• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Pakistan Border
ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥିତି ଜଟିଳ: ପାକ୍‌ରେ ପଶିବାକୁ ଅପେକ୍ଷାରେ ଆଫଗାନୀ

ଏହି ଭିଡିଓକୁ ଅନ୍ତର୍ଜାତୀୟ ସ୍ତରର ସାମ୍ବାଦିକ ନାଇଟିକ୍ ଟ୍ୱିଟ୍ କରିଛନ୍ତି। ସେ କହିଛନ୍ତି ଯେ ଏହା କାବୁଲ ବିମାନବନ୍ଦର ନୁହେଁ ବରଂ ସ୍ପିନ୍ ବୋଲ୍ଡକ ସୀମା, ଯେଉଁଠାରେ ହଜାର ହଜାର ଲୋକ ଆଫଗାନିସ୍ତାନରୁ ପାକିସ୍ତାନ ଯିବାକୁ ଚାହୁଁଛନ୍ତି। ଏଠାରେ କାବୁଲ ବିମାନବନ୍ଦରରୁ ଆହୁରି ଖରାପ ପରିସ୍ଥିତି ରହିଛି, କିନ୍ତୁ...

pratap jena
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି।...

Corona Virus
ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ: ୨୪ ଘଂଟାରେ ୪୬,୧୬୪ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ ପୁଣି ଥରେ ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୪୬,୧୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୪ ଘଂଟାରେ ୬୦୭ ଜଣଙ୍କ ଯାଇଛି ଜୀବନ। ଏହାସହ ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୫,୫୮,୫୩୦ ଏତିକି ରହିଥିବା ବେଳେ ମୃତ୍ୟୁସଂଖ୍ୟା ୪,୩୬,୩୬୫ରେ ପହଞ୍ଚିଛି

CISF Awarded Officer Who Stopped Salman Khan At Mumbai Airport
ସଲମାନଙ୍କୁ ଅଟକାଇଥିବା CISF ଏଏସ୍‌ଆଇଙ୍କୁ ହଇରାଣ କରିଥିବା ଖବର ଗୁଜବ

ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବର ମିଛ ବୋଲି କହିଛି ସିଆଇଏସ୍ଏଫ୍ ।

Vaccinate All School Teachers On Priority Basis | Health Minister Mansukh Mandaviya To State Govts
ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ରର ଅନୁରୋଧ ।

Driving licenses will be revoked in violation of the Road Safety Act
ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନରଙ୍କ ଚିଠି ।

Darshan Underway In Smooth Manner In Puri Srimandir
କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ।

Biden Says US On Pace To Pull Out Army From Afghanistan
ଅଗଷ୍ଟ ୩୧ ସୁଦ୍ଧା ସରିବ ସୈନ୍ୟ ପ୍ରତ୍ୟାହାର

ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ଆମେରିକା ସରକାର । ଖୁବ ଶୀଘ୍ର ସମାପ୍ତ ହେବ ପ୍ରତ୍ୟାହାର ପ୍ରକ୍ରିୟା ସୂଚନା ଦେଲେ ବାଇଡେନ୍ ।

ATM Loot Bid Foiled In Bhubaneswar, 2 Arrested
ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ

ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ । ବଢ଼େଇବାଙ୍କ ଛକରେ ଏକ ATMକୁ ହ୍ୟାକ୍ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡିଲେ ।

cisf
ସଲମାନଙ୍କୁ ଅଟକାଇଥିବା CISF ଏଏସ୍‌ଆଇଙ୍କୁ ହଇରାଣ କରିଥିବା ଖବର ଗୁଜବ

ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବରକୁ ଖଣ୍ଡନ କରିଛି ସିଆଇଏସ୍ଏଫ୍। ବରଂ ସୋମନାଥଙ୍କ କର୍ତ୍ତବ୍ୟପରାୟଣତା ପାଇଁ ତାଙ୍କୁ ଉଚ୍ଚ ପ୍ରଶଂସା କରାଯାଇଛି। ସେ ଫୋର୍ସରେ ଅନ୍ୟଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଟ୍ୱିଟ୍ କରି...

train
ରେଳବାଇରେ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି: ମାସକୁ ଦରମା ମିଳିବ ୩୫ ହଜାର

ସରକାରୀ ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ରେଳମନ୍ତ୍ରଣାଳ ପକ୍ଷରୁ ଚାକିରି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। କୋଙ୍କଣ ରେଳ ନିଗମ ଲିମିଟେଡ୍ (KRCL) ବୈଷିୟିକ ସହାୟକ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଚୁକ୍ତିନାମା ଅନୁଯାୟୀ ଏହି ପଦବୀରେ ନିଯୁକ୍ତି କରାଯିବ। ଏହି ପଦବୀରେ...

former minister delivering pizza
ଜର୍ମାନୀରେ ପିଜା ଡ଼େଲିଭରି ବଏ ଅଛନ୍ତି ଆଫଗାନିସ୍ତାନର ପୂର୍ବତନ ମନ୍ତ୍ରୀ

ଦିନେ ମନ୍ତ୍ରୀ ଥିଲେ, ଆଜି ପିଜା ବିକିଲେ। କଥାରେ ଅଛି ଆଜି ଯିଏ ରାଜେନ୍ଦ୍ର ଆସନେ କାଲି ଫକୀର ଅର୍ଥାତ୍‌ କାଲି ଯିଏ ରାଜା ଥିବ ଆଜି ସିଏ ଭିକାରୀ ହୋଇଯାଇପାରେ। ଆଜିକା ଦିନରେ ଥରେ ଯିଏ ନେତା ମନ୍ତ୍ରୀ ହେଲା ତା’ର ପରବର୍ତ୍ତୀ କେତେ ପିଢ଼ି ପାଇଁ...

Corona
“ଏଣ୍ଡେମିକ୍ ସ୍ଥିତିରେ ଦେଶକୁ ପ୍ରବେଶ କରୁଛି କରୋନା”

ଭାରତରେ ଏଣ୍ଡେମିକ୍ ସ୍ଥିତିରେ ପ୍ରବେଶ କରୁଛି କରୋନା । ଏହା କହିଛନ୍ତି, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ୱାମୀନାଥନ । ଏଣ୍ଡେମିକର ଅର୍ଥ ହେଲା, କରୋନା ଆଉ ବେଶି ସଂକ୍ରାମଣ ହେବନି । ଅଧିକ ଲୋକଙ୍କୁ ଏହା ଆଉ ଆକ୍ରାନ୍ତ କରିବ ନାହିଁ । କିନ୍ତୁ...

covid19
ଦେଶରେ ପୁଣି ବଢିଲା ସଂକ୍ରମଣ: ୨୪ ଘଂଟାରେ ୩୭,୫୯୩ ପଜିଟିଭ୍‌ ଚିହ୍ନଟ

ଦେଶରେ ପୁଣି ବଢିଲା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ୩୭,୫୯୩ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ୬୪୮ ଜଣଙ୍କ ପ୍ରାଣ ନେଇଛି କରୋନା। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ୍‌ ୩,୨୫,୧୨,୩୬୬ ଜଣ କରୋନାରେ ସଂକ୍ରମିତ ହେଲେଣି। ଏହାସହ ଗତ ୨୪ ଘଂଟାରେ ଦେଶରେ...

Taliban Retakes Afghanistan
ଉଗ୍ର ହେଉଛି ତାଲିବାନ୍‌: ବିମାନବନ୍ଦର ପ୍ରବେଶ ଉପରେ ଲଗାଇଲା କଟଣା

ଧୀରେ ଧୀରେ ନିଜର ଅସଲ ରୂପ ଦେଖାଉଛି ତାଲିବାନ୍‌। ହଜାର ହଜାର ସଂଖ୍ୟକ ନାଗରିକ ଦେଶ ଛାଡି ଚାଲିଯାଉଥିବାରୁ ଏବେ ଚିନ୍ତାରେ ପଡ଼ିଯାଇଛି ତାଲିବାନ୍‌। ସୂଚନା ଅନୁସାରେ, କାବୁଲ ବିମାନବନ୍ଦରକୁ ଆଉ ଆଫଗାନୀ ନାଗରିକଙ୍କୁ ଛାଡୁନି ତାଲିବାନ

government-employees
ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖବର: ଏଣିକି ଏହି ବାବଦରେ ପ୍ରତି ମାସ ପାଇବେ ୪୫୦୦ ଟଙ୍କା

କରୋନା ମହାମାରୀ କାରଣରୁ ଏପର୍ଯ୍ୟନ୍ତ ଅନେକ କର୍ମଚାରୀ ଚିଲ୍‌ଡ୍ରେନ୍‌ ଏଲାଉନ୍‌ସେନ୍ସ ପ୍ଲାନ କରିପାରିନାହାନ୍ତି। ତେବେ ବର୍ତ୍ତମାନ ସମୟରେ ଏହି ସବୁ କାମ ପାଇଁ କୌଣସି ଅଫିସିଆଲ୍‌ ପ୍ରାମଣପତ୍ରର ଆବଶ୍ୟକତା ନଥିବା ସୂଚନା ମିଳିଛି। ସପ୍ତମ ବେତନ କମିଶନ ଅନୁସାରେ, କେନ୍ଦ୍ରୀୟ କର୍ମଚାରୀମାନେ ପିଲାମାନଙ୍କ ଶିକ୍ଷା ଉପରେ ୨୨୫୦ ଟଙ୍କା...

trump
ଆଫଗାନ୍‌ରୁ କେତେ ଆତଙ୍କବାଦୀ ଆମେରିକା ଆଣିଛ? ବାଇଡ଼େନ୍‌ଙ୍କୁ ପ୍ରଶ୍ନ କଲେ ଟ୍ରମ୍ପ

ବାଇଡେନ୍‌ଙ୍କ ଉପରେ ବର୍ଷିଲେ ଟ୍ରମ୍ପ। ଆଫଗାନିସ୍ତାନ ସମ୍ପର୍କରେ ବାଇଡେନ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଏମିତି ବାଇଡେନ୍‌ଙ୍କୁ ଟ୍ରମ୍ପ ପଚାରିଛନ୍ତି ଆଫଗାନିସ୍ତାନରୁ ଆପଣ କେତେ ଆତଙ୍କୀ ଆମେରିକାକୁ ଆଣିଛ? କେବଳ ଏତିକି ନୁହେଁ ବରଂ ଆମେରିକାର ଆଫଗାନ୍‌ ନୀତି ପୂରା ଫେଲ...

Corona Virus
କେବେ କମିବ କରୋନା? ବ୍ରିଟିଶ ବୈଜ୍ଞାନିକ କଲେ ବଡ଼ ଖୁଲାସା

କରୋନା ମହାମାରୀକୁ ନେଇ ବ୍ରିଟିଶ ବୈଜ୍ଞାନିକ ଦେଲେ ସାଂଘାତିକ ତଥ୍ୟ। କହିଲେ, କେବଳ ଡେଲ୍‌ଟା ପ୍ଲସ୍‌ ନୁହେଁ ବରଂ ଆଗକୁ ଆହୁରି ଅନେକ ପ୍ରକାର ଭ୍ୟାରିଆଂଟ୍‌ ଆସିବ। କେବଳ ଏତିକି ନୁହେଁ ବରଂ ଆଗକୁ ଆସିବାକୁ ଥିବା ଭ୍ୟାରିଆଂଟ୍‌କୁ ଭ୍ୟାକ୍ସିନ୍‌ ମଧ୍ୟ କାମ ନକରିପାରେ। ତେଣୁ ସାବଧାନର ସହ...

US Military
କାବୁଲ ଏୟାରପୋର୍ଟକୁ କେତେ ଦିନ ସୁରକ୍ଷା ଦେବ ଆମେରିକା ସେନା?

ତାଲିବାନ ପ୍ରସଙ୍ଗ ନେଇ ଜି 7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ଘନ ଘନ ଆଲୋଚନା ଆଫଗାନିସ୍ତାନ ସଙ୍କଟକୁ ନେଇ G7 ରାଷ୍ଟ୍ରଗୋଷ୍ଠୀ ମଧ୍ୟରେ ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା କରାଯାଇଛି। ବିଶେଷକରି ୩୧ ଅଗଷ୍ଟ ପରେ ବି ଯେଉଁମାନେ ଆଫଗାନିସ୍ତାନ ଛାଡ଼ିବେ ସେମାନଙ୍କ ସୁରକ୍ଷା ଗ୍ୟାରେଣ୍ଟି ଦାୟିତ୍ୱ ତାଲିବାନ...

 Union Minister Narayan Rane
ରାତି ଅଧରେ ଜାମିନ୍‌ ପାଇଲେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ ଦେଇ ଗିରଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଜାମିନ ମିଳିଛି। ଗତକାଲି ମଧ୍ୟରାତ୍ରରେ ମହାଡ଼ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ନାରାୟଣ ରାଣେଙ୍କୁ ପୋଲିସ ଗିରଫ କରିବା ପରେ ରତ୍ନଗିରି କୋର୍ଟରେ ହାଜର କରିଥିଲା

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି