• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

NASA
ମଙ୍ଗଳ ପୃଷ୍ଠରେ ଅବତରଣ କରିବ NASAର ରୋବର୍: ଜାଣନ୍ତୁ କେବେ?

ମଙ୍ଗଳ ପୃଷ୍ଠରେ ଆଜିଠୁ ଅବତରଣ ପ୍ରକ୍ରିୟା ଆରମ୍ଭ କରିବ ଆମେରିକା ସ୍ପେସ୍ ଏଜେନ୍ସି ନାସାର ରୋବର୍। ଆସନ୍ତା ଦୁଇ ଦିନରେ ଏହା ମଙ୍ଗଳ ପୃଷ୍ଠରେ ଅବତରଣ କରିବ ବୋଲି ଜଣାଯାଇଛି। ସୂଚନା ଅନୁସାରେ, ପର୍ସିଭେରେନ୍ସ ରୋବର୍ ହେଉଛି ଚତୁର୍ଥ ପୀଢ଼ିର ରୋବର୍।

OTV-PORTAL-IPL
ଆଜି ଆଇପିଏଲ ପାଇଁ ହେବ ଖେଳାଳିଙ୍କ ନିଲାମୀ

ଆଜି ଆଇପିଏଲ ଖେଳାଳୀଙ୍କ ନିଲାମୀ ହେବ। ତେବେ ଏଥିଲାଗି ମୋଟ୍‌ ୨୯୨ ଜଣ ଖେଳାଳିଙ୍କ ତାଲିକା ଘୋଷଣା କରାଯାଇଛି। ୧୦ଜଣ ଖେଳାଳିଙ୍କ ବେସ ପ୍ରାଇସ୍ ୨କୋଟି ଟଙ୍କା ରଖାଯାଇଥିବା ଜଣାଯାଇଛି। ଦୁଇ ଭାରତୀୟ କ୍ରିକେଟର ହରଭଜନ ସିଂ ଓ କେଦାର ଯାଦବ ଏହି ତାଲିକାରେ ରହିଛନ୍ତି

lekhashree
ଘୋଷଣା ଆଉ ଭିତ୍ତିପ୍ରସ୍ତର ସ୍ଥାପନ ଲାଗି ପଇସା ପଡ଼େ ନାହିଁ: ଲେଖାଶ୍ରୀ

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଉରକେଲା ଗସ୍ତ କରି ସୁନ୍ଦରଗଡବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଇଛନ୍ତି।

Naveen-Patnaik-2
ସୁନ୍ଦରଗଡ଼ବାସୀଙ୍କୁ ୪୯୧୫ କୋଟି ଟଙ୍କାର ଭେଟି ଦେଲେ ମୁଖ୍ୟମନ୍ତ୍ରୀ

ଦିନିକିଆ ରାଉରକେଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଉରକେଲାରେ ପହଞ୍ଚିଛନ୍ତି ନବୀନ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ, ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ।

sasta-heba-mada-up-
୩୫ ଟଙ୍କା କମିବ ବିୟର ଦର: ଜାଣନ୍ତୁ କେଉଁଠି?

କମିବ ମଦ ଦର? ୩୦ ରୁ ୩୫ ଟଙ୍କା ଶୁଳ୍କ ଛାଡ଼ କରିବେ ରାଜସ୍ଥାନ ସରକାର! ଜୟପୁର: ଶସ୍ତା ହେବ ମଦ। ପାଖାପାଖି ୩୦ ରୁ ୩୫ ଟଙ୍କା ମଦ ଉପରେ ଶୁଳ୍କ ଛାଡ଼ କରିବେ ରାଜ୍ୟ ସରକାର। ନୂଆ ଅବକାରୀ ନୀତିରେ ବିୟର ଉପରେ ଅତିରିକ୍ତ ଶୁଳ୍କ...

china
ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଫିଟୁଛି ବାଟ

ଭାରତ-ଚୀନ ସୀମା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ବାଟ ଖୋଲିଲା। ପୂର୍ବ ଲଦାଖର ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରୁ ସେନା ଓ ଯୁଦ୍ଧ ଟ୍ୟାଙ୍କ୍ ଚୀନ ପ୍ରତ୍ୟାହାର କରି ନେଇଛି ବୋଲି ସୂଚନା ରହିଛି

kotia
କୋଟିଆ: କୋର୍ଟରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର?

ସୁପ୍ରିମକୋର୍ଟରେ କୋଟିଆ ମାମଲାରେ ବଳିଷ୍ଠ ଯୁକ୍ତି ରଖିବେ ରାଜ୍ୟ ସରକାର। କୋଟିଆକୁ ନିଜର ବୋଲି ଦର୍ଶାଇବା ସହ ସମସ୍ତ କାଗଜପତ୍ର କୋର୍ଟରେ ସରକାର ଦାଖଲ କରିବେ ବୋଲି ଜଣାଯାଇଛି। ତେବେ ଏନେଇ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ଚିଠି ଲେଖାଯାଇଥିବା ଜଣାଯାଇଛି। କୋଟିଆକୁ ନେଇ ଥିବା ସମସ୍ତ...

BJD
କଳାହାଣ୍ଡି ପରେ ବିଜେଡ଼ି ଫୋକସ୍‌ରେ ସୁନ୍ଦରଗଡ଼

କଳାହାଣ୍ଡି ପରେ ସୁନ୍ଦରଗଡ଼ରେ ହେବ ବିଜେଡି ସରକାରର ମେଗା ସୋ। ଆଉ ଆସନ୍ତାକାଲି ରାଉରକେଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟକ୍ରମ ପାଇଁ ବିପିୟୁଟି ପରିସରରେ ପ୍ରସ୍ତୁତ ହେଉଛି ମଂଚ। ଏହାସହ ସହରରେ ଛାଇ ଯାଇଛି ବଡ ବଡ ପୋଷ୍ଟର ଆଉ ବ୍ୟାନର୍

IAS
ବେଆଇନ ସୁଧ କାରବାରରେ ଫସିଲେ ସୁଶୀଲ

ସାମ୍ନାକୁ ଆସିଲା IASଙ୍କ ସମ୍ପର୍କୀୟ ଭାଇଙ୍କ ଅୟସର ପୂରା କାହାଣୀ। ପୂର୍ବତନ ଜିଲ୍ଲାପାଳଙ୍କ ରିଲେଟିଭ ସୁଶୀଳ ଅଗ୍ରୱାଲଙ୍କ ବିରୋଧରେ ଆସିଛି ସାଂଘାତିକ ଜାଲିଆତି ଅଭିଯୋଗ। ଅନୁଗୁଳର ବ୍ୟବସାୟ ସୁଶୀଳ ଏବେ ଫସିଥିବା ନେଇ ଜଣାପଡିଛି।

valentines-day-Ko
ଏହାକୁ କୁହାଯାଏ ବୋଧହୁଏ ପ୍ରକୃତ ପ୍ରେମ....ଭାଲେଣ୍ଟାଇନ୍ସ ଡେ'ରେ ସ୍ତ୍ରୀଙ୍କୁ କିଡନୀ ଦେଲେ ସ୍ୱାମୀ

ପ୍ରେମ ଆଗରେ ସବୁ କିଛି ଫିକା ପଡିଯାଏ। ଆଉ ଏହା ମୋହରେ ଥରେ ଯିଏ ପଡିଛି ସେ କିଛି ବୁଝିବା ସ୍ଥିତିରେ ନଥାଏ। କହିବାକୁ ଗଲେ ନିଜ ପ୍ରେମକୁ ଶାଶ୍ୱତ କରିବା ଲାଗି ଅନେକ କିଛି ନିଆରା କାମ କରିବାକୁ ଚେଷ୍ଟା କରନ୍ତି। ତେବେ ଗୁଜୁରାଟରୁ ଏମିତି ଏକ...

Aprajita-1
ଯେଉଁମାନେ ନିଖୋଜ ପୋଷ୍ଟର ଲଗାଇଥିଲେ ସେମାନେ ମୋର ଶୁଭେଚ୍ଛୁ-ଅପରାଜିତା

ସଂସଦର ଅଧିବେଶନ ସାରି ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରେସମିଟ୍ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। କହିଲେ, ଜାନୁଆରୀ ୨୯ରୁ ଫେବ୍ରୁଆରୀ ୧୩ ଯାଏ ସଂସଦ ଚାଲିଥିଲା। ତେଣୁ ଲୋକସଭା ସାଂସଦ ଭାବେ ସଂସଦରେ ଉପସ୍ଥିତ ଥିଲି

dog
୩୬ କୋଟିର ମାଲିକ ହେଲା କୁକୁର

୩୬ କୋଟି ଟଙ୍କାର ମାଲିକ ହେଲା କୁକୁର। ହୁଏତ ଏହି ଘଟଣା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଆଉ କହିବେ ଏଠି ଲୋକ ଖାଇବାକୁ ପାଉନାହାନ୍ତି ଆଉ କୁକୁର ନାଁରେ ଏତେ ଟଙ୍କା କିଏ ରଖିଲା ଯେ, ସେ ୩୬ କୋଟିର ମାଲିକ ହୋଇଗଲା। କିନ୍ତୁ ଏହି ଘଟଣାଟି...

fine
ମହାନତା ଦେଖାଇଲେ IPS ଅଫିସର: ଛାତ୍ରଙ୍କ ଟ୍ୱିଟ୍‌ ପରେ ଛାଡ଼ କଲେ ଜୋରିମାନା ଟଙ୍କା

ଚାଲାଣ କାଟିବାରୁ ଏସ୍‌ଏସ୍‌ପିଙ୍କୁ ସାହାଯ୍ୟ ମାଗିଲେ ଛାତ୍ର। କହିଲେ, ମୁଁ ମୋର ଭୁଲ ମାନୁଛି କିନ୍ତୁ ଟ୍ରାଫିକ୍ ପୋଲିସ କାଟିଥିବା ଚାଲାଣ ଟଙ୍କା ଦେବାରେ ମୁଁ ସମ୍ପୂର୍ଣ୍ଣ ଭାବରେ ଅସମର୍ଥ। ମୁଁ ଜଣେ ଛାତ୍ର, ଏହାସହ ମୋ ପରିବାର ଏତେ ପରିମାଣରେ ଟଙ୍କା ଦେବାକୁ ଅସମର୍ଥ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି