• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Child
ରିଷ୍ଟ ଖଣ୍ଡନ ଲାଗି ନିଜ ସନ୍ତାନକୁ କୁକୁର ସହ ବିବାହ କରାଇଲେ ପରିବାର ଲୋକ

ମୟୁରଭଞ୍ଜ – ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ନିଜ ସନ୍ତାନଙ୍କ ବାହାଘର କଲେ ପରିବା ଲୋକେ। ଆଉ ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁସିତ ମୟୁରଭଞ୍ଜ ଜିଲ୍ଲାରେ। ମକର ପର୍ବ ଠାରୁ ଶିବରାତ୍ରୀ ପର୍ଯ୍ୟନ୍ତ ନିଜ ନିଜ ସନ୍ତାନଙ୍କ ରିଷ୍ଟ ଖଣ୍ଡନ ଲାଗି ଏଠାକାର...

Tree man
ଗଛ ବଞ୍ଚିଲେ ଆମେ ବଞ୍ଚିବା: ଜୀବନ କାଳରେ ଲଗାଇଲେଣି ୨୫ ହଜାର ଗଛ

ଗଛ ଯାହାଙ୍କ ପାଇଁ ଜୀବନ, ଗଛର ଯତ୍ନ ନେବା ତାଙ୍କର ଏକ ମାତ୍ର କର୍ତ୍ତବ୍ୟ ବୋଲି ନିଜେ ଭାବିନେଇଛନ୍ତି। ମୟୁରଭଞ୍ଜ କପ୍ତିପଦା ବ୍ଲକ ଜଡ଼ିଦାଗାଁର ଶ୍ରୀନାଥ ପାତ୍ର।

mandi
ଟାର୍ଗେଟ ଆସିନାହିଁ, ମଣ୍ଡିରେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଧାନ

ପିଛା ଛାଡୁନାହିଁ ଚାଷୀଙ୍କ ମଣ୍ଡି ଟେନସନ। ଡିସେମ୍ବର ମାସ ଯାଇ ଜାନୁଆରୀ ସରିବାକୁ ବସିଲାଣି, ଏପଟେ ମୁଣ୍ଡ ଉପରେ ଘୋଟି ରହିଛି ମେଘ। କିନ୍ତୁ ଚାଷୀଙ୍କ ଧାନ ବିକ୍ରି ହୋଇ ନପାରି ମଣ୍ଡିରେ ଗଦା ହୋଇ ରହିଛି।

puri
ସେବକଙ୍କ ମଧ୍ୟରେ ବିବାଦ ଲାଗି ୫ ଘଣ୍ଟା ଡ଼େରିରେ ହେଲା ସୁନାବେଶ

୫ ଘଣ୍ଟା ବିଳମ୍ବରେ ସୁନାବେଶ ଶ୍ରୀକ୍ଷେତ୍ରରେ ୫ ଘଣ୍ଟା ବିଳମ୍ବରେ ହେଲା ମହାପ୍ରଭୁଙ୍କ ସୁନାବେଶ ସେବାୟତଙ୍କ ମଧ୍ୟରେ ବିବାଦ ହେତୁ ବେଶରେ ବିଳମ୍ବ ଆପୋସ ଆଲୋଚନା ପରେ ବିଳମ୍ବରେ ଆରମ୍ଭ ହେଲା ସୁନାବେଶ ଆଜି ପୌଷ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ପବିତ୍ର ରାଜରାଜେଶ୍ୱର ବେଶ ନୀତି ବିଳମ୍ବ ଯୋଗୁଁ ଏପର୍ଯ୍ୟନ୍ତ...

tiger
ବାର୍ହା ଫାସରୁ ଉଦ୍ଧାର ହେଲା କଲରାପତରିଆ ବାଘ

ଭଞ୍ଜନଗର: (ରାଜେଶ କୁମାର ପଣ୍ଡା) ବାର୍ହା ଫାଶରେ ଫସିଥିବା କଲରାପତରିଆ ବାଘ ଉଦ୍ଧାର ହୋଇଛି। ଭଞ୍ଜନଗର ବୁଗୁଡ଼ା ବନାଞ୍ଚଳ ମାଣିତର ନଗୁଡ଼ୁ ନିକଟରେ ଶିକାରୀ ବସାଇଥିବା ବାରହା ଫାଶରେ ପଡିଯାଇଥିଲା ଏକ କଲରାପତରିଆ ବାଘ। ତେବେ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ବନ ବିଭାଗ କର୍ମଚାରୀ। ହେଲେ ଲୋକଙ୍କୁ...

hacked to death
ଗାଁ ଗଣ୍ଡଗୋଳରୁ ହତ୍ୟାକାଣ୍ଡ

ବ୍ରହ୍ମପୁର :(ଅଶୋକ ବ୍ରହ୍ମା) ଗାଁ ଗଣ୍ଡଗୋଳରୁ ଜଣକୁ ହତ୍ୟା କରାଯାଇଛି। ଗଂଜାମ ଜିଲ୍ଲା ପୋଲସରା ବ୍ଲକ ହୀରାପଲୀ ଗାଁରେ ଏହି ଘଟଣା ଘଚିଛି। ଜମିଜମା ବିବାଦକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ହୀରାପଲୀ ଗାଁର ପ୍ରଭାକର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ପ୍ରଭାକରଙ୍କ ପୁଅଙ୍କ ଅଭିଯୋଗ...

patna
ସ୍ତ୍ରୀ ଗଲେ ଆଉ ଗୋଟାଏ ବାହା ହୁଅ

ପାଟନା ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ସାରା ଦେଶରେ ଚର୍ଚ୍ଚା ଚାଲିଛି। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି କିଛି ଏମିତି ରାୟ ଶୁଣାଇଛନ୍ତି କୋର୍ଟ। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଜଣେ ସ୍ତ୍ରୀ ସ୍ୱାମୀଙ୍କୁ ପ୍ରତାରଣା ଦେଇ ଅନ୍ୟ ଜଣଙ୍କ ସହ ଚାଲିଯାଇଥିଲେ ପତ୍ନୀ

Corona
ଏଣିକି କରୋନା ଟିକା ନେଲେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରେଷ୍ଟୁରାଣ୍ଟରେ ମିଳିବ ଧମାକାଦାର ଅଫର୍

କରୋନା ଟିକା ନେଲେ ରେଷ୍ଟୁରାଂଟରେ ଖାଇବା ସମୟରେ ମିଳିବ ରିହାତି। ଆଶ୍ଚର୍ଯ୍ୟ ହେଉଥିଲେ ବି ଘଟଣାଟି ପୂରା ସତ। କରୋନା ଟିକା ନେବାକୁ ଲୋକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏବେ ସଂଯୁକ୍ତ ଆରବ ଏମିରେଟସରେ ଏକ ନୂଆ ବ୍ୟବସ୍ଥା କରାଯାଇଥିବା ସୂଚନା ରହିଛି

murder
ଗଳାକାଟି ଶିଶୁକନ୍ୟାକୁ ହତ୍ୟା ଉଦ୍ୟମ

୫ ବର୍ଷର ଶିଶୁକନ୍ୟାକୁ ଗଳାକାଟିି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ରହିଛି।  ଗୁରୁତର ଅବସ୍ଥାରେ ଶିଶୁକନ୍ୟାକୁ MKCGରେ ଭର୍ତ୍ତି କରାଯାଇଛି। ଗୋଳନ୍ଥରା ଥାନା ସୋରଳ ଗାଁରେ ଘଟିଛି ଏମିତି ଅଭାବନୀୟ ଘଟଣା।

jee
ବିନା ଏଣ୍ଟ୍ରାନ୍ସରେ ଏ ବର୍ଷ କରି ହେବ ଇଞ୍ଜିନିୟରିଂ ଆଡ଼ମିଶନ୍

ଚଳିତ ବର୍ଷ ବିନା ଏଣ୍ଟ୍ରାନ୍ସରେ କରିହେବ ଇଞ୍ଜିନିୟରିଂରେ ଆଡମିଶନ୍। କରୋନା ପାଇଁ AICTE ଏହି ଗାଇଡ୍ଲାଇନ୍ ଜାରି କରିଥିବା ବେଳେ ଓଡିଶାରେ ମଧ୍ୟ ଏହାକୁ ଲାଗୁ କରିବା ନେଇ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

rason
ରାଜ୍ୟରେ ପିଡିଏସ୍ ସାମଗ୍ରୀର ଚାଲିଛି ବେଧଡକ୍ ହରିଲୁଟ୍

ଭୂତ ହିତାଧିକାରୀଙ୍କ ନାଁରେ ଚାଲିଛି ପିଡିଏସ୍ ସାମଗ୍ରୀର ହରିଲୁଟ୍। ୨ ଲକ୍ଷରୁ ଅଧିକ ଜାଲ୍ ରାସନ କାର୍ଡରେ ନିୟମିତ ଉଠୁଛି ଚାଉଳ ଓ ଗହମ ବୋଲି ଜଣାପଡ଼ିଛି। ଲକଡାଉନ ସମୟରେ ମୁଖ୍ୟମନ୍ତ୍ରୀ ରାସନକାର୍ଡ ହିତାଧିକାରୀଙ୍କ ପିଛା ଘୋଷଣା କରିଥିବା ହଜାରେ ଟଙ୍କା ଲେଖାଏଁ ସହାୟତା ବଣ୍ଟନରୁ ପଦାକୁ ଆସିଛି...

farmer-protest
ଶାନ୍ତିପୂର୍ଣ୍ଣ ଆନ୍ଦୋଳନର ନାରା ଦେଇ ଅଶାନ୍ତି ସୃଷ୍ଟି କଲେ କାହିଁକି?

ଦିଲ୍ଲୀ ଚାଷୀ ଆନ୍ଦୋଳନରେ ଫାଟ ଦେଖିବାକୁ ମିଳିଛି। ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲି ନାଁରେ ବ୍ୟାପକ ହିଂସାକାଣ୍ଡ ପରେ ଭାରତୀୟ କିଷାନ ୟୁନିୟନ ଭାନୁ ଏବଂ ଅଲ୍ ଇଣ୍ଡିଆ କିଷାନ୍ ସଂଘର୍ଷ କୋର୍ଡିନେସନ୍ କମିଟି ଆନ୍ଦୋଳନରୁ ଓହରିଛି।

corona
ଫେବୃଆରୀ ଲାଗି ଗାଇଡ଼ଲାଇନ ଜାରି କଲା କେନ୍ଦ୍ର

ଫେବୃଆରୀ ମାସ ପାଇଁ ଗାଇଡ଼ଲାଇନ ଜାରି କଲା କେନ୍ଦ୍ର ସରକାର। ଜାନୁଆରୀ ମାସ ଭଳି ଫେବୃଆରୀ ମାସର ଗାଇଡଲାଇନରେ ବିଶେଷ କିଛି ପରିବର୍ତ୍ତନ କରିନାହାନ୍ତି କେନ୍ଦ୍ର ସରକାର । ପୂର୍ବଭଳି ମାସ୍କ, ସାନିଟାଇଜେସନ ଓ ସାମାଜିକ ଦୂରତା ରଖିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।

digital-voter-id
ୱେବସାଇଟରୁ ମିଳିବ ଭୋଟ କାର୍ଡ

ଭୋଟର ଭାଇଭଉଣୀଙ୍କ ଲାଗି ଖୁସି ଖବର। ଏଣିକି ଭୋଟର କାର୍ଡ ଲାଗି ଆଉ ଦୌଡିବାକୁ ପଡିବ ନାହିଁ ସକକାରୀ ଦପ୍ତର।  କାରଣ ଏଣିକି ଅନଲାଇନରେ ଆପଣ ବି ପାଇପାରିବେ ନିଜର ଭୋଟର କାର୍ଡ଼। ଅନଲାଇନରେ ପିଡ଼ିଏଫ୍ ଫର୍ମାଟରେ ଉପଲବ୍ଧ ହେବ ଭୋଟର କାର୍ଡ଼ ଯାହା ଆପଣଙ୍କ ଫୋନ କିମ୍ବା...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି