• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Saraswati-Devi-1212
ସରସ୍ୱତୀଙ୍କୁ କେମିତି ପୂଜା କଲେ ମିଳେ ଆଶୀର୍ବାଦ?

ମାଆ ସରସ୍ୱତୀଙ୍କ ପୂଜା। ବାଗଦେବୀଙ୍କୁ ଆମେ ସମସ୍ତେ ସମସ୍ତେ ପୂଜା କରନ୍ତି। କୁହାଯାଏ, ମା’ ବାଗ୍‌ଦେବୀଙ୍କୁ ପୂଜା କଲେ ବିଦ୍ୟା ଲାଭ ହୁଏ। ତେଣୁ ମାଘମାସ ଶୁକ୍ଳପକ୍ଷର ପଞ୍ଚମୀ ତିଥିରେ ବିଦ୍ୟା ଓ ବୁଦ୍ଧିର ଦେବୀ ମା’ସରସ୍ୱତୀଙ୍କ ଉପାସନା କରାଯାଏ। ଏହି ଉପାସନାର ପର୍ବକୁ ଅନେକ ସ୍ଥାନରେ ବସନ୍ତ...

jagannath-land-pkg
ଭୁଲ କଲେ ସରକାର, ଭୋଗୁଛନ୍ତି ସାଧାରଣ ଲୋକେ

ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁ ୯ ବର୍ଷ ହେଲା ହନ୍ତସନ୍ତ ହେଉଛନ୍ତି ଲୋକେ। ନିଜ ବାପା ଜେଜେ ଅମଳର ସ୍ଥିତିବାନ ସମ୍ପତ୍ତିର ମାଲିକାନା ହରାଇ ବସିଛନ୍ତି ଖୋର୍ଦ୍ଧା ସହ ପୁରୀ ଜିଲ୍ଲାର ୩୬ଟି ମୌଜାର ଲୋକେ। ୨୦୧୨ରେ ଶହ ଶହ ଲୋକଙ୍କ ସ୍ଥିତିବାନ ସମ୍ପତ୍ତି ଭୁଲବଶତଃ ଜଗନ୍ନାଥ ମହାପ୍ରଭୂଙ୍କ...

Rastrapati bhawan
ଆସନ୍ତାକାଲିଠୁ ଆପଣ ବି ଯାଇପାରିବେ ରାଷ୍ଟ୍ରପତି ଭବନ, ଜାଣନ୍ତୁ କେମିତି ପ୍ରବେଶ ଲାଗି ମିଳିବ ଅନୁମତି

କରୋନା ସଙ୍କଟ ସମୟରେ ସର୍ବସାଧାରଣଙ୍କ ପାଇଁ ଆସନ୍ତାକାଲିଠୁ ଖୋଲିବ ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ। ଆଉ ଏଠାରେ ମାର୍ଚ୍ଚ ୨୧ ଯାଏ ଚାଲିବ ଉଦ୍ୟାନ ଉତ୍ସବ ବୋଲି ସୂଚନା ରହିଛି

twitter
ସୋସିଆଲ ମିଡିଆକୁ କେନ୍ଦ୍ରର କଡା ଚେତାବନୀ

ସୋସିଆଲ ମିଡିଆରେ ହିଂସା ଉଦ୍ରେକକାରୀ ମିଥ୍ୟା ଖବର ପ୍ରଚାର କଲେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ସରକାର। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ମାନଙ୍କୁ ଆଜି ଏଭଳି ଚେତାବନୀ ଦେଇଛନ୍ତି ଆଇଟି ମନ୍ତ୍ରୀ ରବିଶଙ୍କର ପ୍ରସାଦ

By-low
NMAର ଏକାମ୍ର କ୍ଷେତ୍ର ବାଇ-ଲକୁ ନେଇ ବଢୁଛି ବିବାଦ

ଏକାମ୍ର କ୍ଷେତ୍ର ପାଇଁ NMAର ଚିଠା ଅଧିନିୟମକୁ ନେଇ ତେଜୁଛି ଅସନ୍ତୋଷ। ଲିଙ୍ଗରାଜ ମନ୍ଦିର ଚିଠା ଅଧିନିୟମ ବା ବାଇ-ଲ ଜାରି ହୋଇନଥିଲେ ମଧ୍ୟ ଏହା ପ୍ରତ୍ୟାହାର ଲାଗି NMA କର୍ତ୍ତୃପକ୍ଷଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ।

kotia
କୋଟିଆକୁ ନେଇ କାଲି କଣ କହିବେ ସୁପ୍ରିମକୋର୍ଟ?

କୋଟିଆର ବିବାଦୀୟ ୩ଟି ଗାଁ ଓଡ଼ିଶାର ନା ଆନ୍ଧ୍ରର ତାହାକୁ ନେଇ ଥମୁନି ଚର୍ଚ୍ଚା। ପ୍ରକୃତରେ ଏ ଅଞ୍ଚଳ କାହାର? ତାକୁ ନେଇ କାଲି ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସୁପ୍ରିମକୋର୍ଟ କରିବେ ବୋଲି ଜଣାପଡ଼ିଛି।

Eswar
ମହଙ୍ଗା ପଡିଲା ଦେଶ ବିରୋଧୀ ଷଡଯନ୍ତ୍ର: ଈଶ୍ୱର ବେହେରାକୁ ଆଜୀବନ ସଜା

ଦେଶଦ୍ରୋହ ଅପରାଧରେ ଚାନ୍ଦିପୁର ଆଇଟିଆରର ପୂର୍ବତନ ଠିକା ଫଟୋଗ୍ରାଫର ଈଶ୍ୱର ବେହେରାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

bhubaneswar
ମିଳିଲା କଟାମୁଣ୍ଡ, ହଟିଲା ସସ୍‌ପେନ୍ସ

କଟାମୁଣ୍ଡ ମିଳିଲା, ସସ୍ପେନ୍ସ ବି ହଟିଲା। ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ରାସ୍ତାରୁ ୮ଦିନ ତଳେ ମିଳିଥିବା ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ସହ ଉନ୍ମୋଚିତ ହୋଇଛି ଜଘନ୍ୟ ହତ୍ୟାର ରହସ୍ୟ।

Dubai
ଓ୍ୱାର୍ଲଡ୍ ରେକର୍ଡ କରୁଛି ଫାଉଣ୍ଟେନ୍? ଜାଣନ୍ତୁ କେଉଁଠି ଅଛି ଏହି ଫାଉଣ୍ଟେନ୍...

ଆଜିକାଲି ବିଭିନ୍ନ ସ୍ଥାନରେ ପରିବେଶକୁ ସୁନ୍ଦର କରି ସଜାଇବା ପାଇଁ ଫାଉଣ୍ଟେନ୍ ଇତ୍ୟାଦିର ନିର୍ମାଣ କରାଯାଉଛି।  ନଦୀ, ପୋଖରୀ, ପାର୍କ ଇତ୍ୟାଦିକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଫାଉଣ୍ଟେନ  ନିର୍ମାଣ କରାଯାଇଥାଏ।  କିଛି ସ୍ଥାନରେ ତ ଫାଉଣ୍ଟେନରେ ଲାଇଟ୍ ଆଣ୍ଡ ସାଉଣ୍ଡ ଶୋର ମଧ୍ୟ ଆୟୋଜନ କରାଯାଇଥାଏ

Eswar-behera
ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ଗୁପ୍ତତଥ୍ୟ ISIକୁ ଦେବା ପ୍ରସଙ୍ଗ: ଇଶ୍ୱର ବେହେରାଙ୍କୁ ଆଜୀବନ କାରାଦଣ୍ଡ ଦେଲେ ଏଡିଜେ

ISI ଲିଙ୍କରେ ଗିରଫ ହୋଇଥିବା ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଈଶ୍ୱରଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଲେଶ୍ୱର ଏଡିଜେ କୋର୍ଟ। ସୂଚନା ଅନୁସାରେ, ଦେଶଦ୍ରୋହ ଅପରାଧରେ ଈଶ୍ୱର ବେହେରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ ହେବା ପରେ, ଈଶ୍ୱରଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ ଏଡିଜେ।

hospital Girl Child
ଏହି ମେଡିକାଲରେ ଝିଅ ଜନ୍ମ ହେଲେ ଦେବାକୁ ପଡ଼ିବ ନାହିଁ କୌଣସି ଶୁଳ୍କ

ଡାକ୍ତରଖାନା କର୍ତ୍ତୃପକ୍ଷ ଦେଖାଇଲେ ମହାନତା। ଏମିତି କିଛି ଘୋଷଣା କଲେ ଯାହାକୁ ନେଇ ସାରା ଦେଶରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ପଡ଼ୋଶୀ ଛତିଶଗଡ଼ର ରାଜଧାନୀ ରାୟପୁରରେ ଥିବା ଶ୍ରୀ ବାଲାଜୀ ସୁପର ସ୍ପେଶିଆଲଟି ହସ୍ପିଟାଲ ପକ୍ଷରୁ ବିଶେଷ ଘୋଷଣା କରାଯାଇଛି

office-Holiday
ଏଣିକି ସପ୍ତାହକୁ ଆପଣ କରିବେ ୪ ଦିନ କାମ, ଆଉ ବାକି ୩ ଦିନ ଛୁଟି

ଖୁବଶୀଘ୍ର କେନ୍ଦ୍ର ବିଭିନ୍ନ କର୍ମଚାରୀଙ୍କ ପାଇଁ ନେଇପାରେ ବଡ଼ ନିଷ୍ପତ୍ତି। କେନ୍ଦ୍ର ସରକାର ଶ୍ରମ ଆଇନରେ ସଂଶୋଧନ କରିବା ପାଇଁ ଯୋଜନା କରୁଥିବା ନେଇ ସୂଚନା ରହିଛି । ଏଥିରେ ଗୋଟିଏ ସପ୍ତାହରେ ଜଣେ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବ ବୋଲି ପ୍ରସ୍ତାବ ଦିଆଯାଇଛି । ଏହାସହ...

RBI
ଚିରା ଆଉ ଫଟା ନୋଟ୍‌ ବଦଳରେ ଏଣିକି ମିଳିବ ଟଙ୍କା?

ଚିରାଫଟା ନୋଟ୍ ଆପଣଙ୍କ ପାଖରେ ରହିଛି କି? ଏହି ସବୁ ଟଙ୍କା  ଲାଗି ଆପଣ ଚିନ୍ତାରେ ଅଛନ୍ତି କି? ତେବେ ଆଦୌ ଚିନ୍ତା କରନ୍ତୁ ନାହିଁ। କାରଣ ଏଣିକି ଅତିସହଜରେ ଆପଣ ବି ଚିରାଫଟା ନୋଟ୍‌ ଅତି ସହଜରେ ବଦଳାଇପାରିବେ। ଜାଣିରଖନ୍ତୁ ଯେ, କେତେ ପରିମାଣରେ ନୋଟ ଚିରାଥିଲେ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି