• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

48 Mining Lease Tenders Cancelled In Odisha's Malkangiri
ମାଲକାନଗିରିରେ ସମସ୍ତ ୪୮ ଟି ଲଘୁ ଖଣି ଲିଜ୍‌ ଟେଣ୍ଡର ବାତିଲ୍‌

ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି ।

11 AM Headlines 24 August 2021
ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ । ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮। ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ। ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ...

10 AM Headlines 24 August 2021 | Odisha TV
ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ ।

IMD-Malaria-Outbreak
“ଅଗଷ୍ଟରେ ଆଉ ହେବନି ବର୍ଷା”

ଚଳିତ ମାସରେ ଆଉ ବଡ ବର୍ଷା ନାହିଁ। ଆଗାମୀ ୫ ଦିନ ଯାଏ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ନାହିଁ । କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ନଥିବାରୁ ବଡ଼ ବର୍ଷା ନାହିଁ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ଅଗଷ୍ଟରେ ଆଉ...

Ukrainian Plane Hijacked
ୟୁକ୍ରେନର ବିମାନକୁ ଅପହରଣ !

ୟୁକ୍ରେନ୍ ବିମାନ ଅପହରଣ। ଆଫଗାନିସ୍ତାନ କାବୁଲ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ହାଇଜାକ୍ ହୋଇଛି। କାବୁଲ ବିମାନ ବନ୍ଦରରୁ ଉଡ଼ାଣର କିଛି ସମୟ ପରେ ଏହାକୁ ଅପହରଣ କରାଯାଇଛି। ମିଳିଥିବାକ ସୂଚନା ମୁତାବକ ଏହାକୁ ଇରାନକୁ ନିଆଯାଇଛି। ତେବେ ଏହାପଛରେ କିଏ ରହିଛି ସେ ସମ୍ପର୍କରେ ଏବେ...

Afghanistan
“ଆଫଗାନିସ୍ତାନରେ ସବୁଠୁ ଅଧିକ ନିର୍ଯାତିତ ହେବେ ମହିଳା”

ଆଫଗାନସ୍ତାନରେ ତାଲିବାନୀ ଶାସନରେ ମହିଳାଙ୍କ ଭବିଷ୍ୟତ ଅନ୍ଧକାରରେ। ଆଫଗାନିସ୍ତାନରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ଆଫଗାନ ପପ୍ ଗାୟିକା ଆର୍ୟାନା ସୟିଦ। କାବୁଲରୁ ଦିଲ୍ଲୀ ଫେରିବା ପରେ ପ୍ରତିକ୍ରିୟା ରଖି ସେ ଏହା କହିଛନ୍ତି । ଆର୍ୟାନା ସୟିଦ କହିଛନ୍ତି ଯେ, ଆଫଗାନିସ୍ତାନରେ ଏବେ...

Pakistan
ପାକିସ୍ତାନର ଦିବା ସ୍ୱପ୍ନ: କହିଲା, କାଶ୍ମୀରକୁ ତାଲିବାନ୍‌ ବିଜୟ ପରେ ପାକ୍‌କୁ କରିବ ହସ୍ତାନ୍ତର

ପୁଣି ଥରେ କାଶ୍ମୀରକୁ ନେଇ ଦିବା ସ୍ୱପ୍ନ ଦେଖିବା ଆରମ୍ଭ କଲାଣି ପାକିସ୍ତାନ। ବାରମ୍ବାର ଚେଷ୍ଟା ପରେ କାଶ୍ମୀରକୁ ନେଇପାରିନଥିବା ପାକିସ୍ତାନ ପୁଣି ଥରେ କାଶ୍ମୀର ମୋହରେ ହେଲାଣି ପାଗଳ।ଆଫଗାନିସ୍ତାନରେ ତାଲିବାନ ଶକ୍ତିକୁ ବୃଦ୍ଧି କରିବାରେ ପାକିସ୍ତାନର ସହଯୋଗ କାହାକୁ ଅଛପ ନାହିଁ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ...

muslim-beggar
ଭିକ ମାଗିବାରୁ ଭିକାରୀକୁ ମାଡ଼ ମାରିଲେ, ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ଭାଇରାଲ୍‌ କଲେ

ଜଣେ ବ୍ୟକ୍ତି ଯେତେବେଳେ କିଛି କାମ ପାଏ ନାହିଁ। ପରିବାର ପୋଷିବା ଲାଗଇ ସେ ଅସମର୍ଥ ଥାଏ ସେ ସେତେବେଳେ କରିବ କଣ? ପେଟକୁ ମୁଠେ ଦାନା ଯୋଗାଡ଼ କରିବା ଲାଗି ବାଧ୍ୟ ହୋଇ ପର ପାଖରେ ହାତ ପତାଇବ। ଅର୍ଥାତ୍‌ ଭିକ ମାଗିବ। କିନ୍ତୁ ଭିକାରୀ ହେବା...

india post
ଡାକ ବିଭାଗରେ ଚାକିରି କରିବା ପାଇଁ ଇଚ୍ଛୁକ ଅଛନ୍ତି କି? ୫୮୧ ପଦବୀ ଲାଗି ପ୍ରକାଶ ପାଇଛି ବିଜ୍ଞପ୍ତି

ଚାକିରି ଆଶାୟୀଙ୍କ ଲାଗି ବଡ଼ ଖବର। ଯଦି ଆପଣ ଭାରତୀୟ ଡାକ ବିଭାଗରେ ଚାକିରି କରିବାକୁ ଇଚ୍ଛା କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଭାରତୀୟ ଡାକ ବିଭାଗ ଉତ୍ତରାଖଣ୍ଡ ପାଇଁ ଗ୍ରାମୀଣ ଡାକ ସେବା (ଜିଡିଏସ୍) ପଦବୀ ପାଇଁ ଏହାର ଅଫିସିଆଲ୍...

Odisha sees 1107 new Covid19 positive cases
ଦେଶରେ କମୁଛି ସଂକ୍ରମଣ: ୨୪ ଘଣ୍ଟାରେ ୨୫,୪୬୭ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି କରୋନା ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମାତ୍ର ୨୫,୪୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୫୪ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଆଜିର ସଂକ୍ରମଣକୁ ମିଶାଇ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୪,୭୭୩ରେ ପହଞ୍ଚିଛି। ଏହାସହ ଗତ ୨୪ ଘଂଟାରେ ଦେଶରେ...

vaccination
କରୋନା ଟିକା ନେଲେ ଏଣିକି ହାତରେ ଲାଗିବ ଷ୍ଟାମ୍ପ!

କରୋନାକୁ ହରାଇବାକୁ ହେଲେ ଟିକାକରଣ ହିଁ ଏକମାତ୍ର ବାଟ। ଏକଥା ଆମେ ନୁହେଁ ବରଂ ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ କେନ୍ଦ୍ର ସରକାର କହୁଛନ୍ତି। ଦ୍ୱିତୀୟ ଲହରର ଗମ୍ଭୀରତାକୁ ନଜରରେ ରଖି ସାମ୍ଭାବ୍ୟ ତୃତୀୟ ଲହର ପୂର୍ବରୁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ସରକାର। କିନ୍ତୁ ଥରେ ଚିନ୍ତା...

Taliban
ତାଲିବାନ କବଜାକୁ ଆସିବ କି ପଞ୍ଜଶିର୍?

ପ୍ରତିରୋଧର ଶେଷ ଗଡ଼ ପଞ୍ଜଶିର ପ୍ରଦେଶ ଦଖଲ ଲାଗି ତାଲିବାନର ଜୋରଦାର ପ୍ରୟାସ କରୁଛି । ନିଜର ୩ହଜାରରୁ ଅଧିକ ଲଢାକୁଙ୍କୁ ପଞ୍ଜଶିର ପଠାଇଛି ତାଲିବାନ। ତେବେ ସେମାନଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡିଛି। ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ଓ ତାଜିକ୍ କମାଣ୍ଡର ଅହମ୍ମଦ ମସୁଦଙ୍କ...

tejas-express
ବିଳମ୍ବରେ ପହଞ୍ଚିଲା ଟ୍ରେନ୍‌: କ୍ଷତି ପୂରଣ ପାଇବେ ଯାତ୍ରୀ

ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲା ଟ୍ରେନ୍‌। କ୍ଷତି ପୂରଣ ପାଇବେ ଯାତ୍ରୀ। ହୁଏତ ଏହି ଖବର ଜାଣିବା ପରେ ଆପଣମାନେ କହିବେ ଭାରତୀୟ ରେଳ ପ୍ରତ୍ୟେକ ଦିନ ବିଳମ୍ବରେ ପହଞ୍ଚିଥାଏ। ତେଣୁ ଏହା ବାବଦରେ କାହିଁକି ଯାତ୍ରୀମାନଙ୍କୁ କ୍ଷତି ପୂରଣ ମିଳିବ? କିନ୍ତୁ ଏଠାରେ ସ୍ପଷ୍ଟ କରୁଛୁ କି...

PM Narendra Modi
ସେପ୍ଟେମ୍ବର-ଅକ୍ଟୋବରରେ ଦିନକୁ ୬ ଲକ୍ଷ ଆସିପାରେ କରୋନା କେସ୍‌: ଜରୁରୀ ବୈଠକ ଡ଼ାକିଲେ ପ୍ରଧାନମନ୍ତ୍ରୀ

କରୋନାକୁ ନେଇ ବଢିବାରେ ଲାଗିଛି ଚିନ୍ତା। ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହରକୁ ନେଇ ଆତଙ୍କିତ ହେଉଛନ୍ତି ଲୋକେ। ଆଉ ଏହାରି ମଧ୍ୟରେ କରୋନା ସମ୍ପର୍କିତ ଏକ ଜରୁରୀ ବୈଠକ ଡାକିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କୁହାଯାଉଛି, ଦେଶରେ ଆସିବାକୁ ଥିବା କରୋନାର ତୃତୀୟ ଲହର ପୂର୍ବରୁ...

CISF
ସଲମାନଙ୍କୁ ଅଟକାଇଥିବା ଓଡ଼ିଆ CISF ଅଫିସରଙ୍କ ବଢିଲା ଅଡ଼ୁଆ

ମୁମ୍ବାଇ ବିମାନବନ୍ଦରରେ ସଲମାନ ଖାଁଙ୍କୁ ଅଟକାଇଥିବା ସିଆଇଏସ୍ଏଫ୍ ଏଏସ୍ଆଇ ସୋମନାଥ ମହାନ୍ତି ଏବେ ଅଡ଼ୁଆରେ ପଡ଼ିଛନ୍ତି। ଘଟଣା ସଂପର୍କରେ ଗଣମାଧ୍ୟମରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି। ସିଆଇଏସ୍ଏଫ୍ ପକ୍ଷରୁ ସୋମନାଥଙ୍କ ମୋବାଇଲକୁ ଜବତ କରାଯାଇଛି

Afghanistan's Panjshir
ଅଶାନ୍ତ ଆଫଗାନିସ୍ତାନ: ପଞ୍ଜଶିର ପ୍ରଦେଶରେ ପଶିପାରୁନାହିଁ ତାଲିବାନ୍‌

ଆଫଗାନିସ୍ତାନ ପଞ୍ଜଶିର ପ୍ରଦେଶର ବଘଲନରେ ତାଲିବାନ ବିରୋଧୀରେ ଶକ୍ତି ପ୍ରଦର୍ଶନ କରାଯାଇଛି। ନର୍ଦର୍ଣ୍ଣ ଆଲାଏନ୍ସକୁ ବଡ଼ ସଫଳତା ମିଳିଛି। ପ୍ରଦେଶର ସାଲେ ଓ ବାନୁ ଅଞ୍ଚଳରେ ପ୍ରବେଶ କରି କବଜା କରିଥିବା ଶତାଧିକ ତାଲିବାନୀ ସୈନଙ୍କୁ ହତ୍ୟା କରିଛି ନର୍ଦର୍ଣ୍ଣ ଆଲାଏନ୍ସ

Drought In State
ଶ୍ରାବଣ ଗଲା, ଭାଦ୍ରବରେ ଚାଷୀଙ୍କ ଚିନ୍ତା ବଢାଇଲା ବର୍ଷା

ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ...

Modi
ମୋଦିଙ୍କ ପାକିସ୍ତାନୀ ଭଉଣୀ

ମୋଦିଙ୍କ ହାତରେ ୨୬ ବର୍ଷ ହେଲାଣି ରାକ୍ଷୀ ବାନ୍ଧୁଛନ୍ତି ଏହି ପାକିସ୍ତାନୀ ମହିଳା। ଗତଥର କରୋନା ପାଇଁ ଡାକରେ ଦେଇଥିଲେ ରାକ୍ଷୀ, ଆଉ ଏଥର.....

Puri Srimandir
ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର

ଆଜିଠୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲିଛି ଶ୍ରୀମନ୍ଦିର । ଦୀର୍ଘ ୪ ମାସର ଅପେକ୍ଷା ପରେ ରତ୍ନସିଂହାସନରେ ଶ୍ରୀଜିଉଙ୍କୁ ଦେଖିବାର ସୁଯୋଗ ପାଇଛନ୍ତି ଶ୍ରଦ୍ଧା

Jagatsinghpur Land Fraud
ଜଗତସିଂହପୁର ଜିଲ୍ଲାର ବାବୁ ଭାୟାଙ୍କୁ ବସୁନ୍ଧରା ବିପଦ

ଜଗତସିଂହପୁର ଜିଲ୍ଲାର ବାବୁ ଭାୟାଙ୍କୁ ବସୁନ୍ଧରା ବିପଦ, ବସୁନ୍ଧରା ଜମି ଜାଲିଆତି ମାମଲାରେ ପଶିଲା ଭିଜିଲାନ୍ସ

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି