ପଞ୍ଜୀକରଣ କରି ଟିକା ନନେଲେ ଦରମା କଟାଯାଇପାରେ। ସ୍ୱାସ୍ଥ୍ୟକର୍ମୀ ଏବଂ ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏହି ଚେତାବନୀ ଦେଇଛି। କୋଓ୍ବିନ୍ ଆପରେ ପଞ୍ଜୀକରଣ କରି ଟିକା ନେଉନଥିବାରୁ ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ୧୦ ତାରିଖ ମଧ୍ୟରେ ଟିକା ନନେଲେ ଦରମା କଟାଯିବା ସମ୍ଭାବନା ଥିବା...
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ଲଢ଼େଇ ସେତିକି ସାମ୍ନାକୁ ଆସୁଛି। ବେଙ୍ଗଲବାସୀଙ୍କ ମନ ଜିଣିବାକୁ ରାଜ୍ୟବ୍ୟାପୀ ୫ଟି ପରିବର୍ତ୍ତନ ରଥଯାତ୍ରା ପାଇଁ ଯୋଜନା କରିଛି ବିଜେପି ।
ଆମେରିକୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ ନାସା ଯିବେ ୧୦ ଓଡ଼ିଆ ଛାତ୍ରଛାତ୍ରୀ। ନିଜ ପ୍ରକଳ୍ପ ଲୁନାର ରୋଭର ପାଇଁ ନାସା ଦ୍ୱାରା ଆୟୋଜିତ ହ୍ୟୁମାନ ଏକ୍ସପ୍ଲୋରେସନ୍ ରୋଭର ଚ୍ୟାଲେଞ୍ଜରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି କୁନି ବୈଜ୍ଞାନିକଙ୍କ ଟିମ୍।
ବାଲେଶ୍ୱରରେ ପ୍ରତିଷ୍ଠା ହେବ ଦେଶର ପ୍ରଥମ ବଜ୍ରପାତ ଗବେଷଣା କେନ୍ଦ୍ର। ଓଡ଼ିଶା ବଜ୍ରପାତ ପ୍ରବଣ ଅଞ୍ଚଳରେ ଆସୁଥିବାରୁ ଏବଂ ପ୍ରତିବର୍ଷ ବଜ୍ରପାତ ଘଟି ଶହ ଶହ ଲୋକଙ୍କ ମୃତ୍ୟୁ ହେଉଥିବାରୁ ଏଭଳି ଗବେଷଣା କେନ୍ଦ୍ର ଉପଯୋଗୀ ହେବ ବୋଲି କୁହାଯାଉଛି
ଗଞ୍ଜାମ ଖଲିକୋଟ ବ୍ଲକ ମହାତ୍ମାଗାନ୍ଧି ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବଡ଼ ଘୋଟାଲାର ଅଭିଯୋଗ ହୋଇଛି। ଅନେକ ହିତାଧିକାରୀ ଆଦୌ କାମ କରିନାହାନ୍ତି, ତେବେ ସେମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲି ଟଙ୍କା ହରିଲୁଟ୍ ହୋଇଛି।
ଚିଟଫଣ୍ଡ ଷ୍ଟାଇଲରେ ସାଇବର ଠକଙ୍କ ନୂଆ ଫଣ୍ଡା ଏବେ ସାମ୍ନାକୁ ଆସିଛି। ଅଭିନବ ଉପାୟରେ ଉପଭୋକ୍ତାଙ୍କୁ ଚୁନା ଲଗାଇବାର ନୂଆ ତରିକା ଦେଖିବାକୁ ମିଳୁଛି। କଳାଧନ୍ଧାରେ ପକେଟ୍ ଗରମ କରିବା ପାଇଁ ନା କୌଣସି ପାସୱାର୍ଡ଼ ଦରକାର ନା କୌଣସି ଓଟିପିର ଝାମେଲା
ନିଜେ କୋଟିଆ ଯିବି, ଲୋକଙ୍କ କଥା ବୁଝିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋରାପୁଟର ବିବାଦୀୟ କୋଟିଆରେ ଭର୍ଚୁଆଲରେ ଆଜି ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଅବସରରେ ଏହି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମେ ୩ ତାରିଖରୁ ଆରମ୍ଭ ହେବ ମ୍ୟାଟ୍ରିକ ପରୀକ୍ଷା। ୩ ତାରିଖରୁ ପରୀକ୍ଷା ଆରମ୍ଭ ହୋଇ ୧୫ ତାରିଖ ରେ ସରିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ମେ ୩ ରୁ ୧୨ ଯାଏଁ ସଂସ୍କୃତ ମଧ୍ୟମା ପରୀକ୍ଷା ହେବ ବୋଲି ଜଣାଯାଇଛି।
ଶୁଭ ବିବାହ। ଏହି ଗୋଟିଏ ଶଦ୍ଦ ହିଁ ସବୁ କିଛି ବୁଝାଇଦିଏ। ସମସ୍ତେ ନିଜ ନିଜର ବିବାହକୁ କିଛି ଅଲଗା ଓ ସ୍ମରଣୀୟ କରିବା ଲାଗି ଚେଷ୍ଟା କରନ୍ତି। ବିବାହ ଦିନ ସମସ୍ତଙ୍କ ଲାଗି ଅତି ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନରେ ହିଁ ଦୁଇଟି ହୃଦୟର ମିଳନ ହୁଏ
ସ୍ମାର୍ଟ ହେଉଛି ଗାଁ ଠୁ ସହର। ସମୟ ଆଉ ଟେକନୋଲୋଜି ସହିତ ଜୀବନ ଜୀବିକାରେ ଅନେକ କିଛି ପରିବର୍ତ୍ତନ ମଧ୍ୟ ଆସିଛି । ପକେଟରେ ସ୍ମାର୍ଟଫୋନ, ଆାଉ ଆାଖପାଖରେ ସ୍ମାର୍ଟ ସହର। ଆଉ ମଣିଷ ବି ସ୍ମାର୍ଟ। ଏଭଳି ସମୟରେ ଗାଁ କେମିତି ପଛରେ ରହିବ?
ଭାରତୀୟ ବଜାରରେ ଟେଲିଗ୍ରାମ୍ ଆପର ବଢୁଛି ଚାହିଦା। ଧୀରେ ଧୀରେ ଅଧିକ ଲୋକପ୍ରିୟ ହେଉଛି ଏହି ଆପ୍। ହ୍ୱାଟ୍ସଆପର ନୂଆ ପ୍ରାଇଭେସି ପଲିସି ଲାଗୁ ହେବା ପରଠୁ ଅଧିକାଂଶ ୟୁଜର୍ସ ଆପ ପ୍ରତି ମୁହଁ ମୋଡିବା ଆରମ୍ଭ କଲେଣି ।
ଭିନ୍ନକ୍ଷମ ତାଲିମ କେନ୍ଦ୍ରରେ ନିର୍ଯାତନା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁରେଶ ବେହେରାଙ୍କୁ ଅଟକ ରଖାଯାଇଛି। ସୁରେଶଙ୍କୁ ପୋଲିସ ପଚରାଉଚରା କରୁଥିବା ନେଇ ସୂଚନା ମିଳିଛି। ତେବେ ସୁରେଶ ପଳାସପଲ୍ଲୀ ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଥିବା ଜଣାପଡ଼ିଛି।