• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Corona
ସଂଖ୍ୟା କମୁଛି, ଡ଼ର ଯାଉନି...୨୪ ଘଣ୍ଟାରେ ୧୩୮ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ ୧୩୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଜିଲ୍ଲାରୁ ମୋଟ୍୧୩୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି

Plastic
ଏଣିକି ପ୍ଲାଷ୍ଟିକ ଦେଲେ ମିଳିବ ମାଗଣା ଖାଇବା: ଜାଣନ୍ତୁ କେଉଁଠାରେ ମିଳୁଛି ଏମିତି ସୁବିଧା

ଏଣିକି ଅଳିଆ  ପ୍ଲାଷ୍ଟିକ ଦେଲେ ମିଳିବ ଖାଇବା। ଅଳ୍ପ ନୁହେଁ ବରଂ ପେଟପୂରା ମିଳିବ ଖାଦ୍ୟ। ରାଜଧାନୀ ଦିଲ୍ଲୀର ଦକ୍ଷିଣ ଦିଲ୍ଲୀରେ ଦିଲ୍ଲୀ ନଗର ନିଗମ ନଜଫଗଡ ଜୋନରେ ଏକ ମିଠା ଦୋକାନ ସହ ମିଶି ଏମିତି ଅଭିଯାନ  ଆରମ୍ଭ କରିଛି। ଆଉ ଏଠାରେ ଲୋକମାନେ ଅଦରକାରୀ ପ୍ଲାଷ୍ଟିକ...

Medicine
କେନ୍ଦ୍ରର ବଡ଼ ନିଷ୍ପତ୍ତି, କମିପାରେ ଏହି ସବୁ ଔଷଧ ଦର

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି କମିବ ଔଷଧ ଦର। ସବୁ ସମାଗ୍ରୀର ଦର ବଢୁଥିବା ବେଳେ ଏବେ କେବଳ ଔଷଧ ଦର କମାଇବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର। ମିଳିଥିବା ସୂଚନା ଅନୁସାରେ,  ଫାର୍ମା କମ୍ପାନୀକୁ ପିଏଲଆଇ ଯୋଜନା ଅନ୍ତର୍ଗତ ଆବେଦନକୁ ଅନୁମୋଦନ କରିଛି କେନ୍ଦ୍ର

Rason card
ଏଣିକି ଘରେ ବସି ପ୍ରସ୍ତୁତ କରନ୍ତୁ ରାସନ କାର୍ଡ଼

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅର୍ଥାତ୍ ଗରୀବି ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ଏହି ଯୋଜନାରେ ପାଖାପାଖି ୮୦ କୋଟି ଲୋକଙ୍କୁ ସାମିଲ କରିବାକୁ ଥିଲା ଯୋଜନା

Constitution
କେମିତି ଓ କେବେ ଲେଖାଯାଇଥିଲା ଦେଶର ସମ୍ବିଧାନ?

ଦେଶର ସମ୍ବିଧାନ ଆଇନର ଦସ୍ତାବିଜ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାକୁ ଭିତ୍ତିକରି କେନ୍ଦ୍ର ଓ ରାଜ୍ୟ ସରକର ଶାସନ କରନ୍ତି। ଏହା ସରକାର କାର୍ଯ୍ୟପାଳିକା ଓ ନ୍ୟାୟପାଳିକା, ବିଧାନସଭା ସହ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଥିବା ସମ୍ପର୍କକୁ ନିର୍ଣ୍ଣୟ କରେ।

farmer-protest
ଆଇନ ଭାଙ୍ଗିଲେ, ଲାଲକିଲ୍ଲା ଉପରେ ଚଢ଼ିଲେ

ଟ୍ରାକ୍ଟର ରାଲିରେ ଯାଇ ଐତିହାସିକ ଲାଲକିଲ୍ଲା ପାଚେରୀ ଚଢ଼ି କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରୁଥିବା ଚାଷୀମାନେ ଏଠାରେ ନାରାବାଜି କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

corona
୭ ମାସ ପରେ ୧୦୦ରୁ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୨୪ ଘଣ୍ଟାରେ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୯ ଜିଲ୍ଲାରୁ ମୋଟ୍ ୯୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧ ଜିଲ୍ଲାରୁ କୌଣସି ବ୍ୟକ୍ତି ଆକ୍ରାନ୍ତ ଚିହ୍ନଟ ହୋଇନଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

pratap sarangi
ଧାନକିଣାକୁ ନେଇ ରାଗି ଗଲେ ବାଲେଶ୍ୱର ସାଂସଦ: ଆଉ ତା'ପରେ ହେଲା କଣ?

ନନା ରାଗିକି ନିଆଁ ଧାନମଣ୍ଡିରେ ଚାଷୀଙ୍କୁ ଠକିବାରୁ ‘ପଚାରୁଛି ପରା ତତେ… ଗାଲୁଆକୁ ଚାପୁଡ଼ା ପକେଇବି ଧରିକି…’ ଠିଆ ଠିଆ ଟ୍ୟୁସନ କଲେ ନନା। ୟେ ହେଉଛି ବାଲେଶ୍ୱର ଜିଲ୍ଲା ସିନ୍ଧିଆ ଧାନ ମଣ୍ଡିର ନିଧିପଣ୍ଡାର ଦୃଶ୍ୟ। ଏଠାର ସମସ୍ୟା ସମ୍ପର୍କରେ ସ୍ଥାନୀୟ ଚାଷୀ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର...

flag
କେବେଠୁ ପାଳନ ହେଉଛି ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଜାନୁଆରୀ ୨୬ ଅର୍ଥାତ୍ ସାଧାରଣତନ୍ତ୍ର ଦିବସ। ଏହି ଦିନ ଟି ସାରା ଦେଶରେ ବହୁତ ଧୁମଧାମରେ ପାଳନ କରାଯାଇଥାଏ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ବ୍ରିଟିଶ ସାମ୍ବିଧାନିକ ବ୍ୟବସ୍ଥାର ଅପସାରଣ ହୋଇ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା କେବଳ ଏହାନୁହେଁ ବରଂ...

republic-of-india-map-on-national-flag-colors_MJ9r09_d_SB_PM
ଆମେ କାହିଁକି ପାଳନ କରୁ ଗଣତନ୍ତ୍ର ଦିବସ?

ଭୁବନେଶ୍ୱର: ଚଳିତ ବର୍ଷ ଦେଶ ୭୨ ତମ ଗଣତନ୍ତ୍ର ଦିବସ ପାଳନ କରିବାକୁ ଯାଉଛି । ୧୯୫୦ ମସିହା ଜାନୁଆରୀ ୨୬ରେ ସମ୍ବିଧାନ ବିଧିବଦ୍ଧ ଭାବରେ ପ୍ରଣୟନ କରାଯାଇଥିଲା ।  ତେଣୁ ଏହି ଦିନକୁ ସମ୍ମାନ ଜଣାଇ ଆମେ ସାଧାରଣତନ୍ତ୍ର ଦିବସ ପାଳନ କରୁଛୁ । ଦେଶର ସମସ୍ତ...

money
ପୁରୁଣା ନୋଟ୍ ବନ୍ଦ ହେବା ପ୍ରସଙ୍ଗରେ ପୂର୍ଣ୍ଣଚ୍ଛେଦ ଟାଣିଲା ଆରବିଆଇ

ପୁରୁଣା ୧୦୦, ୧୦, ୫ ଟଙ୍କିଆ ନୋଟ୍ ଅଚଳ ନେଇ ଚର୍ଚ୍ଚା ପ୍ରସଙ୍ଗରେ ପୂର୍ଣ୍ଣଛେଦ ପକାଇଲା ଭାରତୀୟ ରିଜର୍ଭ ବ୍ୟାଙ୍କ। କହିଲା, ଯାହା ଖବର ପ୍ରକାଶ ପାଉଛି ତାହା ଠିକ ନୁହେଁ । ଏମିତି କୌଣସି ନିଷ୍ପତ୍ତି ହୋଇନଥିବା ସ୍ପଷ୍ଟ କଲା ଆରବିଆଇ, ଖୁବ୍ ଶୀଘ୍ର ପୁରୁଣା ନୋଟ୍...

petrol
ବେକାବୁ ହେଲାଣି ତୈଳ ଦର। କେଉଁଠି ୧୦୦ ତ ଆଉ କେଉଁଠି ୯୮ ଛୁଇଁଲାଣି ଦର

ହୁ ହୁ ହୋଇ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଲଗାତାର ଭାବରେ ତୈଳଦର ବୃଦ୍ଧି ଯୋଗୁଁ ଚିନ୍ତାରେ ଖାଉଟି। କହିବାକୁ ଗଲେ ନିତିଦିନ ହିଁ ତୈଳ ବୃଦ୍ଧି କରୁଛନ୍ତି ସରକାର

police
ପୋଲିସ ପଦକ ଘୋଷଣା : ଜାଣନ୍ତୁ କିଏ କିଏ ପାଇବେ ମେଡ଼ାଲ

ଉଲ୍ଲେଖନୀୟ ସେବା ପାଇଁ ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାରଙ୍କୁ ମିଳିବ ପୋଲିସ ପଦକ। ସେହିପରି ASP ରବୀନ୍ଦ୍ର ଦାସ, ASP ଭବାନୀ ଶଙ୍କର ମିଶ୍ର, ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଏସିପି ପ୍ରକାଶ ପାଲଙ୍କୁ ପୋଲିସ ପଦକ ମିଳିବ ବୋଲି ସୂଚନା ମିଳିଛି।

corona
୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୨୪ ଘଣ୍ଟାରେ  ୧୩୦ ଆକ୍ରାନ୍ତ ଚିହ୍ନଟ। କ୍ୱାରେଣ୍ଟିନରୁ ୭୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଂଚଳରୁ ୫୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି

Capture
୩୨ ଜଣ ପାଇଲେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର

ଦେଶର ୩୨ ଶିଶୁଙ୍କୁ ବର୍ଷ ୨୦୨୧ ପାଇଁ ପ୍ରଦାନ କରାଯାଇଛି ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଆ ମେଧାବୀ ଅନ୍ୱେଶ ଶୁଭମ୍ ପ୍ରଧାନ। ଆଜି ଏହି ପୁରସ୍କାରପ୍ରାପ୍ତ ଛାତ୍ରଛାତ୍ରୀଙ୍କ ସହ କଥା ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Anugul
ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ

ପୋଲିସ ଓ ପ୍ରଶାସନଠୁ ନ୍ୟାୟ ନପାଇ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କଲେ ବିଧବା ମହିଳା। ଅନୁଗୁଳ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଆଜି ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି।

Gas
ଆଧାର କାର୍ଡ ନଥିଲେ ବି ମିଳିବ ଗ୍ୟାସ ସବସିଡ଼ି ଟଙ୍କା

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି। ଆଧାର କାର୍ଡ ନଥିଲେ ବି ଏଣିକି ଆପଣ ପାଇପାରିବେ ଗ୍ୟାସ ସଡସିଡି। ଆଜ୍ଞା ହଁ, ବିନା ଆଧାର କାର୍ଡରେ ମିଳିପାରିବ ଗ୍ୟାସ ସବସିଡି ଟଙ୍କା। ଯଦି ଆପଣ କେବେ ଏଲପିଜି ଗ୍ୟାସ ସିଲିଣ୍ଡର ବୁକିଂ କରୁଛନ୍ତି ତେବେ ସବସିଡି ସିଧାସଳଖ ଆପଣଙ୍କ ବ୍ୟାଙ୍କ...

rupees
ସାବଧାନ ! ବଜାରରୁ ଉଭେଇ ଯିବକ କି ଏହି ସବୁ ନୋଟ୍?

ବନ୍ଦ ହୋଇଯିବ ପୁରୁଣା ନୋଟ୍। ବଜାରରେ ଆଉ ଚଳିବ ନାହିଁ ୫,୧୦ ଏବଂ ୧୦୦ ଟଙ୍କିଆ ନୋଟ୍। ଆସନ୍ତା ମାର୍ଚ୍ଚ ମାସରୁ ଏହି ସବୁ ପୁରୁଣା ନୋଟ୍ ବନ୍ଦ କରିବା ଲାଗି ଚିନ୍ତା କରୁଛି ଆରବିଆଇ। ମିଳିଥିବା ସୂଚନା ଅନୁସାରେ, ଏହାର ପ୍ରଚଳନ ବନ୍ଦ କରାଯିବ ବୋଲି ଆର୍‌ବିଆଇର ଆସିଷ୍ଟାଣ୍ଟ...

rayagada
ସ୍ୱାମୀଙ୍କ ମୃତ୍ୟୁ ପରେ ଏବେ ସରକାରୀ ସହାୟତାକୁ ଅନାଇଛନ୍ତି ଟି.ଭେଙ୍କେଟ ରତ୍ନମ

ସରକାରୀ ଚାକିରି କରିବା ବେଳେ ସ୍ୱାମୀଙ୍କ ହୋଇଥିଲା ମୃତ୍ୟୁ। ୩ ବର୍ଷରୁ ଅଧିକ ସମୟ ବିତିଲାଣି ସ୍ୱାମୀଙ୍କ ମୃତ୍ୟୁକୁ। ଆଉ ଏବେ ନିଜ ମାଆଙ୍କ ପାଖରେ ନେଇଛନ୍ତି ଆଶ୍ରା। ସରକାରୀ ନିୟମ ଅନୁସାରେ ମିଳିନି କିଛି ବି ସହାୟତା। ତହସିଲ ଅଫିସରୁ ଆରମ୍ଭ କରି ଜିଲ୍ଲାପାଳ ଅଫିସକୁ ବାରମ୍ବାର...

OTV-khabar-corona
୨୪ ଘଣ୍ଟାରେ ୧୫୦ ଆକ୍ରାନ୍ତ ଚିହ୍ନଟ

୨୪ ଘଣ୍ଟାରେ ରାଜ୍ୟରେ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୮୯ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୬୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି