• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Corona 3rd wave
ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ: ଦୈନିକ ସଂକ୍ରମିତ ହେବେ ୫ ଲକ୍ଷ !

ପ୍ରଥମ ଲହରରେ ଡରାଇଲା। ଦ୍ୱିତୀୟ ଲହରରେ ଭୟଙ୍କର ହେଲା। ସମ୍ଭାବ୍ୟ ତୃତୀୟ ଲହରରେ ହୋଇପାରେ ବିସ୍ଫୋରଣ। ନିତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ଆକଳନକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କିଛି ଏଭଳି ଆଶଙ୍କା କରାଯାଇଛି। ପଲ୍‌ଙ୍କ ଅଧ୍ୟକ୍ଷତାରେ ଗଠିତ ଏମ୍ପାଓ୍ୱାର୍ଡ କମିଟିର ଆକଳନ ଅନୁଯାୟୀ,...

Drought
ଶ୍ରାବଣ ଗଲା ଭାଦ୍ରବରେ ଚାଷୀଙ୍କ ଚିନ୍ତା ବଢାଇଲା ବର୍ଷା

ଧାରା ଶ୍ରାବଣରେ ଲୁଚକାଳି ଖେଳିଲା, ଭାଦ୍ରବ ଆରମ୍ଭରୁ ପୁରା ଉଭାନ ହୋଇଗଲା। ବର୍ଷା ଅଭାବରୁ ଧାନ ଜମିର ଚିତ୍ର ଗମ୍ଭୀର ହେଲାଣି। ନୂଆପଡ଼ା କାଶୀପଲାରେ ଠିଆ ଜଳିଯାଉଛି ଧାନ ଗଛ। ଫାଟି ଆଁ କରିଥିବା ଜମିରେ ଗୋରୁ ଚରୁଛନ୍ତି। ଏପଟେ ବାଲେଶ୍ୱର ସୋରରେ ଫସଲ ବଞ୍ଚାଇବାକୁ ପୋଖରୀରେ ଅହରହ...

Nearly 300 Taliban killed
ପାନେ ପାଇଲା ତାଲିବାନ୍‌

ପୂର୍ବତନ ଉପରାଷ୍ଟ୍ରପତି ଅମ୍ରୁଲା ସାଲ୍ହେ ନିଜେ ଟୁଇଟ୍ କରି ତାଲିବାନ ଉପରେ ହୋଇଥିବା ଆକ୍ରମଣ ବିଷୟରେ ସୂଚନା ଦେଇଛନ୍ତି। ସେପଟେ ସେ ଯୁଦ୍ଧ ଲାଗି ପ୍ରସ୍ତୁତ ଓ ତାଲିବାନ ଆକ୍ରମଣ କଲେ ଦୃଢ ଜବାବ ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ନର୍ଦ୍ଦର୍ଣ୍ଣ ଆଲାଏନ୍ସ କମାଣ୍ଡର ଅହମ୍ମଦ ମସୁଦ। ତେବେ...

yogi sarkar
କଲ୍ୟାଣ ସିଂହଙ୍କ ନାମରେ ନାମିତ ହେବ ଆଲିଗଡ ବିମାନ ବନ୍ଦର !

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବାବ୍ରି ମସଜିଦର ପତନ କଲ୍ୟାଣ ସିଂଙ୍କ ଜୀବନର ଏକ ବିଶେଷ ମୂହୁର୍ତ୍ତ ଥିଲା । ଶ୍ରୀ ସିଂହଙ୍କର ଗତ ଶନିବାର ଦେହାନ୍ତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ...

Ashwini Vaishnaw
ଟ୍ରେନକୁ ଅପେକ୍ଷା କରିଥିବା ସମୟରେ ସାଧାରଣ ୱେଟିଂ ହଲ୍‌ରେ ବସିଲେ ରେଳମନ୍ତ୍ରୀ, ପଚାରି ବୁଝିଲେ ଯାତ୍ରୀଙ୍କର ଅସୁବିଧା

ରେଳକୁ ଅପେକ୍ଷା କଲେ ରେଳ ମନ୍ତ୍ରୀ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗତକାଲି ଓଡିଶାର ଏକ ରେଳ ଷ୍ଟେସନରେ ବସି ଟ୍ରେନକୁ ଅପେକ୍ଷା କରିଥିବା ଜଣାପଡ଼ିଛି । କିନ୍ତୁ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରେଳମନ୍ତ୍ରୀଙ୍କ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଥିବା ହାଇକ୍ଲାସ୍‌ ୱେଟିଂ ହଲ୍‌ରେ ନ ବସି...

All Party Meeting
ବିଗୁଡୁଛି କାବୁଲ ସ୍ଥିତି: ୨୬ରେ ସର୍ବଦଳୀୟ ବୈଠକ ଡାକିଲେ ପ୍ରଧାନମନ୍ତ୍ରୀ

ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି ଭାରତ। କାବୁଲରେ ଫସି ରହିଥିବା ଭାରତୀୟଙ୍କୁ ଏୟାର ଲିଫ୍ଟ ଜାରି ରହିଛି। ଏଭଳି ସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାଙ୍କୁ ଆଫଗାନ ସ୍ଥିତି ନେଇ ଅବଗତ କରିବାକୁ ସର୍ବଦଳୀୟ ବୈଠକ ଡାକିଛନ୍ତି କେନ୍ଦ୍ର ସରକାର।...

funeral-of-uttar-pradesh-former-chief-minister-kalyan-singh
ଗଙ୍ଗାଘାଟରେ କଲ୍ୟାଣ ସିଂହଙ୍କର ହେଲା ଅନ୍ତିମ ସଂସ୍କାର

ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଅନ୍ତିମ ସଂସ୍କାର ହୋଇଛି। ୟୁପି ବୁଲନ୍ଦସହରସ୍ଥିତ ଗଙ୍ଗାଘାଟରେ ଏଥିପାଇଁ ସମସ୍ତ ପ୍ରସ୍ତୁତି କରାଯାଇଥିଲା। ବିଭିନ୍ନ ବୟସ ବର୍ଗର ହଜାର ହଜାର ଲୋକ ତାଙ୍କର ପାର୍ଥିବ ଶରୀରକୁ ଶେଷ ଦର୍ଶନ କରିଛନ୍ତି। କିଛି ସମୟ ତଳେ କଲ୍ୟାଣ ସିଂଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଥିଲା।...

Dr Sasmit Patra
“ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ କରୁଛି”

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଚାଷୀଙ୍କୁ ହଇରାଣ ହରକତ କରୁଛି ବୋଲି ଅଭିଯୋଗ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର। ବୀମା କମ୍ପାନୀ ମାନେ ଅଧିକ ଟଙ୍କା ବୀମା ବାବଦକୁ ନେଉଥିବା ବେଳେ କମ୍ ଟଙ୍କା ଦେଉଛନ୍ତି। ଓଡ଼ିଶାରେ ୨୦୨୦ ମସିହାରେ ଚାଷୀ ମାନେ ୬ ହଜାର...

Congress flags
ପଂଚାୟତ ନିର୍ବାଚନ ପାଇଁ ଅଂଟା ଭିଡ଼ିଲାଣି କଂଗ୍ରେସ

ପଂଚାୟତ ନିର୍ବାଚନକୁ ନେଇ କଂଗ୍ରେସ ପ୍ରସ୍ତୁତି ବୈଠକ କରିଛି। ଜିଲ୍ଲା ସଭାପତି, କଂଗ୍ରେସ ନେତୃବୃନ୍ଦଙ୍କ ସହ ଏହି ବୈଠକରେ ଆଲୋଚନା ହୋଇଛି । କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲାକୁମାର ଆସିବା ପୂର୍ବରୁ ଆଜି କଂଗ୍ରେସ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ପିସିସି ସଭାପତି, ପର୍ଯ୍ୟବେକ୍ଷକ ଓ...

Afghan guard killed
କାବୁଲ ବିମାନବନ୍ଦରରେ ଗୁଳିକାଣ୍ଡ: ଜଣେ ସୁରକ୍ଷାକର୍ମୀ ମୃତ

କାବୁଲ ବିମାନବନ୍ଦରରେ ପୁଣି ଗୁଳିକାଣ୍ଡ ହୋଇଛି। ଏୟାରପୋର୍ଟର ଉତ୍ତର ଗେଟରେ ହୋଇଥିବା ଏହି ଗୁଳିକାଣ୍ଡରେ ଜଣେ ଆଫଗାନ ସୁରକ୍ଷାକର୍ମୀଙ୍କର ଜୀବନ ଯାଇଛି। ଆଉ ୩ ଜଣ କ୍ଷତାକ୍ତ ହୋଇଛନ୍ତି। ତାଲିବାନୀ ଶାସନରୁ ମୁକ୍ତି ପାଇଁ ହଜାର ହଜାର ଆଫଗାନ କାବୁଲ ଏୟାରପୋର୍ଟ ପରିସରରେ ରୁଣ୍ଡ ହୋଇଥିଲେ। ସେମାନଙ୍କ ଭିତରେ...

SupremeCourt
ନୟାଗଡ଼ ବହୁଚର୍ଚ୍ଚିତ ପରୀ ହତ୍ୟା ମାମଲା । ହାଇକୋର୍ଟ ଯିବାକୁ କହିଲେ ସୁପ୍ରିମକୋର୍ଟ

ତେବେ ଏହାରି ମଧ୍ୟରେ ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରୀ ଅପହରଣ ହତ୍ୟା ଘଟଣାକୁ ବର୍ଷେ ପୁରିସାରିଛି। ଗତ ବର୍ଷ ଜୁଲାଇ ୧୪ ତାରିଖରେ ପରୀ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଅପହରଣ ହୋଇଥିଲା ଏବଂ ଅପହରଣର ୭ ଦିନ ପରେ ପରୀର ମୃତଦେହ ମିଳିଥିଲା।

corona virus
ଦେଶରେ କମିଲା ସଂକ୍ରମଣ: ୨୪ ଘଂଟାରେ ମାତ୍ର ୨୫,୦୭୨ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ଦେଶରେ ମୋଟ୍‌ ୨୫,୦୭୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୮୯ ଜଣଙ୍କ ପ୍ରାଣ ଯାଇଛି। ଗତ ୧୬୦ ଦିନ ମଧ୍ୟରେ ଆଜି ସର୍ବନିମ୍ନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି। ତେବେ ଆଜିର ସଂକ୍ରମଣକୁ ମିଶାଇ ଦେଶରେ...

Farmer
ଚିନ୍ତାରେ ବାଇଗଣ ଚାଷୀ : କିଲୋକୁ ୩ ରୁ ୪ ଟଙ୍କାରେ ହେଉଛି ବିକ୍ରି

ଶହ ଶହ ଏକର ଚାଷ ଜମିରେ ବାଇଗଣ ଚାଷ କରିଥିଲେ ଚାଷୀ। ହେଲେ ଚଳିତବର୍ଷ ବର୍ଷାର ଲୁଚକାଳି ଖେଳ ଭିତରେ ବହୁ ସମସ୍ୟା ମଧ୍ୟରେ ଉତ୍ପାଦନ କରିଥିଲେ ଫସଲ। ପ୍ରତିବର୍ଷ ବାଇଗଣ ଚାଷରୁ ଲାଭବାନ ହେଉଥିବା ଚାଷୀ ଏଥର କିନ୍ତୁ ବାଇଗଣ ଅଭାବୀ ବିକ୍ରିକୁ ନେଇ ଚିନ୍ତାରେ...

Seven Afghan civilians killed
ଅନ୍ଧାଧୁନ୍‌ ଗୁଳି ଚଳାଇଲା ତାଲିବାନ୍‌: ବିମାନବନ୍ଦରରେ ପ୍ରାଣ ହରାଇଲେ ୭ ଆଫଗାନୀ

ଅସଲ ରୂପ ଦେଖାଉଛି ତାଲିବାନ୍‌। ତାଲିବାନଙ୍କ ଗୁଳି ଚଳାଇବା ଶଦ୍ଦରେ କମ୍ପିଲା ବିମାନ ବନ୍ଦର। କେବଳ ଭିଡ଼ ନିୟନ୍ତ୍ରଣ କରିବା ଲାଗି ତାଲିବାନ ଗୁଳି ଚାଳନା କରିଛନ୍ତି ବୋଲି ପ୍ରତ୍ୟେକ୍ଷଦର୍ଶୀମାନେ କହିଛନ୍ତି।

Afghanistan Taliban
ଭାରତ ଫେରିଲେ, ଦୁଃଖ ବଖାଣିଲେ...

ଆଜି ଅନ୍ତତଃ ୫ଶହ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ, ପ୍ରାୟ ୪ଶହ ଭାରତ ଫେରିସାରିଲେଣି ତାଲିବାନ୍ କବ୍‌ଜାରୁ। ମୁକୁଳିବା ପରେ କିଏ ଶାନ୍ତିର ନିଶ୍ୱାସ ମାରୁଛି, ତ ଆଉ କିଏ ବଖାଣୁଛି ସେଠାକାର ହାହାକାର ସ୍ଥିତି

Taliban  Afghanistan
ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ଚେଷ୍ଟା ଚଲାଇଛି ତାଲିବାନ୍‌

ଆଫଗାନିସ୍ତାନ ଦଖଲ ପରେ ଅନ୍ତର୍ଜାତୀୟ ସମୁଦାୟର ସ୍ୱୀକୃତି ହାସଲ ପାଇଁ ତାଲିବାନର ଫନ୍ଦିଫିକର ଚାଲିଛି। ବିଶ୍ୱ ନିକଟରେ ନିଜର ଭିନ୍ନ ଚେହେରା ଉପସ୍ଥାପନ ଚେଷ୍ଟାରେ ରହିଛି ଏହି ଆତଙ୍କୀ ସଂଗଠନ ।

world photography day
ଫଟୋଗ୍ରାଫି କହିଲେ ଏହି ୫ ଜଣଙ୍କ ନା କୁ ନେଇ ଏବେ ବି ଚାଲେ ଚର୍ଚ୍ଚା

ଫଟୋଗ୍ରାଫର୍‌ମାନେ ନିଜ କ୍ୟାମେରାରେ କଏଦ କରିଥାନ୍ତି ଭଳିକି ଭଳି ଫଟୋ। ଆଉ ଦୁନିଆରେ ଅନେକ ସୁପରିଚିତ ଫଟୋଗ୍ରାଫର ମଧ୍ୟ ରହିଛନ୍ତି। ତେବେ ଦୁନିଆରେ ଏମିତି ଫଟୋ ଗ୍ରାଫର୍‌ ଅଛନ୍ତି ଯେଉଁମାନଙ୍କୁ ନେଇ ସଦାସର୍ବଦା ଆଲୋଚନା କରାଯାଏ। ତେବେ ଆସନ୍ତୁ ଜାଣିବା ସେମାନଙ୍କ ବିଷୟରେ କିଛି ତଥ୍ୟ

Afghanistan crisis
କାବୁଲରୁ ଆଜି ୧୬୮ ଜଣଙ୍କୁ ନେଇ ଭାରତରେ ପହଞ୍ଚିଲା ବାୟୁସେନାର ସି-୧୭ ବିମାନ

କାବୁଲରୁ ଫେରୁଛନ୍ତି ଫସିଥିବା ଭାରତୀୟ ନାଗରିକ। ପର୍ଯ୍ୟାୟକ୍ରମେ ସମସ୍ତ ଭାରତୀୟଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରଖିଛି ବୈଦେଶିକ ବ୍ୟାପାର ବିଭାଗ। ଆଜି ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୧୬୮ ଯାତ୍ରୀଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି ବାୟୁସେନାର ସି-୧୭ ବିମାନ। ଗାଜିଆବାଦ ସ୍ଥିତ ହିଣ୍ଡନ ଏୟାରବେସରେ ଯାତ୍ରୀଙ୍କୁ ନେଇ ପହଞ୍ଚିଛି...

reopening of Puri Jagannath temple
ଶ୍ରୀମନ୍ଦିରରେ ପାଳନ ହେଉଛି ଗହ୍ମାପୂର୍ଣ୍ଣମୀ, ମହାପ୍ରଭୁ ବଳଭଦ୍ରଙ୍କ ଆଜି ସ୍ୱର୍ଣ୍ଣ ନକ୍ଷତ୍ର

ଆଜି ଶ୍ରାବଣ ପୂର୍ଣ୍ଣିମା ବା ଗହ୍ମା ପୂର୍ଣ୍ଣିମା। ଶ୍ରୀମନ୍ଦିରରେ ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଆଜି ଜନ୍ମୋତ୍ସବ ପାଳନ ହେଉଛି। ମାର୍କଣ୍ଡେୟ ପୁଷ୍କରଣୀ ପରିସରରେ ବଳଭଦ୍ର ଜନ୍ମୋତ୍ସବ ପାଳନ କରାଯିବ। ବିଧିବିଧାନ ଅନୁସାରେ ଆଜି ଚଉଦଳକୁ ସୁଦର୍ଶନ ମହାପ୍ରଭୁଙ୍କୁ ବିଜେ କରାଯିବ। ଏହାପରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଶ୍ରୀସୁଦର୍ଶନଙ୍କୁ ପ୍ରଦାନ...

Kalyan Singh Demise
ଆସନ୍ତାକାଲି ପଞ୍ଚଭୂତରେ ଲୀନ ହେବ କଲ୍ୟାଣ ସିଂହଙ୍କର ମରଶରୀର

ଆସନ୍ତାକାଲି ହେବ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହଙ୍କ ଶେଷକୃତ୍ୟ। ଆଜି ଲକ୍ଷ୍ନୌସ୍ଥିତ ତାଙ୍କ ବାସଭବନରେ ପ୍ରାର୍ଥୀବ ଶରୀର ରଖାଯାଇଥିବା ବେଳେ ବହୁ ବିଶିଷ୍ଟ ବ୍ୟକ୍ତି ଶେଷ ଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କର ବିୟୋଗରେ ଗଭୀର ଶୋକ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି