• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

pihu
ନିଖୋଜ ଶିଶୁ ପିହୁର ନିଖୋଜ ପୋଷ୍ଟ ମାରିଲା ପୋଲିସ

ଯାଜପୁର ବିଂଝାରପୁର ବ୍ଲକ ମଧୁସୂଦନପୁର ଗାଁର ୨ ବର୍ଷର ଶିଶୁକନ୍ୟା ପିହୁ ନିଖୋଜ ନେଇ ପୋଷ୍ଟର ମରାଯାଇଛି। ସହରର ବିଭିନ୍ନ ସ୍ଥାନ ଓ ଯାତ୍ରୀବାହୀ ଯାନରେ ପୋଷ୍ଟର ମାରିଛି ସ୍ଥାନୀୟ ପୋଲିସ୍। ପୀହୁ ସଂପର୍କରେ ଯେ କେହି ସୂଚନା ଦେଲେ ୨୦ ହଜାର ଟଙ୍କା ପୁରସ୍କାର ଦେବାକୁ ପୋଷ୍ଟରରେ...

elephnat
କର୍ଲାପାଟରେ ଆଉ ଏକ ହାତୀ ମୃତ

ଭବାନୀପାଟଣା: ଆଜି ପୁଣି ଥରେ କର୍ଲାପାଟରେ ପ୍ରାଣ ହରାଇଛି ଆଉ ଏକ ହାତୀ। କଳାହାଣ୍ଡି କର୍ଲାପାଟରେ ହାତୀ ମଡ଼କ ଥମିବାର ନାଁ ଧରୁନି। ଆଜି ଅଭୟାରଣ୍ୟରେ ଆଉ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମାଈ ହାତୀଟି ସେପ୍ଟିସେମିଆରେ ରୋଗରେ ଆକ୍ରାନ୍ତ ହୋଇ ମରିଥିବା ସୂଚନା ମିଳିଛି। ଗତ...

Tapovan
ଏବେ ବି ଜାରି ରହିଛି ରେସ୍କ୍ୟୁ ଅପରେସନ

ଉତ୍ତରାଖଣ୍ଡ ଚେମୋଲି ହିମସ୍ଖଳନ ଘଟଣାକୁ ଏହାରି ମଧ୍ୟରେ ବିତିଛି ସପ୍ତାହେ। ଲଗାତାର ଭାବେ ଅଞ୍ଚଳରେ ଜାରି ରହିଛି ରେସ୍କ୍ୟୁ ଓ ସର୍ଚ୍ଚ ଅପରେସନ୍। ଆଜି ସକାଳୁ ଆଉ ଦୁଇଟି ମୃତ ଦେହ ଟନେଲ୍ ଭିତରୁ ଉଦ୍ଧାର ହୋଇଥିବା ଜଣାପଡିଛି। ଫଳରେ ମୃତ୍ୟୁ ସଂଖ୍ୟା ୪୦ରେ ପହଞ୍ଚିଛି

OTV-pulwama-attack
ମନେ ପଡୁଛନ୍ତି ବୀର ଯୱାନ.....ଭାରତ ଲାଗି ଥିଲା କଳାଦିନ

ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣ ଘଟଣାକୁ ଦୁଇ ବର୍ଷ ବିତିଲା। ଆଜିର ଦିନରେ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ସାରା ଦେଶ। ୨୦୧୯ ମସିହା ଫେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ରୁ ଅଧିକ ବୀର ଯବାନ

Auto driver
ଦେଶରାଜ ଅଟୋ ଡ୍ରାଇଭର: ନାତୁଣୀର ସ୍ୱପ୍ନ ପୂରଣ କରିବା ଲାଗି ବିକ୍ରି କରିଦେଲେ ଘରଦ୍ୱାର

ଇଚ୍ଛାଶକ୍ତି ଆଗରେ ବୟସ ସାଜେନି ବାଧକ। ବୟସର ଅପରାହ୍ଣ ପରେ ବି ପରିବାର ବୋଝ ମୁଣ୍ଡାଇଛନ୍ତି ବୃଦ୍ଧ ଅଟୋ ଚାଳକ। ଦୁଇପୁଅଙ୍କୁ ହରାଇବା ପରେ ବୃଦ୍ଧ ଅଟୋ ଚାଳକ ନିଜ ବୋହୂ ଓ ନାତୁଣୀର ଦାୟିତ୍ୱ ନିଜ ଉପରକୁ ନେଇଥିଲେ। ଏଥିପାଇଁ ତାଙ୍କୁ ବୃଦ୍ଧାବସ୍ଥାରେ ବି କଠିନ ପରିଶ୍ରମ...

odisha-strike-congress
ଆସନ୍ତାକାଲି ୬ ଘଣ୍ଟିଆ କଂଗ୍ରେସର ଓଡ଼ିଶା ବନ୍ଦ

ଆସନ୍ତାକାଲି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୭ଟାରୁ ଦିନ ଗୋଟାଏ ଯାଏ ଅର୍ଥାତ ୬ ଘଣ୍ଟା ଯାଏ ବନ୍ଦ ଡାକରା ଦେଇଛି ଦଳ। କାଲିର ବନ୍ଦକୁ ଶାନ୍ତିପୂର୍ଣ୍ଣ କରିବା ପାଇଁ  ଆହ୍ୱାନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।

Monkey
ଘର ଛାତ କଣା କରି ୨ ଯାଆଁଳା ଶିଶୁକୁ ନେଇ ଗଲେ ମାଙ୍କଡ଼ ପଲ, ଆଉ ତା'ପରେ...

ତାମିଲନାଡ଼ୁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ମାତ୍ର ୮ ଦିନର କଅଁଳା ଶିଶୁର ଏମିତି କାରଣ ପାଇଁ ଜୀବନ ଯାଇଛି ଯାହା ଶୁଣିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ। ସେହି ୮ ଦିନ ଶିଶୁର ମାଆଙ୍କ କହିବା ଅନୁସାରେ, ମାଙ୍କଡ଼ ଦଳ ଘର ମଧ୍ୟକୁ...

pulwama-attack-sahid
କେବଳ ପ୍ରତିଶ୍ରୁତିରେ ଅଟକି ଗଲେ ରାଜ୍ୟ ସରକାର

ଜାମ୍ମୁ ଓ କାଶ୍ମୀରର ପୁଲଓ୍ୱାମା ବିସ୍ଫୋରଣକୁ ଆଜି ଦୁଇ ବର୍ଷ ପୁରୁଛି। ସେଦିନ ପୁଲଓ୍ୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଥିବା ଯବାନଙ୍କ ପରିବାରକୁ ପ୍ରଶାସନ ଯେପରି ଭୁଲିଯାଇଛି, ତାହା ଦେଖିବାକୁ ମିଳିଛି। ୨୦୧୯ ଆତଙ୍କବାଦୀ ଆକ୍ରମଣରେ କଟକ ଜିଲ୍ଲା ନିଆଳି ବ୍ଲକ ରତନପୁରର ଯବାନ ମନୋଜ ବେହେରା...

pulwama
ପୁଲୱାମା ଆକ୍ରମଣକୁ ପୂରିଲା ୨ ବର୍ଷ, ଆଜି ବି ବୀର ଯୱାନଙ୍କୁ ମନେ ପକାଉଛି ଦେଶ

ପୁଲୱାମା ଆକ୍ରମଣକୁ ଆଜିକୁ ୨ ବର୍ଷ ପୂରିଲା । ଠିକ୍ ଆଜିର ଦିନରେ ୪୦ ଜଣ ବୀର ପୁତ୍ରଙ୍କୁ ହରାଇଥିଲା ଭାରତ। ଇତି ମଧ୍ୟରେ ପୁଲୱାମାକୁ ୨ ବର୍ଷ ପୂରିଯାଇଛି

elephnat
କେମିତି ମରୁଛନ୍ତି ହାତୀ? ଜାଣନ୍ତୁ କଣ କହୁଛି ବନ ବିଭାଗ

କଳାହାଣ୍ଡି ଜିଲ୍ଲା କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ବଢିବାରେ ଲାଗିଛି। ପାଖାପାଖି ୧୩ ଦିନ ଭିତରେ ଗଲାଣି ପାଞ୍ଚ ପାଞ୍ଚଟି ହାତୀଙ୍କ ଜୀବନ। କେବଳ ଘୁଷୁରିଗୁଡି ଝରଣା ନିକଟରେ ଚାରିଟି ହାତୀଙ୍କ ମୃତଦେହ ମିଳିଛି। ଭୂତାଣୁ ଜନିତ ରୋଗ ହାମରେଜ୍ ସେପ୍ଟିସେମିଆ ହାତୀଙ୍କ ମୃତ୍ୟୁ ହୋଇଥିବା କହିଛି ବନ...

lingaraj
NMA ଚିଠା ଅଧିନିୟମକୁ ନେଇ ବଢୁଛି ବିବାଦ, ତେଜୁଛି ରାଜନୀତି

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର NMA ଚିଠା ଅଧିନିୟମକୁ ନେଇ ବଢିବାରେ ଲାଗିଛି ବିବାଦ, ଆଉ ତେଜୁଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେଡି-ବିଜେପି। ଗତକାଲି ଲିଙ୍ଗରାଜ ମନ୍ଦିରେ ବିଜେଡି ପ୍ରାୟୋଜିତ ଦୀପଦାନ ଓ ବାଇ-ଲ ପ୍ରତ୍ୟାହର ନେଇ ମୁଖ୍ୟମନ୍ତ୍ରୀ ନବୀନଙ୍କ ଟୁଇଟ ପରେ ଜବାବ୍ ରଖିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର...

sameer-mohanty
ରାଜ୍ୟବାସୀଙ୍କୁ ପୂରା ଅନ୍ଧାରରେ ରଖିଛନ୍ତି ରାଜ୍ୟ ସରକାର: ବିଜେପି

ରାଜ୍ୟବାସୀଙ୍କୁ ସରକାର ଅନ୍ଧାର ଭିତରେ ରଖିଛନ୍ତି ବୋଲି କହିଲେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ଏହାସହ କୋଟିଆ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛି ବିଜେପି। ସାମ୍ବାଦିକ ସମ୍ମିଳନୀ କରି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ରାଜ୍ୟ ସରକାରଙ୍କ ଉପରେ କିଛି ଏମିତି ଢଙ୍ଗରେ...

TreeMan
ଗଛ ବି ଆମକୁ ଶିକ୍ଷା ଦିଏ, ଦେଖନ୍ତୁ ଏହି ଭିଡ଼ିଓ...

ଦୈନଦିନ ଜୀବନରେ ଆମେ ମାନେ ସମସ୍ତେ ଅନେକଙ୍କଠାରୁ କିଛି ନା କିଛି ଶିଖିଥାଆନ୍ତି। ଆଉ ବର୍ତ୍ତମାନ ସମୟରେ ବୃକ୍ଷ ହିଁ ଜୀବନ। କାରଣ ବଂଚିବାକୁ ହେଲେ ଗଛ ବଂଚିବା ନିହାତି ଦରକାର। ଆପଣ ଏଠାରେ ନିଶ୍ଚୟ କହିବେ ଏହି କଥା କିଏ ଜାଣିନାହିଁ ଯେ, ଆପଣ ଏ କଥା...

natabara
ପୋଲିସ ଚାକିରୀ କରି ଗୋଡ଼ ହରାଇଲେ, ଏବେ ସରକାରୀ ସାହାଯ୍ୟକୁ ଚାତକ ପରି ଅନାଇ ବସିଛନ୍ତି ନଟବର

ସାହାଯ୍ୟ ମାଗୁଛନ୍ତି ନଟବର ସହାୟତା ନମିଳିଲେ ଭାସିଯିବ ପରିବାର ସୋର: ଦିନେ ଖାକି ପୋଷାକ ପିନ୍ଧି ଲୋକଙ୍କୁ ସୁରକ୍ଷା ଦେଉଥିଲେ, ଆଇନଶୃଙ୍ଖଳାକୁ ବି ସଜାଡୁ ଥିଲେ। ପୋଲିସ ଚାକିରୀ କରି ବେଶ ଖୁସିରେ ମଧ୍ୟ ଥିଲେ। ଚାକିରୀ କରି ଯେତିକି ଦରମା ମିଳୁଥିଲା ସେତିକି ଟଙ୍କାରେ ଦୁଃଖେ କଷ୍ଟେ...

khola-katha-Khabar
ଆମେ ବି କେତେ ବେଳେ ମରିଯିବୁ କେହି କହିପାରିବେ ନାହିଁ -ପ୍ରକାଶ ବେହେରା

ଓଡ଼ିଶା ଏକ ଶାନ୍ତି ପ୍ରିୟ ରାଜ୍ୟ। ଇତିହାସ ପୃଷ୍ଠାକୁ ଲେଉଟାଇ ଦେଖିଲେ ଏହା ସ୍ପଷ୍ଟ ଜଣାପଡ଼େ। ଯୁଦ୍ଧ ପିପାସୁ ସମ୍ରାଟ ଅଶୋକ ଏଇଠି ଚଣ୍ଡାଶୋକରୁ ଧର୍ମାଶୋକ ହୋଇଥିଲେ। କିନ୍ତୁ ସାମ୍ପ୍ରତିକ ଓଡ଼ିଶା ରଜନୀତି ମଣିଷ ରକ୍ତରେ ଏବେ ହୋଲି ଖେଳୁଛି। ରାଜନୀତିରେ ବଢିବାରେ ଲାଗିଛି ଅପରାଧ ପ୍ରବଣତା। ଆଉ...

corona
୧୦୦ ତଳେ ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା, କିନ୍ତୁ ଏବେବି ଛାଡ଼ୁନି ଡର

କ୍ରମାଗତ ଭାବରେ ରାଜ୍ୟରେ କମୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟାରେ ରାଜ୍ୟରେ ମୋଟ୍ ୫୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ୧୬ ଜିଲ୍ଲାରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜିଲ୍ଲାରୁ କେହି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି।

Kotia
କୋଟିଆ ମାମଲା: ପ୍ରତିପକ୍ଷ ଆନ୍ଧ୍ରକୁ ଜବାବ ତଲବ କଲେ ସୁପ୍ରିମକୋର୍ଟ

ଆନ୍ଧ୍ର-ଓଡ଼ିଶା ସୀମା ବିବାଦ କୋଟିଆକୁ ନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ

Sanskriti-
ଦେଶରେ ଏମିତି ଏକ ଗାଁ ଅଛି ଯେଉଁଠି ଲୋକେ କେବଳ ସଂସ୍କୃତରେ ହିଁ କଥା ହୁଅନ୍ତି

କର୍ଣ୍ଣାଟକ: ଆମ ଭାରତୀୟ ସଂସ୍କୃତି, ପରମ୍ପରା, ଭାଷା, ସାହିତ୍ୟ ସମଗ୍ର ବିଶ୍ୱଠାରୁ ବେଶ୍ ନିଆରା ଆଉ ଖାସ୍  ମଧ୍ୟ ଅଟେ। ସମଗ୍ର ବିଶ୍ୱ ମାନିଛି ଆମ ବିବିଧତାରେ ଥିବା ସୁନ୍ଦରତାକୁ। ଆମ ଶାସ୍ତ୍ର ପୁରାଣ ବି ଆମ ଦେଶର ମହାନତାର ଗାଥା ବର୍ଣ୍ଣନା କରେ। ସେହିପରି ଭାରତୀୟଙ୍କ ମୂଳ...

Piramid-KO
ଗିଜା ପିରାମିଡ୍‌କୁ ନେଇ କାହିଁକି ଲାଗିରହିଛି ଚର୍ଚ୍ଚା?

ଏମିତି ଏକ ସହର ଅଛି ଯିଏ କି ନିଜ ଭିତରେ ଅନେକ ରହସ୍ୟକୁ ଲୁଚାଇ ରଖିଛି। କେତେ ବେଳେ ଗିଜାର ସ୍ପିନଙ୍କ ରହସ୍ୟ ତ ଆଉ କେତେବେଳେ ପୁରା ସହର ହିଁ ଲାଗେ ରହସ୍ୟର ଗନ୍ତାଘର। ସେହିଭଳି ଏକ ଗଭୀର ରହସ୍ୟ ହେଲା ଗିଜା ପିରାମିଡ୍।

Car-pkg
ଏଣିକି ପେଟ୍ରୋଲ କିମ୍ବା ଡିଜେଲରେ ନୁହେଁ ବରଂ ପାଣିରେ ହିଁ ଚାଲିବ ଆପଣଙ୍କ କାର....ଜାଣନ୍ତୁ କେବେ ଏହି କାର ବଜାରକୁ ଆସିବ?

ଏଣିକି ପେଟ୍ରୋଲ କିମ୍ବା ଡିଜେଲ ନୁହେଁ ବରଂ ପାଣିରେ ଚାଲିବ ଆପଣଙ୍କ କାର। ହୁଏତ ଏହି ଘଟଣା ଶୁଣିବା ପରେ ଆପଣଙ୍କୁ ବିଶ୍ୱାସ ହେଉନଥିବ କିନ୍ତୁ ଏହି ଘଟଣା ପୂରା ସତ ଅଟେ। କାରଣ ଦିନକୁ ଦିନ ପେଟ୍ରୋଲ ଏବଂ ଡିଜେଲର ଦର କ୍ରମାଗତ ଭାବେ ଆକାଶଛୁଆଁ ହେବାକୁ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି