• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

train
ରେଳବାଇରେ ଚାକିରି କରିବା ଲାଗି ଇଚ୍ଛା ରହିଛି କି? ମାତ୍ର ଦ୍ୱାଦଶ ପାସ୍‌ କରିଥିଲେ ଆପଣ ବି ପାଇପାରିବେ ୯୨ ହଜାର ଦରମା

ତେବେ ମୋଟ୍‌ ଉପରେ କହିବାକୁ ଗଲେ, RRC ରେଳ ନିଯୁକ୍ତି ୨୦୨୧ ପ୍ରକାଶ ପାଇଛି। ପଶ୍ଚିମ ରେଳବାଇର ରେଳ ନିଯୁକ୍ତି ସେଲ୍ (RRC) ଗ୍ରୁପ୍ ସି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି ହୋଇଛି। ଯେଉଁଥିରେ କ୍ରୀଡା କୋଟା ମାଧ୍ୟମରେ ଗ୍ରୁପ୍ ସି ର ବିଭିନ୍ନ ପଦବୀରେ ନିଯୁକ୍ତି...

IAF C-17 aircraft
କାବୁଲ୍‌ରୁ ୧୨୦ ଭାରତୀୟ ନାଗରିକଙ୍କୁ ଧରି ଉଡ଼ାଣ ଭରିଲା ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ

ଆଫଗାନିସ୍ତାନରେ ତାଲିବାନୀ ରାଜ୍‌। ଭୟରେ ଦେଶ ଛାଡ଼ି ପଳାଇ ଯାଉଛନ୍ତି ଲକ୍ଷ ଲକ୍ଷ ଲୋକ। ଆଉ ଏହାରି ସମୟରେ କାବୁଲରୁ ଭାରତୀୟ ଦୂତବାସ କର୍ମଚାରୀଙ୍କୁ ନେଇ ଭାରତ ଅଭିମୁଖେ ବାୟୁସେନାର ସି-୧୭ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିବା ଜାତୀୟ ଗଣମାଧ୍ୟମ ପିଟିଆଇ ପକ୍ଷରୁ ସୂଚନା ମିଳିଛି

covid19
୧୫୪ ଦିନ ପରେ ଦେଶରେ ସର୍ବନିମ୍ନ ଆକ୍ରାନ୍ତ ହେଲେ ଚିହ୍ନଟ

ଦେଶରେ କମିବାରେ ଲାଗିଛି ସଂକ୍ରମଣ। ଗତ ୨୪ ଘଂଟାରେ ୨୫ ହଜାର ୧୬୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୭ ଜଣ ଆକ୍ରାନ୍ତଙ୍କ ଯାଇଛି ଜୀବନ। ଗତ ୧୫୪ ଦିନ ପରେ ଆଜି ସବୁଠୁ କମ୍‌ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ଆଜିର ମୃତକଙ୍କୁ ମିଶାଇ ଦେଶରେ ମୋଟ୍‌...

Taliban rule
ତାଲିବାନୀ ଶାସନରେ ଭୟଙ୍କର ଅତ୍ୟାଚାରିତ ହେବେ ମହିଳା ଓ ଯୁବତୀ !

ଆଫଗାନିସ୍ତାନ ସରକାର ତାଲିବାନ ନିକଟରେ ଯେପରି ଢଙ୍ଗରେ ମୁଣ୍ଡ ନୁଆଁଇଲେ ଏବଂ ଅନ୍ୟ ସବୁ ଦେଶ ଚୁପଚାପ୍‌ ସେଠାକାର ବିଭିଷୀକା ଦେଖିଲା, ତାକୁ ନେଇ ବହୁ ଆଫଗାନ ନାଗରିକ ଓ ଆଫଗାନିସ୍ତାନ ଫେରନ୍ତା ପ୍ରଶ୍ନ ଉଠାଇଛନ୍ତି। ଜୀବନରେ କେବେ ସେମାନେ ନିଜକୁ ଏତେ ଅସହାୟ, ନିରାଶ, ଶୋଚନୀୟ ଓ...

Road Problem
ସ୍ୱାଧୀନତାର କେତେ ବର୍ଷ ପରେ ମୌଳିକ ସୁବିଧା ପାଇବେ ଲୋକେ?

ଗାଁ ର ଚାରି କଡରେ ରହିଛି ବିଲ। କେନାଲ ଠାରୁ ଗାଁକୁ ଯିବାକୁ ହେଲେ ଆପଣଙ୍କୁ ବିଲ ଭିତରେ ପାଣି କାଦୁଅରେ ପଶିବାକୁ ପଡ଼ିବ। ମୋଟ୍‌ ଉପରେ କହିବାକୁ ଗଲେ, ଯାଜପୁର ପୌରପାଳିକାର ୧୪ ନଂ ୱାର୍ଡର ହରିପୁର ଗ୍ରାମବାସୀଙ୍କ ପାଇଁ ପକ୍କା ରାସ୍ତା ଟିଏ ନିର୍ମାଣ ଆଜି...

nirmala
୨୦୨୬ ପର୍ଯ୍ୟନ୍ତ କମିବ ନାହିଁ ପେଟ୍ରୋଲ କି ଡ଼ିଜେଲ ଦର?

କେବଳ ଏତିକି ନୁହେଁ ବରଂ ନିର୍ମଳା ଆହୁରି ମଧ୍ୟ କହିଛନ୍ତି, ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ନେଇ ଲୋକମାନେ ଚିନ୍ତିତ ଅଛନ୍ତି। ଲୋକମାନେ ଚିନ୍ତିତ ହେବା ସ୍ୱାଭାବିକ କଥା। କିନ୍ତୁ କେନ୍ଦ୍ର ଏବଂ ରାଜ୍ୟ ଆଲୋଚନା କରିବା ପରେ ଅର୍ଥାତ୍‌ ଯେ ପର୍ଯ୍ୟନ୍ତ ତୈଳ ଦର ଉପରେ...

Afghanistan
ଫେରିଲା ତାଲିବାନ୍‌, ଆତଙ୍କରେ ଆଫ୍‌ଗାନ୍‌

ନିଜ ଦେଶର ନାଗରିକଙ୍କୁ ନେଇ ୟୁଏସ୍ ଏୟାରଫୋର୍ସର ଫ୍ଲାଇଟ୍ ଉଡ଼ାଣ ଭରିବା ବେଳର ସେହି ଭୟାବହ ଚିତ୍ର ଯିଏ ଦେଖୁଛି ସେ ବି ଘଂଟାଏ ପାଇଁ ସ୍ତବ୍ଧ ହୋଇ ରହିଛି। ଏମିତିକି ଏଭଳି ବିକଳ ପ୍ରୟାସରେ ଉଡ଼ନ୍ତା ବିମାନରୁ ଲୋକେ ଖସିପଡୁଥିବାର ଭାଇରାଲ୍ ଭିଡିଓ ମଧ୍ୟ ବିଶ୍ୱବ୍ୟାପୀ ଆଲୋଡନ...

Kabul airport
ଜଟିଳ ହେଉଛି କାବୁଲ ଏୟାରପୋର୍ଟର ସ୍ଥିତି: ସୁରକ୍ଷାକର୍ମୀଙ୍କ ଗୁଳି ମାଡ଼ରେ ୫ ମୃତ

କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି ଦେଶ ଛାଡ଼ି ପଳାଇବା ଲାଗି ଚେଷ୍ଟା କରୁଥିବା ଦେଖାଦେଇଛି। ସେପଟେ କାବୁଲ ବିମାନ...

DL
ଏହି ବର୍ଷର ବ୍ୟକ୍ତିଙ୍କୁ DL ଆବେଦନ ସମୟରେ ଦେବାକୁ ପଡ଼ିବ ନାହିଁ ମେଡ଼ିକାଲ ସାର୍ଟିଫିକେଟ୍‌

ବର୍ତ୍ତମାନ ପରିବହନ ବିଭାଗ ଅନଲାଇନ୍‌କୁ ଗୁରୁତ୍ୱ ଦେଉଛି। ଆଉ ଅନଲାଇନ୍ ବ୍ୟବସ୍ଥାରେ ବିଭାଗ ସାରଥୀ ସଫ୍ଟୱେୟାରରେ କିଛି ପରିବର୍ତ୍ତନ କରିଛି। ଯାହା ଫଳରେ ବର୍ତ୍ତମାନ ଲାଇସେନ୍ସ ପାଇବା ପାଇଁ ଡାକ୍ତରୀ ପ୍ରମାଣପତ୍ର ଅପଲୋଡ୍ କରିବାର କୌଣସି ଆବଶ୍ୟକତା ନାହିଁ। ଏଠାରେ ସ୍ପଷ୍ଟ କରୁଛୁ କି, ଏହି ସୁବିଧା କେବଳ...

electric-vehicles
ଏଣିକି ସରକାରୀ ବାବୁମାନେ ଇ-ଯାନ ଚଢିବାକୁ ବାଧ୍ୟ, ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷ୍ୟ ପୂରଣ ପାଇଁ ଧାର୍ଯ୍ୟ ହୋଇଛି ସମୟ

ଦିଲ୍ଲୀ ପରିବହନ ବିଭାଗର ରିପୋର୍ଟ ଅନୁସାରେ, ୨୦୨୧ ବୈଦ୍ୟୁତିକ ନୀତି କାର୍ଯ୍ୟକାରୀ ହେବା ପରେ ଏ ପର୍ଯ୍ୟନ୍ତ ପାଖାପାଖି ୧୪ ହଜାର ୫୦୦ ଇଲେକ୍ଟ୍ରିକ୍‌ ଗାଡ଼ି ପଞ୍ଜୀକୃତ ହୋଇଛି। ଏହାସହ ରାସ୍ତାରେ କେମିତି ସଠିକ୍‌ ଭାବରେ ଗାଡ଼ି ଗୁଡ଼ିକ ଚାର୍ଜ ହୋଇପାରିବ ସେନେଇ ଦିଲ୍ଲୀ ସରକାର ଅନେକ ଯୋଜନା...

Kabul Airport
ଟାଉନ୍‌ ବସ୍‌ରେ ଚଢିବା ପରି ବିମାନରେ ଚଢ଼ିଗଲେ ଆଫ୍‌ଗାନିସ୍ତାନୀ, ବିଚଳିତ କରିବା ପରି ଆସିଲା ଦୃଶ୍ୟ

ଜୀବନ ବଂଚାଇବା ଲାଗି ଜୀବନ ବିକଳରେ ଗୋଟିଏ ବିମାନରେ ଏକାଧିକ ଲୋକ ଚଢୁଛନ୍ତି। କାବୁଲ ଏୟାରପୋର୍ଟରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଏକାଠି ହୋଇଛନ୍ତି। ଏହି ଦୃଶ୍ୟକୁ ଦେଖିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଛନ୍ତି। ସ୍ଥିତି ଏମିତି ହୋଇଛି ଯେ, କିଛି ଲୋକ ବିମାନ ଟାୟାର ଧରି...

Former Afghan Prez Ashraf Ghani
ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ବିମାନକୁ ଅବତରଣ ଲାଗି ଅନୁମତି ଦେଲା ନାହିଁ ତାଜିକସ୍ତାନ

ସେପଟେ, ଘନି ସୋସିଆଲ ମିଡ଼ିଆରେ ଭାବପୂର୍ଣ୍ଣ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି, ଦେଶରେ ରକ୍ତବନ୍ୟାକୁ ରୋକିବା ପାଇଁ ଦେଶ ଛାଡ଼ିବା ଭଳି ସର୍ବୋତ୍ତମ ଉପାୟ ଅବଲମ୍ବନ କରିଛି । ଏହାସହ ଘନି କହିଛନ୍ତି ଯେ, ଏହା ତାଙ୍କ ପାଇଁ କଠିନ ନିଷ୍ପତ୍ତି ଥିଲା। ମୋତେ ସଶସ୍ତ୍ର ତାଲିବାନକୁ ସାମ୍ନା...

covid19
ଦେଶରେ ଦୋଳି ଖେଳୁଛି ସଂକ୍ରମଣ: ଦିନେ ବଢୁଛି ତ ଦିନେ କମୁଛି

ତେବେ ଆଜିର କରୋନା ସଂକ୍ରମଣକୁ ମିଶାଇ ଦେଶରେ ମୋଟ୍‌ ୩,୨୨,୨୫,୫୦୪ କରୋନା ଆକ୍ରାନ୍ତ ହୋଇଥିବା ବେଳେ ୪,୩୧,୬୪୨ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା। ଏହାସହ ଗତ ୨୪ ଘଂଟାରେ ୩୫,୯୦୯ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଦେଶରେ ଏବେ ବି ୩,୮୧,୯୪୭ ଆକ୍ଟିଭ୍‌ କେସ୍‌...

Bhadrak Road
ଏମାନେ ସବୁ ଖାଇଦେବେ: ଜଳାଶୟ ସ୍ଥାନରେ ରାସ୍ତା ନିର୍ମାଣ ହୋଇଥିବା ଦେଖାଇ ପଇସା ନେଇଗଲେ...

ରାଜ୍ୟ ସରକାରଙ୍କଠାରୁ ପୌରନିର୍ବାଚନର ଆଭାସ ପାଇବା ପରେ ଏବେ ସକ୍ରିୟ ହୋଇଛନ୍ତି ପୌରପାଳିକର ଆଶାୟୀ ପ୍ରାର୍ଥୀ । ବିଧାୟକ ଓ ପୌରପାଳିକାର ପ୍ରଶାସନକୁ ହାତ ବାରିସି କରି ନିଜ ୱାର୍ଡ଼ରେ ଦିନ ରାତି କରୁଛନ୍ତି ବିଭିନ୍ନ କାମ । ନା ଏମାନଙ୍କ କାମକୁ ତଦାରଖ କରୁଛନ୍ତି ବିଭାଗୀୟ ଅଧିକାରୀ...

Sarathi baba
ଫେରିଲେ ମାନ୍ୟବର? ସାରଥୀଙ୍କ ଫଟୋରୁ କୁଆଡ଼େ ବାହାରୁଛି ବିଭୂତି ଓ ଗଙ୍ଗାଜଳ, ଫଳମୂଳ ଦେଲେ ହୋଇଯାଉଛି ଉଭାନ୍‌...

ସ୍ଥାନୀୟ ଲୋକ କହୁଛନ୍ତି, କୁଆଡ଼େ ସାରଥୀଙ୍କ ଫଟୋରୁ ଝରୁଛି ବିଭୂତି ଓ ଗଙ୍ଗାଜଳ। ଏମିତି କିଛି ଦୃଶ୍ୟ ଦେଖିବା ପାଇଁ ଆଖ ପାଖ ଅଂଚଳରୁ ଲୋକଙ୍କ ଭିଡ ବି ବେଶ୍‌ ଜମୁଛି। ସ୍ଥାନୀୟ ବାସିନ୍ଦା ନୁହେଁ ବରଂ ଅନୁଗୁଳ ,ଆଠମଲ୍ଲିକ ,ତାଳଚେର ଓ ବାଲେଶ୍ୱର ଆଦି ଅଞ୍ଚଳରୁ ଲୋକଙ୍କ...

Kabul
ତାଲିବାନ କବ୍‌ଜାରେ କାବୁଲ:ଭାରତ ଉପରେ ପଡ଼ିବ କି ପ୍ରଭାବ?

ଆଫଗାନିସ୍ତାନରେ ତାଲିବାନ୍ ରାଜ୍। ଦଖଲରେ ରାଜଧାନୀ କାବୁଲ୍। ଆଜି କାବୁଲକୁ ଚାରିପଟୁ ଘେରିବା ପରେ, ଦ୍ୱାର ଦେଶରେ ପହଞ୍ଚିଥିଲେ ସଶସ୍ତ୍ର ଆତଙ୍କୀ। ସେମାନେ ସହରକୁ ବଳପୂର୍ବକ ନିୟନ୍ତ୍ରଣକୁ ନେବାକୁ ଚାହୁଁନାହାନ୍ତି, ସରକାର ନିଃସର୍ତ୍ତ ଆତ୍ମସମର୍ପଣ କରନ୍ତୁ ବୋଲି ଘୋଷଣା କରିଥିଲେ । ଅନ୍ୟପକ୍ଷରେ ଆଫଗାନ୍ ଆଭ୍ୟନ୍ତରୀଣ ମନ୍ତ୍ରୀ ଅବଦୁଲ୍...

PM Modi
ଏଣିକି ପାଣିରେ ଚାଲିବ ଟ୍ରେନ୍‌ ଓ କାର୍‌?

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସବୁଜ ହାଇଡ୍ରୋଜେନ କ୍ଷେତ୍ର, ଦେଶକୁ ଦୀର୍ଘ ଲମ୍ଫ ଦେବାରେ ସାହାଯ୍ୟ କରିବ। ଏହା ସହିତ ପେଟ୍ରୋଲ ଏବଂ ଡିଜେଲର ଚାହିଦା ହ୍ରାସ ହେଲେ ଅଶୌଧିତ ତୈଳ ଆମଦାନୀ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଇବ। କେବଳ ଏତିକି ନୁହେଁ, ସବୁଜ...

Dhanbad Judge
ଜଜ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ରକାରୀଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା

ଅନ୍ୟପକ୍ଷରେ, ଏହି ଘଟଣାର ତଦନ୍ତରେ ସିବିଆଇକୁ ସାହାଯ୍ୟ କରୁଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ସିବିଆଇ ଏହି ଘଟଣାର ତଦନ୍ତ ସହ ଘଟଣାରେ ଜଡିତ ପ୍ରାୟ ସମସ୍ତ ଦିଗକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ଏବଂ କ୍ରାଇମବ୍ରାଞ୍ଚର ରିପୋର୍ଟକୁ ମଧ୍ୟ ଯାଂଚ୍‌ କରାଯାଇଛି। ବିଚାରପତିଙ୍କ ମୃତ୍ୟୁର ପୂରା...

Chakra Visoyi
ସ୍ୱାଧୀନତା ସଂଗ୍ରାମୀ ଚକରା ବିଷୋୟୀ, ଏବେବି ଝୁରୁଛି ଘୁମୁସର ମାଟି...

ଦାଦା ଦୋହରା ବିଷୋୟୀ ଜଣେ ସଂଗ୍ରାମୀ ହୋଇ ଇଂରେଜ ମାନଙ୍କ ସହ ଲଢୁଥିଲେ। ତାଙ୍କରି ଠାରୁ ଅନୁପ୍ରାଣିତ ହୋଇ ପିଲାଟି ବୟସରୁ ଯୁଦ୍ଧ ବିଦ୍ୟା ପ୍ରତି ଆକୃଷ୍ଟ ହୋଇଥିଲେ ଚକରା । ଧନୁଶର,ଫାର୍ଶା, ଖଣ୍ଡା,ତୀର ଚାଳନା ଭଳି ବହୁ ଯୁଦ୍ଧ ବିଦ୍ୟାରେ ପାରଦର୍ଶିତା ବି ଲାଭ କରିଥିଲେ।

Afghan President Ashraf Ghani
ଇସ୍ତଫା ଦେଲେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କିଛି ଘଂଟା ପୂର୍ବରୁ ଖବର ମିଳିଥିଲା ଯେ, ଆଫ୍‌ଗାନିସ୍ତାନ ରାଜଧାନୀ କାବୁଲର ଦ୍ୱାର ଦେଶରେ ପହଞ୍ଚିଥିଲା ତାଲିବାନ୍‌। ଯେକୌଣସି ମୁହୂର୍ତ୍ତରେ ଏହି ସଂଗଠନ ସହର ଭିତରକୁ ପ୍ରବେଶ କରିପାରେ ବୋଲି ସୂଚନା ରହିଥିଲା। ତାଲିବାନର ଜଣେ ମୁଖପାତ୍ର କହିଥିଲେ, ସଂଗଠନର ବନ୍ଧୁକଧାରୀମାନେ ଏବେ କାବୁଲର ଗେଟରେ ଅଟକିଛନ୍ତି। ସହର...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି