• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ...more

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି

less

Posts by

Taliban
ଆଫ୍‌ଗାନିସ୍ତାନ ସ୍ଥିତି ସଙ୍ଗୀନ: କାବୁଲ୍‌ ଗେଟ୍‌ରେ ପହଞ୍ଚିଲାଣି ତାଲିବାନ୍‌

ତେବେ ଆମେରିକା ସୈନ୍ୟ ପ୍ରତ୍ୟାହରର ଅଳ୍ପ ଦିନ ପରେ ତାଲିବାନ ପୁରା ଆଫଗାନିସ୍ତାନକୁ ଦଖଲ କରିନେବା ସାରା ବିଶ୍ୱକୁ ବିସ୍ମିତ କରିଛି। ତେବେ କାବୁଲକୁ ବଳପୂର୍ବକ ଭାବେ ସେମାନେ ନେବାକୁ ଚାହୁଁନାହାନ୍ତି ବୋଲି ତାଲିବାନ୍ କହିଛି।

Congress
“ସବ୍‌କା ବିକାଶ, ସବ୍‌କା ସାଥ୍‌, ସବକା ପ୍ରୟାସ କିନ୍ତୁ ଚର୍ଚ୍ଚାରେ ଆପଣଙ୍କ ବକୱାସ୍‌”

୨୦୧୪ ନିର୍ବାଚନରେ ​​ବିଜେପି ସବକା ସାଥ, ସବକା ବିକାଶ ମନ୍ତ୍ର ପ୍ରଦାନ କରିଥିଲା। ଏହା ପରେ, ୨୦୧୯ ନିର୍ବାଚନରେ ​​ସମସ୍ତଙ୍କ ବିକାଶ ସହିତ ସମସ୍ତଙ୍କ ବିଶ୍ୱାସ ଯୋଡି ହୋଇଗଲା ଏବଂ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଏଥିରେ ସମସ୍ତଙ୍କ ପ୍ରୟାସ ଯୋଡିଛନ୍ତି।

coronavirus
ଦେଶରେ ପୁଣି ବଢୁଛି ସଂକ୍ରମଣ: ମାତ୍ର ୨୪ ଘଂଟାରେ ୪୯୩ ଜଣଙ୍କ ଗଲା ଜୀବନ

ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୨୭ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ସୁସ୍ଥତା ସଂଖ୍ୟା ୩,୧୩,୭୬,୦୧୫ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବର୍ତ୍ତମାନ ସମୟରେ ବି ଦେଶରେ ଆକ୍ଟିଭ୍‌ କେସର ସଂଖ୍ୟା ୩,୮୫,୩୩୬ ରହିଛି।

bjd
ନିର୍ବାଚନରେ ସର୍ବନିମ୍ନ ୨୭% ପଛୁଆବର୍ଗଙ୍କୁ ପ୍ରାର୍ଥୀ କରାଯିବ : ବିଜେଡ଼ି

ଓବିସିଙ୍କୁ ନେଇ ବଡ଼ କାର୍ଡ଼ ଖେଳିଲା ବିଜୁ ଜନତା ଦଳ ବିଜେଡ଼ି। ଆଗାମୀ ପଞ୍ଚାୟତ ନିର୍ବାଚନରେ ୨୭% ଓବିସି ପ୍ରାର୍ଥୀ ବିଜେଡ଼ି ଦେବ ବୋଲି ଘୋଷଣା ହୋଇଛି। ଏନେଇ ପ୍ରେସମିଟ୍‌ କରି ବିଧିବଦ୍ଧ ଭାବରେ ସୂଚନା ଦେଇଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏବଂ ଅରୁଣ ସାହୁ। ଉଭୟ...

Jammu Encounter
କୁଲଗ୍ରାମ୍‌ରେ ଏନକାଉଣ୍ଟର: ୨ ଆତଙ୍କବାଦୀ ନିପାତ, ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

ସୂଚନା ଅନୁସାରେ, ଗତକାଲି ଜାମ୍ମୁରେ ବିଜେପି ନେତାଙ୍କୁ ଆକ୍ରମଣ ହୋଇଛି। ରଜୌରୀ ଜିଲ୍ଲାର ବିଜେପି ନେତା ଜସବୀର ସିଂହଙ୍କ ଘରେ ଗ୍ରେନେଡ଼୍‌ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ୫ ଜଣ ଆହତ ମଧ୍ୟ ହୋଇଛନ୍ତି। ତେବେ ଏହି ଆକ୍ରମଣ ପଛରେ ଆତଙ୍କବାଦୀଙ୍କ ହାତ ଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି।

Rahul Gandhi
ତୀକ୍ତ ହେଉଛି କଂଗ୍ରେସ-ଟ୍ୱିଟର ୱାର: ୫ ହଜାର ନେତାଙ୍କ ଆକାଉଣ୍ଟକୁ ଟ୍ୱିଟର ଲକ୍‌ କରିଥିବା ଅଭିଯୋଗ କଲେ ରାହୁଲ

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏବଂ ମହିଳା କଂଗ୍ରେସ ସଭାପତି ସୁସ୍ମିତା ଦେବଙ୍କ ଟ୍ୱିଟର ଆକାଉଣ୍ଟରେ ମଧ୍ୟ ଲକ୍‌ ହୋଇଛି। କଂଗ୍ରେର କହିବା ଅନୁଯାୟୀ, ପାଖାପାଖି ୫୦୦୦ ରୁ ଅଧିକ ନେତାଙ୍କ ଆକାଉଣ୍ଟକୁ 'ଲକ୍' କରାଯାଇଛି। ତେଣୁ ବର୍ତ୍ତମାନ ସମୟରେ ଏହି ଆକାଉଣ୍ଟରୁ କୌଣସି ତଥ୍ୟ କିମ୍ବା...

coronavirus
ପୁଣି ଚିନ୍ତା ବଢାଉଛି ସଂକ୍ରମଣ: ୨୪ ଘଂଟାରେ ୫୮୫ ଜଣଙ୍କ ନେଲା ପ୍ରାଣ

ସୁସ୍ଥଙ୍କ ସଂଖ୍ୟା ୩,୧୩,୦୨,୩୪୫ ରେ ପହଞ୍ଚିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବର୍ତ୍ତମାନ ସମୟରେ ଦେଶରେ ୩,୮୫,୨୨୭ ଆକ୍ଟିଭ୍‌ କେସ ରହିଛି, ଯାହାକୁ ନେଇ ଚିନ୍ତ ପ୍ରକାଶ କରିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ। ସୂଚନା ଅନୁସାରେ, ଦେଶରେ ମୋଟ୍‌ ୫୨,୯୫,୮୨,୯୫୬ ଜଣଙ୍କୁ ଟିକାକରଣ କରାଯାଇଥିବା ବେଳେ ଗତ ୨୪...

Kinnaur Landslide
ହିମାଚଳ ଭୂସ୍ଖଳନ: ମୃତ୍ୟୁ ସଂଖ୍ୟା ୧୬ କୁ ବୃଦ୍ଧି, ସନ୍ଧାନୀ କୁକୁର ସାହାଯ୍ୟରେ ଚାଲିଛି ନିଖୋଜଙ୍କୁ ଖୋଜା

ସେପଟେ ରାସ୍ତା ଉପରେ ବଡ଼ ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା ରହିଥିବାରୁ ମେସିନ୍ ଲଗାଇ ଏହାକୁ ହଟାଇବାକୁ ଉଦ୍ୟମ ଜାରି ରହିଛି। ତେବେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉଦ୍ଧାର କର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହ ହିମାଚଳ...

delta-plus-variant
ଭୟଙ୍କର ହେଉଛି ଡେଲ୍‌ଟା ପ୍ଲସ୍‌ ସଂକ୍ରମଣ: ୬୩ ବର୍ଷୀୟା ମହିଳାଙ୍କ ଗଲା ଜୀବନ

୧୧ ଅଗଷ୍ଟରେ ସମ୍ପୃକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି କିନ୍ତୁ କେଉଁ କାରଣରୁ ତାଙ୍କର ପ୍ରାଣ ଯାଇଥିଲା ସେନେଇ କୌଣସି ତଥ୍ୟ ମିଳିନଥିଲା କିନ୍ତୁ ଆଜି ମେଡ଼ିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏହାସହ ମୁମ୍ବାଇ ମହାନଗର ନିଗମ ବିଏମସି ପକ୍ଷରୁ ସରକାରଙ୍କ ପକ୍ଷରୁ ମଧ୍ୟ...

Crime In Bihar
ପ୍ରେମୀକା ପାଇଁ ସାଙ୍ଗକୁ ହତ୍ୟା କଲା ସାଙ୍ଗ, ସିସିଟିଭିରୁ ମିଳିଲା ପ୍ରମାଣ

ସେପଟେ, ନାବାଳକଙ୍କ ମାଆ କହିଛନ୍ତି, ଅଗଷ୍ଟ ୩ ତାରିଖରେ ନିଜ ସାଙ୍ଗ ଘରକୁ ଯାଉଥିବା କହି ଘରୁ ବାହାରିଥିଲା ପୁଅ। କିନ୍ତୁ ଘରକୁ ଆଉ ଫେରିନଥିଲା। ରାତି ଅଧିକ ହେବାରୁ ମୁଁ ଅନେକ ସାଙ୍ଗଙ୍କୁ ଫୋନ୍‌ କରିଥିଲି କିନ୍ତୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ତେଣୁ ବ୍ୟସ୍ତ...

bjp leader attack
ବିଜେପି ନେତାଙ୍କ ଉପରେ ଗ୍ରେନେଡ଼୍‌ ଆକ୍ରମଣ: ୫ ଗୁରୁତର ଆହତ

ବିଜେପି ନେତାଙ୍କ ଆକ୍ରମଣରେ ପାଖାପାଖି ୫ ଜଣ ଗୁରୁତର ଆହତ ହୋଇଥିବା ନେଇ ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଅନେକ ବିଜେପି ନେତା ଆତଙ୍କୀଙ୍କ ଟାର୍ଗେଟ୍‌ରେ ରହିଛନ୍ତି। ଅଗଷ୍ଟ ୯ରେ ଆତଙ୍କବାଦୀମାନେ ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ବିଜେପି ନେତା...

Afghan
ଆଫଗାନିସ୍ତାନ ସ୍ଥିତି ସଙ୍ଗୀନ: ଭାରତୀୟଙ୍କୁ ଫେରି ଆସିବାକୁ ଅପିଲ୍‌ କଲା ନୂଆଦିଲ୍ଲୀ

ଏବେ ସୁଦ୍ଧା ଆଫଗାନିସ୍ତାନର ପ୍ରାୟ ୬୫ ପ୍ରତିଶତ ଅଞ୍ଚଳକୁ ତାଲିବାନ ନିଜ କବଜାକୁ ନେଇସାରିଛି। ଯାହା ମଧ୍ୟରେ ବହୁ ପ୍ରମୁଖ ସହର, ବାଣିଜ୍ୟ କେନ୍ଦ୍ର ଓ ପ୍ରାନ୍ତୀୟ ରାଜଧାନୀ ଥିବା ଆମେରିକୀୟ ଗୁଇନ୍ଦା ସଂସ୍ଥା ପକ୍ଷରୁ କୁହାଯାଇଛି। ଅଫଗାନିସ୍ତାନର ୩୪ଟି ପ୍ରାନ୍ତୀୟ ରାଜଧାନୀରୁ ୧୦ଟିକୁ ମାତ୍ର ସପ୍ତାହକ ଭିତରେ...

corona virus
ସମ୍ଭାବ୍ୟ କରୋନାର ତୃତୀୟ ଲହରକୁ ନେଇ ପ୍ରସ୍ତୁତ ହେଉଛନ୍ତି ସରକାର

ଶିଶୁ ରୋଗ ସମ୍ପର୍କିତ ଯେତେ ସମସ୍ୟା ଆସିବ ସେ ସବୁ ତାଲିକାଭୁକ୍ତ ହେବ। ଶୂନରୁ ୧୮ବର୍ଷ ପିଲାଙ୍କର ଥଣ୍ଡା ଓ କାଶ ଭଳି ଲକ୍ଷଣ ଥିବା ରୋଗୀ ଆସିଲେ ସେମାନଙ୍କ ସ୍ୱାବ୍‌ ଟେଷ୍ଟ କରାଯାଇ ଆରଟିପିସିଆର ଟେଷ୍ଟିଂ ହେବ। ଏହାସହ ସନ୍ଦିଗ୍ଧ କରୋନା ଆକ୍ରାନ୍ତ ଶିଶୁଙ୍କୁ ରାଜ୍ୟର ଯେ...

Kendrapada Water Issue
ପାଣି ପାଇଁ ମହାଭାରତ

ପ୍ରତିବାଦ କରିଥିଲେ ପ୍ରଶାସନ ଶୁଣିଲାନି। ଚେତାବନୀ ଦେଇଥିଲେ ସରକାର ଶୁଣିଲେନି। ଶେଷରେ ଉଗ୍ର ହେଲା ଜନ ଅସନ୍ତୋଷ। ପାଣି ପାଇଁ କେନ୍ଦ୍ରାପଡ଼ା ପାଲଟିଲା ରଣକ୍ଷେତ୍ର। କେନ୍ଦ୍ରାପଡ଼ା ଭାରିଗଦାରେ ଖରସ୍ରୋତା ପାନୀୟ ଜଳପ୍ରକଳ୍ପ ବିରୋଧରେ ଲୋକଙ୍କ ରୋଷ ଭିତରେ ଭିତରେ କେତେ ଭୟଙ୍କର ଭାବେ କୁହୁଳୁଥିଲା, ଆଜି ତାର ଉଗ୍ର...

allahabad-high-court
ପାନକାର୍ଡ଼ କି ଆଧାରକାର୍ଡ଼ ଜନ୍ମ ପ୍ରମାଣ ପତ୍ର ନୁହେଁ?

ଏହାସହ କୋର୍ଟ କହିଛନ୍ତି ଯେ ଯଦି ହାଇସ୍କୁଲ ସାର୍ଟିଫିକେଟ୍‌ରେ ରେକର୍ଡ ହୋଇଥିବା ଜନ୍ମ ତାରିଖକୁ ବିରୋଧ କରାଯାଏ କିମ୍ବା ଏହାର ବିଶ୍ୱସନୀୟତା ଉପରେ ପ୍ରଶ୍ନ କରାଯାଏ, ତେବେ ସ୍ଥାନୀୟ ପୌରସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ଜନ୍ମ ପ୍ରମାଣ ହିଁ ବୈଧ ରହିବ। ନଚେତ୍‌ ଡାକ୍ତରଖାନାରୁ ଦିଆଯାଇଥିବା ରିପୋର୍ଟ...

Kashmir Attack
ଜାମ୍ମୁ-କାଶ୍ମୀରରେ BSF ଯୱାନଙ୍କ ଉପରକୁ ଆକ୍ରମଣ କଲେ ଆତଙ୍କବାଦୀ, ଘଟଣାସ୍ଥଳରେ ପହଞ୍ଚିଲେ ବରିଷ୍ଠ ପୋଲିସ ଅଧିକାରୀ

ସୂଚନା ଅନୁସାରେ ଆତଙ୍କୀଙ୍କ ବିରୋଧରେ ଯୱାନମାନେ ଅପରେସନ୍‌ ଚାଲୁରଖିଥିବା ସମୟରେ ଆତଙ୍କୀମାନେ ହଠାତ୍ ଯୱାନଙ୍କ ଉପରକୁ ଗୁଳିମାଡ଼ କରିଥିଲେ। କାଶ୍ମୀରର ଦକ୍ଷିଣ ଅଞ୍ଚଳ କୁଲଗ୍ରାମରେ ଏହି ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଆକ୍ରମଣରେ କୌଣସି ଭାରତୀୟ ଯୱାନ ଆହତ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ। ଆକ୍ରମଣ ପରେ...

Opposition MPs
ବିରୋଧୀଙ୍କୁ ଟାର୍ଗେଟ୍‌ କରି ପ୍ରେସମିଟ୍‌ କଲେ ୭ କେନ୍ଦ୍ରମନ୍ତ୍ରୀ

ସାମ୍ନାକୁ ଆସିଲା ରାଜ୍ୟସଭାରେ ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରିବାର ଭିଜୁଆଲ । ରାଜ୍ୟସଭାରେ ଗତକାଲି ଘଟିଥିବା ଅପ୍ରିତିକର ଘଟଣାର ଚିତ୍ର ସାମ୍ନାକୁ ଆସିଛି। ଏଥିରେ ସ୍ପଷ୍ଟ ବାରି ହୋଇପଡ଼ୁଛି ଯେ, କେମିତି ମହିଳା ସାଂସଦ ମାନେ ରାଜ୍ୟସଭା ସୁରକ୍ଷାରେ ମୁତୟନ ଥିବା ମହିଳା ସୁରକ୍ଷାକର୍ମୀଙ୍କୁ ଧସ୍ତାଧସ୍ତି କରୁଛନ୍ତି

sonia
ଶାଣିତ ହେଉଛି ମୋଦି ବିରୋଧୀ ସ୍ୱର: ୨୦ରେ ବିରୋଧୀ ନେତାଙ୍କୁ ନେଇ ବୈଠକ କରିବେ ସୋନିଆ ଗାନ୍ଧୀ

ଏନସିପି ନେତା ଶରଦ ପାୱାରଙ୍କ ସହ ଅନେକ ରାଜ୍ୟର ହେଭିୱେଟ୍‌ଙ୍କୁ ଆସନ୍ତା ୨୦ରେ ଆୟୋଜିତ ହେଉଥିବା ବୈଠକକୁ ନିମନ୍ତ୍ରଣ କରାଯାଇଛି। କୁହାଯାଉଛି ମଧ୍ୟାହ୍ନ କିମ୍ବା ରାତ୍ରୀ ଭୋଜନ ସମୟରେ ବିରୋଧୀମାନଙ୍କ ସହ ଆଲୋଚନା କରିପାରନ୍ତି ସୋନିଆ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳିତ ମୌସୁମୀ ଅଧିବେଶନରେ ବିରୋଧୀମାନେ ଏକଜୁଟ୍‌ ହୋଇ...

crime
୨ ଜଣଙ୍କ ମଧ୍ୟରେ ଲାଗିଥିଲା ଝଗଡ଼ା: ସମାଧାନ କରିବାକୁ ଯାଇଥିବା ବ୍ୟକ୍ତିଙ୍କୁ କରାଗଲା ହତ୍ୟା

କୌଣସି କାରଣରୁ ଦୁଇ ଜଣ ଝଗଡା ଲାଗିଥିଲେ। ଆଉ ସେମାନଙ୍କ ଝଗଡ଼ାର ସମାଧାନ କରିବା ଲାଗି ତୃତୀୟ ପକ୍ଷ ପହଞ୍ଚିଥିଲେ। କେବଳ ପହଞ୍ଚିଥିଲେ ତାହା ନୁହେଁ ବରଂ ଉଭୟଙ୍କୁ ବୁଝାସୁଝା ମଧ୍ୟ କରିଥିଲେ। କିନ୍ତୁ ଦୁଃଖର କଥା ତାଙ୍କୁ ହିଁ ସେମାନେ ହତ୍ୟା କରିଦେଲେ। ଆଉ ଏହି ଘଟଣା...

School studet corona affect
ଆସିଗଲା କି କରୋନାର ତୃତୀୟ ଲହର? ବେଙ୍ଗାଲୁରୁ, ହରିୟାଣା ଓ ହିମାଚଳରେ ଅଧିକରୁ ଅଧିକ ସ୍କୁଲ ପିଲା କରୋନା ପଜିଟିଭ୍‌

ବାଙ୍ଗାଲୋର ପରି ଏକ ବଡ ସହରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି ସଂକ୍ରମଣ। ବେଙ୍ଗାଲୁରୁ ପ୍ରଶାସନ ଦେଇଥିବା ସୂଚନା ଅନୁସାରେ, କରୋନାରେ ସଂକ୍ରମିତ ହୋଇଥିବା ପିଲାଙ୍କ ମଧ୍ୟରେ ୧୨୭ ଜଣ ପିଲା ୯ ବର୍ଷ ପର୍ଯ୍ୟନ୍ତ ରହିଥିବା ବେଳେ ୧୦ ରୁ ୧୯ ବର୍ଷ ମଧ୍ୟରେ ୧୭୪ ଜଣ...

ଆଇଆଇଏମସିରୁ ସାମ୍ବାଦିକତା ପଢିବା ପରେ ଓଡ଼ିଆ ଡିଜିଟାଲ୍ ସାମ୍ବାଦିକତା କ୍ଷେତ୍ରରେ ୩ ବର୍ଷ ହେଲା ଦକ୍ଷତାର ସହ କାର୍ଯ୍ୟରତ। ଜାତୀୟ ଖବରକୁ ସ୍ୱତନ୍ତ୍ର ରିପୋର୍ଟ ପ୍ରସ୍ତୁତି ଏବଂ ସାକ୍ଷାତକାର ନେବାରେ ତାଙ୍କର ବରିଷ୍ଠ ଅଭିଜ୍ଞତା ରହିଛି