Advertisment

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ।

author-image
Sarbeswar
ଅଦ୍ୟତନ ହୋଇଛି

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି । ମନ୍ଦିରରେ ଏଣ୍ଟ୍ରି କରିବାକୁ ହେଲେ ଭକ୍ତମାନଙ୍କୁ ଆର୍ଟିପିସିଆର ନେଗେଟିଭ୍ ରିପୋର୍ଟ ଦୁଇଟି ଡୋଜ ନେଇଥିବା ସାର୍ଟିଫିକେଟ୍ ଦେଖାଇବା ବାଧ୍ୟତମୂଳକ । ଆଧାର କାର୍ଡ ପରି ପରିଚୟ ପତ୍ର ମଧ୍ୟ ଆବଶ୍ୟକ । ଅପରାହ୍ନ ୪ଟା ପରଠୁ ଦର୍ଶନ ବନ୍ଦ  । 

Advertisment
Puri Jaggannth Temple Puri Srimandir
Advertisment
Advertisment