜ କରଞ୍ଜିଆର ବିଜେଡି ବିଧାୟିକାଙ୍କୁ । ହାତୀ ଉତ୍ପାତରେ ଅତିଷ୍ଠ ଲୋକେ ବିଧାୟିକାଙ୍କୁ ୭ କିଲୋମିଟର ଚଲାଇ ନେଇ ଉଜୁଡ଼ା ଫସଲର ଚିତ୍ର ଦେଖାଇଲେ, କ୍ଷତିପୂରଣ ଦାବି କରି...
ସମ୍ପୂର୍ଣ୍ଣ ସୁରକ୍ଷିତ ସ୍ୱଦେଶୀ ଟିକା। ଦେଶବାସୀଙ୍କୁ ଆଜି ଏହି ଅଭୟବାଣୀ ଶୁଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ କହିଛନ୍ତି, ଦୁଇଟି ଯାକ ଟିକା କେବଳ ଭାରତରେ ବ୍ୟବହାର ହେଉନି, ବିଦେଶକୁ ବି ପଠାଯାଉଛି। ସେପଟେ ଟିକା ନେବା ପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି ହେଉଥିବା ନେଇ ସଂଶୟକୁ ସ୍ୱାସ୍ଥ୍ୟ...
ଧାନ ସଂଗ୍ରହର ଅବ୍ୟବସ୍ଥାକୁ ନେଇ ସମ୍ବଲପୁରରେ ଚାଷୀ ଆନ୍ଦୋଳନକୁ ଆହୁରି ତୀବ୍ର କଲା ବିଜେପି। ଗତକାଲି ରାତି ସାରା ଦଳୀୟ ନେତା ଥାନାରେ ବସି ରହିବା ପରେ ଥାନା ବାହାରେ ପୋଲିସ୍ ସହ ଦଳୀୟ କର୍ମୀ ମୁହାଁମୁହିଁ ହେବାରୁ ଉତ୍ତେଜନାମୂଳକ ସ୍ଥିତି ସୃଷ୍ଟି ହୋଇଥିଲା।
ଥମିବାରେ ନା ନେଉନାହିଁ ଚାଷୀଙ୍କୁ ନେଇ ରାଜନୀତି। ତେବେ ନିଜ ଜିଦରେ ଅଟଳ ରହିଛନ୍ତି ଚାଷୀ। ମିଳିଥିବା ସୂଚନା ଅନୁସାରେ, କୃଷି ଆଇନକୁ ନେଇ କେନ୍ଦ୍ର ସରକାର ଓ ଚାଷୀ ସଂଗଠନର ପ୍ରତିନିଧିଙ୍କ ମଧ୍ୟରେ ବସିଥିବା ୧୧ତମ ବୈଠକରେ ଉଭୟ ପକ୍ଷ ନିଜ ନିଜ ଜିଦ୍ରେ ଅଟଳ ରହିବାରୁ...
ଟ୍ରେନ ଯାତ୍ରା ଅନେକଙ୍କୁ ବେଶ୍ ପସନ୍ଦ। ହେଲେ ଅନେକ ଲୋକ ଟ୍ରେନରେ ଯାତ୍ରା କରିବାକୁ ପସନ୍ଦ କରିନଥାଆନ୍ତି। ହେଲେ ଯଦି ଟ୍ରେନରେ ରାଜକୀୟ ସୁବିଧା ମିଳିଯିବ, ତା ହେଲେ ନିଶ୍ଚୟ ସମସ୍ତଙ୍କୁ ପସନ୍ଦ ଆସିବ।
ବଢିବ ଇଲେକ୍ଟ୍ରୋନିକ୍ ଉପାଦାନର ଦର। ଫ୍ରିଜ୍ ଏବଂ ଏସି ହେବ ମହଙ୍ଗା। କେବଳ ଏତିକି ନୁହେଁ ବରଂ ପାପାପାଖି ୫୦ ଉପକରଣର ଦର ବଢାଇବେ କେନ୍ଦ୍ର ସରକାର। ବିଭିନ୍ନ ସାମଗ୍ରୀ ଉପରେ ପାଖାପାଖି ୫ ରୁ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇମ୍ପୋର୍ଟ ଡ୍ୟୁଟି ବଢାଇବା ପାଇଁ ଘୋଷଣା କରିଛନ୍ତି
ଯାଜପୁର କେଲୁଅ ନଦୀରେ ମନୁଷ୍ୟକୃତ ଘାଇ ମାମଲାରେ ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ପହଞ୍ଚିିଛି ଭିଜିଲାନ୍ସର ୫ ଜଣିଆ ଟିମ୍। ଭିଜିଲାନ୍ସ ଅତିରିକ୍ତ ଏସ୍ପି ହର ନାରାୟଣ ପତିଙ୍କ ନେତୃତ୍ୱରେ ଟିମ୍ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି। କିପରି ଘାଇକୁ ଭଙ୍ଗା ଯାଇଛି ?
ପୁଣି ଥରେ ରାଜ୍ୟକୁ ଆସିବ କରୋନା ଟିକା କୋଭାକ୍ସିନ। ଆସନ୍ତା ସପ୍ତାହକ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସି ପହଞ୍ଚିବ ବୋଲି ସୂଚନା ମିଳିଛି। ଆଜି ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ। କେବଳ ଭୁବନେଶ୍ୱରରେ କୋଭାକ୍ସିନ ଟିକା...
ମହାମାରୀର ମହାବିପଦ ଭିତରେ ୧୦ ମାସର ବ୍ୟବଧାନ ପରେ ଶେଷରେ ନିର୍ବିଘ୍ନରେ ହେଲା ମହାପ୍ରଭୁଙ୍କ ଦର୍ଶନ। ଆଜିଠୁ ବିନା କୋଭିଡ୍ ଟେଷ୍ଟରେ କାଳିଆଙ୍କୁ ଦର୍ଶନ କରୁଛନ୍ତି ହଜାର ହଜାର ଶ୍ରଦ୍ଧାଳୁ